Marijuana Seized - The Sakala

ଭୁବନେଶ୍ୱର ବିମାନବନ୍ଦରରୁ ୪ କୋଟିର ମାରିଜୁଆନା ଜବତ
ଭୁବନେଶ୍ୱର: ପୁଣି ଭୁବନେଶ୍ୱର ବିମାନବନ୍ଦରରୁ ଜବତ ହେଲା ଦାମୀ ନିଶା । ୧୧ କେଜି ମାରିଜୁଆନା ଜବତ କଲା DRI ଓ କଷ୍ଟମ ବିଭାଗ । ଜବତ ମାରିଜୁଆନାର ମୂଲ୍ୟ ପ୍ରାୟ ୪ କୋଟି ଟଙ୍କାହେବ ବୋଲି ଅନୁମାନ କରାଯାଉଛି ।  ତାମିଲନାଡ଼ୁର ଦୁଇ ଯାତ୍ରୀ ବ୍ୟାଙ୍କକରୁ ଭୁବନେଶ୍ବର ଆଣିଥିବା ସୂଚନା । ଦୁଇଜଣ ଯାତ୍ରୀ ଅଟକଙ୍କୁ ଅଟକ ରଖି ପଚରାଉଚରା। ଲଗେଜରେ ପ୍ୟାକେଟ କରି ଆଣୁଥିବା ବେଳେ ସ୍କ୍ୱାନିଂ ବେଳେ ଧରାପଡିଛି ଏହି ବିଦେଶୀ ନିଶା।

ଭୁବନେଶ୍ୱର ବିମାନବନ୍ଦରରୁ ୬ କୋଟି ଟଙ୍କାର ମାରିଜୁଆନା ଜବତ, ଦୁଇ ଅଟକ
ଭୁବନେଶ୍ୱର: ପୁଣି ଭୁବନେଶ୍ୱର ବିମାନବନ୍ଦରରୁ ଠାବ ହେଲା ଦାମୀ ଗଞ୍ଜେଇ । ବ୍ୟାଙ୍କକ୍ ରୁ ଭୁବନେଶ୍ୱର ଆସୁଥିବା ବେଳେ ଠାବ ହେଲା ଦାମୀ ନିଶା । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୬ କୋଟି ଟଙ୍କା ହେବ ବୋଲି ଜଣାପଡିଛି । ଗଞ୍ଜେଇ ଆଣି ଆସୁଥିବା ୨ ଜଣଙ୍କୁ ଅଟକ ରଖିଛି କଷ୍ଟମ ବିଭାଗ । ଡିଆରଆଇ କାବୁ କରିବା ପରେ କଷ୍ଟମ ବିଭାଗକୁ ହସ୍ତାନ୍ତର କରିଛି । ୨ ଅଟକ ଯୁବକଙ୍କ ଘର ତାମିଲନାଡୁ ବୋଲି ଜଣାପଡିଛି । ତେବେ ଭୁବନେଶ୍ୱରର କାହା ପାଖକୁ ଏହି ନିଶାଦ୍ରବ୍ୟ ଆସୁଥିଲା ତାକୁ ନେଇ ଖୋଳତାଡ଼ ଚାଲିଛି । ଜବତ ହାଇଡ୍ରଫୋନିକ ଗଞ୍ଜେଇର ଓଜନ ପ୍ରାୟ ୬ କେଜି ବୋଲି ସ୍ପଷ୍ଟ କରାଯାଇଛି ।