AYUSHMANN KHURRANA - The Sakala

ଓଡ଼ିଶାର ଛେନାପୋଡ଼କୁ ପ୍ରଶଂସା କଲେ ଆୟୁଷ୍ମାନ୍‌‌ ଖୁରାନା
ଭୁବନେଶ୍ୱର: ଓଡ଼ିଶାର ଛେନାପୋଡ଼କୁ ସାମାଜିକ ଗଣମାଧ୍ୟମରେ ବେଶ୍‌‌ ପ୍ରଶଂସା କରିଛନ୍ତି ବଲିଉଡ ତାରକା ଆୟୁଷ୍ମାନ୍‌‌ ଖୁରାନା। ନିକଟରେ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଆୟୁଷ୍ମାନ୍‌‌ ଓଡ଼ିଶା ଆସିଥିବା ବେଳେ ସେ ଛେନାପୋଡ଼ ଖାଇଥିଲେ। ତେବେ ଛେନାପୋଡ଼କୁ ନେଇ ତାଙ୍କ ମନରେ ଯେଉଁ ଭ୍ରମ ରହିଥିଲା ତାହା ଖାଇବା ପରେ ଦୂର ହୋଇଥିବା ସେ କହିଛନ୍ତି। ଛେନାପୋଡ଼ର ଏକ ପାଖ କଳା ରଙ୍ଗ ରହିଥିବା ଭଳି ତାଙ୍କ ମନରେ ଥିବା ଭ୍ରାନ୍ତ ଧାରଣା ବା କଳା ରଙ୍ଗ ଉଭେଇ ଯାଇଥିବା ସେ ନିଜ ଟ୍ୱିଟ୍‌‌ରେ ଉଲ୍ଲେଖ କରିଛନ୍ତି।

ବାସ୍ତବରେ ଆୟୁଷ୍ମାନ ଛେନାପୋଡ଼ର ଏକ ଫଟୋ ପୋଷ୍ଟ କରି ଲେଖିଥିଲେ ଯେ, ଛେନାପୋଡ଼ର ପୋଡ଼ିଯାଇଥିବା ଅଂଶ ବା କଳା ଭାଗଟି ଏତେ ସ୍ୱାଦିଷ୍ଟ ଯେ ମୋ ମନ କିଣିନେଇଛି | ପୋଡା ଭାଗଟି ଅତ୍ୟନ୍ତ ସ୍ୱାଦିଷ୍ଟ ହୋଇଥିବାବେଳେ ଏହାକୁ ନେଇ ଓଡିଶା ପର୍ଯ୍ୟଟନ ବିଭାଗ ରୀଟ୍ୱିଟ କରି ଲେଖିଛି ଯେ ଆପଣ ପୁଣିଥରେ ଓଡିଶା ଆସିବେ ବୋଲି ଆଶା କରୁଛୁ |

ଆଉ ଏକ ସମ୍ବେଦନଶୀଳ ପ୍ରସଙ୍ଗ ସହ ପରଦାକୁ ଆସୁଛନ୍ତି ଆୟୁଷ୍ମାନ ଖୁରାନା, ରିଲିଜ୍‌ ହେଲା ଆଗାମୀ ଫିଲ୍ମ ‘ଅନେକ’ର ଟ୍ରେଲର
ମୁମ୍ବାଇ : ବଲିଉଡର ଲୋକପ୍ରିୟ ଅଭିନେତା ଆୟୁଷ୍ମାନ ଖୁରାନା ପ୍ରତ୍ୟେକ ଥର ତାଙ୍କ ଚଳଚ୍ଚିତ୍ର ମାଧ୍ୟମରେ ଦର୍ଶକଙ୍କ ପାଇଁ କିଛି ନୂଆ ଆଣିଥାନ୍ତି ।ବଲିଉଡ ଇଣ୍ଡଷ୍ଟ୍ରିରେ ଭିନ୍ନ ଚଳଚ୍ଚିତ୍ର ପାଇଁ ଜଣାଶୁଣା ଏହି ଅଭିନେତା ସବୁବେଳେ କିଛି ନୂଆ ଅନ୍ଦାଜରେ ଦର୍ଶକଙ୍କ ସାମ୍ନାକୁ ଆସିଥାନ୍ତି। କେତେବେଳେ କମେଡି କରି ଦର୍ଶକଙ୍କୁ ହସାଇ ହସାଇ ବେଦମ କରିଥାନ୍ତି ତ କେତେବେଳେ ସିରିୟସ୍‌ ହୋଇ ଦର୍ଶକଙ୍କୁ କନ୍ଦାଇଥାନ୍ତି। ଏହି କ୍ରମରେ ଆୟୁଷ୍ମାନ ଖୁରାନା  ଖୁବ୍ ଶୀଘ୍ର ତାଙ୍କର ଆଗାମୀ ଚଳଚ୍ଚିତ୍ରରେ ଦର୍ଶକଙ୍କୁ ଖୁବ୍‌ ଏଣ୍ଟରଟେନ୍‌ କରିବେ । କାରଣ ଆଗାମୀ ଚଳଚ୍ଚିତ୍ର ‘ଅନେକ’ରେ ଦମ୍‌ଦାର ଅଭିନୟ ସହ ଦର୍ଶକଙ୍କ ସାମ୍ନାକୁ ଆସୁଛନ୍ତି ଆୟୁଷ୍ମାନ।

ବଲିଉଡ଼ ଅଭିନେତା ଆୟୁଷ୍ମାନ ଖୁରାନାଙ୍କ ଆଗାମୀ ଚଳଚ୍ଚିତ୍ର ‘ଅନେକ’ର ଟ୍ରେଲର ଗୁରୁବାର ରିଲିଜ୍‌ ହୋଇଛି। ଏଥିରେ ସେ ଜଣେ ଅଣ୍ଡରକଭର୍ ପୁଲିସ ଅଧିକାରୀ ଭୂମିକାରେ ଅଭିନୟ କରିଛନ୍ତି। ଟ୍ରେଲରରେ ଅଭିନେତାଙ୍କ ଭିନ୍ନ ଅନ୍ଦାଜ ଦେଖିବାକୁ ମିଳିଛି। ଫିଲ୍ମରେ ଆୟୁଷ୍ମାନଙ୍କ ଦମ୍‌ଦାର ଅଭିନୟ ସାଙ୍ଗକୁ ଜବରଦସ୍ତ ସଂଳାପ ପୁଣି ଥରେ ଦର୍ଶକଙ୍କ ମନ ମୋହିବ। ‘ଆର୍ଟିକିଲ୍‌ ୧୫’ରେ ପୁଲିସ ସାଜିବା ପରେ ଆୟୁଷ୍ମାନ ‘ଅନେକ’ରେ ଜଣେ ଅଣ୍ଡରକଭର ପୁଲିସ ଅଧିକାରୀ ସାଜି ଉତ୍ତର ପୂର୍ବାଞ୍ଚଳ ଓ ସେଠାକାର ଲୋକଙ୍କ ସହ ହେଉଥିବା ଭେଦଭାବ ଭଳି ଗମ୍ଭୀର ସମସ୍ୟାର ସମାଧାନ କରୁଥିବା ଦେଖିବାକୁ ମିଳିବ।

ଚଳଚ୍ଚିତ୍ରର ଟ୍ରେଲରରେ ଅଭିନେତାମାନେ ଅଞ୍ଚଳ ଏବଂ ଭାଷା ଆଧାରରେ ବିଭାଜିତ ଭାରତ ଉପରେ ପ୍ରଶ୍ନ ଉଠାଉଥିବା ଦେଖିବାକୁ ମିଳିଛି। ଟ୍ରେଲରକୁ ଦେଖିଲେ ଏହା କୁହାଯାଇପାରେ ଯେ ଏହି ଚଳଚ୍ଚିତ୍ର ମାଧ୍ୟମରେ ଅଭିନେତାମାନେ ପୁଣି ଥରେ ଦର୍ଶକଙ୍କ ପାଇଁ ଏକ ଗମ୍ଭୀର ପ୍ରସଙ୍ଗ ଆଣିବାକୁ ଯାଉଛନ୍ତି । ତାଙ୍କର ଶ୍ରେଷ୍ଠ ଅଭିନୟ ସହିତ ଦର୍ଶକଙ୍କୁ ହସାଇଥିବା ଅଭିନେତା ଆୟୁଷ୍ମାନ ଖୁରାନା ଏଥର ତାଙ୍କ ଚଳଚ୍ଚିତ୍ରର ପରଦାରେ ଏକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉଠାଇଥିବାର ନଜର ଆସିବେ ।ଲୋକମାନେ ଫିଲ୍ମରେ ଅଭିନେତାଙ୍କ ଆକ୍ସନ୍ ମୋଡ୍ ଷ୍ଟାଇଲ୍ ମଧ୍ୟ ପସନ୍ଦ କରିବେ ।

ଏହି ଚଳଚ୍ଚିତ୍ରଟି ଉତ୍ତର ପୂର୍ବ ଭାରତର ସୁଟିଂରେ ସୁଟିଂ କରାଯାଇଛି। ଫିଲ୍ମ ‘ଅନେକ’ ରଚନା ଏବଂ ନିର୍ଦ୍ଦେଶନା ଦେଇଛନ୍ତି ଅନୁଭା ସିହ୍ନା। ଏହା ଭୂଷଣ କୁମାରଙ୍କ ଟି-ସିରିଜ୍ ଏବଂ ଅନୁଭା ସିହ୍ନାଙ୍କ ବନାରସ ମିଡିଆ ୱାର୍କସ୍ ମିଳିତ ଭାବେ ପ୍ରସ୍ତୁତ ହୋଇଛି। ଏହି ଚଳଚ୍ଚିତ୍ରଟି ୨୭ ମେ ୨୦୨୨ ରେ ମୁକ୍ତିଲାଭ କରିବ । ୨୦୧୯ ଚଳଚ୍ଚିତ୍ର ‘ଆର୍ଟିକିଲ୍‌ 15’ ପରେ ନିର୍ଦ୍ଦେଶକ ଅନୁଭା ସିହ୍ନାଙ୍କ ସହ ଏହା ଆୟୁଷ୍ମାନଙ୍କର ଦ୍ୱିତୀୟ ଚଳଚ୍ଚିତ୍ର ।

ସେପ୍ଟେମ୍ବର ୧୭ରେ ରିଲିଜ୍‌ ହେବ ‘ଅନେକ’
ଅନୁଭବ ସିହ୍ନାଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଅନେକ’କୁ ନେଇ ପ୍ରଶଂସକଙ୍କ ମନରେ ଉତ୍ସୁକତା ରହିଛି। ବର୍ତ୍ତମାନ ଫିଲ୍ମର ସୁଟିଂ ସମ୍ପୂର୍ଣ୍ଣ ଭାବେ ସମାପ୍ତ ହୋଇ ନଥିଲେ ମଧ୍ୟ ଫିଲ୍ମଟି ସେପ୍ଟେମ୍ବର ୧୭, ୨୦୨୧ରେ ରିଲିଜ୍‌ ହେବ। ଦ୍ବିତୀୟ ଥର ପାଇଁ ଅନୁଭବ ଓ ଆୟୁଷ୍ମାନ୍‌ ଏକାସଙ୍ଗେ କାମ କରୁଛନ୍ତି। ଏହାପୂର୍ବରୁ ଉଭୟ ଆୟୁଷ୍ମାନ ଓ ଅନୁଭବ ଏକାସଙ୍ଗେ ‘ଆର୍ଟିକଲ୍ ୧୫’ରେ କାମ କରିଥିଲେ। ନିକଟରେ ଫିଲ୍ମର ରିଲିଜ୍‌ ଡେଟ୍‌ ଘୋଷଣା କରି ଆୟୁଷ୍ମାନ ତାଙ୍କ ଟ୍ବିଟର ଆକାଉଣ୍ଟରେ ଲେଖିଛନ୍ତି ଯେ,ନାମ ଅନେକ, ରିଲିଜ୍ ଡେଟ ଏକ। ‘ଅନେକ’ର ପ୍ରଯୋଜନା ଦାୟିତ୍ବରେ ଭୂଷଣ କୁମାର ଓ ଅନୁଭବ ସିହ୍ନା ଅଛନ୍ତି।

Naam #ANEK, lekin release date ek! Milte hai aapse 17th September 2021 ko! @anubhavsinha #BhushanKumar @TSeries @BenarasM pic.twitter.com/D1Ae4XV9Eg

— Ayushmann Khurrana (@ayushmannk) February 22, 2021

ନିକଟରେ ଆୟୁଷ୍ମାନ୍‌ ତାଙ୍କ ପ୍ରଶଂସକଙ୍କ ଉଦ୍ଦେଶ୍ୟରେ ଏହାର ଫାଷ୍ଟ ଲୁକ୍‌ ସୋସିଆଲ ମିଡିଆରେ ସେୟାର କରିଥିଲେ। ଟ୍ରିମଡ୍ ହେୟାରକଟ୍‌, ଦାଢ଼ି ଓ ଆଇବ୍ରୋରେ କଟାକଟା ଷ୍ଟାଇଲ ଆୟୁଷ୍ମାନଙ୍କୁ ଏକ ଭିନ୍ନ ଲୁକ୍‌ ପ୍ରଦାନ କରିଛି। ପରଦାରେ ଆୟୁଷ୍ମାନଙ୍କ ବିପକ୍ଷରେ କିଏ ନାୟିକା ସାଜିବେ ସେ ନେଇ ଏଯାବତ୍‌ ଔପଚାରିକ ଭାବେ କିଛି କୁହାଯାଇ ନାହିଁ। ‘ଅନେକ’ ବ୍ୟତୀତ ଆୟୁଷ୍ମାନ ‘ଡକ୍ଟର ଜି’ରେ ମଧ୍ୟ ଅଭିନୟ କରୁଛନ୍ତି।