Diamond Business - The Sakala

ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକସୀଙ୍କୁ ଅନୁପ୍ରବେଶକାରୀ ଘୋଷିତ କଲେ ଡୋମିନିକା ସରକାର
ଡୋମିନିକା: ଡୋମିନିକାରେ ଅନୁପ୍ରବେଶକାରୀ ଘୋଷିତ ହେଲା ମେହୁଲ ଚୋକସୀ । ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକସୀଙ୍କୁ ଅନୁପ୍ରବେଶକାରୀ ଘୋଷିତ କରିଛନ୍ତି ଡୋମିନିକା ସରକାର । ୨୫ ମେ ରେ ଏ ନେଇ ଡୋମିନିକା ସରକାର ନିର୍ଦ୍ଦେଶ ଜାରି କରିଥିଲେ । ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ ୧୪ହଜାର କୋଟି ଠକେଇ ମାମଲାରେ ସମ୍ପୃକ୍ତ ମେହୁଲ ଚୋକସୀ ଆଣ୍ଟିଗୁଆରେ ରହିଆସୁଥିଲେ । ହେଲେ ଗତ ୨୩ ମେ’ରେ ସେ ସେଠାରୁ ଡୋମିନିକା ଲୁଚି ପଳାଇଥିଲେ । ଏବଂ ସେଠାରେ ତାଙ୍କୁ ଡୋମିନିକା ପୋଲିସ ଗିରଫ କରିଥିଲା । ଏବେ ବି ସେ ପୋଲିସ ହେପାଜତରେ ରହିଛନ୍ତି । ଜାମିନ ପାଇଁ ଆବେଦନ କରିଥିଲେ ବି ଏ ନେଇ କୋର୍ଟଙ୍କ ରାୟ ପ୍ରକାଶ ପାଇନାହିଁ ।

ସୂଚନା ଅନୁସାରେ, ଚୋକସୀ ଡୋମିନିକାକୁ ବେଆଇନ ଭାବେ ପ୍ରବେଶ କରିଥିବା ଅଭିଯୋଗ ହୋଇଛି। ଡୋମିନିକାର ଜାତୀୟ ସୁରକ୍ଷା ଏବଂ ଗୃହ ବ୍ୟାପାର ମନ୍ତ୍ରଣାଳୟ ଦ୍ୱାରା ଜାରି କରାଯାଇଥିବା ନୋଟିସ ଅନୁଯାୟୀ ମେହୁଲ ଚୋକସୀଙ୍କୁ ମେ ୨୫ରେ ଏକ ଅନୁପ୍ରବେଶକାରୀ ଘୋଷିତ କରାଯାଇଛି। ଇମିଗ୍ରେସନ ଏବଂ ପାସପୋର୍ଟ ଅଧିନିୟମ ଧାରା ୫((୧) (୧) ଅନୁଯାୟୀ ଚୋକ୍ସିଙ୍କୁ ଡୋମିନିକାର ରାଷ୍ଟ୍ରମଣ୍ଡଳରୁ ହଟାଇବାକୁ ମନ୍ତ୍ରଣାଳୟ ପୋଲିସକୁ ନିର୍ଦ୍ଦେଶ ଦେଇଛି।

ରିପୋର୍ଟ ଅନୁଯାୟୀ, ମନ୍ତ୍ରଣାଳୟ ସେହି ଦିନ ହିଁ ଚୋକସିଙ୍କୁ ଆଉ ଏକ ନୋଟିସ୍ ପଠାଇଥିଲେ, ଯେଉଁଥିରେ ପଳାତକ ଚୋକସୀଙ୍କୁ କୁହାଯାଇଥିଲା ଯେ, ତାଙ୍କୁ ଡୋମିନିକାରେ ପ୍ରବେଶ କରିବାକୁ ଅନୁମତି ଦିଆଯାଇ ନାହିଁ । ନୋଟିସରେ କୁହାଯାଇଛି ଯେ, ଚୋକସୀଙ୍କୁ ଫେରାଇବା ପାଇଁ ସମସ୍ତ ଆବଶ୍ୟକ ପଦକ୍ଷେପ ନେବାକୁ ପୋଲିସକୁ ନିର୍ଦ୍ଦେଶ ଦିଆଯାଇଛି । ଡୋମିନିକା ସରକାରଙ୍କ ଦ୍ୱାରା ପଠାଯାଇଥିବା ନୋଟିସରେ ଚୋକସୀଙ୍କ ଓକିଲ ବିଜୟ ଅଗ୍ରୱାଲଙ୍କ ଦାବିକୁ ଖଣ୍ଡନ କରି କହିଛନ୍ତି ଯେ, ଚୋକସୀଙ୍କୁ ଅନୁପ୍ରବେଶକାରୀ ନୁହଁନ୍ତି ବରଂ ତାଙ୍କୁ ଅପହରଣ କରାଯାଇଥିଲା।