swords attack - The Sakala

୩ ଚୋରଙ୍କୁ ଖଣ୍ଡାଚୋଟ
ବାଲିଅନ୍ତା : ଦୋକାନରୁ ଚୋରି କରୁଥିବା ବେଳେ ୩ ଜଣ ଚୋରଙ୍କୁ ଖଣ୍ଡାରେ ଆକ୍ରମଣ କରିଛନ୍ତି ଦୋକାନୀ । ଘଟଣା ଘଟିଛି ବାଲିଅନ୍ତା ଥାନା ଟଙ୍କପାଣୀ ବଜାରରେ। ସୋମବାର ବିଳମ୍ବିତ ରାତ୍ରିରେ ଟଙ୍କପାଣୀ ବଜାରରେ ଥିବା ଏକ ଷ୍ଟେସନାରୀ ଦୋକାନରୁ ଚୋରି କରିବା ପାଇଁ ତିନିଜଣ ଲୁଟେରା ଏକ ବାଇକ୍ ଯୋଗେ ଯାଇ ପହଞ୍ଚିଥିଲେ। ଦୋକାନର ତାଲା ଭାଙ୍ଗିଭିତରେ ପସି ୮ ହଜାର ଟଙ୍କା ସହ କିଛି  ରୁପା ଅଳଙ୍କାର ଚୋରି କରିଥିଲେ। ମାତ୍ର ପାଖରେ ଥିବା ଏକ ଘରେ ଦୋକାନୀ ମାଲିକ ଶୋଇଥିଲେ।

ଚୋରି ଆଶଙ୍କା ଥିବାରୁ ତାଙ୍କ ଦୋକାନରେ ଏକ ସେନସର ଲାଗିଥିଲା। ଦୋକାନି ତାଲା ଭାଙ୍ଗିଲା ବେଳେ ସାଇରନ ଯୋଗେ ଦୋକାନୀଙ୍କୁ ସଚନା ମିଳି ଯିାଇଥିଲା। ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା ଦୋକାନୀ ଜଣଙ୍କ ଏକ ଖଣ୍ଡାରେ ଚୋରମାନଙ୍କୁ ଆକ୍ରମଣ କରିଥିଲେ। ଅତର୍କିତ ଆକ୍ରମଣରେ ତିନି ଚୋର ହଡ଼ବଡେଇ ଯିବା ସହ ତଳେ ପଡ଼ିଯିବା ସହ ରକ୍ତାକ୍ତ ହୋଇଥିଲେ। ଘଟଣାସ୍ଥଳରେ ବାଇକ ଛାଡ଼ି ପଳାଇଥିଲେ। ପରେଦୋକାନୀ ମାଲିକ ୧୦୦ ନମ୍ବରକୁ ଫୋନ୍ କରି ଘଟଣା ସମ୍ପର୍କରେ ପୋଲିସକୁ  ଖବର ଦେଇଥିଲେ।

ଏହି ସମୟରେ ପଡ଼ିଥିବା ବାଇକକୁ ନେବା ପାଇଁ ଜଣେ ଚୋର ଉଦ୍ୟମ କରିଥିଲା। ପନୁର୍ବାର ଦୋକାନ ମାଲିକ ସେହି ଖଣ୍ଡାରେ ଆକ୍ରମଣ କରିଥିଲେ। ଚୋରଟି ଘଟଣା ସ୍ଥଳରୁ ବାଇକକୁ ନେବାକୁ ସଫଳ ହୋଇଥିଲା। ଏ ଘଟଣାର ସମସ୍ତ ଦୃ ଶ୍ୟ ସିସି ଟିଭିରେ ରେକର୍ଡ ହୋଇଛି । କିନ୍ତୁ ଏପର୍ଯ୍ୟନ୍ତ ଚୋରଙ୍କ ସମ୍ପର୍କରେ କୌଣସି  ସଚନା ମିଳି ପାରିନାହିଁ।