Badshah - The Sakala

ଦିଲ୍ଲୀ ହାଇକୋର୍ଟରେ ହନି ସିଂହଙ୍କ ସ୍ପଷ୍ଟୀକରଣ: '୨୦୨୫ ଇଭେଣ୍ଟରେ ଗାଇନାହିଁ ଅଶ୍ଳୀଳ ଭଲ୍ୟୁମ୍-୧ ଗୀତ'
ପ୍ରସିଦ୍ଧ ର‍୍ୟାପର୍ ୟୋ ୟୋ ହନି ସିଂହ ଏକ ବଡ଼ ବିବାଦକୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି। ଦିଲ୍ଲୀ ହାଇକୋର୍ଟରେ ସେ ସ୍ପଷ୍ଟ କରିଛନ୍ତି ଯେ, ସେ କୌଣସି ଅଶ୍ଳୀଳ ଗୀତ ବିଶେଷକରି ୨୦୦୬ ମସିହାର ବିବାଦୀୟ ଟ୍ରାକ୍ 'ଭଲ୍ୟୁମ୍-୧' (Vol. 1) ଗାଇନାହାନ୍ତି। ଏହି ଗୀତଟି ତାଙ୍କ ଏବଂ ବାଦଶାହଙ୍କ ସହଭାଗିତାରେ ଗଠିତ 'ମାଫିଆ ମୁଣ୍ଡିର୍' ନାମକ ବ୍ୟାଣ୍ଡ ଦ୍ୱାରା ରିଲିଜ୍ କରାଯାଇଥିବା ନେଇ ଅଭିଯୋଗ ହୋଇଥିଲା। ଏହି ମାମଲାକୁ ନେଇ ଏବେ କୋର୍ଟରେ ଶୁଣାଣି ଚାଲିଛି।

ହିନ୍ଦୁ ଶକ୍ତି ଦଳର ପିଟିସନ୍ ଓ ଅଭିଯୋଗ

ଏହି ମାମଲାଟି ହିନ୍ଦୁ ଶକ୍ତି ଦଳ ନାମକ ଏକ ସଂଗଠନ ପକ୍ଷରୁ କୋର୍ଟରେ ଦାଖଲ କରାଯାଇଥିଲା। ସମସ୍ତ ଅନଲାଇନ୍ ପ୍ଲାଟଫର୍ମରୁ ଏହି ଅଶ୍ଳୀଳ ଗୀତକୁ ହଟାଇବା ପାଇଁ ସେମାନେ ନିବେଦନ କରିଥିଲେ। ପିଟିସନରରେ ଅଭିଯୋଗ କରାଯାଇଥିଲା ଯେ, ମାର୍ଚ୍ଚ ୧, ୨୦୨୫ ତାରିଖରେ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଇନଡୋର୍ ଷ୍ଟାଡିୟମରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ହନି ସିଂହ ଏହି ଗୀତର କିଛି ଧାଡ଼ି ଗାଇଥିଲେ, ଯେଉଁଠାରେ ୫୦,୦୦୦ ରୁ ଅଧିକ ଦର୍ଶକ ଉପସ୍ଥିତ ଥିଲେ।

ଅଭିଯୋଗକୁ ଖଣ୍ଡନ କଲେ ହନି ସିଂହ

ଏହି ଅଭିଯୋଗକୁ ହନି ସିଂହଙ୍କ ଓକିଲ ସମ୍ପୂର୍ଣ୍ଣ ଭାବରେ ଖଣ୍ଡନ କରିଛନ୍ତି। ସେ କୋର୍ଟରେ କହିଛନ୍ତି ଯେ, "ଏପରି କୌଣସି ଘଟଣା ଘଟିନାହିଁ। ମୁଁ ସେହି ଗୀତ ଗାଇନାହିଁ। ଯଦି ୫୦ ହଜାର ଦର୍ଶକଙ୍କ ସାମ୍ନାରେ ଏଭଳି କିଛି ଘଟିଥାନ୍ତା, ତେବେ ନିଶ୍ଚିତ ଭାବରେ ଏହାର ଗୋଟିଏ ହେଲେ ଭିଡିଓ କ୍ଲିପ୍ ଥାଆନ୍ତା"। ତାଙ୍କ ଓକିଲ ଆହୁରି ମଧ୍ୟ କହିଛନ୍ତି ଯେ, ଏହି ଗୀତ ଉପରୁ ନିଜର ନାମ ହଟାଇବା ଏବଂ କୋର୍ଟଙ୍କୁ ସହଯୋଗ କରିବା ପାଇଁ ହନି ସିଂହ ସର୍ବସାଧାରଣରେ ମଧ୍ୟ ଏହା ତାଙ୍କ ଗୀତ ନୁହେଁ ବୋଲି ସ୍ପଷ୍ଟ କରିସାରିଛନ୍ତି।

କୋର୍ଟଙ୍କ ନିର୍ଦ୍ଦେଶ ଓ ପରବର୍ତ୍ତୀ ପଦକ୍ଷେପ

ଏହି ମାମଲାର ଶୁଣାଣି କରୁଥିବା ବିଚାରପତି ପୁରୁଷେନ୍ଦ୍ର କୁମାର କୌରବ ଏହାକୁ ଏକ 'ଗମ୍ଭୀର ମାମଲା' ବୋଲି କହିଛନ୍ତି। କୋର୍ଟ ହନି ସିଂହଙ୍କୁ ଏହି ପ୍ରସଙ୍ଗରେ ନିଜର ପକ୍ଷ ରଖି ଏକ ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ସହ-ଗାୟକ ବାଦଶାହଙ୍କୁ ମଧ୍ୟ ନୋଟିସ୍ ପଠାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଆସନ୍ତା ମେ' ୧୯ ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ। ସୂଚନାଯୋଗ୍ୟ ଯେ, ଗତ ଏପ୍ରିଲ୍ ୨ ତାରିଖରେ କୋର୍ଟ ଏହି ଅଶ୍ଳୀଳ ଗୀତକୁ ସମସ୍ତ ପ୍ଲାଟଫର୍ମରୁ ହଟାଇବାକୁ କଡ଼ା ନିର୍ଦ୍ଦେଶ ଦେଇଥିଲେ ।

ଗୁପ୍ତ ବିବାହ କଲେ ର‍୍ୟାପର ବାଦଶାହ! ଗର୍ଲଫ୍ରେଣ୍ଡ ଈଶା ରିଖିଙ୍କ ସହ ଫଟୋ ଭାଇରାଲ
ବଲିଉଡର ଲୋକପ୍ରିୟ ର‍୍ୟାପର ତଥା ଗାୟକ ବାଦଶାହ ପୁଣି ଥରେ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଅଛନ୍ତି। ସୋସିଆଲ୍ ମିଡିଆରେ କିଛି ଫଟୋ ନିଆଁ ଭଳି ଭାଇରାଲ୍ ହେବାରେ ଲାଗିଛି, ଯେଉଁଥିରେ ଦାବି କରାଯାଉଛି ଯେ ବାଦଶାହ ନିଜ ଗର୍ଲଫ୍ରେଣ୍ଡ ତଥା ପଞ୍ଜାବୀ ଅଭିନେତ୍ରୀ ଈଶା ରିଖି ଙ୍କ ସହ ଗୁପ୍ତ ବିବାହ କରିଛନ୍ତି। ଯଦି ଏହି ଖବର ସତ ହୋଇଥାଏ, ତେବେ ଏହା ହେଉଛି ବାଦଶାହଙ୍କର ଦ୍ୱିତୀୟ ବିବାହ।

ଭାଇରାଲ ହେଉଛି ବିବାହ ଫଟୋ

ସାମ୍ନାକୁ ଆସିଥିବା ଫଟୋ ଏବଂ ଭିଡିଓରେ ବାଦଶାହ ଏବଂ ଈଶାଙ୍କୁ ପାରମ୍ପରିକ ବିବାହ ବେଶରେ ଦେଖିବାକୁ ମିଳିଛି। ଈଶା ଏକ ସୁନ୍ଦର ଲାଲ୍ ରଙ୍ଗର ବ୍ରାଇଡାଲ୍ ଆଉଟଫିଟ୍ ପିନ୍ଧିଥିବା ବେଳେ, ବାଦଶାହ ବ୍ରାଉନ୍ କୁର୍ତ୍ତା ଏବଂ ଗୋଲ୍ଡେନ୍ ରଙ୍ଗର ପଗଡ଼ି ପିନ୍ଧିଥିବା ନଜର ଆସିଛନ୍ତି। ବିବାହ ମଣ୍ଡପରେ ଉଭୟ ପରସ୍ପରକୁ ବରମାଳା ପିନ୍ଧାଉଥିବାର ଦୃଶ୍ୟ ମଧ୍ୟ ସାମ୍ନାକୁ ଆସିଛି। ରିପୋର୍ଟ ଅନୁଯାୟୀ, ଈଶାଙ୍କ ମା' ପୁନମ ରିଖି ତାଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ଏହି ଫଟୋଗୁଡ଼ିକୁ ସେୟାର୍ କରି କ୍ୟାପସନରେ ଲେଖିଥିଲେ, "ଭଗବାନ ଆପଣଙ୍କୁ ଆଶୀର୍ବାଦ କରନ୍ତୁ"।

ବାଦଶାହଙ୍କ ପ୍ରଥମ ବିବାହ ଓ ଛାଡ଼ପତ୍ର

ବାଦଶାହଙ୍କ ଅସଲ ନାମ ହେଉଛି ଆଦିତ୍ୟ ପ୍ରତୀକ ସିଂହ ସିସୋଦିଆ। ଏହାପୂର୍ବରୁ ସେ ଜାସ୍ମିନ୍ ମସିହ ଙ୍କୁ ବିବାହ କରିଥିଲେ। ୨୦୧୨ ମସିହାରେ ଉଭୟଙ୍କ ବିବାହ ହୋଇଥିଲା, କିନ୍ତୁ ପରବର୍ତ୍ତୀ ସମୟରେ ୨୦୨୦ ରେ ସେମାନଙ୍କର ଛାଡ଼ପତ୍ର ହୋଇଥିଲା। ବାଦଶାହ ଏବଂ ଜାସ୍ମିନ୍‌ଙ୍କର ଏକ କନ୍ୟା ସନ୍ତାନ ମଧ୍ୟ ଅଛି। ଛାଡ଼ପତ୍ରର ପ୍ରାୟ ୬ ବର୍ଷ ପରେ ବାଦଶାହ ପୁଣି ଥରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିବା ଚର୍ଚ୍ଚା ହେଉଛି।

ଅଫିସିଆଲ୍ ଘୋଷଣାକୁ ଅପେକ୍ଷା

ଭାଇରାଲ୍ ହେଉଥିବା ଏହି ଫଟୋ ଏବଂ ଭିଡିଓଗୁଡ଼ିକୁ ନେଇ ପ୍ରଶଂସକମାନେ ନବଦମ୍ପତିଙ୍କୁ ଶୁଭେଚ୍ଛା ଜଣାଉଛନ୍ତି। ତେବେ ଆଶ୍ଚର୍ଯ୍ୟର କଥା ହେଉଛି, ବାଦଶାହ କିମ୍ବା ଈଶା ରିଖିଙ୍କ ତରଫରୁ ଏପର୍ଯ୍ୟନ୍ତ କୌଣସି ଅଫିସିଆଲ୍ ବିବୃତ୍ତି ଆସିନାହିଁ କିମ୍ବା ସେମାନେ ନିଜ ନିଜ ସୋସିଆଲ୍ ମିଡିଆ ଆକାଉଣ୍ଟରେ କୌଣସି ଫଟୋ ସେୟାର୍ କରିନାହାଁନ୍ତି। ଏହା କୌଣସି ବିଜ୍ଞାପନ ସୁଟିଂର ଦୃଶ୍ୟ ନା ସତରେ ସେମାନେ ବିବାହ କରିଛନ୍ତି, ତାହା କେବଳ ସେମାନଙ୍କ ଅଫିସିଆଲ୍ ଘୋଷଣା ପରେ ହିଁ ସ୍ପଷ୍ଟ ହେବ।