ECMO - The Sakala

ଇକମୋ ଚିକିତ୍ସା ପାଇଁ ବାଧକ ସାଜିଛି ଅର୍ଥ: ସହାୟତା ପାଇଁ ନିବେଦନ କଲେ ପରିବାର ଲୋକେ
ବାଲେଶ୍ଵର:ଇକମୋ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ। ଯାହା ସଞ୍ଚିତ ଅର୍ଥ ଥିଲା ଚିକିତ୍ସାରେ ଶେଷ ହୋଇଗଲା। ଏବେ ଇକମୋ ଚିକିତ୍ସା ପାଇଁ ପରିବାର ଲୋକଙ୍କ ଉପରେ ଚିନ୍ତା ଘାରିଛି। ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ୍ ଅନ୍ତର୍ଗତ ବର୍ତ୍ତନା ପଞ୍ଚାୟତ ଗମ୍ଭାରିଆ ଗାଁର ୪୯ ବର୍ଷୀୟ ମୃତ୍ୟୁଞ୍ଜୟ ପାତ୍ର।ଶ୍ରୀ ପାତ୍ର ଓଡିଶା ରାଜ୍ୟ ଗୃହ ବୋର୍ଡର ଜଣେ ସରକାରୀ କର୍ମଚାରୀ ଭାବେ କାର୍ଯ୍ୟ କରନ୍ତି। ସେ ଗତ ମାସ ୧୦ ତାରିଖରେ କୋଭିଡ୍ ପଜିଟିଭ ଚିହ୍ନଟ ହୋଇ ଭଦ୍ରକ କୋଭିଡ୍ ମେଡିକାଲରେ ଚିକିତ୍ସିତ ହେଉଥିଲେ। ପରବର୍ତ୍ତୀ ସମୟରେ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ୧୬ ତାରିଖରେ ଭୁବନେଶ୍ୱର ଆପୋଲୋ ହସ୍ପିଟାଲର ଆଇସିୟୁରେ ଭର୍ତି ହୋଇଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ପରିବାର ଲୋକ  ନିଜ ସଞ୍ଚିତ ଅର୍ଥ ଏବଂ ଋଣ ଆକାରରେ ସଂଗ୍ରହ କରି ପ୍ରାୟ ୨ ଲକ୍ଷ ଖର୍ଚ୍ଚ କରିସାରିଲେଣି। ସିଟି-ସ୍କାନ୍ ପରେ ଡାକ୍ତରମାନେ ନିଶ୍ଚିତ କରିଛନ୍ତି ଯେ ସେ କୋଭିଡ୍-୧୯ କାରଣରୁ ଏଆରଡିଏସ୍ ରେ ପୀଡିତ ଅଛନ୍ତି।ତେବେ ଗତ ୧୬ ତାରିଖରୁ ଚଳିତ ମାସ ୬ ତାରିଖ ପର୍ଯ୍ୟନ୍ତ ସେ ଏନଆଇଭି ଅମ୍ଳଜାନ ସପୋର୍ଟରେ ଥିଲେ ଏବଂ ୭ତାରିଖରୁ ଏବେ ପର୍ଯ୍ୟନ୍ତ ଭେଣ୍ଟିଲେଟରରେ ଅଛନ୍ତି।ଡାକ୍ତରମାନେ କହୁଛନ୍ତି ଯେ ତାଙ୍କର ଅବଶିଷ୍ଟ ଅଙ୍ଗଗୁଡ଼ିକ ଠିକ ଥିବାବେଳେ ଫୁସଫୁସ ୯୦ ପ୍ରତିଶତ ସଂକ୍ରମଣ ହୋଇଛି। ଏହାକୁ ଲକ୍ଷ୍ୟ କରି ଡାକ୍ତରମାନେ ଇକମୋ ଚିକିତ୍ସା ପାଇଁ ପରାମର୍ଶ ଦେଇଛନ୍ତି, ଯାହା ତାଙ୍କ ପାଇଁ ଶେଷ ବିକଳ୍ପ। ବର୍ତ୍ତମାନ ଇକମୋ ଚିକିତ୍ସା ବ୍ୟୟ ବହୁଳ ହୋଇଥିବା ବେଳେ ଅର୍ଥ ସାଜିଛି ବାଧକ। ତେଣୁ ପରବର୍ତ୍ତୀ ମୁହୂର୍ତ୍ତରେ ଇକମୋ  ଚିକିତ୍ସା ପାଇଁ  ୫୦,୦୦,୦୦୦ ରୁ ଅଧିକ  ଅର୍ଥ ଆବଶ୍ୟକ।

ତେଣୁ ସଭିଏଁ ସହଯୋଗର ହାତ ବଢ଼ାଇବାକୁ ପରିବାର ଲୋକ ଅନୁରୋଧ କରିବା ସହ ଫୋନ୍ ପେ/ଗୁଗଲ ପେ- ୯୪୩୭୯୫୨୫୧ (ସୁଜାତା ଜେନା) ମାଧ୍ୟମରେ ସାହାଯ୍ୟ କରିବାକୁ  ନିବେଦନ କରିଛନ୍ତି।

ଖୁବଶୀଘ୍ର ଭୁବନେଶ୍ୱର ଏମ୍ସରେ ସ୍ଥାପନ ହେବ ଦୁଇଟି ECMO ମେସିନ
ଆଉ ECMO ଚିକିତ୍ସା ପାଇଁ ବାହାର ରାଜ୍ୟକୁ ଯିବାକୁ ପଡିବନି । ଓଡ଼ିଶା ଆସିବ ଏକମୋ ମେସିନ । କୋଭିଡ ସ୍ଥିତିରେ ଅନେକ ରୋଗୀ ଗୁରୁତର ହୋଇ ବାହାର ରାଜ୍ୟକୁ ଯାଉଥିବାବେଳେ ଭୁବନେଶ୍ୱର ଏମ୍ସକୁ ଆସିବ ଇକମୋ ମେସିନ୍ । ଭୁବନେଶ୍ୱର AIIMS ପକ୍ଷରୁ ECMO ମେସିନ ପରଚେଜ ଅର୍ଡର ଦିଆଯାଇଛି । ତେଣୁ ଆସନ୍ତା ଦିନରେ ଏହି ମେସିନ ଭୁବନେଶ୍ୱର ଏମସରେ ଉବଲବ୍ଧ ହୋଇପାରିବ ବୋଲି ସୂଚନା ମିଳିଛି । ପ୍ରଥମ ଇକ୍‌ମୋ ମେସିନ ଚଳିତମାସ ଶେଷ ସୁଦ୍ଧା ଲାଗିବ। ପରବର୍ତ୍ତୀ ସମୟରେ ଅନ୍ୟ ଇକ୍‌ମୋ ମେସିନଟି କାର୍ଯ୍ୟକ୍ଷମ ହେବ। ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଏମ୍‌ସ ଅଧୀକ୍ଷକ ସଚ୍ଚିଦାନନ୍ଦ ମହାନ୍ତି।

ଏମ୍ସ ଭୁବନେଶ୍ବରରେ ବର୍ତ୍ତମାନ କିଛି ଅଧ୍ୟାପକ ECMO ମେସିନ୍ ପରିଚାଳନା ପାଇଁ ତାଲିମପ୍ରାପ୍ତ ଅଛନ୍ତି ଏବଂ ସମାନ କାର୍ଯ୍ୟ କରିବା ପାଇଁ ଅନୁଷ୍ଠାନ ଅଧିକ ଟେକ୍‌ସିଆନ ନିଯୁକ୍ତି ଲାଗି ପ୍ରକ୍ରିୟା ଆରମ୍ଭ କରିଛି । କୋଭିଡ ସଂକ୍ରମିତ ହେବା ପରେ ଗୁରୁତର ରୋଗୀଙ୍କ ପାଇଁ ଆବଶ୍ୟକ ରହୁଛି ଏହି ମେସିନ । ଯଦ୍ୱାରା ରୋଗୀ ଲାଇଫ୍ ସପୋର୍ଟରେ ରହିବା ଆବଶ୍ୟକ ପଡୁଛି । ଏପରି ସ୍ଥିତିକୁ ନଜରରେ ରଖି ଭୁବନେଶ୍ୱର ଏମସ ପକ୍ଷରୁ କିଣାଯିବ ECMO ମେସିନ । ଅନ୍ୟ ICUରୋଗୀଙ୍କ ପାଇଁ ବ୍ୟବହାର ହେବ ECMO ମେସିନ ।

ବିଦେଶରୁ ଓଡ଼ିଶା ଆସିବ ECMO ମେସିନ୍, ଟେଣ୍ଡର ପ୍ରକ୍ରିୟା ସାରିଛନ୍ତି ରାଜ୍ୟ ସରକାର
କରୋନାରେ ସଂକ୍ରମିତ ହୋଇଥିବା ଗୁରୁତର ରୋଗୀଙ୍କ ଚିକିତ୍ସା ପାଇଁ ଆବଶ୍ୟକ ପଡୁଛି ECMO ମେସିନ୍ । ଏବେ ରାଜ୍ୟରେ ଏହି ମେସିନର ଅଭାବ ରହିଥିବାରୁ ଗୁରୁତର ରୋଗୀ ବାହାର ରାଜ୍ୟକୁ ଅଧିକ ଚିକିତ୍ସା ପାଇଁ ଯାଉଛନ୍ତି । ଏନେଇ ଡିଏମଇଟି ସିବିକେ ମହାନ୍ତି ପ୍ରତିକ୍ରିୟା ରଖିଛନ୍ତି । ଭାରତରେ ECMO ଉତ୍ପାଦନ ହେଉନାହିଁ । ଏହି ମେସନିକୁ ବିଦେଶରୁ ଆଣିବା ପାଇଁ ପ୍ରକ୍ରିୟା ଚାଲିଛି । ଏଥିପାଇଁ ଟେଣ୍ଡର ସରିଥିବା ସୂଚନା ଦେଇଛନ୍ତି ଡିଏମଇଟି ଡାକ୍ତର ସିବିକେ ମହାନ୍ତି ।

ଡିଏମଇଟି ଡାକ୍ତର ସିବିକେ ମହାନ୍ତି କହିଛନ୍ତି, ରୋଗୀର ରକ୍ତ ବାହାରକୁ ଆସି ତାକୁ ଯନ୍ତ୍ର ମାଧ୍ୟମରେ ଅକ୍ସିଜେନେସନ କରାଯାଇ ସେହି ରକ୍ତ ପୁଣି ଶରୀର ଭିତରକୁ ଫେରି ଯାଉଛି । ଏଇଟା ଗୋଟିଏ କୃତିମ ପ୍ରକ୍ରିୟା । ଯେଉଁଥିରେ ଶରୀରର ଅକ୍ସିଜେନକୁ ସାମୟିକ ମେଣ୍ଟେନ କରିହେବ । ଏଭଳି ସାମୟିକ ଭାବେ କିଛି ଦିନ ଟାଣି ନେଇପାରେ । ଏହା ବ୍ୟୟବହୁଳ ଚିକିତ୍ସା । ପ୍ରଥମେ ଏହାକୁ ବ୍ୟବହାର କରିବା ପାଇଁ ୪ରୁ ୫ ଲକ୍ଷ ଟଙ୍କା ଦରକାର ପଡ଼ୁଛି । ପରେ ଚିକିତ୍ସା ଜାରି ରଖିବାକୁ ପ୍ରତ୍ୟେକ ଦିନ ଲକ୍ଷେରୁ ୨ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି ।

ଆଗରୁ ଫୁସଫୁସ୍ ପ୍ରତିରୋପଣ ବେଳେ ଏହାକୁ ବ୍ୟବହାର କରାଯାଉଥିଲା । କୋଭିଡ୍ ପରିସ୍ଥିତିରେ ଅତି ଗୁରୁତର ନିମୋନିଆ ହେଲେ ଭେଣ୍ଟିଲେଟର ଫେଲ ମାରୁଛି, ସେତେବେଳେ ECMOର ଆବଶ୍ୟକତା ପଡୁଛି । ଏବେ ଏହାର ଆବଶ୍ୟକତା ରହୁଛି । ପ୍ରଚାର ପ୍ରସାର ଯୋଗୁଁ ଲୋକଙ୍କ ମଧ୍ୟରେ ଉତ୍ସୁକତା ବଢ଼ିଯାଇଛି । ECMO ଲଗେଇ ଦେଲେ ରୋଗୀ ବଞ୍ଚିଯିବ ବୋଲି । ସାମୟିକ ଭାବେ ଏହି ମେସିନ୍ କିଛି ଦିନ ରୋଗୀଙ୍କୁ ବଞ୍ଚେଇ ଦେଇପାରେ । ଏହା ନିଶ୍ଚିତ ଲାଇଭ ସେଭିଂ ଯନ୍ତ୍ର । ଏଥିପାଇଁ ମାନବ ସମ୍ବଳ ବରିବା ବହୁତ କଷ୍ଟ ବୋଲି ଡିଏମଇଟି କହିଛନ୍ତି ।