Holi Mask - The Sakala

ରଙ୍ଗ ପସରାରେ ରଙ୍ଗୀନ ସହରର ଗଳିକନ୍ଦି; ପିଲାଙ୍କ ମନ ମୋହୁଛି ଆକର୍ଷଣୀୟ ମୁଖା
ଭୁବନେଶ୍ୱର: ଦିନକ ପରେ ଫଗୁ ଓ ଫଗୁଣର ପର୍ବ ହୋଲି। ଏହାକୁ ଧୁମ୍‌ଧାମ୍‌ରେ ପାଳନ ପାଇଁ ଚାରିଆଡେ ପ୍ରସ୍ତୁତି ଚାଲିଛି। ସବୁ ଦୋଳ ମେଲଣ ପଡ଼ିଆ ଏବଂ ସାହି ବସ୍ତିରେ ଆଧ୍ୟାତ୍ମିକ ପରିବେଶ। ସାହି, ବସ୍ତି ଓ କଲୋନୀରେ ଠାକୁର ବିମାନରେ ଘର ଘର ବୁଲୁଥିବା ବେଳେ ବଜାରରେ ରଙ୍ଗର ପସରା ଦେଖିବାକୁ ମିଳୁଛି। ରାଜଧାନୀର ବିଭିନ୍ନ ରାସ୍ତାକଡ଼, ଗଳିକନ୍ଦିରେ ରଙ୍ଗ ପସରା ଦୋକାନ ଖୋଲିଛି। ଅବିର, ପିଚକାରୀ, ବେଲୁନ, ପିଲାମାନଙ୍କ ପାଇଁ ବିଭିନ୍ନ ପ୍ରକାରର ମାସ୍କ ସାଙ୍ଗକୁ ବଜାରକୁ ବିଭିନ୍ନ ରଙ୍ଗ ଆସିଛି। ଏବେସୁଦ୍ଧା ବଜାରରେ ୧ଶହରୁ ଉର୍ଦ୍ଧ୍ୱ ଛୋଟ ବଡ଼ ହୋଲି ଦୋକାନ ଖୋଲିଛି।

ରାଜଧାନୀର କେତେକ ସ୍ଥାନରେ ଦହି ହାଣ୍ଡି ଭଙ୍ଗା ଯିବାର ବ୍ୟବସ୍ଥା କରାଯିବା ସହ ସାଙ୍ଗସାଥୀଙ୍କ ଗହଣରେ ହୋଲି ଖେଳିବାର ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। ସେହିପରି ମେଳଣ ପଡ଼ିଆରେ ବି ଏଥର ଧୁମ୍‌ଧାମ୍‌ରେ ପ୍ରସ୍ତୁତି କରାଯାଇ ରୀତିନୀତି ଅନୁସାରେ ହରିହର ଭେଟ ସାଙ୍ଗକୁ ବିମାନରେ ଠାକୁର ପରିକ୍ରମା ଭୋଗ ଖାଉଛନ୍ତି। ଏଥର କିଛି ସଙ୍ଗଠନ ପକ୍ଷରୁ ହର୍ବାଲ ହୋଲିର ଆୟୋଜନ କରାଯାଇଛି। ନିମ୍ବ, ଚନ୍ଦନ, ହଳଦୀ, ପତ୍ର, ଫୁଲ ଆଦିକୁ ନେଇ ହୋଲି ଖେଳ କରାଯିବ।