Vishal Kashyap - The Sakala

ଦିଲ୍ଲୀରେ ବୃଦ୍ଧା ଏବଂ ମାଙ୍କଡ଼ ମଧ୍ୟରେ ସଂଘର୍ଷର ଭିଡିଓ ଭାଇରାଲ: ୧୩୩ ନିୟୁତରୁ ଅଧିକ ଭ୍ୟୁଜ୍ ସହ କାହାର ଭୁଲ୍ ସେ ନେଇ ତୀବ୍ର ଚର୍ଚ୍ଚା
ଦିଲ୍ଲୀରେ ଏକ ମାଙ୍କଡ଼ ଏବଂ ଜଣେ ବୃଦ୍ଧା ମହିଳାଙ୍କ ମଧ୍ୟରେ ହୋଇଥିବା ସଂଘର୍ଷର ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ବ୍ୟାପକ ଭାବରେ ଭାଇରାଲ ହେବାରେ ଲାଗିଛି। ଇନଷ୍ଟାଗ୍ରାମରେ ବିଶାଳ କଶ୍ୟପ ନାମକ ଜଣେ ୟୁଜର ଏହି ଭିଡିଓଟିକୁ ସେୟାର କରିଥିଲେ, ଯାହାକୁ ବର୍ତ୍ତମାନ ସୁଦ୍ଧା ୧୩୩ ନିୟୁତରୁ ଅଧିକ (133 Million Views) ଥର ଦେଖାସରିଲାଣି। ଏହି ଘଟଣାକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ କାହାର ଭୁଲ୍ ରହିଛି ସେ ନେଇ ତୀବ୍ର ବିତର୍କ ଆରମ୍ଭ ହୋଇଛି।

କିପରି ଘଟିଲା ଘଟଣା?

ପ୍ରଥମେ ଭାଇରାଲ ହୋଇଥିବା ଭିଡିଓରେ ଦେଖିବାକୁ ମିଳିଛି ଯେ, ବୃଦ୍ଧା ଜଣକ ମାଙ୍କଡ଼ଟିକୁ ଘଉଡ଼ାଇବା ପାଇଁ ତା' ଉପରକୁ ଏକ ବଡ଼ ପଥର ଫିଙ୍ଗୁଛନ୍ତି। ପଥର ମାଡ଼ରେ ଉତକ୍ଷିପ୍ତ ହୋଇ ମାଙ୍କଡ଼ଟି ସଙ୍ଗେ ସଙ୍ଗେ ପ୍ରତିକ୍ରିୟାଶୀଳ ହେଉଛି ଏବଂ ବୃଦ୍ଧାଙ୍କ ଉପରକୁ ଆକ୍ରମଣ କରିବାକୁ ଡେଇଁପଡ଼ୁଛି। ସ୍ଥାନୀୟ ଲୋକେ ଦୌଡ଼ି ଆସି ବୃଦ୍ଧାଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ଏତିକିବେଳେ କେହି ଜଣେ ତାଙ୍କ ହାତରେ ଏକ ବାଡ଼ି ଧରାଇଦେବା ପରେ ସେ ପୁଣିଥରେ ମାଙ୍କଡ଼ଟିକୁ ପିଟିବାକୁ ଉଦ୍ୟମ କରିଥିଲେ। ଫଳରେ ମାଙ୍କଡ଼ଟି ପୁନର୍ବାର ଆକ୍ରମଣାତ୍ମକ ରୂପ ନେଇଥିଲା।

View this post on Instagram

ସୋସିଆଲ ମିଡିଆରେ ଆଲୋଚନା ଓ ସମାଲୋଚନା

ଏହି ଭିଡିଓ ସାମ୍ନାକୁ ଆସିବା ପରେ ଅଧିକାଂଶ ସୋସିଆଲ ମିଡିଆ ୟୁଜର ବୃଦ୍ଧାଙ୍କ କାର୍ଯ୍ୟକୁ ତୀବ୍ର ସମାଲୋଚନା କରିଥିଲେ। ଜଣେ ୟୁଜର କମେଣ୍ଟ କରିଛନ୍ତି ଯେ, "କେବଳ ବୟସ୍କ ହୋଇଥିବାରୁ କେହି ସମ୍ମାନ ପାଇବାକୁ ଯୋଗ୍ୟ ହୋଇଯାଆନ୍ତି ନାହିଁ।" ସେହିପରି ଅନ୍ୟ ଜଣେ ୟୁଜର ଲେଖିଛନ୍ତି, "ଏହି ଭିଡିଓରେ କେବଳ ସେହି ପାଗଳ ମହିଳା ଜଣକ ହିଁ ସବୁଠାରୁ ବିପଦଜ୍ଜନକ।"

ଦ୍ଵିତୀୟ ଭିଡିଓରୁ ସାମ୍ନାକୁ ଆସିଲା ନୂଆ କାହାଣୀ

ବିବାଦ ବଢ଼ିବା ପରେ ପୋଷ୍ଟର୍ ଆଉ ଏକ ଦ୍ୱିତୀୟ ଭିଡିଓ ସେୟାର କରିଥିଲେ, ଯେଉଁଥିରେ ଆକ୍ରମଣ ପୂର୍ବର ସମ୍ପୂର୍ଣ୍ଣ ଘଟଣା କଏଦ ହୋଇଥିଲା। ଏହି ଭିଡିଓରୁ ଜଣାପଡ଼ିଛି ଯେ, ପ୍ରଥମେ ମାଙ୍କଡ଼ଟି ଏକ ଦୋକାନ ଭିତରେ ପଶି ଖାଦ୍ୟ ପ୍ୟାକେଟ୍ ଚିରିବା ସହ ବ୍ୟାପକ ଉତ୍ପାତ ମଚାଇଥିଲା। ଲୋକମାନେ ତାକୁ ଘଉଡ଼ାଇବାକୁ ଯାଇ ପିଟିବା ଆରମ୍ଭ କରିବାରୁ ମାଙ୍କଡ଼ଟି ନିଜର ଆତ୍ମରକ୍ଷା ପାଇଁ ଆକ୍ରମଣାତ୍ମକ ହୋଇପଡ଼ିଥିଲା। ଏହି ଘଟଣା ସହରାଞ୍ଚଳରେ ବଢ଼ିଚାଲିଥିବା ମଣିଷ ଓ ବନ୍ୟଜନ୍ତୁ ସଂଘର୍ଷର ଏକ ବଡ଼ ଉଦାହରଣ ପାଲଟିଛି। ବନ୍ୟଜନ୍ତୁ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି ଯେ ଏଭଳି ସ୍ଥିତିରେ ହିଂସାର ଆଶ୍ରୟ ନ ନେଇ ତୁରନ୍ତ ବନ ବିଭାଗ କିମ୍ବା ବନ୍ୟଜନ୍ତୁ ଉଦ୍ଧାରକାରୀ ଦଳଙ୍କୁ ଖବର ଦେବା ଆବଶ୍ୟକ।

View this post on Instagram

A post shared by Vishal Kashyap VKR (@vishal_kashyap_vkr)