Anandapur - The Sakala

ଘରେ ଶୋଇଥିବା ବେଳେ ହଠାତ୍ ଲାଗିଗଲା ନିଆଁ, ଜୀବନ୍ତ ଦଗ୍ଧ ହୋଇଗଲେ ଯୁବକ
ଆନନ୍ଦପୁର: ଘରେ ଶୋଇଥିବା ବେଳେ ଜୀବନ୍ତ ଦଗ୍ଧ ହୋଇଗଲେ ଯୁବକ । ଘରେ ଶୋଇଥିବା ବେଳେ ହଠାତ୍ ଲାଗିଗଲା ନିଆଁ । ନିଆଁରେ ଜଳି ଯୁବକ ମୃତ । ମୃତକ ହେଲେ ଆନନ୍ଦପୁର ଥାନା ନିକଟ ବଡ଼ଦାଣ୍ଡ ସାହିର ଦେବେନ୍ଦ୍ର ମିଶ୍ର । ଗତକାଲି ବିଳମ୍ବିତ ରାତିରେ ଘରେ ଶୋଇଥିବା ବେଳେ ଘର ଭିତରେ ହଠାତ୍ ନିଆଁ ଲାଗିଯାଇଥିଲା । ପଡ଼ୋଶୀ ଲୋକ ନିଆଁ ଲାଗିବା ଦେଖି ଦମକଳ ବାହିନୀ କୁ ଖବର ଦେଇଥିଲେ । ଦମକଳ ବାହିନୀ ପହଞ୍ଚି ନିଆଁକୁ ଲିଭାଇବା ବେଳକୁ ଦେବେନ୍ଦ୍ର ସମ୍ପୂର୍ଣ୍ଣ ଜଳି ଯାଇଥିଲେ । ତେବେ ଅଗ୍ନିକାଣ୍ଡର କାରଣ ଜଣାପଡି ନଥିବାବେଳେ ସିଗାରେଟ୍ ରୁ ନିଆଁ ଲାଗିଥିବା ସନ୍ଦେହ କରାଯଉଛି । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।

ଜୋତା ମାଳ ପିନ୍ଧାଇ ଗାଁ ଦାଣ୍ଡରେ ବୁଲାଇବା ପଡିଲା ମହଙ୍ଗା, ୪ ଜଣଙ୍କୁ ବାନ୍ଧିଲା ପୋଲିସ
ଆନନ୍ଦପୁର: ମହଙ୍ଗା ପଡ଼ିଲା କଙ୍ଗାରୁ କୋର୍ଟ । ପରକୀୟା ପ୍ରୀତି ସନ୍ଦେହରେ ଜୋତାମାଳ ପିନ୍ଧାଇ ଗାଁ ଦାଣ୍ଡରେ ବୁଲାଇବା ପଡ଼ିଲା ମହଙ୍ଗା । ଭିଡିଓ ଭାଇରାଲ ହେବା ପରେ ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ପୁଲିସ । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା ଅଞ୍ଚଳରେ ଜଣେ ବ୍ୟକ୍ତି ଧାନ କାଟି ଫେରୁଥିବା ବେଳେ ପାଣି ପିଇବା ପାଇଁ ଜଣେ ମହିଳାଙ୍କ ନିକଟକୁ ଯାଇଥିଲେ । ଏହି ସମୟରେ ଗାଁର କିଛି ଯୁବକ ସେମାନଙ୍କ ମଧ୍ୟରେ ଖରାପ ସମ୍ପର୍କ ଥିବା କହି କବାଟ ବନ୍ଦ କରିଦେଇଥିଲେ । ପରେ ସମ୍ପୃକ୍ତ ମହିଳାଙ୍କ ସ୍ବାମୀଙ୍କୁ ଜଣାଇବା ସହ ଉଭୟଙ୍କୁ ନିର୍ଦ୍ଧୁମ ମାଡ଼ ମାରିବା ସହ ଲଙ୍କା ଗୁଣ୍ଡ ଏବଂ ପାଣି ଢ଼ାଳି ବାଡ଼େଇ ଥିଲେ । ପରେ ଉଭୟଙ୍କୁ ଜୋତା ମାଳ ପିନ୍ଧାଇ ଗାଁ ଦାଣ୍ଡରେ ବୁଲାଇ ଥିବା ନେଇ ଅଭିଯୋଗ ହୋଇଛି। ଜୋତା ମାଳ ପିନ୍ଧାଇ ଗାଁ ଦାଣ୍ଡରେ ବୁଲାଇବା ଭିଡିଓ ଭାଇରାଲ ହେଉଛି। ଏନେଇ ଆନନ୍ଦପୁର ଥାନାରେ ସମ୍ପୃକ୍ତ ମହିଳା ଅଭିଯୋଗ କରିଥିଲେ। ଅଭିଯୋଗ ପାଇ ପୋଲିସ ଘଟଣାସ୍ଥଳରେ ପହଂଚି ସେହି ଗ୍ରାମର ୨ ଜଣ ମହିଳା ଏବଂ ୨ ଜଣ ପୁରୁଷଙ୍କୁ ଗିରଫ କରିଛି ।

ଦୁଇ ବାଇକ୍‌ ଉପରେ ଚଢ଼ିଗଲା ଟ୍ରକ: ୧ ମୃତ, ୩ ଗୁରୁତର
କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଜାତୀୟ ରାଜପଥ ୨୦ ଶାଳପଡା କନକମଞ୍ଜରୀ ମହିଳା ମହାବିଦ୍ୟାଳୟ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁଇଟି ବାଇକ୍ ଉପରେ ଚଢ଼ିଗଲା ଏକ ଲୁହାପଥର ବୋଝେଇ ଟ୍ରକ । ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୩ଜଣ ଗୁରୁତର ଆହତ ହୋଇଛନ୍ତି। ତିନି ଗୁରୁତରଙ୍କୁ ଉଦ୍ଧାରକରାଯାଇ ଆନନ୍ଦପୁର ମେଡ଼ିକାଲ ସ୍ଥାନାନ୍ତର କରାଯାଇଛି।

ଡ୍ରେନ କାମକୁ ନେଇ ସଂଘର୍ଷ, ଦୁଇ ଗୁରୁତର ଆହତ
ଆନନ୍ଦପୁର : ଶାଳବଣି ଗ୍ରାମରେ ଡ୍ରେନ କାମକୁ କୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି । ଆନନ୍ଦପୁର ଥାନା ଶାଳବଣି ଗାଁ ରେ ଡ୍ରେନ କାମ ଚାଲିଥିବା ବେଳେ ଗାଁ ର କିଛି ଯୁବକ କୋଭିଡ ସମୟରେ କାମ ହେବାକୁ ବିରୋଧ କରିବାରୁ ଉତେଜନା ଦେଖା ଦେଇଥିଲା। ଧୀରେ ଧୀରେ ଉତେଜନା ଉଗ୍ର ରୂପ ନେଇ ଉଭୟ ଙ୍କ ମଧ୍ୟରେ ମାରପିଟ ଲାଗିବାରୁ ଉଭୟ ଗୋଷ୍ଠୀର ଦୁଇ ଗୁରୁତର, ଏବଂ ଅନ୍ୟ କେତେଜଣ ସାମାନ୍ୟ ଆହତ ହୋଇ ଆନନ୍ଦପୁର ମେଡିକାଲ ରେ ଭର୍ତ୍ତି ହୋଇଛନ୍ତି। ଗୁରୁତର ଆହତ ଉଭୟ ପକ୍ଷର ଦୁଇଜଣ ହେଲେ ପଦ୍ମନାଭ ମିଶ୍ର ଏବଂ ଶକ୍ତିପ୍ରସାଦ ନାଥ l ଗ୍ରାମର ସରପଞ୍ଚଙ୍କ ସମ୍ପର୍କୀୟ ଏହି କାମ କରାଉଥିବା ସମୟରେ ଅନେକ ଲୋକ ଏକାଠି ହୋଇଥିବାରୁ ଯୁବକ ମାନେ ଏହାକୁ ବିରୋଧ କରିଥିଲେ। ଯାହା ଫଳରେ ଏହି ଘଟଣା ର ସୂତ୍ରପାତ ହୋଇଥିଲା ବୋଲି କିଛି ଦେଖଣାହାରୀଙ୍କ ମତ । ଉଭୟ ପକ୍ଷରୁ ଥାନାରେ ଏତେଲା ପରେ ପୋଲିସ ଘଟଣାର ତଦନ୍ତ କରୁଛି।