Ganja Seized - The Sakala
ଉପରେ ପାଣି ବୋତଲ, ଭିତରେ ଚାଲାଣ ହେଉଥିଲା ଗଞ୍ଜେଇ; ମାଡିବସିଲା ଅବକାରୀ ବିଭାଗ, ୨ଗିରଫ
ଯାଜପୁର: ଅଭିନବ ଉପାୟରେ ହେଉଥିଲା ଗଞ୍ଜେଇ ଚାଲାଣ, ମାଡିବସିଲା ଅବକାରୀ ବିଭାଗ । ଯାଜପୁର ଅବକାରୀ ବିଭାଗକୁ ମିଳିଛି ଏହି ବଡ ସଫଳତା। ପିକଅପ ଗାଡ଼ ସହ ବିପୁଳ ପରିମାଣର ଗଞ୍ଜେଇ ଜବତ। ଉପରେ ପାଣି ବୋତଲ ସହ ଭିତରେ ଗଞ୍ଜେଇ ଚାଲାଣ ହୋଉଥିଲା ବେଳେ ଧରିଲା ଅବକାରୀ ବିଭାଗ । ୧ କ୍ଵିଣ୍ଟାଲ ୬୦ କେଜି ଗଞ୍ଜେଇ ଜବତ ହୋଇଥିବା ସୂଚନା ଦେଲା ଆବ୍କାରି ବିଭାଗ। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୧୬ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ହେବ ବୋଲି ଜଣାପଡିଛି । ଏହି ଘଟଣାରେ ଗଞ୍ଜେଇ ଚାଲାଣ ଅଭିଯୋଗରେ ୨ ଜଣଙ୍କୁ ଗିରଫ କରି ତଦନ୍ତ ଜାରି ରହିଛି ଅବକାରୀ ବିଭାଗ । ଗିରଫ ଅଭିଯୁକ୍ତ ହେଲେ ବୌଦ୍ଧ ଜିଲାର ଆଂନନ୍ଦ ଭୋଇ ଓ ଅନୁଗୁଳ ଜିଲାର ରେଙ୍ଗାଲବେଢା ଅଞ୍ଚଳର ଅନୀଲ ବେହେରା। ଏମାନେ ଯାଜପୁର ଜିଲ୍ଲାର ବିଭିନ୍ନ ଅଞ୍ଚଳକୁ ବୌଦ୍ଧ ଜିଲ୍ଲାରୁ ଗଞ୍ଜେଇ ଆଣି ଚାଲାଣ କରୁଥିଲେ। ଜ଼ିଲ୍ଲା ଅବକାରୀ ଭ୍ରାମ୍ୟମାଣ ଦଳ ପକ୍ଷରୁ ବିଶେଷ ସୂତ୍ରରୁ ଖବର ପାଇ ମାଳହାଟ ନିକଟରେ ଏହି ଚଢ଼ାଉ କରା ଯାଇଥିଲା।
କାର ସହ ୧୦୧ କିଲୋ ଗଞ୍ଜେଇ ଜବତ, ଡ୍ରାଇଭର ଫେରାର୍
କୋରାପୁଟ: କୋରାପୁଟ ପୋଲିସକୁ ପୁଣି ସଫଳତା । ୧୦ ଲକ୍ଷ ଟଙ୍କାର ଗଞ୍ଜେଇ ସହ କାର୍‌ ଜବତ । ମାଛକୁଣ୍ଡ ପୁଲିସ୍ ଦ୍ୱାରା ଲମତାପୁଟ ବ୍ଲକ ବଦଳିଗୁଡ଼ା ଜଙ୍ଗଲ ନିକଟରୁ ଏକ କାର୍ ସହ ୧୦୧ କିଲୋ ୫୦୦ ଗ୍ରାମ ଗଞ୍ଜେଇ ଜବତ କରା ଯାଇଛି । ମାତ୍ର ଅନ୍ଧାରର ସୁଯୋଗ ନେଇ ଡ୍ରାଇଭର ଫେରାର ହୋଇଯାଇଛି ।
ମାଛକୁଣ୍ଡ ଥାନା ଲମତାପୁଟ ବ୍ଲକ ଗୋଡ଼ିହଞ୍ଜର ଦେଇ ଆନ୍ଧ୍ର ପ୍ରଦେଶର ସୀମାନ୍ତ ଗ୍ରାମରୁ ଝାଡଖଣ୍ଡ ରାଜ୍ୟକୁ ଓଡି ୩୩ଏସି ୭୯୦୦ ନମ୍ବର ପ୍ଲେଟ ଲାଗିଥିବା ଏକ କାରରେ ଚୋରା ଗଞ୍ଜେଇ ଚାଲାଣ ହେଉଥିବା ସୂଚନା ବିଶ୍ୱସ୍ଥ ସୂତ୍ରରୁ ନନ୍ଦପୁର ଏସଡିପିଓ ସଞ୍ଜୟ କୁମାର ମହାପାତ୍ରଙ୍କ ହସ୍ତଗତ ହୋଇଥିଲା। ସୂଚନାକୁ ଆଧାର କରି ଉକ୍ତ କାରକୁ ଠାବ କରି କାର୍ଯ୍ୟାନୁଷ୍ଠାନ ନେବାକୁ ଶ୍ରୀ ମହାପାତ୍ର ମାଛକୁଣ୍ଡ ଥାନା ଭାରପ୍ରାପ୍ତ ଅଧିକାରୀ ଡମ୍ବରୁଧର ବାତ୍ରିଆଙ୍କୁ ନିର୍ଦେଶ ଦେଇଥିଲେ । ଏସଡିପିଓ ଶ୍ରୀ ମହାପାତ୍ରଙ୍କ ନିର୍ଦ୍ଦେଶ କ୍ରମେ ମାଛକୁଣ୍ଡ ଓଆଇସି ଡମ୍ବରୁଧର ବାତ୍ରିଆଙ୍କ ନେତୃତ୍ୱରେ ଗଠିତ ଟିମ୍ ବାଦଳିଗୁଡ଼ା ନିକଟରେ ନାକାବନ୍ଦି କରି ଗାଡି ଚେକିଂ କରିଥିଲେ । ଉକ୍ତ କାର ଆସିବା ମାତ୍ରେ ଚେକିଂ ଟିମ ତାକୁ ଅଟକାଇ ଯାଂଚ୍ କରିବା ବେଳକୁ ସେଥିରେ ଗଞ୍ଜେଇ ଥିବା ଜଣା ପଡିଥିଲା । ପୁଲିସ ଟିମ୍ କାର୍ ସହ ଗଞ୍ଜେଇ ଜବତ କରି ମାଛକୁଣ୍ଡ ଥାନାକୁ ନେଇ ଓଜନ କରିବା ବେଳକୁ ତାହା ୧୦୧କିଲୋ ୫୦୦ ଗ୍ରାମ ହୋଇଥିଲା । ଅନ୍ଧାରର ସୁଯୋଗ ନେଇ କାର୍ ଚାଳକ ନିକଟସ୍ଥ ଜଙ୍ଗଲ ମଧ୍ୟରେ ଖସି ପଳାଇବାରେ ସକ୍ଷମ ହୋଇଥିବା ଜଣା ପଡ଼ିଛି। ଅନ୍ୟ ପକ୍ଷରେ କାରରେ ଲାଗିଥିବା ନମ୍ବର ପ୍ଲେଟ ନକଲି ବୋଲି ପ୍ରାଥମିକ ତଦନ୍ତରୁ ଜଣା ପଡ଼ି ଥିବା ବେଳେ ମାଛକୁଣ୍ଡ ଥାନାରେ ଏନଡିପିଏସ ଆକ୍ଟରେ ଏକ ମାମଲା(କେଶ୍ ନଂ-୧୩୯/୨୦୨୩) ରୁଜୁ କରି ଓ ଆଇ ସି ଶ୍ରୀ ବାତ୍ରିଆ ନିଜେ ମାମଲାର ତଦନ୍ତ କରୁଥିବା ଜଣା ପଡ଼ିଛି ।
ପିକପ୍ ଭ୍ୟାନରେ ସିକ୍ରେଟ ଚ୍ୟାମ୍ବର କରି ହେଉଥିଲା ଗଞ୍ଜେଇ ଚାଲାଣ; ମାଡିବସିଥିଲା ଅବକାରୀ ବିଭାଗ, ଜଣେ ଗିରଫ
ବାରିପଦା: ମୟୂରଭଞ୍ଜ ଅବକାରୀ ବିଭାଗର ବଡ଼ ସଫଳତା ମିଳିଛି । ୬୨କେଜି ଗଞ୍ଜେଇ ବୋଝେଇ ଭ୍ୟାନକୁ ଜବତ କରିବା ସହ ଜଣକୁ ଗିରଫ କରିଛି ବିଭାଗ। ସୁବର୍ଣ୍ଣପୁରରୁ କଲିକତା ଚାଲାଣ ବେଳେ ୪୯ନଂ ଜାତୀୟ ରାଜପଥର ଝାରପୋଖରିଆ ଟୋଲଗେଟରେ ମାଡିବସିଥିଲା ଅବକାରୀ ବିଭାଗର ସ୍ବତନ୍ତ୍ର ଟିମ। ଏକ ପିକପ ଭ୍ୟାନରେ ସିକ୍ରେଟ ଚ୍ୟାମ୍ବର କରି ଗଂଜେଇ ନେଇ ଯାଉଥିବା ବେଳେ ମୋବାଇଲ ଟ୍ରାକିଂ କରି ଜବତ କରିଛି ଅବକାରୀ ବିଭାଗ।
ଗଞ୍ଜେଇ ବୋଝେଇ ପିକଅପଟି ସୋନପୁରରୁ ୪ଟି ଜିଲ୍ଲା ଅତିକ୍ରମ କରି ଆସୁଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ମୟୂରଭଞ୍ଜ ଅବକାରୀ ଅଧୀକ୍ଷକ ପ୍ରଶାନ୍ତ କଅଁର ଯୋଜନାବଦ୍ଧ ଭାବେ ଟିମ ଗଠନ କରି ଟୋଲଗେଟ ନିକଟରେ ଛପି ରହିଥିଲେ । ମୋବାଇଲ ଟ୍ରାକିଂ ସାଙ୍ଗକୁ ଅବକାରୀ ବିଭାଗ ପକ୍ଷରୁ ଗଞ୍ଜେଇ ବୋଝେଇ ବୋଲେରୋ ମାକ୍ସ ପିକଅପ ଭ୍ୟାନକୁ ଧରିବାରେ ସକ୍ଷମ ହୋଇଥିଲେ। ଜବତ ଗଞ୍ଜେଇର ପରିମାଣ ୬୨କେଜି ୧୨୦ଗ୍ରାମ ଓ ଆନୁମାନିକ ମୂଲ୍ୟ ୧୦ ଲକ୍ଷ ଟଙ୍କା ବୋଲି ଆକଳନ କରାଯାଇଛି । ଭ୍ୟାନକୁ ସୁରକ୍ଷା (ଏସକର୍ଟ) ଦେଇ ନେଉଥିବା ମାଫିଆମାନଙ୍କର ଅନ୍ୟ ଗାଡିଟି ଚମ୍ପଟ ମାରିଛି। ଗିରଫ ଜଣକ ହେଉଛନ୍ତି ସୋନପୁର ଜିଲ୍ଲା ଭାଟପଦା ଥାନା ଅନ୍ତର୍ଗତ ସୁବଳିଆ ଗ୍ରାମର ମଳୟ ରଞ୍ଜନ ମହାକୁଡ଼। ଏନେଇ ଅବକାରୀ ଅଧୀକ୍ଷକ ଶ୍ରୀ କହଁର ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ।
କୋରାପୁଟ: ୧୦ ଲକ୍ଷ ଟଙ୍କାର ଗଞ୍ଜେଇ ବୋଝେଇ ବୋଲେର ଜବତ ମାଫିଆ ଫେରାର । ପୁଷ୍ପା ଫିଲ୍ମ ଷ୍ଟାଇଲରେ ଗଞ୍ଜେଇ ଚୋରା ଚାଲାଣ କରୁଥିଲେ ମାଫିଆ, ମାଡ଼ିବସିଲା ପାଡୁଆ ପୋଲିସ । ପାଡୁଆ ପୋଲିସକୁ ବିଶେଷ ସୂତ୍ରରୁ ଖବର ମିଳିଥିଲା କି, ଆନ୍ଧ୍ର ନମ୍ବରର ଏକ ବୋଲେରରେ ଗଞ୍ଜେଇ ପାଡୁଆ ଅଞ୍ଚଳରୁ ଆନ୍ଧ୍ର ପ୍ରଦେଶକୁ ଚୋରା ଚାଲାଣ ହେଉଛି ବୋଲି । ପୋଲିସ ଥାନା ନିକଟରେ ଗାଡି ସବୁ ଯାଞ୍ଚ କରୁଥିବା ବେଳେ ମାଫିଆମାନେ ନମ୍ବର ବଦଳାଇ ଓଡିଶା ନମ୍ବର ପ୍ଲେଟ ଲଗାଇ ଥାନା ଅଭିମୁଖେ ଆସୁଥିବା ଜାଣିପାରିଥିଲା ପୋଲିସ । ଗାଡିଯାଞ୍ଚ ହେଉଥିବା ଦେଖି ମାଫିଆମାନେ ଗାଡିକୁ ବିପରୀତ ଦିଗକୁ ବୁଲାଇ ଚାଟୁଆ ଅଭିମୁଖେ ଚାଲି ଯାଇଥିଲେ । ପୋଲିସ ପିଛା କରୁଥିବା ଦେଖି ମାଫିଆ ଚାଟୁଆ ଗ୍ରାମ ପୂର୍ବରୁ ଗାଡି ଛାଡି ଚମ୍ପଟ ମାରିଥିଲେ ।
ମାଫିଆମାନେ ଛାଡିଯାଇଥିବା ଗାଡିକୁ ଯାଞ୍ଚ କରି କିଛି ପାଇନଥିଲା ପୋଲିସ । ପାଡୁଆ ଥାନାକୁ ଗାଡି ଆଣି ତନ ତନ ଯାଞ୍ଚ କରିବାରୁ ବୋଲେରର ଛାତରେ ସ୍ୱତନ୍ତ୍ର ଚାମ୍ବର କରି ଗଞ୍ଜେଇ ରଖା ଯାଇଥିବା ଦେଖିଥିଲା ପୋଲିସ । ଜବତ ଗାଡ଼ିରୁ ୧୦୪ କେଜି ଗଞ୍ଜେଇ ଜବତ କରିଛି ପୋଲିସ । ଏହାର ମୂଲ୍ୟ ପ୍ରାୟ ୧୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ହେବ ବୋଲି ପୋଲିସ ସୂଚନା ଦେଇଛି । ଅନ୍ୟପଟେ ଗାଡିର ଚେସିସ ଇଂଜିନ ନମ୍ବରକୁ ବାହାର କରି ମୁଖ୍ୟ ମାଫିଆକୁ ଧରିବା ପାଇଁ ଉଦ୍ୟମ ଆରମ୍ଭ କରିଛି ପାଡୁଆ ପୋଲିସ ।
ମାଲକାନଗିରି ପୋଲିସ କବଜାରେ ଆନ୍ତଃରାଜ୍ୟ ଡ୍ରଗ୍ସ ରାକେଟ; ୧.୬ ଗ୍ରାମ ବ୍ରାଉନସୁଗାର ସହ ୫୦ କେ.ଜି ଗଞ୍ଜେଇ ଜବତ, ୬ ଗିରଫ
ମାଲକାନଗିରି: ପୋଲିସ କବଜାରେ ଆନ୍ତଃରାଜ୍ୟ ଡ୍ରଗ୍ସ ରାକେଟ । କାଲିମେଳାରୁ ଜବତ ହେଲା ଧଳା ଜହର ଓ ଗଞ୍ଜେଇ । ଗଞ୍ଜେଇ ଧରିବାବେଳେ ଖୋଲିଲା ଡ୍ରଗ୍ସ କାରବାରର ଗୁମର । କାଲିମେଳା NH 326ରେ ଯାଞ୍ଚବେଳେ ଡ୍ରଗ୍ସ କାରବାରରେ ସଂପୃକ୍ତ ୬ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ପାଟ୍ରୋଲିଂ ବେଳେ ୩୨୬ ନଂ ଜାତୀୟ ରାଜପଥର ପୁଲିମେଟଲା ଛକ ନିକଟରେ ଦ୍ରୁତ ଗତିରେ ଯାଉଥିବା ଏକ କାରରୁ ୫୦ କେଜି ଗଞ୍ଜେଇ ଜବତ ହୋଇଛି। ଏହା ସହ ୩ ଜଣଙ୍କୁ ପୋଲିସ ଗିରଫ କରି ପଚରାଉଚୁରା କରିବାରୁ ଏଥିରେ ଆଉ ୨ ଜଣଙ୍କର ଲିଙ୍କ୍ ଥିବା ଜଣାପଡ଼ିଥିଲା। ସେମାନେ ମାଲକାନଗିରି ବସଷ୍ଟାଣ୍ଡ ନିକଟ ଏକ ଲଜ୍‌ରେ ରହୁଥିଲେ। ପୋଲିସ ସେଠାରେ ଚଢାଉ କରିବା ବେଳେ ଅନ୍ୟ ୨ ଅଭିଯୁକ୍ତଙ୍କ ଠାରୁ ୧.୬ ଗ୍ରାମର ବ୍ରାଉନସୁଗର ଜବତ ହୋଇଛି।
କାଳିମେଳା ପୁଲିସ ୬ ଜଣ ଅପରାଧୀ ସମେତ ୫୦କେ.ଜି ଗଞ୍ଜେଇ ସହ ୧.୬ ଗ୍ରାମର ବ୍ରାଉନ ସୁଗାର ଏବଂ ଦୁଇଟି କାର ଏବଂ ନଗଦ ୧ଲକ୍ଷ ୪୬ହଜାର ଟଙ୍କା ଜବଦ କରିଛି । ତେବେ ୫ ଅଭିଯୁକ୍ତଙ୍କ ଘର ବାହାର ରାଜ୍ୟରେ ହୋଇଥିବାବେଳେ ଜଣେ ମାଲକାନଗିରି ଜିଲ୍ଲାର ବୋଲି ଜଣାପଡ଼ିଛି । କେଉଁକେଉଁ ଅଞ୍ଚଳରେ ଅଭିଯୁକ୍ତମାନେ ଗଞ୍ଜେଇ ଓ ଡ୍ରଗ୍ସ କାରବାର ଚଳାଇଥିଲେ ସେନେଇ ଅଧିକ ତଦନ୍ତ କରାଯାଉଛି । ରାଜ୍ୟ ବାହାରର ଅଭିଯୁକ୍ତ ଏଥିରେ ସଂପୃକ୍ତ ଥିବାରୁ ଏକ ଆନ୍ତଃରାଜ୍ୟ ରାକେଟ କାମ କରୁଥିବା ପୋଲିସ ସନ୍ଦେହ କରୁଛି ।
ରାଜଧାନୀ ଉପକଣ୍ଠରୁ ୪୨ କେ.ଜି ଗଞ୍ଜେଇ ଜବତ, ତିନି ଗିରଫ
ଭୁବନେଶ୍ୱର: ରାଜଧାନୀରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କଲା ଧଉଳି ଥାନା ପୋଲିସ । ଭୁବନେଶ୍ୱରର କେସୁରା ପଟୁ ଦୟା ନଦୀ ବନ୍ଧରେ ଏକ କାରରେ ୩ ଜଣ ଆସୁଥିବାବେଳେ ମାଡ଼ି ବସିଲା ପୋଲିସ । ସେମାନଙ୍କ ପାଖରୁ ପ୍ରାୟ ୪୨ କିଲୋ ଗଞ୍ଜେଇ ଜବତ କରିବା ସହ ୩ ଜଣଙ୍କୁ ଗିରଫ ମଧ୍ୟ କରିଛି ଧଉଳି ଥାନା ପୋଲିସ ।
ସୂଚନା ଅନୁସାରେ, ବିଶେଷ ସୁତ୍ରରୁ ଖବର ପାଇ ଧଉଳି ଥାନା ପୋଲିସ କେସୁରା ପଟୁ ଦୟା ନଦୀ ବନ୍ଧରେ ଛକି ବସିଥିଲା । ଏହି ସମୟରେ ଏକ କାର୍‌ ଯୋଗେ ତିନି ଜଣ ଆସୁଥିବା ବେଳେ ମାଡି ବସିଲା ପୋଲିସ । ସେମାନଙ୍କ ନିକଟରୁ ପ୍ରାୟ ୪୨ କେଜିର ଗଞ୍ଜେଇ ଜବତ ହୋଇଛି । ଗିରଫ ହୋଇଥିବା ତିନି ଜଣଙ୍କଠାରୁ କାର୍‌ ଓ ଗୋଟିଏ ମୋବାଇଲ ମଧ୍ୟ ମିଳିଛି । ତେବେ ଏହି ଗଞ୍ଜେଇ କାରବାରରେ ଆଉ କିଏ କିଏ ସାମିଲ ଅଛନ୍ତି । ସେନେଇ ଖୋଲତାଡ଼ କରୁଛି ପୋଲିସ ।
ପିକଅପ ଭ୍ୟାନରୁ ବିପୁଳ ପରିମାଣର ଗଞ୍ଜେଇ ଜବତ, ୨ଗିରଫ
ଖୋର୍ଦ୍ଧା: ଖୋର୍ଦ୍ଧା ଅବକାରୀ ପୁଲିସ ପକ୍ଷରୁ ୧୬ନଂ ଜାତୀୟ ରାଜପଥର ଛତ୍ରମା ଛକରେ ଚଢ଼ାଉ କରି ଗଞ୍ଜେଇ ଭର୍ତି ପିକଅପ ଭ୍ୟାନ ସମେତ ୨ଜଣଙ୍କୁ ଗିରଫ କରିଛି। ଗିରଫ ଦ୍ଵୟ ହେଲେ ଡେଲାଙ୍ଗ ଆକୋଇ ଗାଁ ର ଶ୍ରୀଧର ପାତ୍ର(୬୬) ଏବଂ ଗଜପତି ବୁଦୁଣୀ ଗାଁ ର ସୁଜୟ ମଲିକ(୨୯) ।
ସୂଚନା ଅନୁଯାୟୀ, ଏକ ଗଞ୍ଜେଇ ବୋଝେଇ ଗାଡି ଗଜପତିରୁ ପୁରୀ ଆସୁଥିବା ବେଶେଷ ସୂତ୍ରରୁ ଅବକାରୀ ପୁଲିସ ଖବର ପାଇଥିଲା । ଅବକାରୀ ସୁପରିଟେଣ୍ଡେଣ୍ଟ ଝସକେତନ ବରିହାଙ୍କ ନିର୍ଦେଶ କ୍ରମେ ଖୋର୍ଦ୍ଧା ଅବକାରୀ ଇନ୍ସପେକ୍ଟର ଭୈରବ କୁମାର ସାହୁଙ୍କ ନେତୃତ୍ୱରେ ଏକ ୧୦ ଜଣିଆ ଟିମ ଛତ୍ରମା ନିକଟରେ ଛପି ରହିଥିଲେ। ଉକ୍ତ ଗାଡିକୁ ଦେଖିବା ମାତ୍ରେ ଅଟକାଇ ଥିଲେ । ଗାଡି ଯାଞ୍ଚ ସମୟରେ ଗଞ୍ଜେଇ ଥିବା ଜାଣିଥିଲେ । ପରେ ଏହି ଘଟାଣରେ ୨ଜଣଙ୍କୁ ଅବକାରୀ ପୁଲିସ ଗିରଫ କରିଛି ।
ଟ୍ରେନରୁ ବିପୁଳ ପରିମାଣର ଗଞ୍ଜେଇ ଜବତ, ଜଣେ ମହିଳା ଗିରଫ
ଭଦ୍ରକ: ପୁରୀରୁ ନୂଆ ଦିଲ୍ଲୀ ଯାଉଥିବା ଡାଉନ ପୁରୁଷୋତ୍ତମ ଏକ୍ସପ୍ରେସ ଟ୍ରେନରୁ ବିପୁଳ ପରିମାଣରେ ଗଞ୍ଜେଇ ଜବତ କରିବା ସହ ଜଣେ ମହିଳାଙ୍କୁ ଗିରଫ କରିଛି ଭଦ୍ରକ RPF ପୋଲିସ । ସୂଚନା ଅନୁଯାୟୀ ଗତ ୨୩ ତାରିଖ ରାତିରେ ପୁରୀରୁ ନୂଆଦିଲ୍ଲୀ ଯାଇଥିବା ପୁରୁଷତୋମ ଏକ୍ସପ୍ରେସ ଟ୍ରେନରେ ଜେନେରାଲ ବଗିରେ ବ୍ରହ୍ମପୁର ଷ୍ଟେସନରୁ ୪ଟି ବ୍ୟାଗ ନେଇ ସୁନୀତା ଦେବି ନାମକ ମହିଳା ଜଣଙ୍କ ଟ୍ରେନରେ ଚଢ଼ି ଯାଉଥିଲେ। ଚୋରା ଚାଲାଣ ରୋକିବାକୁ RPF ପକ୍ଷରୁ ଲାଗୁ ହୋଇଥିବା ଅପ୍ରେସନ୍ ସର୍ତ୍ତକ ଡିୟୁଟିରେ ଆସୁଥିବା ପୁରୀ RPF ଏସକଟ୍ ପୁଲିସର ଏକ ସ୍ଵତନ୍ତ୍ର ଟିମ ସନ୍ଦେହଜନକ ଭାବେ ଏହି ମହିଳା ଜଣଙ୍କୁ ସଂଦେହ କରି ଆସୁଥିଲେ। ଯାଜପୁର ଷ୍ଟେସନ ପରେ ଭଦ୍ରକ RPFକୁ ଖବର ଦେଇଥିଲା ଅପରେସନ ସାର୍ଥକ ଷ୍ଟାଫ୍ । ଭଦ୍ରକ RPF ପୁଲିସ ଏହି ମହିଳାଙ୍କୁ ଧରିବାରେ ସଫଳ ହେଇଥିଲା । RPF ପୁଲିସ ମହିଳାଙ୍କ ନିକଟରୁ ୪ଟି ବ୍ୟାଗରୁ ୪୩ କିଲୋ ୬୦୦ ଗ୍ରାମ ଗଞ୍ଜେଇ ଜବତ୍ କରାଯାଇଛି । ମହିଳା ଜଣକ ବ୍ରହ୍ମପୁରରୁ ଗଞ୍ଜେଇ ନେଇ ଦିଲ୍ଲୀ ଯାଉଥିବାର ସୂଚନା ମିଳିଛି । ଜବତ୍ ହୋଇଥିବା ଗଞ୍ଜେଇର ଆନୁମାନିକ ମୁଲ୍ୟ ୪ ଲକ୍ଷରୁ ଉର୍ଦ୍ଧ୍ବ ହେବ ବୋଲି ସୂଚନା ଦେଇଛନ୍ତି କଟକ ଡିଭିଜାନଲର ରେଲୱେ ପୁଲିସର ଆସିଷ୍ଟାଣ୍ଡ କମିଶନର ସରୋଜ କୁମାର ଦାସ୍ । ଭଦ୍ରକ RPF ପୋଲିସ ଗଞ୍ଜେଇ ଜବତ ପରେ ଭଦ୍ରକ GRP ପୁଲିସକୁ ହସ୍ତାନ୍ତର କରିଛି।
ଦୁର୍ଘଟଣାଗ୍ରସ୍ତ କାରରୁ ଜବତ ହେଲା ୧ କୁଇଣ୍ଟାଲରୁ ଉର୍ଦ୍ଧ୍ବ ଗଞ୍ଜେଇ
ରଙ୍ଗେଇଲୁଣ୍ଡା: ୧୬ନମ୍ବର ଜାତୀୟ ରାଜପଥ ଗୋଳନ୍ଥରା ଥାନା ଅଞ୍ଚଳରେ ଗଞ୍ଜେଇ ଚୋରା ଚାଲାଣ ବୃଦ୍ଧି ପାଇବାରେ ଲାଗିଛି। ଆଜି ଗୋଳନ୍ଥରା ଥାନା ଅଧୀନସ୍ଥ ହରିପୁର ଛକରେ ଏକ ଦୁର୍ଘଟଣାଗ୍ରସ୍ତ ଇନୋଭା କାରରୁ ପୁଲିସ ଗଞ୍ଜେଇ ଜବତ କରିଛି। ସୂଚନାନୁସାରେ, ଆଜି (ଏମଏଚ-୧୫-ବିଏକ୍ସ-୪୭୩୧) ନମ୍ୱର ବିଶିଷ୍ଟ ଇନୋଭା କାର୍ ବ୍ରହ୍ମପୁରରୁ ଆନ୍ଧ୍ରପ୍ରଦେଶ ଯାଉଥିବା ବେଳେ ଗୋଳନ୍ଥରା ଥାନା ଅନ୍ତର୍ଗତ ହରିପୁର ଛକ ନିକଟରେ ଟାୟାର ଫାଟି ଭାରସାମ୍ୟ ହରାଇବାରୁ କାର୍ଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ସମୟରେ ଗୋଳନ୍ଥରା ଥାନା ପୁଲିସର ପେଟ୍ରୋଲିଂ ଗାଡ଼ିକୁ ଦେଖି ଚାଲାଣକାରୀମାନେ ଚମ୍ପଟ ମାରିଥିଲେ। ପୁଲିସ ସେଠାରେ ପହଞ୍ଚି ଗାଡ଼ିକୁ ଯାଞ୍ଚ କରିବା ବେଳେ ସେଥିରୁ ୧ କୁଇଣ୍ଟାଲ ୯୬ କେଜି ୬୦୦ ଗ୍ରାମ ଗଞ୍ଜେଇ ଥିବା ଜଣାପଡ଼ିଥିଲା। ଯାହାର ଆନୁମାନିକ ମୂଲ୍ୟ ୭ ଲକ୍ଷ ୫୦ ହଜାରରୁ ଉର୍ଦ୍ଧ୍ବ ହେବ। ଏନେଇ ଥାନା କେସ ନମ୍ୱର ୫୩/୨୨ରେ ମାମଲା ରୁଜୁ ହୋଇଛି। ଉକ୍ତ ଗାଡ଼ିଟି କେଉଁଠାରୁ ଆସିଛି ଓ କେଉଁଠାକୁ ଯିବ ଏବଂ ଚାଲାଣକାରୀଙ୍କ ସମ୍ପର୍କରେ ପୁଲିସ ତନାଘନା ଆରମ୍ଭ କରିଥିବା ଥାନାଧିକାରୀ ବିବେକା ନନ୍ଦ ମହନ୍ତ ସୂଚନା ଦେଇଛନ୍ତି।
ସୂଚନାଥାଉକି, ଗତ ୨୨ ତାରିଖରେ ଓଡ଼ିଶାରୁ ଝାରଖଣ୍ଡକୁ ଏକ କାର ଯୋଗେ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ଗୋଳନ୍ଥରା ଥାନା ପୁଲିସ ୧୬ନଂ ଜାତୀୟ ରାଜପଥରେ ଗାଡ଼ିକୁ ଅଟକାଇ ଯାଞ୍ଚ କରି ୭୮ କେଜି ଗଞ୍ଜେଇ ଜବତ କରିଥିଲା। ଏଥିରେ ପୁଲିସ ଦୁଇଜଣଙ୍କୁ ଗିରଫ କରିଥିଲା। ଅନ୍ୟ ଦୁଇଜଣ ଖସି ପଳାଇବାରେ ସକ୍ଷମ ହୋଇଥିଲେ।
କମିଶନରେଟ ପୁଲିସ କବ୍‌ଜାରେ ୨ କୁଖ୍ୟାତ ଗଞ୍ଜେଇ ବେପାରୀ, ବିପୁଳ ପରିମାଣର ଗଞ୍ଜେଇ ସହ ନଗଦ ୭୫ ଲକ୍ଷ ଟଙ୍କା ଜବତ
କଟକ: କମିଶନରେଟ ପୁଲିସ କବ୍‌ଜାରେ କୁଖ୍ୟାତ ଗଞ୍ଜେଇ ବେପାରୀ । କଟକ ୪୨ ମୌଜାରୁ ଦୁଇ କୁଖ୍ଯତା ଗଞ୍ଜେଇ ବେପାରୀଙ୍କୁ ବାଦାମବାଡ଼ି ପୁଲିସ ଗିରଫ କରିଛି। ସେମାନଙ୍କ ଠାରୁ ଲକ୍ଷାଧିକ ଟଙ୍କାର ଗଞ୍ଜେଇ ସହ ନଗଦ ୭୫ ଲକ୍ଷ ଟଙ୍କାରୁ ଅଧିକ ଟଙ୍କା ଜବତ କରିଛି ପୁଲିସ ।
ସୂଚନା ଅନୁଯାୟୀ, ଗଞ୍ଜେଇ କାରବାର ନେଇ କମିଶନରେଟ ପୁଲିସ ନିକଟରେ ଗୁଇନ୍ଦା ସୂଚନା ମିଳିଥିଲା । ଏହାପରେ ବାଦାମବାଡ଼ି ପୁଲିସ ଆରମ୍ଭ କରିଥିଲା ଅପରେସନ । କଟକ ୪୨ ମୌଜାରେ ପୋଲିସ ଚଢାଉ କରି ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି । ଏହି ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ସୂଚନା ମିଳିଛି । କେବଳ ଗଞ୍ଜେଇ ନୁହେଁ ନଗଦ ୭୫ ଲକ୍ଷରୁ ଅଧିକ ଟଙ୍କା ମଧ୍ୟ ଜବତ ହୋଇଛି । ଏତେ ପରିମାଣରେ ଗଞ୍ଜେଇ ଧରାପଡ଼ିବା ପରେ ଘରେ ସର୍ଚ୍ଚ କରିଥିଲା ପୁଲିସ । ଏଥିରେ ଆଉ କିଏକିଏ ସମିଲ ଅଛନ୍ତି ସେ ନେଇ ଖୋଳତାଡ ଜାରି ରଖିଚି ପୁଲିସ।
ଅନଲାଇନ୍ ଟ୍ୟାକ୍ସି ବୁକ୍ କରି ବାହାର ରାଜ୍ୟକୁ ନେଉଥିଲେ ଗଞ୍ଜେଇ, ଦୁଇ ଜଣଙ୍କୁ ମାଡିବସିଲା ଏସଟିଏଫ୍
ଭୁବନେଶ୍ବର: ଏସଟିଏଫ୍ ପଞ୍ଝାରେ ଗଞ୍ଜେଇ ଚୋରା ଚାଲାଣକାରୀ ‌। ଭୁବନେଶ୍ବର ନୟାପଲ୍ଲୀ ଥାନା ସହାୟତାରେ ଏସଟିଏଫ ୪୦ କେଜି ଗଞ୍ଜେଇ ଜବତ କରିଛି । ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ୩ ଜଣ ଗିରଫ ହୋଇଛନ୍ତି । ୪୦ କେଜି ଜବତ ଗଞ୍ଜେଇର ମୂଲ୍ୟ ୪ ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି। ଅନଲାଇନ୍ ଟ୍ୟାକ୍ସି ବୁକ୍ କରି ବାହାର ରାଜ୍ୟକୁ ଗଞ୍ଜେଇ ନେଉଥିବା ବେଳେ ଏସଟିଏଫ୍ ଧରାପଡିଛନ୍ତି ଗଞ୍ଜେଇ ଚୋରା ଚାଲାଣ ଅ ।
୫ କୁଇଣ୍ଟାଲରୁ ଉର୍ଦ୍ଧ୍ବ ଗଞ୍ଜେଇ ଜବତ, ଗାଡ଼ି ଛାଡ଼ି ମାଫିଆ ଚମ୍ପଟ
ଫିରିଙ୍ଗିଆ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ପକ୍ଷରୁ ଏକ ପିକ୍ଅପ ଗାଡ଼ି ସହ ବ୍ୟାପକ ଗଞ୍ଜେଇ ଜବତ କରାଯାଇଛି। ସୂଚନା ଅନୁସାରେ, ସାଢିଙ୍ଗିଆ ଅଞ୍ଚଳରେ ଭୁବନେଶ୍ୱର ଅଞ୍ଚଳକୁ ଗଞ୍ଜେଇ ଚୋରା ଚାଲାଣ କରାଯାଉଥିବା କୌଣସି ସୁତ୍ରରୁ ଖବର ପାଇ ଫିରିଙ୍ଗିଆ ଥାନା ଅଧିକାରୀ ପି ଶ୍ୟାମ ସୁନ୍ଦର ରାଓ ଫିରିଙ୍ଗିଆର ସମିଳି ସାହି ନିକଟରେ ପହଞ୍ଚିବା ବେଳେ ମାଫିଆ ରାସ୍ତା କଡ଼ରେ ପିକ ଅପ୍ ଡାଲା ଗାଡ଼ି ( ଓଡି୦୫ଏଏକ୍ସ ୦୨୬୩) କୁ ଛାଡ଼ି ଚମ୍ପଟ ମାରିଥିଲା। ଜାଞ୍ଚ ବେଳେ ସେଥିରୁ ୫ କୁଇଣ୍ଟାଲ ୫ କେଜି ଗଞ୍ଜେଇ ପୁଲିସ ଜବତ କରିଛି। ଏନେଇ ଫିରିଙ୍ଗିଆ ଥାନା ରେ ୧୨୯/୨୧ ରେ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଥିବା ଥାନା ଅଧିକାରୀ ଶ୍ରୀ ରାଓ ସୂଚନା ଦେଇଛନ୍ତି ।