pune - The Sakala

ସୋଲାପୁରର ପ୍ରସିଦ୍ଧ ‘ମୁଲତାନୀ ବେକେରୀ’ର ପୂର୍ବତନ ମାଲିକଙ୍କ ଆତ୍ମହତ୍ୟା; ୧୭ ମହଲାରୁ ଡେଇଁ ଜୀବନ ହାରିଲେ ସୁନୀଲ
ସୋଲାପୁରର ସୁପ୍ରସିଦ୍ଧ ‘ମୁଲତାନୀ ବେକେରୀ’ର ପୂର୍ବତନ ମାଲିକ ସୁନୀଲ ମୋତିଲାଲ ସଦାରଙ୍ଗାନି (୫୯) ଗୁରୁବାର ଅପରାହ୍ନରେ ଏକ ଅଭାବନୀୟ ଘଟଣାରେ ପ୍ରାଣ ହରାଇଛନ୍ତି। ସୋଲାପୁରର ବିଜାପୁର ରୋଡ ଅଞ୍ଚଳରେ ଥିବା ଏକ ବହୁତଳ ବିଶିଷ୍ଟ ଆପାର୍ଟମେଣ୍ଟର ୧୭ ମହଲାରୁ ଡେଇଁ ସେ ଆତ୍ମହତ୍ୟା କରିଥିବା ପୋଲିସ ସୂଚନା ଦେଇଛି।

ପୋଲିସ ରିପୋର୍ଟ ଅନୁଯାୟୀ, ଗୁରୁବାର ଦିନ ପ୍ରାୟ ୨.୩୦ ମିନିଟ୍ ସମୟରେ ସୁନୀଲ ସୋଲାପୁରରେ ପହଞ୍ଚିଥିଲେ। ସେ ନିଜ କାର୍ ପାର୍କିଂ କରିବା ପରେ ବାୟୋମେଟ୍ରିକ୍ ଯାଞ୍ଚରୁ ବଞ୍ଚିବା ପାଇଁ ସିଡ଼ି ଦେଇ ଉପର ମହଲାକୁ ଯାଇଥିଲେ। ପ୍ରଥମେ ଜଣେ ସୁରକ୍ଷାକର୍ମୀ (Security Guard) ତାଙ୍କୁ ଛାତ ଉପରେ ବୁଲୁଥିବାର ଦେଖି ସନ୍ଦେହ କରିଥିଲେ ଏବଂ ତାଙ୍କୁ ୧୦ମ ମହଲାକୁ ତଳକୁ ଆଣି ବୁଝାସୁଝା କରିଥିଲେ। କିନ୍ତୁ ସୁନୀଲ କାର୍ ଚାବି ଛାଡି ଆସିଥିବା ବାହାନା କରି ପୁନର୍ବାର ଉପରକୁ ଯାଇଥିଲେ। ସୁରକ୍ଷାକର୍ମୀ ପୁଣିଥରେ ଛାତ ଉପରେ ପହଞ୍ଚିବା ବେଳକୁ ସୁନୀଲ ତଳକୁ ଡେଇଁ ସାରିଥିଲେ। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା।

ଘଟଣାସ୍ଥଳରୁ କୌଣସି ସୁଇସାଇଡ୍ ନୋଟ୍ ମିଳିନାହିଁ। ସୋଲାପୁର ପୋଲିସ କମିଶନର ଏମ୍ ରାଜକୁମାର ସୂଚନା ଦେଇଛନ୍ତି ଯେ, ସୁନୀଲ ଦୀର୍ଘ ଦିନ ଧରି ଆର୍ଥିକ ସଙ୍କଟ ଏବଂ ମାନସିକ ଚାପରେ ଥିଲେ। କିଛି ବର୍ଷ ପୂର୍ବେ ଋଣ ବୋଝ ଯୋଗୁଁ ସେ ନିଜର ପୈତୃକ ବେକେରୀ ବ୍ୟବସାୟ ବିକ୍ରି କରି ପୁନେକୁ ସ୍ଥାନାନ୍ତରିତ ହୋଇଥିଲେ। ପରିବାର ଲୋକଙ୍କ କହିବା ଅନୁଯାୟୀ, ଆର୍ଥିକ ସମସ୍ୟା ଯୋଗୁଁ ସେ ଏଭଳି ଚରମ ନିଷ୍ପତ୍ତି ନେଇଛନ୍ତି। ପୋଲିସ ତାଙ୍କ କାର୍ ନମ୍ବର ଯାଞ୍ଚ କରି ପରିଚୟ ଚିହ୍ନଟ କରିଥିଲା।

ସୁନୀଲ ସିନ୍ଧି ସମ୍ପ୍ରଦାୟର ଥିଲେ ଏବଂ ତାଙ୍କ ବାପା ମୋତିଲାଲ ଏହି ପ୍ରସିଦ୍ଧ ବେକେରୀ ଆରମ୍ଭ କରିଥିଲେ। ସୁନୀଲ ତାଙ୍କ ପରିବାରର ତୃତୀୟ ପିଢ଼ିର ସଦସ୍ୟ ଥିଲେ। ତାଙ୍କର ଦୁଇ ପୁଅ ଅଛନ୍ତି, ଯେଉଁମାନଙ୍କ ମଧ୍ୟରୁ ଜଣେ ବିଦେଶରେ ଏବଂ ଅନ୍ୟ ଜଣେ ପୁନେରେ ରହୁଛନ୍ତି। ଶୁକ୍ରବାର ସନ୍ଧ୍ୟାରେ ସୋଲାପୁରରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା, ଯେଉଁଠାରେ ବହୁ ସଂଖ୍ୟାରେ ସ୍ଥାନୀୟ ଲୋକ ଏକତ୍ରିତ ହୋଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।

ଭୁଶୁଡ଼ିଲା ବ୍ରିଜ; ନଦୀରେ ଭାସିଗଲେ ୨୫ରୁ ଅଧିକ ପର୍ଯ୍ୟଟକ, ୨ ମୃତ
ପୁଣେ: ମହାରାଷ୍ଟ୍ରର ପୁଣେ ଜିଲ୍ଲାରେ ରବିବାର ଦିନ ଇନ୍ଦ୍ରାୟଣୀ ନଦୀ ଉପରେ ନିର୍ମିତ ଏକ ପୋଲ ଭୁଶୁଡ଼ି ପଡ଼ିଛି। ଯାହା ଫଳରେ ୨୫-୩୦ ଜଣ ପର୍ଯ୍ୟଟକ ଭାସି ଯାଇଥିବା ଆଶଙ୍କା କରାଯାଉଛି। ସେମାନଙ୍କ ମଧ୍ୟରେ ଅନେକ ଛୋଟ ପିଲା ଅଛନ୍ତି। ଏନଡିଆରଏଫ ଦଳ, ପୋଲିସ ଏବଂ ସ୍ଥାନୀୟ ଲୋକମାନେ ନଦୀରେ ଭାସିଯାଇଥିବା ଲୋକଙ୍କୁ ଖୋଜିବା ପାଇଁ ଯଥାସମ୍ଭବ ପ୍ରୟାସ କରୁଛନ୍ତି।

ମିଳିଥିବା ଖବର ଅନୁସାରେ, ବ୍ରିଜ ଭୁଶୁଡ଼ିବା ଯୋଗୁ ୨ ଜଣଙ୍କ ମୃତ ହୋଇଥିବା ବେଳେ ଏହି ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି। ମାଭାଲର ପର୍ଯ୍ୟଟନସ୍ଥଳୀ କୁଣ୍ଡମାଲାରେ ଏହି ଦୁର୍ଘଟଣା ଘଟିଛି। ଗତ ଦୁଇ ଦିନ ଧରି ଏହି ଅଞ୍ଚଳରେ ପ୍ରବଳ ବର୍ଷା ହେଉଥିବାରୁ ଇନ୍ଦ୍ରାୟଣୀ ନଦୀର ଜଳସ୍ତର ବୃଦ୍ଧି ପାଇଛି। ଏହା ଏକ ପର୍ଯ୍ୟଟନସ୍ଥଳୀ ହୋଇଥିବାରୁ ନଦୀ କୂଳରେ ବହୁ ସଂଖ୍ୟକ ଲୋକ ଜମା ହୋଇଥିଲେ।

ଡ୍ରେନେଜ୍ ଚାମ୍ବର ସଫା ବେଳେ ଅଘଟଣ: ଶ୍ୱାସରୁଦ୍ଧ ହୋଇ ଚାଲିଗଲା ୪ ଜଣଙ୍କ ଜୀବନ
ପୁଣେ: ପୁଣେର ବାରାମତୀ ତହସିଲରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ଏକ ବ୍ରିଟିଶ ଅମଳର ଗୋଟିଏ ଡ୍ରେନେଜ ଚ୍ୟାମ୍ବର ସଫା କରୁଥିବା ବେଳେ ୪ ଜଣ ଶ୍ୱାସରୁଦ୍ଧ ହୋଇ ପ୍ରାଣ ହରାଇଛନ୍ତି।

ସୂଚନା ଅନୁଯାୟୀ, ପ୍ରଥମେ ଏହା ମଧ୍ୟରେ ରହିଥିବା ଗୋବର ଓ ପାଣିକୁ କାଢ଼ିବା ପାଇଁ ପ୍ରବୀଣ ଅତୋଲେ ଯାଇଥିଲେ। କିନ୍ତୁ ସେ ସଫା କରୁଥିବା ବେଳେ ହଠାତ୍‌ ଅଚେତ ହୋଇଯାଇଥିଲେ। ସେ ମୋଟର ପାଇପ ସଫା କରୁଥିବା ବେଳେ ଏପରି ଘଟଣା ଘଟିଥିଲା। ପ୍ରବୀଣଙ୍କୁ ଉଦ୍ଧାର କରିବା ପାଇଁ ତାଙ୍କ ବାପା ଗ୍ୟାମ୍ବର ଭିତରକୁ ଯାଇଥିଲେ। ହେଲେ ସେ ମଧ୍ୟ ଅଚେତ ହୋଇ ଯାଇଥିଲେ। ଆଉ ଦୁଇ ଜଣ କିଛି ନ ବୁଝିପାରି ପୁଣି ଭିତରକୁ ଯାଇଥିଲେ। ସେମାନେ ମଧ୍ୟ ସମାନ ସ୍ଥିତିର ସମ୍ମୁଖୀନ ହୋଇଥିଲେ। ଏପରି ଭାବେ ୪ ଜଣ ଚ୍ୟାମ୍ବର ମଧ୍ୟରେ ଶ୍ୱାସରୁଦ୍ଧ ହୋଇଯାଇଥିହା।  ଚାରିଜଣଙ୍କୁ ଚାମ୍ବରରୁ ବାହାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ ବୋଲି ପୁଲିସ ଅଧିକାରୀ କହିଛନ୍ତି।

ପୁଣେ: କେମିକାଲ ଫ୍ଯାକଟ୍ରିରେ ଭୟାବହ ଅଗ୍ନିକାଣ୍ଡ, ୧୨ରୁ ଅଧିକ ମୃତ
ପୁଣେ: ପୁଣେର ଏକ କେମିକାଲ ଫ୍ଯାକଟ୍ରିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ୧୨ ଜଣରୁ ଅଧିକ ଲୋକଙ୍କ ଜୀବନ ଯାଇଥିବା ଜଣାପଡ଼ିଛି। ଖବର ପାଇ ଘଟଣା ସ୍ଥଳରେ ନିଆଁ ଲିଭା କାର୍ଯ୍ଯରେ ୫ ଦମକଳ ବାହିନୀ ନିୟୋଜିତ ଅଛନ୍ତି। ଅଗ୍ନିକାଣ୍ଡର ପ୍ରକୃତ କାରଣ  ଏ ପର୍ଯ୍ଯନ୍ତ ଜଣାପଡ଼ି ନାହିଁ। ବର୍ତ୍ତମାନ ସୁଦ୍ଧା ୨୦ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ୫ ଜଣଙ୍କ ପତ୍ତା ମିଳିପାରି ନାହିଁ।

#UPDATE | Total 12 bodies recovered with 5 more people missing: Fire Department

— ANI (@ANI) June 7, 2021