terror-attack - The Sakala
ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣା, ମ୍ୟୁନିଚରେ ଭାରତୀୟ ପ୍ରବାସୀଙ୍କ ଶାନ୍ତିପୂର୍ଣ୍ଣ ପ୍ରତିବାଦ
ନୂଆଦିଲ୍ଲୀ: ପହଲଗାମ୍ ଆତଙ୍କୀ ହମଲା ସାରା ବିଶ୍ଵକୁ ଦୋହଲାଇ ଦେଇଛି। ସବୁଠି ଏହି ଘଟଣାକୁ ନିନ୍ଦା କରାଯାଉଛି । ଆତଙ୍କୀ ସାଧାରଣ ପର୍ଯ୍ୟଟକଙ୍କୁ ଯେଉଁଭଳି ଭାବେ ମାରିଛନ୍ତି ତାହାର ପ୍ରତିଶୋଧ ନେବାକୁ ସମଗ୍ର ଦେଶ ଚାହିଁ ରହିଛି । ଏହି ଆତଙ୍କୀ ହାମଲାକୁ ନେଇ ୟୁରୋପରେ ପ୍ରବାସୀ ଭାରତୀୟ ଓ ୟୁରୋପୀୟ ସମର୍ଥକମାନେ ହାତରେ ପ୍ଲା କାର୍ଡ ଧରି ଶାନ୍ତିପୂର୍ଣ୍ଣ ପ୍ରତିବାଦ କରିଥିଲେ। ଏହି ପ୍ରତିବାଦରେ ୭୦୦ରୁ ଅଧିକ ଲୋକ ଅଂଶଗ୍ରହଣ କରିଥିଲେ। ମ୍ୟୁନିଚରେ ଭାରତୀୟ ପ୍ରବାସୀ ଓଡ଼ିଶା ଝିଅ ଜ୍ୟୋତିର୍ମୟୀ ଦାଶ ଏହି ପ୍ରତିବାଦରେ ଅଂଶଗ୍ରହଣ କରିଥିଲେ। ଆତଙ୍କୀ ଆକ୍ରମଣରେ ପ୍ରାଣ ହରାଇଥିବା ଓଡ଼ିଆ ଯୁବକ ପ୍ରଶାନ୍ତ ଶତପଥୀଙ୍କ ଏବଂ ତାଙ୍କ ପରିବାର ସହ ଦୃଢ ଭାବରେ ଛିଡା ହୋଇଛନ୍ତି ବୋଲି ସେ ଜଣାଇଥିଲେ।
ନୂଆଦିଲ୍ଲୀ: ଭୂସ୍ୱର୍ଗ କାଶ୍ମୀରରେ  ଆତଙ୍କବାଦୀଙ୍କ ତାଣ୍ଡବ ଘଟଣା। ମଙ୍ଗଳବାର ଦକ୍ଷିଣ କାଶ୍ମୀରର ପ୍ରମୁଖ ପର୍ଯ୍ୟଟନସ୍ଥଳ ପହଲଗାମରେ ଆତଙ୍କବାଦୀଙ୍କ ଆକ୍ରମଣରେ ୨୭ ଜଣ ପର୍ଯ୍ୟଟକ ପ୍ରାଣ ହରାଇଛନ୍ତି ଓ ଅନେକ ଗୁରୁତର ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଦୁଇ ବିଦେଶୀ ପର୍ଯଟକଙ୍କ ସହ ଜଣେ ଓଡ଼ିଆ ପର୍ଯ୍ୟଟକ ରହିଛନ୍ତି । ଆତଙ୍କବାଦୀ ସଙ୍ଗଠନ ଲସ୍କର-ଇ-ତୈବାର ସହଯୋଗୀ ସଙ୍ଗଠନ ଟିଆର୍‌ଏଫ୍‌ (ଦି ରେଜିଷ୍ଟାନ୍ସ ଫ୍ରଣ୍ଟ) ଏହି ଘଟଣା ପାଇଁ ନିଜକୁ ଦାୟୀ କରିଛି। ଆକ୍ରମଣ ସମୟରେ କିଛି ଆତଙ୍କବାଦୀ ପୁଲିସ ପୋଷାକ ପିନ୍ଧି ପର୍ଯ୍ୟଟନସ୍ଥଳରେ ଉପସ୍ଥିତ ଥିଲେ ଏବଂ ୪ ଆତଙ୍କବାଦୀଙ୍କ ମଧ୍ୟରୁ ୩ ଜଣ ପାକିସ୍ତାନୀ ଓ ଜଣେ କାଶ୍ମୀର ନାଗରିକ ଥିବା ସୂଚନା ମିଳିଛି। ମଙ୍ଗଳବାର ସକାଳେ ପହଲଗାମ ନିକଟସ୍ଥ ବେତାବ ଉପତ୍ୟକାର ୧୦ କିଲୋମିଟର ଦୂରରେ ବୈସାରନ ଅଞ୍ଚଳରେ ପର୍ଯ୍ୟଟକମାନେ ଘୋଡ଼ା ଚଢ଼ା ଆନନ୍ଦ ଉପଭୋଗ କରୁଥିଲେ। କିଛି ଲୋକ ଘୋଡ଼ାରେ ବସି ଫଟା ଉଠାଉଥିଲେ। ଏହି ସମୟରେ ଆତଙ୍କବାଦୀମାନେ ଜଣଜଣ କରି ଲୋକମାନଙ୍କୁ ସେମାନଙ୍କର ନାମ ପଚାରିଥିଲେ ଓ ଏହାପରେ ଗୁଳି କରିଥିଲେ। ୨୦୧୯ ଫେବ୍ରୁଆରୀରେ ପୁଲୱାମା ଆକ୍ରମଣ ପରେ ଏହା କାଶ୍ମୀରରେ ସବୁଠାରୁ ବଡ଼ ଆତଙ୍କୀ ଆକ୍ରମଣ। ଏହାରି ମଧ୍ଯରେ ଏହି ଘଟଣାରେ ପ୍ରାଣର ହରାଇଥିବା ଓ ଗୁରୁତର ହୋଇଥିବା ଲୋକଙ୍କ ସୂଚନା ଦିଆଯାଇଛି-
୨୭ ମୃତକଙ୍କ ତାଲିକା
୧- ସୁଶିଲ ନଥ୍ୟାଲ, ମଧ୍ଯପ୍ରଦଶ
୨-ସୈୟଦ ଆଦିନ ହୁସନ ଶାହ, ଜମ୍ମୁକଶ୍ମୀର
୩-ହେମନ୍ତ ସୁହାସ ଜୋଶୀ, ମହାରାଷ୍ଟ୍ର
୪-ବିନୟ ନରୱାଲ, ହରିୟାଣା
୫-ଅତୁଲ ଶ୍ରୀକାନ୍ତ ମୋନୀ, ମହାରାଷ୍ଟ୍ର
୬-ନୀରଜ ଉଧୱାନୀ, ଉତ୍ତରାଖଣ୍ଡ
୭-ବିଟନ ଅଧିକାରୀ, ପଶ୍ଚିମ ବଙ୍ଗାଲ
୮-ସୁଭମ ଦିୱେଦୀ, ଉତ୍ତର ପ୍ରଦେଶ
୯-ପ୍ରଶାନ୍ତ କୁମାର ଶତପଥୀ, ଓଡ଼ିଶା
୧୦-ମନୀଷ ରଞ୍ଜନ, ବିହାରଆ
୧୧-ଏମ ରାମଚନ୍ଦ୍ର, କେରଳ
୧୨-ସଞ୍ଜୟ ଲକ୍ଷଣ ଲାଲୀ, ମହାରାଷ୍ଟ୍ର
୧୩-ଦିନେଶ ଅଗ୍ରୱାଲ, ଚଣ୍ଡିଗଡ଼
୧୪-ସମୀର ଗୁହାର, ପଶ୍ଚିମବଙ୍ଗାଲ
୧୫-ଦିଲ୍ଲୀପ ଦସାଲୀ, ମହାରାଷ୍ଟ୍ର
୧୬-ଜୋ, ସଚନ୍ଦ୍ରା ମୋଲି, ଆନ୍ଧ୍ର ପ୍ରେଦଶ
୧୭-ମଧୁସୂଦନ ସୋମିସେଠୀ, କର୍ଣ୍ଣଟାକ
୧୮-ସନ୍ତୋଷ ଜାଗଧା, ମହାରାଷ୍ଟ୍ର
୧୯-ମଞ୍ଜୁନାଥ ରାଓ , କର୍ଣ୍ଣଟାକ
୨୦-କସ୍ତୁବା ଗବତୋୟ, ମହାରାଷ୍ଟ୍ର
୨୧-ଭରତ ଭୂଷଣ, କର୍ଣ୍ଣାଟକ
୨୨-ସୁମିତ ପରମାର, ଗୁଜୁରାଟ
୨୩-ଟେଜେହୟଲିଙ୍ଗ, ଅରୁଣାଚଳ ପ୍ରଦେଶ
୨୪-ଶୈଲେଷଭାଇ କଲାଠିୟା, ଗୁଜୁରାଟ
୨୫-ୟତେଶ ପରମାର, ଗୁଜୁରାଟ
ମୃତକ ୨  ବିଦେଶୀ ପର୍ଯ୍ୟଟକ
୨୬- ସୁଦୀପ ନେଓପାନେ, ନେପାଳ
୨୭- ବିଟନ ଅଧକେରୀ, ୟୁଏଇ
ଗୁରୁତର
୧-ଡୋଭି ବିନୋ ବହ ( ଗୁଜରାଟ )
୨-ଡା. ଏ. ପରେମେଶ୍ବର, ତାମିଲନାଡୁ
୩-ଶଶି କୁମାରୀ ନାଇକ, କର୍ଣ୍ଣଟାକ
୪-ସନ୍ତାନୋ, ତାମିଲନାଡୁ
୫-ସୋବେଦ ପାଟିଲ, ମୁମ୍ବାଇ
୬-ବିନୟ ବାଇ, ଗୁଜରାଟ
୭-ମନିକ ପଟେଲ ପନୱେଲ, ମହାରାଷ୍ଟ୍ର
୮-ରେଣୁ ପାଣ୍ଡେ, ନୋପଳ
୯-ବାଲଚନ୍ଦ୍ରୁ, ମହାରାଷ୍ଟ୍ର
୧୦-ଅଜୟା ଏମ. ରାଓ, କର୍ଣ୍ଣଟାକ
୧୧-ଆଙ୍କାକ୍ଷା, ମଧ୍ଯପ୍ରଦେଶ
୧୨-ଲକ୍ଷିତା ଦାସ, ଛତିଶଗଡ଼
୧୩-ଜୋନିଫର, ମଧ୍ଯପ୍ରଦେଶ
୧୪-ଶବାରିଗୁହା, କୋଲକାତା
୧୫-ହର୍ଷ ଜୈନ, ମହାରାଷ୍ଟ୍ର
୧୬-ନିକିତା ଜୈନ, ମହାରାଷ୍ଟ୍ର
ଅଯୋଧ୍ୟା ରାମ ମନ୍ଦିରକୁ ବୋମାରେ ଉଡ଼ାଇ ଦେବାକୁ ଜୈସ୍‌ ଆତଙ୍କୀ ସଂଗଠନର ଧମକ
ଅଯୋଧ୍ୟା: ଅଯୋଧ୍ୟାରେ ନବ ନିର୍ମିତ ରାମ ମନ୍ଦିରକୁ ବୋମାରେ ଉଡାଇ ଦେବାକୁ ଧମକ ମିଳିଛି। ପାକିସ୍ତାନ ଆତଙ୍କବାଦୀ ସଂଗଠନ ଜୈସ-ଏ-ମହମ୍ମଦ ଆତଙ୍କବାଦୀ ସଂଗଠନ ପକ୍ଷରୁ ଏହି ଧମକ ମିଳିଛି । ଏକ ଅଡିଓ ମାଧ୍ୟମରେ ଏହି ଚେତାବନୀ ମିଳିଛି ।ଅଡିଓରେ କୁହାଯାଇଛି ଯେ, ଯେଉଁ ଠାରେ ବାବ୍ରି ମସଜିଦ ଭଙ୍ଗାଯାଇ ରାମ ମନ୍ଦିର ନିର୍ମାଣ କରାଯାଇଛି ସେଠାର ଆମର ତିନି ଜଣ ଲୋକ ମଧ୍ୟ ସହିଦ ହୋଇଛନ୍ତି । ତେଣୁ ରାମ ମନ୍ଦିର ଭାଙ୍ଗିବା ଆମର ଦାୟିତ୍ବ ।ଏହି ଧମକ ଦେବା ପରେ ଅଯୋଧ୍ୟାରେ ସୁରକ୍ଷା ବ୍ୟବସ୍ଥା ସୁଦୃଢ କରିଦିଆଯାଇଛି। ରାମ ମନ୍ଦିର ସମେତ ଅଯୋଧ୍ୟାର ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନଗୁଡ଼ିକର ସୁରକ୍ଷା ମଧ୍ୟ ବଢାଇ ଦିଆଯାଇଛି। ଏହା ସହ ମହର୍ଷି ବାଲ୍ମିକି ବିମାନବନ୍ଦରର ସୁରକ୍ଷା ମଧ୍ୟ ବୃଦ୍ଧି କରାଯାଇଛି । ଅଯୋଧ୍ୟା ସହରକୁ ବିଭିନ୍ନ କ୍ଷେତ୍ରରେ ବିଭକ୍ତ କରାଯାଇ ବରିଷ୍ଠ ଅଧିକାରୀଙ୍କ ନେତୃତ୍ୱରେ ଟିମ୍ ଗଠନ କରାଯାଇ ସ୍ଥିତି ଉପରେ ନଜର ରଖାଯାଇଛି ବୋଲି ଏସଏସପି ରାଜ କରଣ ନୈୟର କହିଛନ୍ତି। ଜିଲ୍ଲା ପୁଲିସ ବ୍ୟତୀତ ପିଏସି କମ୍ପାନୀ ଗୁଡିକୁ ସୁରକ୍ଷା ବ୍ୟବସ୍ଥାରେ ନିୟୋଜିତ କରାଯାଉଛି । ଏହାବ୍ୟତୀତ ଖୁବଶୀଘ୍ର ଏଠାରେ ଏନଏସଜି କମାଣ୍ଡୋଙ୍କ ମୁତୟନ କରିବାକୁ ମଧ୍ୟ କାର୍ଯ୍ୟ ତ୍ବରାନ୍ବିତ କରାଯାଇଛି।
୨୬/୧୧ ମୁମ୍ବାଇ ଆକ୍ରମଣକୁ ୧୪ ବର୍ଷ, ଆତଙ୍କବାଦୀଙ୍କ ବର୍ବରକାଣ୍ଡରେ ଥରିଯାଇଥିଲା ସାରା ଭାରତ
ମୁମ୍ବାଇ: ୨୬/୧୧ ମୁମ୍ବାଇ ଆକ୍ରମଣକୁ ପୂରିଲା ୧୪ ବର୍ଷ । ତଥାପି ସେଦିନର ଆତଙ୍କବାଦୀଙ୍କ ବର୍ବରକାଣ୍ଡ ଆଜି ବି ସମସ୍ତଙ୍କ ମନରେ ତାଜା ହୋଇ ରହିଛି । ମୁମ୍ବାଇ ତାଜ୍‌ ହୋଟେଲ୍‌ରେ ରକ୍ତର ହୋଲି ଖେଳିଥିଲେ ଆତଙ୍କବାଦୀ । ଚାରିଆଡେ ଆତଙ୍କର ଭୟ ଆଉ ଭୂଇଁରେ ମରି ପଡିଥିଲା ଶହ ଶହ ଲୋକଙ୍କ ମୃତଦେହ ।ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ତିନି ଦିନ ଧରି ମୁହାଁମୁହିଁ ପରିସ୍ଥିତି ଉପୁଜିଥିଲା ।
ସମୁଦ୍ର ପଥ ଦେଇ ପାକିସ୍ତାନରୁ ପଶି ଆସିଥିଲେ ଲସ୍କର-ଏ-ତୋଏବାର ୧୦ ସଦସ୍ୟ । ନଭେମ୍ବର ୨୬ରୁ ୨୯ ମଧ୍ୟରେ ମୁମ୍ବାଇର ୧୨ଟି ଜାଗାରେ ବମିଂ ଓ ଗୁଳିମାଡ଼ ହୋଇଥିଲା । ଶତ୍ରୁଦେଶର ଯୋଜନା ସମ୍ପର୍କରେ ସାମାନ୍ୟ ସୁରାକ ପାଇପାରି ନଥିଲା ଭାରତୀୟ ଗୁଇନ୍ଦା ।
୪ ଦିନ ଧରି ଚାଲିଥିଲା ଆତଙ୍କବାଦୀଙ୍କ ଖୁନି ଖେଳ । ଗୁଳିଗୋଳା ମାଡ, ବୋମା ବିସ୍ଫୋରଣରେ ଥରି ଉଠିଥିଲା ମାୟାନଗରୀ । ସାଉଥ ମୁମ୍ବାଇର ଛତ୍ରପତି ଶିବାଜୀ ଟର୍ମିନସ୍, ଓବରଏ ଟ୍ରାଇଡେଣ୍ଟ, ତାଜ୍ ପ୍ୟାଲେସ୍ ଆଣ୍ଡ ଟାଓ୍ବର, ଲିଓପାର୍ଡ କାଫେ, କାମା ହସ୍ପିଟାଲ, ନରିମାନ ହାଉସ୍, ମେଟ୍ରୋ ସିନେମା, ଟାଇମ୍ସ ଅଫ ଇଣ୍ଡିଆ ବିଲ୍ଡିଂର ପଛ ଲେନ୍ ଓ ସେଣ୍ଟ ଜାଭିୟର କଲେଜରେ ହମଲା ହୋଇଥିଲା ।
୨୭ ନଭେମ୍ବର ସକାଳୁ ସକାଳୁ ତାଜ ହୋଟେଲର ହେରିଟେଜ ୱିଙ୍ଗରେ ନିଆଁ ଲଗାଇ ଦେଇଥିଲେ ଆତଙ୍କୀ । ଇଏ ଥିଲା ସେହି ନିଆଁ ଯାହାକୁ ଦେଖିଥିଲା ସାରା ବିଶ୍ୱ ; ଆତଙ୍କବାଦୀଙ୍କ କବଳରେ ପୂରା ହୋଟେଲ ଥିବା ଖବର ପାଇ ଏନଏସଜି କମାଣ୍ଡୋ ଓ ମୁମ୍ବାଇ ପୋଲିସ ଘଟଣାସ୍ଥଳରେ ପହଂଚିଥିଲେ । ଆଉ ଏହାପରେ ଆରମ୍ଭ ହୋଇଥିଲା ସ୍ପେଶାଲ ଅପରେସନ । ସୁରକ୍ଷାକର୍ମୀଙ୍କ ଗୁଳିରେ ୯ ଆତଙ୍କବାଦୀ ନିପାତ ହୋଇଥିଲେ ।
ମୁମ୍ବାଇ ପୋର୍ଟ ଏରିଆରେ ଓ ଭାଇଲ ପାରେଲ ଠାରେ ଏକ ଟ୍ୟାକ୍ସିରେ ବିସ୍ଫୋରଣ ହୋଇଥିଲା । ଆତଙ୍କୀଙ୍କ ହମଲାରେ ପ୍ରାୟ ୧୭୫ ଜଣଙ୍କ ମୃତ୍ୟୁ ହୋଇଥିଲା । 300ରୁ ଊର୍ଦ୍ଧ୍ବ ଲୋକ ଆହତ ହୋଇଥିଲେ । ୯ ଆତଙ୍କୀ ବି ନିହତ ହୋଇଥିଲେ । ବିସ୍ଫୋରଣର ମାଷ୍ଟର ମାଇଣ୍ଡ ୨୧ବର୍ଷୀୟ ପାକିସ୍ତାନୀ ଯୁବକ ଅଜମଲ ଅମୀର କସବଙ୍କୁ ଗିରଫ କରିଥିଲା ମୁମ୍ବାଇ ପୋଲିସ । ଟେରର ଆଟାକ ବେଳେ ୮୦ ଲୋକଙ୍କୁ କସାବ ହତ୍ୟା କରିଥିବା ପ୍ରମାଣିତ ହେବା ପରେ ତାକୁ ଫାଶୀ ଦଣ୍ଡ ଶୁଣାଇଥିଲେ ବମ୍ବେ ହାଇକୋର୍ଟ । ୨୧ ନଭେମ୍ବର ୨୦୧୨ରେ କସାବକୁ ୟେରଓ୍ବାଡା ସେଣ୍ଟ୍ରାଲ ଜେଲରେ ଫାଶି ଦିଆଯାଇଥିଲା ।
ଏହା ପୂର୍ବରୁ ଜଳପଥରେ ଆତଙ୍କୀଙ୍କ ଏଭଳି ଆକ୍ରମଣକୁ କେବେ ବି ଦେଖିନଥିଲା ଭାରତ । ଆଉ ୨୬-୧୧ ରେ ଯାହା ଘଟିଲା ତାହା ସବୁଦିନ ପାଇଁ ଭାରତ ଇତିହାସରେ ଏକ କଳାଦିନ ହୋଇ ରହିଗଲା ।
ସାଧାରଣତନ୍ତ୍ର ଦିବସ ପାଇଁ ଆତଙ୍କବାଦୀ ରଚୁଛନ୍ତି ଷଡଯନ୍ତ୍ର: ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉପରେ ହୋଇପାରେ ଆକ୍ରମଣ, ସତର୍କ କରାଇଲା ଗୁଇନ୍ଦା ବିଭାଗ
ନୂଆଦିଲ୍ଲୀ: ଆଗକୁ ଆସୁଛି ସାଧାରଣତନ୍ତ୍ର ଦିବସ। ସାଧାରଣତନ୍ତ୍ର ଦିବସରେ ସମ୍ଭାବ୍ୟ ଆତଙ୍କବାଦୀ ଷଡଯନ୍ତ୍ର ବିଷୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଜୀବନ ପ୍ରତି ବିପଦ ଥିବା ନେଇ ଗୁଇନ୍ଦା ସଂସ୍ଥା ଏକ ସତର୍କ ସୂଚନା ଗ୍ରହଣ କରିଛି।
ଭାରତର ୭୫ ତମ ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ପ୍ରତି ବିପଦ ରହିଛି। ପାଞ୍ଚଟି କେନ୍ଦ୍ରୀୟ ଏସୀୟ ଦେଶ – କାଜାଖସ୍ତାନ, କିର୍ଗିଜସ୍ଥାନ, ତାଜିକିସ୍ତାନ, ତୁର୍କମେନିସ୍ତାନ ଏବଂ ଉଜବେକିସ୍ତାନର ନେତାମାନେ ମୁଖ୍ୟ ଅତିଥି ଭାବରେ ଆମନ୍ତ୍ରିତ ହେବାର ସମ୍ଭାବନା ରହିଛି। ଆଫଗାନିସ୍ତାନ-ପାକିସ୍ତାନ ଆତଙ୍କବାଦୀ ସଂଗଠନ ଏହି ଆକ୍ରମଣର ଯୋଜନା କରୁଥିବା ଜଣାପଡ଼ିଛି। ଏହି ଗୋଷ୍ଠୀଗୁଡିକ  ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ଟାର୍ଗେଟ କରିବା ଏବଂ ସର୍ବସାଧାରଣ ସମାବେଶ, ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନ, ଏବଂ ଜନଗହଳି ପୂର୍ଣ୍ଣ ସ୍ଥାନଗୁଡିକୁ ବାଧା ଦେବା ସମ୍ଭାବନା ରହିଛି। ଏହାକୁ ଆଖି ଆଗରେ ରଖି ଆତଙ୍କବାଦୀମାନେ ବଡ଼ ଧରଣର ଆକ୍ରମଣ ପାଇଁ ଯୋଜନା କରୁଥିବା ନେଇ ଗୁଇନ୍ଦା ବିଭାଗ ସତର୍କ କରାଇଛି। ଡ୍ରୋନ ସାହାଯ୍ୟରେ ସେମାନେ ଆକ୍ରମଣ କରିପାରନ୍ତି ବୋଲି କୁହାଯାଉଛି।
ଗୁଇନ୍ଦା ବିଭାଗ ଦେଇଥିବା ଇନପୁଟରେ କୁହାଯାଇଛି ଯେ, ଲସ୍କର-ଇ-ତେ‌ାଏବା, ରେଜିଷ୍ଟାନ୍ସ ଫୋର୍ସ, ଜୈଶ-ଏ-ମହମ୍ମଦ, ହର୍କତ-ଉଲ-ମୁଜାହିଦ୍ଦିନ ଏବଂ ହିଜବ-ଉଲ-ମୁଜାହିଦ୍ଦିନ ଭଳି ଆତଙ୍କବାଦୀ ଗୋଷ୍ଠୀ ଏହି ଆକ୍ରମଣ ପଛରେ ଅଛନ୍ତି।
ଆହୁରି ମଧ୍ଯ କୁହାଯାଇଛି ଯେ, ପାକିସ୍ତାନରେ ଅବସ୍ଥିତ ଖାଲିସ୍ତାନୀ ଗୋଷ୍ଠୀ ମଧ୍ୟ ପଞ୍ଜାବରେ ମାଓବାଦୀଙ୍କ ପୁନର୍ଗଠନ ତଥା ପୁନର୍ଜୀବିତ ହେବା ପାଇଁ କ୍ୟାଡରମାନଙ୍କୁ ଏକତ୍ରିତ କରୁଛନ୍ତି। ଫେବୃଆରୀ ୨୦୨୧ ରେ ପ୍ରାପ୍ତ ଏକ ଇନପୁଟ୍ ଅନୁଯାୟୀ, ଖାଲିସ୍ତାନୀ ଆତଙ୍କବାଦୀ ଗୋଷ୍ଠୀ ପ୍ରଧାନମନ୍ତ୍ରୀଙ୍କ ବୈଠକ ଏବଂ ଭ୍ରମଣ ସ୍ଥାନ ଉପରେ ଆକ୍ରମଣ କରିବାକୁ ଯୋଜନା କରୁଛନ୍ତି।
ଜାମ୍ମୁ-କାଶ୍ମୀରର ସୋପୋରରେ ଆତଙ୍କବାଦୀ ଆକ୍ରମଣ ; ୨ ପୁଲିସ ଶହୀଦ ଓ ୨ ସାଧାରଣ ନାଗରିକଙ୍କ ମୃତ୍ୟୁ
ଅରମାପୋରା: ଜାମ୍ମୁ କାଶ୍ମୀରର ସୋପୋରରେ ଶନିବାର ଆତଙ୍କବାଦୀ ଆକ୍ରମଣରେ ଦୁଇ ଜଣ ପୁଲିସ ଶହୀଦ ହୋଇଛନ୍ତି । ଏହି ଆକ୍ରମଣରେ ୨ଜଣ ସାଧାରଣ ନାଗରିକଙ୍କର ମଧ୍ୟ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ଏହି ଆକ୍ରମଣରେ ମୋଟ ୪ ଜଣଙ୍କର ପ୍ରାଣ ଯାଇଛି ।
ଏହି ଆକ୍ରମଣ ବିଷୟରେ ଡିଜିପି ଦିଲବାଗ ସିଂ କହିଛନ୍ତି ଯେ, ଏହି ଆକ୍ରମଣରେ ୪ ଜଣଙ୍କର ମୃତ୍ୟୁ ହୋଇଛି। ମୃତ୍ୟୁବରଣ କରିଥିବା ଲୋକଙ୍କ ମଧ୍ୟରେ ୨ ଜଣ ପୁଲିସ ଶହୀଦ ହୋଇଥିବା ବେଳେ ଏବଂ ୨  ଅନ୍ୟ ଜଣ ସାଧାରଣ ନାଗରିକ ପନିପରିବା ବିକକାଳିଙ୍କ ପ୍ରାଣ ଯାଇଛି । ଆତଙ୍କବାଦୀଙ୍କ ଏହି ଆକ୍ରମଣରେ ୨ ଜଣ ପୁଲିସ କର୍ମଚାରୀଙ୍କ ବ୍ୟତୀତ ଜଣେ ସାଧାରଣ ନାଗରିକ ମଧ୍ୟ ଆହତ ହୋଇଛନ୍ତି। ତେବେ ସମୁଦାୟ ଏହି ଆକ୍ରମଣରେ ୪ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି ।
ସରକାରୀ ସୂତ୍ରରୁ ପ୍ରକାଶ ଯେ, ଆତଙ୍କବାଦୀମାନେ ହଠାତ୍ ସୁରକ୍ଷା ବାହିନୀର ମିଳିତ ଦଳ ଉପରେ ଗୁଳି ଚଳାଇବା ଆରମ୍ଭ କରିଥିଲେ। ଆତଙ୍କବାଦୀଙ୍କ ଏହି ଆକ୍ରମଣ ପରେ ସମ୍ପୂର୍ଣ୍ଣ ଅଞ୍ଚଳକୁ ପୁଲିସ ଏବଂ CRPFର ମିଳିତ ଦଳ ଘେରିଛନ୍ତି । ଏବଂ ବର୍ତ୍ତମାନ ଆତଙ୍କବାଦୀଙ୍କୁ ଖୋଜିବା ପାଇଁ ସର୍ଚ୍ଚ ଅପରେସନ ଜାରି ରହିଛି।