Gemini - The Sakala

ମଙ୍ଗଳ ଗୋଚର ୨୦୨୬: ହନୁମାନ ଜୟନ୍ତୀରେ ସୃଷ୍ଟି ହେବ ମଙ୍ଗଳଙ୍କ ବିରଳ ସଂଯୋଗ, ଚମକିବ ଏହି ୪ଟି ରାଶିର ଭାଗ୍ୟ!
ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଗ୍ରହମାନଙ୍କର ସ୍ଥିତିରେ ପରିବର୍ତ୍ତନ ଆମ ଜୀବନ ଉପରେ ଗଭୀର ପ୍ରଭାବ ପକାଇଥାଏ। ଚଳିତ ବର୍ଷ ଏପ୍ରିଲ ୨ ତାରିଖରେ ପବିତ୍ର ହନୁମାନ ଜୟନ୍ତୀ ବା ଚୈତ୍ର ପୂର୍ଣ୍ଣିମା ପାଳନ କରାଯିବ। ଏହି ଦିନ ଏକ ଅତ୍ୟନ୍ତ ବିରଳ ମହାସଂଯୋଗ ସୃଷ୍ଟି ହେବାକୁ ଯାଉଛି। କାରଣ ଏହି ଶୁଭ ଦିନରେ ଗ୍ରହମାନଙ୍କର ସେନାପତି ମଙ୍ଗଳ ଗ୍ରହ ମୀନ ରାଶିରେ ପ୍ରବେଶ କରିବେ।

ମୀନ ରାଶିରେ ପୂର୍ବରୁ ନ୍ୟାୟର ଦେବତା ଶନିଦେବ ବିରାଜମାନ ଅଛନ୍ତି। ଏଭଳି ସ୍ଥିତିରେ ମୀନ ରାଶିରେ ମଙ୍ଗଳ ଏବଂ ଶନିଙ୍କର ଏକ ବିରଳ ଯୁତି ସୃଷ୍ଟି ହେବ। ଜ୍ୟୋତିଷଙ୍କ ମତରେ ହନୁମାନ ଜୟନ୍ତୀରେ ସୃଷ୍ଟି ହେଉଥିବା ଏହି ଶକ୍ତିଶାଳୀ ରାଜଯୋଗ ସମସ୍ତ ରାଶି ଉପରେ ପ୍ରଭାବ ପକାଇବ। କିନ୍ତୁ ବିଶେଷ କରି ୪ଟି ରାଶି ପାଇଁ ଏହା ଅତ୍ୟନ୍ତ ଶୁଭ ଏବଂ ଫଳଦାୟକ ପ୍ରମାଣିତ ହେବ। ଆସନ୍ତୁ ଜାଣିବା ଏହି ଭାଗ୍ୟଶାଳୀ ରାଶିଗୁଡ଼ିକ ବିଷୟରେ:

ବୃଷ ରାଶି (Taurus)

ଏହି ରାଶିର ବ୍ୟକ୍ତିମାନଙ୍କ ପାଇଁ ଏହି ସମୟ ନୂଆ ଆରମ୍ଭର ସଙ୍କେତ ଦେଉଛି। କର୍ମକ୍ଷେତ୍ରରେ ଆଗକୁ ବଢ଼ିବାର ଭଲ ସୁଯୋଗ ମିଳିବ ଏବଂ ଅଟକି ରହିଥିବା କାମ ପୂରା ହେବ। ଯଦି ଆପଣ ଚାକିରି ବଦଳାଇବାକୁ କିମ୍ବା ନୂଆ କାମ ଆରମ୍ଭ କରିବାକୁ ଭାବୁଛନ୍ତି, ତେବେ ସମୟ ବହୁତ ଅନୁକୂଳ ରହିଛି। ଆର୍ଥିକ ସ୍ଥିତି ମଜବୁତ ହେବା ସହ ହଠାତ୍ ଧନ ଲାଭ ମଧ୍ୟ ହୋଇପାରେ। ପରିବାରର ସହଯୋଗ ମିଳିବ ଏବଂ ଆପଣଙ୍କ ଆତ୍ମବିଶ୍ୱାସ ବୃଦ୍ଧି ପାଇବ।

ମିଥୁନ ରାଶି (Gemini)

ମିଥୁନ ରାଶିର ଜାତକମାନଙ୍କ ପାଇଁ ଏହି ସମୟ ସମ୍ମାନ ଏବଂ ଉନ୍ନତି ନେଇ ଆସିବ। କର୍ମକ୍ଷେତ୍ରରେ ଆପଣଙ୍କ ପରିଶ୍ରମର ଫଳ ମିଳିବ ଏବଂ ବସ୍ କିମ୍ବା ବରିଷ୍ଠ ଅଧିକାରୀଙ୍କ ସହଯୋଗ ପ୍ରାପ୍ତ ହେବ। ଚାକିରିରେ ପଦୋନ୍ନତି କିମ୍ବା ନୂଆ ଦାୟିତ୍ୱ ମିଳିପାରେ। ବ୍ୟବସାୟ କରୁଥିବା ଲୋକଙ୍କ ପାଇଁ ମଧ୍ୟ ଲାଭର ବହୁତ ଭଲ ଯୋଗ ରହିଛି। ମନ ଶାନ୍ତ ରହିବା ସହ ସମ୍ପର୍କରେ ମଧ୍ୟ ବ୍ୟାପକ ସୁଧାର ଦେଖିବାକୁ ମିଳିବ।

ସିଂହ ରାଶି (Leo)

ସିଂହ ରାଶିର ବ୍ୟକ୍ତିଙ୍କ ପାଇଁ ଏହି ଗୋଚର ଏକ ବଡ଼ ଆଶ୍ୱସ୍ତି ଆଣିଦେବ। ଦୀର୍ଘ ଦିନ ଧରି ଲାଗି ରହିଥିବା ସମସ୍ୟାଗୁଡ଼ିକ ଧୀରେ ଧୀରେ ଦୂର ହେବ। ଜମିବାଡ଼ି କିମ୍ବା ବିନିଯୋଗ (Investment) ସହ ଜଡିତ କୌଣସି ବଡ଼ ଖୁସି ଖବର ମିଳିପାରେ। ସମାଜରେ ମାନ-ସମ୍ମାନ ବୃଦ୍ଧି ପାଇବ ଏବଂ ଆର୍ଥିକ ଲାଭ ହେବାର ପ୍ରବଳ ସମ୍ଭାବନା ରହିଛି।

ତୁଳା ରାଶି (Libra)

ତୁଳା ରାଶିର ବ୍ୟକ୍ତିମାନଙ୍କ ପାଇଁ ହନୁମାନ ଜୟନ୍ତୀର ଏହି ପବିତ୍ର ସଂଯୋଗ ବିଶେଷ ଲାଭଦାୟକ ହେବ। ଅଟକି ରହିଥିବା କାର୍ଯ୍ୟଗୁଡ଼ିକ ଦ୍ରୁତ ଗତିରେ ପୂରଣ ହେବା ଆରମ୍ଭ ହେବ। ଜୀବନରେ ଏକ ସକାରାତ୍ମକ ପରିବର୍ତ୍ତନ ଦେଖିବାକୁ ମିଳିବ। ବେପାର ଓ ବାଣିଜ୍ୟରେ ଆଶାତୀତ ଲାଭ ମିଳିବା ସହ ପରିବାରରେ ସୁଖଶାନ୍ତି ବଜାୟ ରହିବ। ହନୁମାନଙ୍କ ବିଶେଷ କୃପାରୁ ଆପଣଙ୍କ ସମସ୍ତ ବାଧାବିଘ୍ନ ଦୂର ହେବ।

ବୁଧ-ମଙ୍ଗଳ ଯୁତି ୨୦୨୬: ଏପ୍ରିଲ ୧୧ରେ ବିଶେଷ ସଂଯୋଗ, ଏହି ୩ଟି ରାଶିକୁ ମିଳିବ ବଡ଼ ସୁଯୋଗ
ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଗ୍ରହମାନଙ୍କର ସ୍ଥାନ ପରିବର୍ତ୍ତନ ଏବଂ ଯୁତି ସମସ୍ତ ୧୨ଟି ରାଶି ଉପରେ ବିଶେଷ ପ୍ରଭାବ ପକାଇଥାଏ। ଆସନ୍ତା ୧୧ ଏପ୍ରିଲ ୨୦୨୬ ରେ ମୀନ ରାଶି ରେ ବୁଧ (Mercury) ଏବଂ ମଙ୍ଗଳ (Mars) ଗ୍ରହଙ୍କର ଏକ ବିଶେଷ ଯୁତି ହେବାକୁ ଯାଉଛି। ଜ୍ୟୋତିଷ ବିଶେଷଜ୍ଞଙ୍କ ମତରେ ଏହି ଗ୍ରହ ସଂଯୋଗ କିଛି ନିର୍ଦ୍ଦିଷ୍ଟ ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ପ୍ରମାଣିତ ହେବ। ବିଶେଷକରି ବୃଷ, ମିଥୁନ ଏବଂ ଧନୁ ରାଶିର ଲୋକମାନଙ୍କୁ କ୍ୟାରିୟର, ବ୍ୟାପାର ଏବଂ ଆର୍ଥିକ କ୍ଷେତ୍ରରେ ସକାରାତ୍ମକ ପରିଣାମ ମିଳିବାର ସମ୍ଭାବନା ରହିଛି। ଆସନ୍ତୁ ଜାଣିବା ଏହି ୩ଟି ରାଶି ଉପରେ ବୁଧ-ମଙ୍ଗଳ ଯୁତିର କି ପ୍ରଭାବ ପଡ଼ିବ।

ବୃଷ ରାଶି ଉପରେ ପ୍ରଭାବ

ବୃଷ ରାଶି ର ବ୍ୟକ୍ତିବିଶେଷଙ୍କ ପାଇଁ ଏହି ଯୁତି ଅନେକ ଶୁଭଫଳ ନେଇ ଆସିବ। ଏହି ସମୟରେ ଆର୍ଥିକ ସ୍ଥିତିରେ ସୁଧାର ଆସିବା ସହ ଆୟର ନୂଆ ଉତ୍ସ ଖୋଲିବାର ସମ୍ଭାବନା ରହିଛି। କ୍ୟାରିୟର ଏବଂ ବ୍ୟାପାରରେ ଆପଣଙ୍କୁ ବଡ଼ ସଫଳତା ମିଳିପାରେ। ଯଦି ଆପଣ କୌଣସି ନୂଆ ନିବେଶ କରିବାକୁ ଚିନ୍ତା କରୁଛନ୍ତି, ତେବେ ଏହି ସମୟ ଆପଣଙ୍କ ପାଇଁ ବେଶ୍ ଅନୁକୂଳ ରହିବ। ପରିବାରରେ ସୁଖଶାନ୍ତି ବୃଦ୍ଧି ପାଇବା ସହିତ ଅଟକି ରହିଥିବା କାର୍ଯ୍ୟ ସମ୍ପନ୍ନ ହେବ।

ମିଥୁନ ରାଶି ପାଇଁ ଲାଭଦାୟକ

ମିଥୁନ ରାଶି ପାଇଁ ବୁଧ ଏବଂ ମଙ୍ଗଳ ଙ୍କ ମିଳନ ଅତ୍ୟନ୍ତ ଲାଭକାରୀ ପ୍ରମାଣିତ ହେବ। କର୍ମକ୍ଷେତ୍ରରେ ସଫଳତା ମିଳିବା ସହ ନୂଆ ସମ୍ପର୍କ ଏବଂ କଣ୍ଟାକ୍ଟସ୍ ସ୍ଥାପନ ହେବାର ସମ୍ଭାବନା ରହିଛି। ବିଦ୍ୟାର୍ଥୀମାନଙ୍କ ପାଇଁ ମଧ୍ୟ ଏହି ସମୟ ଶୁଭ ରହିବ। ଚାକିରି କରୁଥିବା ବ୍ୟକ୍ତିମାନଙ୍କର ପଦୋନ୍ନତି ବା ପ୍ରମୋସନ ହେବାର ପ୍ରବଳ ଯୋଗ ରହିଛି। ନିଜର ବୁଦ୍ଧି ଏବଂ ତର୍କଶକ୍ତି ବଳରେ ଆପଣ ସମାଜରେ ମାନ-ସମ୍ମାନ ହାସଲ କରିବେ।

ଧନୁ ରାଶିକୁ ମିଳିବ ବଡ଼ ସୁଯୋଗ

୧୧ ଏପ୍ରିଲ ୨୦୨୬ ରେ ହେବାକୁ ଥିବା ଏହି ଗ୍ରହ ସଂଯୋଗ ଧନୁ ରାଶି ର ଲୋକଙ୍କ ପାଇଁ ସୌଭାଗ୍ୟ ନେଇ ଆସିବ। ଏହି ଅବଧିରେ କ୍ୟାରିୟରରେ ଉନ୍ନତି ହେବା ସହ ଆର୍ଥିକ ଲାଭ ମିଳିବ। ପାରିବାରିକ ସୁଖ ଏବଂ ଦାମ୍ପତ୍ୟ ଜୀବନରେ ମଧୁରତା ଆସିବ। ପ୍ରେମ ସମ୍ପର୍କରେ ଥିବା ବ୍ୟକ୍ତିବିଶେଷଙ୍କ ପାଇଁ ସମୟ ବେଶ୍ ଅନୁକୂଳ ରହିବ। ନିଜର କଠିନ ପରିଶ୍ରମର ଉଚିତ୍ ଫଳ ମିଳିବ ଏବଂ ଭାଗ୍ୟର ପୂର୍ଣ୍ଣ ସହଯୋଗ ପ୍ରାପ୍ତ ହେବ।