IPS - The Sakala
ଭୁବନେଶ୍ବର: ବରିଷ୍ଠ ଆଇପିଏସ୍ ସ୍ତରରେ ନୂଆ ନିଯୁକ୍ତି ଦେଇଛନ୍ତି ସରକାର । ସୁଶାନ୍ତ କୁମାର ନାଥ ନୂଆ ଜେଲ୍‌ ଡିଜି ହୋଇଛନ୍ତି । କେନ୍ଦ୍ର ଡେପୁଟେସନରୁ ଫେରିବା ପରେ ତାଙ୍କୁ ନୂଆ ନିଯୁକ୍ତି ମିଳିଛି । ସେହିଭଳି ଦୟାଲ ଗଙ୍ଗୱାର କମ୍ୟୁନିକେସନ ଅତିରିକ୍ତ ଡିଜି ହୋଇଥିବାବେଳେ ପ୍ରତୀକ ମହାନ୍ତିଙ୍କୁ ଅତିରିକ୍ତ ଡିଜି ହେଡ୍‌କ୍ବାଟର୍ସ ପଦ ମିଳିଛି । ନାରାୟଣ ନାୟକଙ୍କୁ ସୁବର୍ଣ୍ଣପୁର ଏସପି ପଦରେ ନିଯୁକ୍ତି ମିଳିଛି
[wp-embedder-pack width=”100%” height=”400px” download=”all” download-text=”” attachment_id=”151959″ /]
ଆଇପିଏସ ସ୍ତରରେ ଅଦଳବଦଳ: ଅଖିଳେଶ୍ୱର ସିଂ ହେଲେ ଜଗତସିଂହପୁର ଏସପି, ପି.ଏସ ମୀନାଙ୍କୁ ମାଲକାନଗିରି ଏସ୍‌ପି ଦାୟିତ୍ବ
ଭୁବନେଶ୍ୱର: ଆଇପିଏସ ସ୍ତରରେ ଶୁକ୍ରବାର ରାଜ୍ଯସରକାର ଅଦଳବଦଳ କରିଛନ୍ତି। କେନ୍ଦ୍ରୀୟ ଡେପୁଟେସନରୁ ଫେରିଛନ୍ତି ଆଇପିଏସ ଦେବଦତ୍ତ ସିଂ ।  ପୁଲିସ ମୁଖ୍ୟାଳୟ IG ହେଲେ ଦେବଦତ୍ତ ସିଂହ । ଜଗତସିଂହପୁର ଏସପି ହେଲେ ଅଖିଳେଶ୍ୱର ସିଂ । ଜଗତସିଂହପୁର ଏସପି ପ୍ରକାଶ ଆରଙ୍କୁ ଭିଜିଲାନ୍ସକୁ ବଦଳି କରାଯାଇଛି । ପିଏସ୍ ପର୍ଶୋତ୍ତମ ଦାସଙ୍କୁ ନବରଙ୍ଗପୁର ଏସ୍‌ପି ଭାବେ ଦାୟିତ୍ବ ମିଳିଛି। ସେହିପରି ରାହୁଲ ଜୈନ୍ ହେଲେ ବରଗଡ଼ ଏସ୍‌ପି। ନୂଆପଡା ଏସ୍‌ପି ହେଲେ ପ୍ରତ୍ୟୁଷ ଦିବାକର । ମୟୂରଭଞ୍ଜ ଏସ୍‌ପି ହେଲେ କେ.ଆର ଦ୍ୟାନଦେଓ । ମାଲକାନଗିରି ଏସ୍‌ପି ହେଲେ ପି.ଏସ ମୀନା ।
ଆଇପିଏସ ସ୍ତରରେ ଅଦଳବଦଳ: ଦୀପ୍ତେଶ କୁମାର ହେଲେ ଜେଲ ବିଭାଗ ଆଇଜି
ଆଇପିଏସ ସ୍ତରରେ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ଦୀପ୍ତେଶ କୁମାର ପଟ୍ଟନାୟକଙ୍କୁ ଜେଲ ବିଭାଗ ଆଇଜି ଭାବେ ନିଯୁକ୍ତି ଦେଇଛନ୍ତି ସରକାର । ସେ ବର୍ତ୍ତମାନ ଆଇଜିପି ବାଲେଶ୍ୱର ଭାବେ କାର୍ଯ୍ୟରତ ଅଛନ୍ତି । ସେହିଭଳି କେନ୍ଦ୍ରାଞ୍ଚଳ ଆଇଜି ଭାବେ ନରସିଂହ ଭୋଳଙ୍କୁ ନିଯୁକ୍ତି ମିଳିଛି, ଆଇଜିପି ସମ୍ୱଲରପୁର ଭାବେ କାର୍ଯ୍ୟରତ । କେନ୍ଦ୍ରୀୟ ଡେପୁଟେସନରୁ ଫେରିଥିବା ଆଇପିଏସ୍ ଅଧିକାରୀ ଡ. ଦୀପକ କୁମାରଙ୍କୁ ଡିଆଇଜିପି, ସମ୍ୱଲପୁର ଭାବେ ନିଯୁକ୍ତି ମିଳିଛି । ହିମାଂଶୁ ଲାଲଙ୍କୁ ପୂର୍ବାଞ୍ଚଳ ଆଇଜିପି ଭାବେ ନିଯୁକ୍ତି ମିଳିଥିବା ବେଳେ ଆର୍. କେ ପାଇକରାୟଙ୍କୁ ଏସପି ଦେବଗଡ ଭାବେ ନିଯୁକ୍ତ ମିଳିଛି । ସେହିଭଳି ଭୁବନେଶ୍ୱର ଏଡିସିପି ଭାବେ କାର୍ଯ୍ୟରତ ଡି.ପି ତ୍ରିପାଠୀଙ୍କୁ ରାଜ୍ୟ ରିର୍ଜଭ ପୋଲିସ, କଟକକୁ ବଦଳି କରାଯାଇଛି ।