Delhi Metro Rail Corporation - The Sakala
ନୂଆଦିଲ୍ଲୀ: କରୋନା ସଂକ୍ରମଣ ମାମଲା କାମାଇବା ପାଇଁ ବିଭିନ୍ନ ରାଜ୍ୟରେ ସଟଡାଉନ ଓ ଲକଡାଉନ ଜାରିରହିଛି। ଫଳରେ ଗାଡି ଚଳାଚଳ ଏବଂ କିଛି ସ୍ଥାନରେ ମେଟ୍ରୋ ଚଳାଚଳ ବନ୍ଦ ରହିଥିଲା। ଏବେ ପୁଣି ମେଟ୍ରୋ ସେବା ଆରମ୍ଭ ହୋଇଗଲାଣି। ଏହି ସମୟରେ ଜଣେ ଯାତ୍ରୀ ମେଟ୍ରୋ ରେଳ ନିଗମକୁ ଏକ ଟ୍ବିଟ କରି କହିଛନ୍ତି ଯେ, ଗର୍ଲଫ୍ରେଣ୍ଡଙ୍କୁ ଭେଟିବାର ଅଛି ମେଟ୍ରୋ ଚାଲୁଛି କି ନାହିଁ ? ଯଦି ନ ଦେଖା ହୁଏ ତେବେ ବ୍ରେକ ଅପ ହୋଇଯିବ ବୋଲି ସେ ଟ୍ବିଟରେ ଲେଖିଛନ୍ତି। ଏହି ଟ୍ବିଟର ଉତ୍ତର ଦିଲ୍ଲୀ ମେଟ୍ରୋ ପକ୍ଷରୁ ଯେଉଁ ଅନ୍ଦାଜରେ ଦିଆଯାଇଛି। ସେହି ଉତ୍ତରକୁ ଲୋକେ ବେସ ପସନ୍ଦ କରୁଥିବାର ଦେଖିବାକୁ ମିଳୁଛି। ଏହି ଟ୍ବିଟ ଏବେ ଶୋସିଆଲ ମିଡିଆରେ ଭାଇରାଲ ହେଉଛି।
मेट्रो चालू है मेरे दोस्त I जा जी ले अपनी ज़िन्दगी I pic.twitter.com/BRJNzT2Wap
— Delhi Metro Rail Corporation I कृपया मास्क पहनें😷 (@OfficialDMRC) June 11, 2021
ଏହି ପ୍ରଶ୍ନର ଉତ୍ତର ଦିଲ୍ଲୀ ମେଟ୍ରୋ ଶାହରୁଖ ଖାନଙ୍କ ଫିଲ୍ମ ଦିଲୱାଲେ ଦୁଲହନିଆ ଲେ ଜୟେଙ୍ଗେ ଷ୍ଟାଇଲରେ ଦେଇଛି । ଡିଏମଆରସିର ଟ୍ବିଟର ହ୍ୟାଣ୍ଡେଲର ଉତ୍ତରରେ କୁହାଯାଇଛି, ‘ମେଟ୍ରୋ ଚାଲୁ ହୈ ମେରେ ଦୋସ୍ତ, ଜା ଜୀ ଲେ ଆପନୀ ଜିନ୍ଦେଗୀ ।’  ଦିଲୱାଲେ ଦୁଲହନିଆ ଲେ ଜାୟେଙ୍ଗେ ଫିଲ୍ମର ଡାଇଲଗ୍ ‘ସିମରନ୍ ଜା ଜୀ ଆପନୀ ଜିନ୍ଦେଗୀ’ ବହୁତ ଫେମସ୍ ଥିଲା । ଯାହା ସୋସିଆଲ ମିଡିଆରେ ବେଶ ପସନ୍ଦ କରାଯାଉଛି । କରୋନା ମହାମାରୀ ଯୋଗୁଁ ମେଟ୍ରୋ ଚଳାଚଳ କିଛି ସମୟ ପାଇଁ ବନ୍ଦ ଥିଲା, କିନ୍ତୁ ବର୍ତ୍ତମାନ ମେଟ୍ରୋ ପୁଣି ଚଳାଚଳ ଆରମ୍ଭ କରିଛି ।