OPHWC Deputy Manager - The Sakala

ଗିରଫ ହେଲେ OPHWC ଡେପୁଟି ମ୍ୟାନେଜର ବିଦ୍ୟୁତ ରଞ୍ଜନ ଭୋଳ, ରେଡ୍ ବେଳେ ଘରୁ ମିଳିଥିଲା କେଜିଏରୁ ଉର୍ଦ୍ଧ୍ୱ ସୁନା, ନଗଦ ୪୮ ଲକ୍ଷ ଟଙ୍କା
ଭୁବନେଶ୍ୱର: ବନ୍ଧାହେଲେ OPHWC ଡେପୁଟି ମ୍ୟାନେଜର ବିଦ୍ୟୁତ ରଞ୍ଜନ ଭୋଳ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କଲା ଭିଜିଲାନ୍ସ ବିଭାଗ । ରେଡ୍ ବେଳେ କୁବେର ବାବୁଙ୍କ ଘରୁ ମିଳିଥିଲା ୧ କେଜି ୧୪୦ ଗ୍ରାମ ସୁନା ସହ ନଗଦ ୪୮ ଲକ୍ଷ ୭୯ ହଜାର ଟଙ୍କା । ଏହା ସହିତ ଜଟଣୀ, ବ୍ରହ୍ମପୁର ଆଦି ସ୍ଥାନରେ ବାବୁଙ୍କର ରହିଛି ୨୯ଟି ପ୍ଲଟ୍। ଏନେଇ ସୂଚନା ଦେଇଛନ୍ତି ସମ୍ବଲପୁର ଭିଜିଲାନ୍ସ ଏସପି ପି.କେ ଦ୍ଵିବେଦୀ। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଗତକାଲି ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ ରଞ୍ଜନ ଭୋଳଙ୍କ ଘର ସହ ଏକକାଳନୀ ତିନୋଟି ସ୍ଥାନରେ ଚଢ଼ାଉ କରିଥିଲା ଭିଜିଲାନ୍ସ ।

ସୂଚନାଯୋଗ୍ୟ, ମଙ୍ଗଳବାର ଓଡ଼ିଶା ପୁଲିସ୍‌ ଗୃହନର୍ମାଣ ଓ କଲ୍ୟାଣ ନିଗମ (ଓପିଏଚ୍‌ଡବ୍ଲୁସି) ସମ୍ବଲପୁର ଡିଭିଜନରେ କାର୍ଯ୍ୟରତ ଡେପୁଟି ମ୍ୟାନେଜର ବିଦ୍ୟୁତ ରଞ୍ଜନ ଭୋଳ ବିଭିନ୍ନ ଲୋକଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲାଞ୍ଚ ନେଇ ଘରକୁ ଯାଉଥିଲେ । ଭିଜିଲାନ୍ସ ଟିମ୍‌ ସମ୍ବଲପୁର ରେଳ ଷ୍ଟେସନ ନିକଟରେ ତାଙ୍କୁ କାବୁ କରିଥିଲେ । ଯାଞ୍ଚ କରିବା ପରେ ତାଙ୍କ ନିକଟରୁ ୫ ଲକ୍ଷ ୧୮ ହଜାର ୯୦୦ ଟଙ୍କା ନଗଦ ଅର୍ଥ ଜବତ କରିଥିଲା । ଏହାପରେ ବାବୁଙ୍କର ଘର ସହ ଏକକାଳନୀ ତିନୋଟି ସ୍ଥାନରେ ଚଢ଼ାଉ କରିଥିଲା ଭିଜିଲାନ୍ସ ।