balianta - The Sakala

ବାଲିଅନ୍ତା ସୌମ୍ୟ ହତ୍ୟାକାଣ୍ଡ ଘଟଣା: ଆଉ ଜଣେ ଅଭିଯୁକ୍ତକୁ ବାନ୍ଧିଲା କ୍ରାଇମବ୍ରାଞ୍ଚ, ଗିରଫ ସଂଖ୍ୟା ୧୮କୁ ବୃଦ୍ଧି
ଭୁବନେଶ୍ୱର: ବାଲିଅନ୍ତା ସୌମ୍ୟ ରଞ୍ଜନ ସ୍ୱାଇଁ ହତ୍ୟା ଘଟଣା । ଅନ୍ୟ ଜଣେ ଅଭିଯୁକ୍ତକୁ ଗିରଫ କଲା କ୍ରାଇମବ୍ରାଞ୍ଚ । ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ୪୬ ବର୍ଷୀୟ ପ୍ରଦୀପ ମଙ୍ଗରାଜ ଗିରଫ। ଢେଙ୍କାନାଳରୁ ପ୍ରଦୀପକୁ ଗିରଫ କଲା କ୍ରାଇମବ୍ରାଞ୍ଚ । ପ୍ରଦୀପ ଘର ବାଲିଅନ୍ତା ଥାନା ବେଣୁପୁର ଗ୍ରାମରେ।  ଏହି କେସରେ ଗିରଫ ଅଭିଯୁକ୍ତଙ୍କ ସଂଖ୍ୟା ୧୮ ରେ ପହଞ୍ଚିଛି ।

ମୁଖ୍ୟ ଅଭିଯୁକ୍ତମାନେ ବାଉଁଶରେ ସୌମ୍ୟଙ୍କ ମୁଣ୍ଡ ଓ ଅନ୍ୟ ସମ୍ବେଦନଶୀଳ ଅଙ୍ଗକୁ ମାଡ଼ ମାରିଥିଲା । ଅନ୍ୟକୁ ମାଡ଼ ମାରିବା ପାଇଁ ମଧ୍ୟ ଉସୁକାଇଥିଲେ। ପୂର୍ବରୁ ଥାନା ଓ କ୍ରାଇମସ୍ପଟକୁ ଯାଇ ଅଧିକ ତନାଘନା କରିଥିଲା କ୍ରାଇମବ୍ରାଞ୍ଚ। ଏକାଧିକ ଲୋକଙ୍କ ବୟାନ ରେକର୍ଡ, ସାଇଣ୍ଟିଫିକ ଏଭିଡ଼େନ୍ସ ଜରିଆରେ ଆକ୍ସନ ମୋଡ଼କୁ ଆସିଛି କ୍ରାଇମବ୍ରାଞ୍ଚ। ଏଥିରେ ଅନ୍ୟମାନଙ୍କ ସମ୍ପୃକ୍ତି ନେଇ ମଧ୍ୟ ତନାଘନା ଚଳାଇଛି କ୍ରାଇମବ୍ରାଞ୍ଚ । ଆହୁରି ୧୦ରୁ ଉର୍ଦ୍ଧ୍ୱ ଲୋକ ସମ୍ପୃକ୍ତି ଥିବା ଜଣାପଡିବା ପରେ ଜିଲ୍ଲା ବାହାରେ ଚଢ଼ାଉ ଜାରି ରଖିଛି କ୍ରାଇମବ୍ରାଞ୍ଚ। ଭାଇରାଲ ଭିଡିଓ ଆଧାରରେ ତଦନ୍ତ ଚାଲିଥିବା ବେଳେ ବିଭିନ୍ନ ଦିଗକୁ ଦୃଷ୍ଟି ଦିଆଯାଉଥିବା ସୂଚନା ଦେଇଛି କ୍ରାଇମବ୍ରାଞ୍ଚ । ସେପଟେ ସମ୍ବେଦନଶୀଳ ମାମଲାରେ ବିଭିନ୍ନ ପକ୍ଷକୁ ଜେରା କରୁଛନ୍ତି ଜାତୀୟ ମାନବାଧିକାର କମିଶନଙ୍କ ଖଣ୍ଡପୀଠ।

ବାଲିଅନ୍ତା ବର୍ବର ହତ୍ୟା ଘଟଣା: ବନ୍ଧା ହେଲା ମୁଖ୍ୟ ଅଭିଯୁକ୍ତ ରଞ୍ଜିତ ପାତ୍ର ଓରଫ ଚିନୁ, ଗିରଫ ସଂଖ୍ୟା ୧୩କୁ ବୃଦ୍ଧି
ବାଲିଅନ୍ତା: ବାଲିଅନ୍ତା ସୌମ୍ୟ ରଞ୍ଜନ ସ୍ୱାଇଁ ହତ୍ୟା ଘଟଣା। ମୁଖ୍ୟ ଅଭିଯୁକ୍ତ ରଞ୍ଜିତ ପାତ୍ର ଓରଫ ଚିନୁ ଗିରଫ। ଅଭିଯୁକ୍ତର ଘର କଟକ ସଦର ଥାନା ଅନ୍ତର୍ଗତ ଗଙ୍ଗେଶ୍ୱର ଗଡା । ଏହି କେସରେ ଗିରଫ ଅଭିଯୁକ୍ତଙ୍କ ସଂଖ୍ୟା ୧୩ରେ ପହଞ୍ଚିଛି । ପୂର୍ବରୁ ଏହି ଘଟଣାରେ ୧୧ ଜଣ ଗ୍ରାମବାସୀ ଓ ଯୁଦ୍ଧିଷ୍ଟିର ଜେନା ଓରଫ ବଣ୍ଟିକୁ ଗିରଫ କରାଯାଇଥିଲା । ମୁଖ୍ୟ ଅଭିଯୁକ୍ତ ଜଣଙ୍କ ବାଉଁଶରେ ସୌମ୍ୟଙ୍କ ମୁଣ୍ଡ ଓ ଅନ୍ୟ ସମ୍ବେଦନଶୀଳ ଅଙ୍ଗକୁ ମାଡ଼ ମାରିଥିଲା । କମିଶନରେଟ ପୋଲିସ ଏହି ଘଟଣାରେ ପୂର୍ବରୁ ୧୧ ଜଣଙ୍କୁ ଗିରଫ କରିଥିବା ବେଳେ କ୍ରାଇମବ୍ରାଞ୍ଚ ୨ ଜଣଙ୍କୁ ଗିରଫ କରିଛି। ପୂର୍ବରୁ ଥାନା ଓ କ୍ରାଇମସ୍ପଟକୁ ଯାଇ ଅଧିକ ତନାଘନା କରିଥିଲା କ୍ରାଇମବ୍ରାଞ୍ଚ। ଏକାଧିକ ଲୋକଙ୍କ ବୟାନ ରେକର୍ଡ, ସାଇଣ୍ଟିଫିକ ଏଭିଡ଼େନ୍ସ ଜରିଆରେ ଆକ୍ସନ ମୋଡ଼କୁ ଆସିଛି କ୍ରାଇମବ୍ରାଞ୍ଚ। ଏଥିରେ ଅନ୍ୟମାନଙ୍କ ସମ୍ପୃକ୍ତି ନେଇ ମଧ୍ୟ ତନାଘନା ଚଳାଇଛି କ୍ରାଇମବ୍ରାଞ୍ଚ ।

ବାଲିଅନ୍ତା ହତ୍ୟାକାଣ୍ଡ ମାମଲା: ବିସ୍ଫୋରକ ବୟାନ୍ ଦେଲେ ସୌମ୍ୟଙ୍କ ସାଙ୍ଗ, କହିଲେ 'ମିଛ କହୁଛନ୍ତି ଦୁଇ ଯୁବତୀ'
ଭୁବନେଶ୍ୱର: ବାଲିଅନ୍ତା ସୌମ୍ୟ ହତ୍ୟାକାଣ୍ଡର ସତ କ'ଣ ? କ୍ୟାମେରା ଆଗରେ ସୌମ୍ୟଙ୍କ ସାଙ୍ଗ ଓମ୍ କହିଲେ ହତ୍ୟାକାଣ୍ଡର କାହାଣୀ । ସେ କହିଛନ୍ତି କି, ସୌମ୍ୟ କମେଣ୍ଟ ମାରି ନାହିଁ କି ଦୁଷ୍କର୍ମ କରିବାକୁ ଉଦ୍ୟମ କରିନାହିଁ । ଗଣମାଧ୍ୟମ ଆଗରେ ମିଛ କହୁଛନ୍ତି ଦୁଇ ଯୁବତୀ । ଘଟଣା ଦିନ ମନି ପର୍ସ ଛାଡି ଦେଇଥିବାରୁ ଆଉ ଥରେ ଗାଡି ବୁଲେଇ ଫେରୁଥିଲୁ । ରାମଚନ୍ଦ୍ରପୁର ବ୍ରିଜ ନିକଟରେ ହଠାତ ସୌମ୍ୟର ଫିଡ଼ସ ମାରିଥିଲା । ମୁଁ ବାଇକ ଚଳାଉଥିବାରୁ ମୋ ବେକକୁ ଟାଣି ଧରିଥିଲା ସୌମ୍ୟ । ଭାରସାମ୍ୟ ହରାଇ ବାଇକ ଛାଡି ଦେବାରୁ ଦୁଇ ଯୁବତୀଙ୍କ ସ୍କୁଟିରେ ଧକା ହୋଇଥିଲା । ଉଭୟ ଗାଡିରୁ ପଡି ଯାଇଥିଲୁ । ଏହି ସମୟରେ ସୌମ୍ୟ ଯୁବତୀଙ୍କ ଉପରୁ ଝାମ୍ପି ପଡ଼ିଥିଲେ । ଯୁବତୀଙ୍କୁ ମାଡ଼ ମାରିବା ସହ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିଥିଲେ । ମୁଁ ଅଟକାଇବାରୁ ମୋତେ ଵି ମାଡ଼ ମାରିଥିଲା ସୌମ୍ୟ । ସୌମ୍ୟ କୌଣସି ଦୁଷ୍କର୍ମ ଉଦ୍ୟମ କରିନଥିଲା । ଫିଡ଼ସ ମାରୁଥିବାରୁ ଏଭଳି ଆଚରଣ ଦେଖାଇଥିଲେ । ସ୍ଥାନୀୟ ଲୋକେ କିଛି ନବୁଝି ସୌମ୍ୟଙ୍କୁ ଅତର୍କିତ ଆକ୍ରମଣ କରିଥିଲେ । ଭୟରେ ସୌମ୍ୟ ବ୍ରିଜ ପାଖରୁ ପଡିଆ ଭିତରକୁ ଦୌଡ଼ିଥିଲା । ହେଲେ ଲୋକମାନେ କିଛି ନବୁଝି ଆହୁରି ମାଡ଼ ମାରିଥିଲେ ।

ଘଟଣା ଘଟିବାର ୧୫ ମିନିଟ ପରେ PCR ଭ୍ୟାନ ପହଞ୍ଚିଥିଲା । ପୋଲିସ ଥିବା ସତ୍ୱେ ଵି ସୌମ୍ୟକୁ ମାଡ଼ ମରାଯାଇଥିଲା । ପରେ SI ଵି ସାଧା ପୋଷାକରେ ଘଟଣା ସ୍ଥଳରେ ପହଂଚି ଥିଲେ । କିନ୍ତୁ ଉତ୍ୟକ୍ତ ଲୋକମାନେ ବାଉଁଶରେ ସୌମ୍ୟଙ୍କୁ ମାଡ଼ ମାରିଥିଲେ । ଉକ୍ତ SI ଙ୍କୁ ମଧ୍ୟ ଗାଳି ଗୁଲଜ କରିଥିଲେ । ସୌମ୍ୟଙ୍କୁ ମାଡ଼ ନମାରିବା ପାଇଁ କାକୁତି ମିନତୀ ହୋଇଥିଲି ବୋଲି କହିଁଛିଛନ୍ତି ଓମ୍ । ରାସ୍ତାରେ ଯିବା ଆସିବା କରୁଥିବା ଲୋକମାନେ ଵି କିଛି ନବୁଝି ସୌମ୍ୟକୁ ମାଡ଼ ମାରିଥିଲେ । ଦୁଇ ଯୁବତୀ ଯେଉଁ ଅଭିଯୋଗ ଆଣିଛନ୍ତି ସମ୍ପୂର୍ଣ୍ଣ ମିଛ ବୋଲି ଅଭିଯୋଗ କରିଛନ୍ତି ଓମ୍ । ଆକ୍ରମଣକାରିଙ୍କୁ ଗିରଫ କରାଯାଉ ଓ ମୋ ସାଙ୍ଗକୁ ନ୍ୟାୟ ମିଳୁ ବୋଲି ଏଭଳି କହିଛନ୍ତି ଓମ୍ ।

ବାଲିଅନ୍ତା ବର୍ବରତା: ହତ୍ୟାରେ ସଂପୃକ୍ତ ସମସ୍ତଙ୍କୁ ଗିରଫ ଦାବିରେ ରାସ୍ତା ଅବରୋଧ କଲେ ସୌମ୍ୟରଞ୍ଜନଙ୍କ ଗ୍ରାମବାସୀ
ନିଆଳି: ବାଲିଅନ୍ତାରେ ପିଟିପିଟି ସୌମ୍ୟରଞ୍ଜନଙ୍କୁ ହତ୍ୟା ଘଟଣାର ପ୍ରତିବାଦ କରି ରାସ୍ତା ଅବରୋଧ କଲେ ସୌମ୍ୟରଞ୍ଜନଙ୍କ ଗ୍ରାମବାସୀ । ହତ୍ୟାରେ ସଂପୃକ୍ତ ସମସ୍ତଙ୍କୁ ଗିରଫ କରିବା ଦାବିରେ ଫୁଲନଖରା-ନିଆଳି ରାସ୍ତା ମୌଜପୁରରେ ରାସ୍ତା ଅବରୋଧ କରିଛନ୍ତି ଗ୍ରାମବାସୀ । ରାସ୍ତା ଉପରେ ମୃତଦେହ ରଖି କାର୍ଯାନୁଷ୍ଠାନ ଦାବି କରିଛନ୍ତି। ସୌମ୍ୟରଞ୍ଜନଙ୍କ ହତ୍ୟାକୁ ନେଇ ମଉଜପୁର ଗାଁରେ ଉତ୍ତେଜନା ଲାଗି ରହିଛି। ଘଟଣାସ୍ଥଳରେ କଟକ ଗ୍ରାମାଞ୍ଚଳ ପୋଲିସର ବହୁ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଅଛନ୍ତି।

ଅନ୍ୟପଟେ ସୌମ୍ୟରଞ୍ଜନଙ୍କ ହତ୍ୟା ଘଟଣାରେ ବାଲିଅନ୍ତାର ବେଣୁପୁର ଗାଁରେ ପୋଲିସ ପକ୍ଷରୁ ଜୋରଦାର ଚଢ଼ାଉ କରିଛି । ହତ୍ୟାକାଣ୍ଡ ଅଭିଯୋଗରେ ଏପର୍ଯ୍ୟନ୍ତ ୫ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଅନ୍ୟ ଅଭିଯୁକ୍ତଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ପୋଲିସର ରେଡ୍ ଜାରି ରହିଛି । ଭିଡିଓ ଆଧାରରେ ଏକାଧିକ ଲୋକଙ୍କୁ ଚିହ୍ନଟ କରାଯାଇଛି। ଗିରଫ ଭୟରେ ଗାଁ ପୁରୁଷଶୂନ୍ୟ ହୋଇଯାଇଥିବା ଜଣାପଡିଛି ।

ବାଲିଅନ୍ତା ବର୍ବରତା ସାରା ରାଜ୍ୟ ଏବଂ ରାଜ୍ୟ ବାହାରେ ଚାଞ୍ଚଲ୍ୟ ଖେଳାଇଥିବାବେଳେ ଏତେବଡ ଅଘଟଣ ପୋଲିସ ସାମ୍ନାରେ ହିଁ ଘଟିଥିଲା। ଘଟଣାସ୍ଥଳରେ ପୋଲିସ ଥାଇ ମଧ୍ୟ ଯୁବକଙ୍କୁ ପିଟିପିଟି ମାରିଦେଲେ ଉତ୍ୟକ୍ତ ଲୋକେ । ଯାହାକୁ ନେଇ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ସାଧାରଣରେ ପ୍ରଶ୍ନବାଚି ସୃଷ୍ଟି କରିଛି ।

ବାଲିଅନ୍ତାରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣାରେ ମୁହଁ ଖୋଲିଲେ ଯୁବତୀ; କହିଲେ, 'ସ୍ଥାନୀୟ ଲୋକେ ଆସିଲେ ବୋଲି ଆଜି ବଞ୍ଚିଛି'
ବାଲିଅନ୍ତା: ବାଲିଅନ୍ତାରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା । ଗଣମାଧ୍ୟମ ସାମ୍ନାକୁ ଆସି ପ୍ରତିକ୍ରିୟା ରଖିଛନ୍ତି ଅସଦାଚରଣର ଅଭିଯୋଗ କରିଥିବା ଯୁବତୀ। ସେ କହିଛନ୍ତି କି, ମୋତେ ଓ ମୋ ସାଙ୍ଗକୁ ଅସଦାଚରଣ କରିଥିଲେ ୨ ଯୁବକ । ଆଗରୁ ମୁଁ ସେମାନଙ୍କୁ କେବେ କେଉଁଠି ଦେଖିନଥିଲି। ତା'ପରେ ଆମ ଗାଡିକୁ ପଛରୁ ଆସି ଧକ୍କା ଦେଲେ, ଆମେ ପଡିଗଲୁ। ରାସ୍ତା ଉପରେ ପଡିଥିବା ବେଳେ ଆମକୁ ମାଡ଼ ମାରିଲେ। ବେକକୁ ଚିପି ଦେବା ସହ ଡ୍ରେସ୍ ଚିରି ଦେଇଥିଲେ। ସ୍ଥାନୀୟ ଲୋକଙ୍କ ଯୋଗୁଁ ଆମେ ବଞ୍ଚିଗଲୁ। ଏହି ଘଟଣାରେ ସ୍ଥାନୀୟ ଲୋକଙ୍କୁ ଗିରଫ କରିବା ଭୁଲ୍ ବୋଲି କହିଛନ୍ତି ଯୁବତୀ ଜଣକ ।

ସୂଚନାଯୋଗ୍ୟ, ଗୁରୁବାର ବାଲିଅନ୍ତା ଥାନା ଅଧୀନ ରାମଚନ୍ଦ୍ରପୁର କାଜ ନିକଟରେ ଯୁବତୀଙ୍କୁ ଅସଦାଚରଣ ଅଭିଯୋଗରେ ଅମାନୁଷିକ ଭାବେ ବିଚ୍ ରାସ୍ତାରେ ଜଣେ ଯୁବକଙ୍କ ହାତ ଗୋଡ଼କୁ ବାନ୍ଧି ପିଟି ପିଟି ହତ୍ୟା କରିଥିଲେ ଉତ୍ୟକ୍ତ ସ୍ଥାନୀୟ ଲୋକେ । ଅନ୍ୟ ଜଣେ ମଧ୍ୟ ଏହି ଘଟଣାରେ ଗୁରୁତର ଆହତ ହୋଇଛନ୍ତି। ସବୁଠୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଘଟଣାସ୍ଥଳରେ ପୁଲିସ ଉପସ୍ଥିତ ଥିବା ସମୟରେ ହିଁ ଏତେବଡ ଅଘଟଣ ଘଟିଥିଲା । ମୃତ ଯୁବକ ହେଲେ ଓଲଟପୁର ଥାନା ମୌଜପୁରର ସୌମ୍ୟରଞ୍ଜନ ସ୍ପାଇଁ। ସେ ଜିଆର୍‌ପିରେ କନ୍‌ଷ୍ଟେବଲ ଭାବେ କାମ କରନ୍ତି। ଏହି ଘଟଣାରେ ପୁଲିସ୍ ୫ ଜଣଙ୍କୁ ଗିରଫ କରିଛି।

ବାଲିଅନ୍ତାରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ଘଟଣାସ୍ଥଳରେ ପୋଲିସ୍‌ ଡିଜି ଓ ଡିସିପିଙ୍କ ତଦନ୍ତ
ବାଲିଅନ୍ତା: ବାଲିଅନ୍ତାରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା । ଘଟଣାସ୍ଥଳରେ ଡିଜିପି ୱାଇ.ବି. ଖୁରାନିଆ ଓ ଡିସିପି ଜଗମୋହନ ମୀନାଙ୍କ ତଦନ୍ତ ଜାରି । ବାଲିଅନ୍ତା ଥାନା ପୁଲିସଙ୍କ ସହ ସକାଳୁ ସକାଳୁ ଘଟଣା ସ୍ଥଳରେ ଡିଜିପି ଓ ଡିସିପି ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ଜିଆରପି କନଷ୍ଟେବଳ ସୌମ୍ୟରଞ୍ଜନ ସ୍ବାଇଁଙ୍କୁ ପିଟିପିଟି ହତ୍ୟା ଘଟଣାରେ ବର୍ତ୍ତମାନ ସୁଦ୍ଧା ୫ ଜଣ ଗିରଫ ହୋଇଛନ୍ତି ।

ଘଟଣାସ୍ଥଳରେ ପହଞ୍ଚି କେଉଁ ଭଳି ଭାବେ ଘଟଣା ଘଟିଥିଲା ସେହି ବିଷୟରେ ଡିଜିଙ୍କୁ ଅବଗତ କରୁଛନ୍ତି ଡିସିପି । ଭିଡିଓ ଗୁଡ଼ିକ ତଦନ୍ତ କରାଯାଇ ଅନ୍ୟ ଯେଉଁମାନେ ଘଟଣାରେ ସଂପୃକ୍ତ ଅଛନ୍ତି ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସିପି କହିଛନ୍ତି। ସେପଟେ ଘଟଣାସ୍ଥଳକୁ ପହଞ୍ଚିଛନ୍ତି ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଶୋଭନା ମହାନ୍ତି। ଯୁବକଙ୍କୁ ହତ୍ୟା କରାଯାଇଥିବା ସ୍ଥଳ ପରିଦର୍ଶନ ସହ ପ୍ରାଥମିକ ତଦନ୍ତ କରିଛନ୍ତି ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା । ପୀଡିତାଙ୍କୁ ଭେଟିବା ସହ ସୋମ୍ୟଙ୍କ ଘରକୁ ମଧ୍ୟ ଯିବେ ବୋଲି ଜଣାପଡିଛି ।

ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଥିବା ବେଳେ ବାଲିଅନ୍ତା ଥାନାରେ ଫୋର୍ସ ମୁତୟନ ହୋଇଛନ୍ତି। ବାଲିଅନ୍ତା ଥାନାରେ ଦୁଇଟି ପୃଥକ ପୃଥକ ଏତଲା କରାଯାଇଛି। ଗୋଟେ ଏତଲା ମୃତ ଯୁବକଙ୍କ ବାପା ଦେଇଥିବା ବେଳେ ଅନ୍ୟ ଏକ ଏତଲା ଅସଦାଚରଣ ଶିକାର ହୋଇଥିବା ଯୁବତୀଙ୍କ ପକ୍ଷରୁ କରାଯାଇଛି । ଘଟଣା ନେଇ ମୁଖ୍ୟମନ୍ତ୍ରୀ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ବାଲିଅନ୍ତାରେ ଚାଞ୍ଚଲ୍ୟ: ପୋଲିସ ସାମ୍ନାରେ ଅସଦାଚରଣ କରିଥିବା ଯୁବକଙ୍କୁ ପିଟିପିଟି ମାରିଦେଲେ ଉତ୍ୟକ୍ତ ଲୋକେ !
ବାଲିଅନ୍ତା: ବାଲିଅନ୍ତାରେ ଚାଞ୍ଚଲ୍ୟ । ପୋଲିସ ସାମ୍ନାରେ ଅସଦାଚରଣ କରିଥିବା ଦୁଇଜଣ ଯୁବକଙ୍କୁ ପିଟିଲେ ଉତ୍ୟକ୍ତ ଲୋକେ। ମରଣାନ୍ତକ ଆକ୍ରମଣରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ବାଲିଅନ୍ତା ଥାନା ରାମଚନ୍ଦ୍ରପୁର ବ୍ରିଜ୍‌ ପାଖରେ ପିଟି ପିଟି ମାରିଦେଲେ ସ୍ଥାନୀୟ ଲୋକେ । ମୃତ ଯୁବକଜଣକ ମୌଜପୁର ଗାଁର ସୌମ୍ୟରଂଜନ ସ୍ବାଇଁ ବୋଲି ଜଣାପଡିଛି । ଅନ୍ୟଜଣେ ଯୁବକ ଥାନାରେ ଅଟକ ରହିଛି । ତେବେ ପୋଲିସ ସାମ୍ନାରେ ଲୋକେ ଆଇନକୁ ହାତକୁ ନେବାକୁ ନେଇ ଉଠିଛି ପ୍ରଶ୍ନ । ଯାହାକୁ ନେଇ ଏବେ ରାଜ୍ୟର ଆଇନଶୃଙ୍ଖଳା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ସୂଚନା ଅନୁସାରେ, ରାଜଧାନୀ ଉପକଣ୍ଠ ବାଲିଅନ୍ତା ନିକଟରେ ପ୍ରଥମେ ଦୁଇଜଣ ଯୁବକ ରାସ୍ତାରେ ଯାଉଥିବା ଯୁବତୀଙ୍କ ସହ ମୋଟରସାଇକେଲ ଧକ୍କା କରିଥିଲେ । ଏହାଉପରେ ଏହି ଦୁର୍ଘଟଣାକୁ ନେଇ ଉଭୟଙ୍କ ମଧ୍ୟରେ ପାର୍ଟିତୁଣ୍ଡ ହୋଇଥିଲା । ଏସବୁ ଭିତରେ ଯୁବତୀ ଜଣଙ୍କ ଅଭିଯୋଗ କରିଥିଲେ କି ଦୁଇ ଯୁବକ ସେମାନଙ୍କ ସହ ଅସଦାଚରଣ କରିଛନ୍ତି । ଏହି ଅଭିଯୋଗକୁ ନେଇ ସ୍ଥାନୀୟ ଲୋକେ ଉତ୍ୟକ୍ତ ହୋଇପଡ଼ିଥିଲେ । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଂଚିଥିଲେ ମଧ୍ୟ ଉତ୍ୟକ୍ତ ଲୋକେ ଦୁଇ ଯୁବକଙ୍କୁ ନିର୍ଦ୍ଧୁମ ପିଟିଥିଲେ । ବାଉଁଶରେ ହାତଗୋଡ଼ ବାନ୍ଧି ଘୋଷାଡ଼ି ଘୋଷାଡ଼ି ପୋଲିସ ସାମ୍ନାରେ ଦୁଇ ଯୁବକଙ୍କୁ ପିଟିଥିଲେ ଲୋକେ । ଆକ୍ରମଣରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଯାଇଛି । ମୃତକ ଜଣଙ୍କ ହେଲେ ଅଡ଼ଶପୁରର ସୌମ୍ୟରଂଜନ ସ୍ୱାଇଁ । ଅନ୍ୟଜଣେ ଯୁବକ ଓମ୍ ପ୍ରକାଶ ରାଉତ ଆହତ ହୋଇଛନ୍ତି । ତାଙ୍କୁ ପୁଲିସ ଉଦ୍ଧାର କରି ଥାନାରେ ଅଟକ ରଖିଛି ।

ଭିଡିଓ କରିବା ପରେ ଆତ୍ମହତ୍ୟା କଲେ ବଡି ବିଲ୍ଡର, ଭିଡିଓରେ କହିଲେ ଆତ୍ମହତ୍ୟା ପାଇଁ କେଉଁମାନେ ଦାୟୀ
ବାଲିପାଟଣା: ଭିଡିଓ କରି ଆତ୍ମହତ୍ୟା କରିଛନ୍ତି ଜଣେ ବଡି ବିଲ୍ଡର। ଆତ୍ମହତ୍ୟା କରିଥିବା ଯୁବକ ଜଣଙ୍କ ହେଲେ ବାଲିପାଟଣା ଥାନା ବନମାଳୀପୁର ଭାକର ସାହି ପଞ୍ଚାୟତ ବିଶ୍ୱାଳ ସାହିର ରଶ୍ମୀ ରଞ୍ଜନ ବିଶ୍ୱାଳ(୨୪)। ସେ ବନମାଳୀପୁର ବଜାର ଠାରେ ଏକ ଜିମ୍‌‌ ସେଣ୍ଟର କରିଥିଲେ। ଆତ୍ମହତ୍ୟା କରିବା ପୂର୍ବରୁ ଏକ ଭିଡିଓ ପ୍ରସ୍ତୁତ କରି ଜଣେ ଘରୋଇ ବ୍ୟାଙ୍କର ମହିଳା ରିଜିଓନାଲ୍‌‌ ମ୍ୟାନେଜର, ତାଙ୍କ ପିତା ଏବଂ ଭାଇଙ୍କୁ ତାଙ୍କ ଆତ୍ମହତ୍ୟାର କାରଣ ବୋଲି କହିଛନ୍ତି।

ଭିଡିଓରେ କହିଛନ୍ତି ଯେ ‘ମୋ ନାଁ ରଶ୍ମୀରଞ୍ଜନ ବିଶ୍ୱାଳ। ମୋ ଘର ଭାକରସାହି ବନମାଳୀପୁର ଖୋର୍ଦ୍ଧା। ମୋତେ ଏଠି କିଛି ଲୋକ ମାରିବାକୁ ଚେଷ୍ଟା କରୁଛନ୍ତି। ମୋ ପରିବାରର ସତ୍ୟରଞ୍ଜନ ବିଶ୍ୱାଳ, ସ୍ମୃତି ରଞ୍ଜନ ବିଶ୍ୱାଳ ଏବଂ ଆଇସିଆଇସିଆଇ ବ୍ୟାଙ୍କର ଆର୍‌‌ଏମ୍‌‌ ସ୍ୱର୍ଣ୍ଣଲତା ସାହୁ ମୁଖ୍ୟ। ମୋ ମୃତ୍ୟୁପଛର କାରଣ ସମସ୍ତେ ଜାଣିବା ଦରକାର, ସେମାନଙ୍କୁ ଉପଯୁକ୍ତ ଦଣ୍ଡ ମିଳିବା ଆବଶ୍ୟକ, ମୁଁ ଜାଣିଛି ମୋତେ ଆଜି ରାତିରେ ମାରି ଦିଆଯିବ। ସରକାର ସେମାନଙ୍କୁ ନିଶ୍ଚିତ ଦଣ୍ଡ ଦେବେ, ଏଭଳି କିଛି ମୋବାଇଲ୍‌‌ ସାମ୍ନାରେ କହିବା ପରେ ରଶ୍ମୀରଞ୍ଜନଙ୍କର ସେହିଦିନ ରାତିରେ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ହୋଇଛି।

ଶୁକ୍ରବାର ସକାଳେ ସେ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିବା ପରିବାର ଲୋକେ କହୁଥିବା ବେଳେ ମୃତ ରଶ୍ମୀରଞ୍ଜନଙ୍କ ମୃତ୍ୟଦେହକୁ ପରିବାର ଲୋକ ଯେଉଁଭଳି ତରବରିଆ ଭାବେ ପୋଡ଼ି ଦେଇଛନ୍ତି ତାହାକୁ ନେଇ ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଛି। ଆଜି ଏହି ଭିଡ଼ିଓଟି ଭାଇରାଲ୍‌‌ ହେବା ପରେ ଜୋନ୍‌‌ ୪- ଏସିପି ଶୁଭନାରାୟଣ ମୁଦୁଲି, ଥାନା ଅଧିକାରୀ ଓମ୍‌‌ ପ୍ରକାଶ ମହାନ୍ତି, ସବ୍‌‌ଇନ୍ସପେକ୍ଟର ରାକେଶ ସାମଲ ଏବଂ ସାଇଣ୍ଟିଫିକ୍‌‌ ଟିମ୍‌‌ ଘଟଣାସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ କରିଥିଲେ। କିନ୍ତୁ କୌଣସି ପ୍ରମାଣ ନ ପାଇ ଫେରିଥିଲେ ଏବଂ ନିଜ ଆଡୁ ହତ୍ୟା ମାମଲା ରୁଜୁ କରିଥିବା ଏସିପି ଶ୍ରୀ ମୁଦୁଲି ସୂଚନା ଦେଇଛନ୍ତି। ଆଖ ପାଖ ଲୋକଙ୍କ ସୂଚନା ଅନୁଯାୟୀ ରଶ୍ମୀ ଧାର କରଜରେ ବୁଡ଼ି ଯାଇଥିଲେ। ତେଣୁ ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି।

ହଜିଗଲା ମାନବିକତା; ସମ୍ପତ୍ତି ପାଇଁ ଦୁଇ ପୁଅ ଦେଉଛନ୍ତି ବାପାକୁ ନିର୍ଯାତନା
ବାଲିଅନ୍ତା: ରାଜଧାନୀ ଉପକଣ୍ଠ ବେଣୁପୁର ଗ୍ରାମରେ ଜଣେ ବ୍ୟକ୍ତିଙ୍କୁ ତାଙ୍କର ଦୁଇ ପୁଅ ଏବଂ ବୋହୂ ଘର ଭିତରେ ମାଡ଼ ମାରିବା ସହିତ ଖାଇବାକୁ ଦେଉ ନ ଥିବା ସମ୍ପର୍କରେ ବାଲିଅନ୍ତା ଥାନାରେ ଅଭିଯୋଗ ହୋଇଛି। ସୂଚନା ଅନୁସାରେ ବେଣୁପୁର ଗ୍ରାମର କାଶୀନାଥ ପଲେଇ (ବୟସ- ୫୭) ଓପିଟିସିଏଲରେ କେଶୁରା ଗ୍ରୀଡ଼ରେ ଲାଇନମ୍ୟାନ ଭାବରେ କାର୍ଯ୍ୟ କରୁଛନ୍ତି। କାଶୀନାଥଙ୍କର ଦୁଇପୁଅ ଥିବା ବେଳେ ସେମାନେ ବିବାହିତ। କାଶୀନାଥ ତାଙ୍କର ସ୍ୱଳ୍ପ ରୋଜଗାରରେ ପକ୍କାଘର କରିବା ସହିତ ପିଲାମାନଙ୍କୁ ପାଠପଢ଼ାଇ ମଣିଷ କରି ଦୁଇ ପୁଅଙ୍କର ବିଭାଘର ମଧ୍ୟ କରାଇଛନ୍ତି।

କାଶୀନାଥଙ୍କ ଅଭିଯୋଗ ଅନୁଯାୟୀ, ବଡ଼ପୁଅର ବାହାଘର ପରେ  ଘରକୁ ବୋହୂ ଆସିଲା ପରେ ଆରମ୍ଭ ହୋଇଛି ବିଶୃଙ୍ଖଳା। ଏପରିକି ତାଙ୍କର ବଡ଼ ପୁଅ କେଶବ ପଲେଇ ଓ ବୋହୂ କାଶୀନାଥଙ୍କ ଗୋଡ଼ ହାତ ବାନ୍ଧି  ମାଡ଼ ମାରିବା ସହିତ ଖାଇବାକୁ ଦିଅନ୍ତି ନାହିଁ। ଶ୍ରୀ ପଲେଇ ସବୁଦିନ ନିଜର ଅଫିସ କାର୍ଯ୍ୟ ସାରି ବାହାରେ ଖାଦ୍ୟ ଖାଇ ଘରକୁ ବିଶ୍ରାମ ନେବା ପାଇଁ ଅସନ୍ତି। ସାନ ପୁଅଟିର ବିଭାଘର ପରେ ସେ ମଧ୍ୟ୍ୟ ବଡ଼ ଭାଇ ସାଙ୍ଗରେ ମିଶି ବାପାକୁ ନିର୍ଯାତନା ଦବାକୁ ପଛାଇଲାନି।

କାଶୀନାଥ ପଲେଇଙ୍କୁ ଦୁଇ ପୁଅ ଖାଇବାକୁ ନ ଦେବା ସହିତ ନିର୍ଯାତନା ଦେବାର ମୁଖ୍ୟ ଉଦ୍ଦେଶ୍ୟ ତାଙ୍କର ଚାକିର ସମୟର ଇପିଏଫ, ଏଲଆଇସି ଓ ଘରବାରି ଜାଗା। ଜାଗାବାଡ଼ି ଓ ଟଙ୍କା ଦୁଇପୁଅଙ୍କ ନାମରେ କରିବା ସହିତ ବେପାର କରିବା ପାଇଁ ୧୫ ଲକ୍ଷ ଟଙ୍କା ଦେବା ପାଇଁ ଜିଦ କରି ତାଙ୍କ ଉପରେ ପୁଅମାନେ ଏଭଳି ବାରମ୍ବାର ଆକ୍ରମଣ କରୁଥିବା କାଶୀନାଥ ଅଭିଯୋଗ କରିଛନ୍ତି। ଗତକାଲି ରାତି ୧୦.୩୦ ମିନିଟ୍ ସମୟରେ କାଶୀନାଥ ବର୍ଷାରେ ଓଦା ହୋଇ ବାହାରୁ ଖାଇ ଘରେ କବାଟ ଦେଇ ଶୋଇଥିଲେ, ହଠାତ୍ ଭୋର ସମୟରେ ତାଙ୍କୁ ପରିସ୍ରା ମାଡ଼ିବାରୁ ସେ ଯେତବେଳେ କବାଟ ଖୋଲିବାକୁ ଚେଷ୍ଟାକରନ୍ତି , କବାଟ ଖୋଲି ନ ଥିଲା, ସେ ବାରମ୍ବାର ଡାକ ପକାଇଥିଲେ , କିନ୍ତୁ କେହି ଖୋଲିନଥିଲେ, ବାଧ୍ୟ ହୋଇ ସେ ସେଇ ଘରେ ପରିସ୍ରା କରିଥିଲେ। କିଛି ସମୟ ପରେ ବଡ଼ପୁଅ କେଶବ, ସାନପୁଅ ତ୍ରିଲୋଚନ, ଦୁଇବୋହୂ ଶ୍ରୀ ପଲେଇଙ୍କୁ କାଠ ଫାଳିଆରେ ମାଡ଼ ମାରିବା ସହିତ, ଖାଲି କାଗଜରେ ଦସ୍ତଖତ କରିବା ପାଇଁ ବାଧ୍ୟ କରିଥିଲେ, ଏଥିରେ ଜଦି ରାଜି ନ ହେବୁ ତହେଲେ ତତେ ଆମେ ସମସ୍ତେ ମିଶି ବାଡ଼େଇ ବାଡ଼େଇ ମାରି ଫ୍ୟାନରେ ଟାଙ୍ଗିଦେବୁ। ଶ୍ରୀ ପଲେଇ କୌଶଳକ୍ରମେ ସେଠାରୁ ଖସିଆଶି ବାଲିଅନ୍ତା ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି।

ଖେଳନା ବନ୍ଧୁକ ଦେଖାଇ ବ୍ୟାଙ୍କରୁ ଲୁଟ୍
ଭୁବନେଶ୍ୱର: ଖେଳନା ବନ୍ଧୁକ ଦେଖାଇ ବ୍ୟାଙ୍କରୁ ଲୁଟ୍ ଉଦ୍ୟମ ପଣ୍ଡ । ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ଅଟଳା ଷ୍ଟେଟ ବ୍ୟାଙ୍କକୁ ଲୁଟ୍ ଉଦ୍ୟମ କରି ଗିରଫ ହେଲା ଲୁଟେରା । ଗିରଫ ଅଭିଯୁକ୍ତ ବାଲିଅନ୍ତା ଅଞ୍ଚଳର ଉମା ଶଙ୍କର ପରିଡ଼ା । ପୋଲିସର ସୂଚନା ମୁତାବକ ଗତକାଲି ସନ୍ଧ୍ୟା ୫ଟା ବେଳେ ବ୍ୟାଙ୍କ ବନ୍ଦ ହେବା ସମୟରେ ଲୁଟେରା ଜଣକ ବ୍ୟାଙ୍କ ଭିତରେ ପଶି ହଠାତ ପିଅନ ଗଙ୍ଗାଧର ବେହେରାଙ୍କୁ ଛୁରି ଦେଖାଇ ଭୟଭୀତ କରିଥିଲା । ଏହାପରେ ତାଙ୍କ ବେକରେ ଛୁରି ଲଗାଇ ଶାଖା ପରିଚାଳକ ଏବଂ ଅନ୍ୟ ଦୁଇ କର୍ମଚାରୀଙ୍କୁ ‌ଭୟଭୀତ କରାଇ ରେକର୍ଡ ରୁମ ଭିତରେ ପୂରାଇ ବାହାର ପଟୁ ବନ୍ଦ କରି ଦେଇଥିଲା ।

କ୍ୟାସିୟରଙ୍କୁ ଭୟଭୀତ କରାଇ କ୍ୟାସ ଡ୍ରରେ ଥିବା ୮ ଲକ୍ଷ ଟଙ୍କା  ଓ ଲକରରେ ଥିବା ସମସ୍ତ ସୁନା ଗହଣାକୁ ବ୍ୟାଗରେ ପୂରାଇ ଖସି ପଳାଇଯିବାକୁ ଉଦ୍ୟମ କରିଥିଲା । କର୍ମଚାରୀମାନେ ଝରକା ବାଟେ ଚୋର ଚୋର ବୋଲି ଚିତ୍କାର କରିଥିଲେ । ଫୋନ୍ କରି ସ୍ଥାନୀୟ ଜଗନ୍ନାଥପୁର ଗାଁର ଯୁବକ ମାନଙ୍କୁ ସାହାଯ୍ୟ କରିବାକୁ କହିଥିଲେ । ସେମାନଙ୍କ ପାଟି ଶୁଣି ଆପାର୍ଟମେଣ୍ଟ ପରିସରରେ ଖେଳୁଥିବା ଯୁବକମାନେ ଲୁଟେରାକୁ ଗୋଡ଼ାଇଥିଲେ । ଫୋନ୍ କଲ ପାଇ ଜଗନ୍ନାଥପୁର ଗାଁର ଯୁବକମାନେ ବି ପହଞ୍ଚିଥିଲେ । କାଦୁଅ ବିଲ ଭିତରେ ଦୌଡ଼ି ଖସି ପଳାଇବାକୁ ଉଦ୍ୟମ କରୁଥିବା ଲୁଟେରାକୁ ସେମାନେ କାବୁ କରି ନେଇଥିଲେ ।

ଖବର ପାଇ ବାଲିଅନ୍ତା ଥାନା ଅଧିକାରୀ ଯୁବରାଜ ସ୍ୱାଇଁ ଏବଂ ପାହାଳ ଫାଣ୍ଡି ଅଧିକାରୀ ଷ୍ଟାଲିନ ବିଶ୍ୱାଳ ପହଞ୍ଚି ଛାନଭିନ୍ କରିଥିଲେ । ଘଟଣାସ୍ଥଳରୁ ପୋଲିସ ଲୁଟରେ ବ୍ୟବହୃତ ବାଇକଟିକୁ ମଧ୍ୟ ଜବତ କରିଛି । ଆହତ କର୍ମଚାରୀ ଗଙ୍ଗାଧର ବେହେରାକୁ ଚିକିତ୍ସା କରାଯାଉଛି । ବ୍ୟାଙ୍କ ଶାଖା ପରିଚାଳକଙ୍କ ସହ ଅନ୍ୟ କର୍ମଚାରୀଙ୍କୁ ଥାନାକୁ ନେଇ ପଚରାଉଚରା ଚଳାଇଛି । ସମ୍ପୃକ୍ତ ଲୁଟେରାକୁ ଥାନାରେ ଅଟକ ରଖି ପଚରାଉଚରା ଚଳାଇଛି ।

୨୫ ଲକ୍ଷ ଟଙ୍କାର ବ୍ରାଉନସୁଗାର ସହ ୪ଟି ମୋବାଇଲ ଓ ୨ ଟି ବାଇକ ଜବତ, ୨ ଗିରଫ
ବାଲିଅନ୍ତା: ବାଲିଅନ୍ତା ଅଂଚଳରେ ଦିନକୁ ଦିନ ଚୋରି ଡକାୟତି ବଢ଼ୁଥିବା ବେଳେ ନିଶା କାରବାର ମଧ୍ଯ ବୃଦ୍ଧି ପାଇବାରେ ଲାଗିଛି । ତେବେ ବାଲିଅନ୍ତା ପୋଲିସ କୌଣସି ସୂତ୍ରରୁ ଖବର ପାଇ ଆଜି ଅଚାନକ ଚଢ଼ାଉ କରି ବାଲିଅନ୍ତା ଅଟଳାଗଡା ନିକଟରୁ ୨ ଜଣ ଧଳା ଜହର ବେପାରୀଙ୍କୁ ଅଟକାଇ ତାଙ୍କ ଠାରୁ ୨ ଶହ ପଚିଶ ଗ୍ରାମ ଓଜନର ଧଳା ଜହର ଜବତ କରିବା ସହ ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କରିଛି । ଜବତ ଧଳା ଜହରର ଆନୁମାନିକ ମୁଲ୍ୟ ପ୍ରାୟ ୨୫ ଲକ୍ଷ ଟଙ୍କା ହେବ ବୋଲି ଜଣା ପଡିଛି । ଗିରଫ ଦୁଇ ବେପାରୀ ହେଲେ ବାଲେଶ୍ୱର ସୋର ଅଂଚଳର ସେକ ଜାମସେଦ ଏବଂ ପାହାଳ ଫାଣ୍ଡି ଜଗନ୍ନାଥପୁରର ବାପି ନାୟକ । ଅଭିଯୁକ୍ତ ଙ୍କ ନିକଟରୁ ବ୍ରାଉନ ସୁଗାର ଜବତ କରିବା ସହ ତାଙ୍କ ନିକଟରୁ ୪ଟି ମୋବାଇଲ ୪୮ ହଜାର ଟଙ୍କା ୨ ଟି ବାଇକ ଜବତ କରି କେଶ ନମ୍ବର 194/21ରେ ଏକ ମାମଲା ରୁଜୁ ହୋଇଛି । ତେବେ ସୂଚନା ଥାଉକି ଭୁବନେଶ୍ୱର ସ୍ଥିତ ହଳଦୀପଡ଼ିଆରେ ସେକ ଜାମସେଦ ରହୁଥିବା ବେଳେ ସେଠାରୁ ଧଳା ଜହର ଆଣି ଜଗନ୍ନାଥପୁର ର ବାପି ନାୟକ ସହ ମିଶି ଦୀର୍ଘଦିନ ହେବ ବାଲିଅନ୍ତା ଅଞ୍ଚଳରେ ବ୍ୟବସାୟୀ ଚଳାଇଥିଲେ ।

ଦୋକାନ ଭାଙ୍ଗି ଲକ୍ଷାଧିକ ଟଙ୍କାର ମୋବାଇଲ ଲୁଟ
ବାଲିଅନ୍ତା: ଦୋକାନ କବାଟ ଭାଙ୍ଗି ଲୁଟି ନେଲେ ଲକ୍ଷାଧିକ ଟଙ୍କାର ମୋବାଇଲ୍‌ । ବାଳକାଟୀ ବଜାରରେ ମୋହନ ଆଚାର୍ଯ୍ୟଙ୍କର ଏକ ମୋବାଇଲ ଦୋକାନ ଅଛି । ଆଜି ସକାଳୁ କିଛି ଲୋକ ପ୍ରାତଃ ଭ୍ରମଣ କରୁଥିବା ସମୟରେ ମୋହନଙ୍କ ଦୋକାନ କବାଟ ଭଙ୍ଗା ଯାଇଥିବାର ଦେଖି ତାଙ୍କୁ ଖବର ଦେଇଥିଲେ ।ମୋହନ ଦୋକାନକୁ ଆସି ଦେଖନ୍ତି ତାଙ୍କ କବାଟ ଭଙ୍ଗା ଯାଇଛି, ଏବଂ ଦୃବର୍ତ୍ତ କବାଟ ତାଡ଼ି ଭିତରେ ପଶି ଆନୁମାନିକ ଲକ୍ଷାଧିକ ଟଙ୍କାର ମୋବାଇଲ ଲୁଟି ନେଇଛନ୍ତି ଯାହା ମୋହନଙ୍କ ଦୋକାନ ସାମ୍ନାରେ ଲାଗିଥିବା ଏକ ସିସିଟିଭି ଦୃଶ୍ୟରେ କଏଦ ହୋଇଛି । ସିସିଟିଭି ଦୃଶ୍ୟରେ ଦୁଇ ଜଣ ଦୁର୍ବୁତ୍ତ ଦୋକାନ ପାଖରେ ପହଁଞ୍ଚି ଲାଇଟ୍ ଲିଭାଇଛନ୍ତି । ପରେ ଦୋକାନ କବାଟ ଭାଙ୍ଗି ମୋବାଇଲ ଚୋରୀ କରି ନେଉଛନ୍ତି । ଅଭିଯୋଗ ପରେ ବାଳକାଟୀ ଫାଣ୍ଡି ପୋଲିସ ଘଟଣା ସ୍ଥଳରେ ପହିଁଞ୍ଚି ତଦନ୍ତ ଚଳାଇଛନ୍ତି ।