ANUBHAV SINHA - The Sakala

‘ଅସି’ ଟ୍ରେଲର ରିଲିଜ୍: ପୁଣି ଏକ ଦମଦାର ସୋସିଆଲ ଡ୍ରାମା ନେଇ ଆସୁଛନ୍ତି ତାପସୀ ପନ୍ନୁ ଓ ଅନୁଭବ ସିହ୍ନା
ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ତାପସୀ ପନ୍ନୁଙ୍କ ଆଗାମୀ ଚଳଚ୍ଚିତ୍ର ‘ଅସି’ (Assi)ର ଟ୍ରେଲର ବୁଧବାର (ଫେବୃଆରୀ ୪, ୨୦୨୬) ମୁକ୍ତିଲାଭ କରିଛି। ପୂର୍ବରୁ 'ମୁଲ୍କ' ଓ 'ଥପ୍ପଡ' ଭଳି ହିଟ୍ ଫିଲ୍ମ ଭେଟି ଦେଇଥିବା ନିର୍ଦ୍ଦେଶକ ଅନୁଭବ ସିହ୍ନା ଓ ତାପସୀଙ୍କ ଯୋଡି ପୁଣି ଥରେ ଦର୍ଶକଙ୍କ ପାଇଁ ଏକ ହୃଦୟସ୍ପର୍ଶୀ ତଥା ସାମାଜିକ ପ୍ରସଙ୍ଗ ଭିତ୍ତିକ କାହାଣୀ ନେଇ ଆସୁଛନ୍ତି। ଟ୍ରେଲରରୁ ଜଣାପଡୁଛି ଯେ, ଏହି ଫିଲ୍ମଟି ସମାଜର ଏକ କଠୋର ସତ୍ୟ ଉପରେ ପର୍ଯ୍ୟବସିତ।

କୋର୍ଟରୁମ ଡ୍ରାମା ଓ ଶକ୍ତିଶାଳୀ କାହାଣୀ

ଏହି ଫିଲ୍ମରେ ତାପସୀ ପନ୍ନୁ ଜଣେ ଓକିଲ ଭୂମିକାରେ ନଜର ଆସିଛନ୍ତି, ଯିଏ ଏକ ବର୍ବର ଦୁଷ୍କର୍ମ ମାମଲା ବିରୋଧରେ ଲଢେଇ କରୁଛନ୍ତି। ଟ୍ରେଲରରେ ଦେଖିବାକୁ ମିଳିଛି ଯେ, ଦେଶରେ ଗୋଟିଏ ଦିନରେ କିପରି ୮୦ଟି ଦୁଷ୍କର୍ମ ମାମଲା (Assi rape cases) ରିପୋର୍ଟ ହୁଏ, ସେନେଇ ତାପସୀ କୋର୍ଟରେ ଭାବପ୍ରବଣ ଯୁକ୍ତି ଉପସ୍ଥାପନ କରୁଛନ୍ତି। ଫିଲ୍ମରେ କାନି କୁସୃତି ଏବଂ ମହମ୍ମଦ ଜିଶାନ ଆୟୁବ ଏକ ଦମ୍ପତି ଭୂମିକାରେ ଅଭିନୟ କରିଛନ୍ତି। କିଛି ଲୋକ କାନିଙ୍କ ଚରିତ୍ର ସହ ଦୁଷ୍କର୍ମ କରି ତାଙ୍କୁ ରେଳ ଧାରଣାରେ ଫିଙ୍ଗି ଦେବା ପରେ ସେମାନଙ୍କ ଜୀବନ କିପରି ଓଲଟପାଲଟ ହୋଇଯାଉଛି, ତାହା ଏଥିରେ ଦର୍ଶାଯାଇଛି। କୋର୍ଟରୁମରେ ତାପସୀ ଏବଂ ବିପକ୍ଷ ଓକିଲଙ୍କ ମଧ୍ୟରେ ଜୋରଦାର ଯୁକ୍ତିତର୍କ ଫିଲ୍ମର ମୁଖ୍ୟ ଆକର୍ଷଣ ସାଜିବ ବୋଲି ଆଶା କରାଯାଉଛି।

ତାରକା ବହୁଳ ଷ୍ଟାରକାଷ୍ଟ ଓ ମୁକ୍ତିଲାଭ ତାରିଖ

ଅନୁଭବ ସିହ୍ନା ଓ ଗୌରବ ସୋଲାଙ୍କିଙ୍କ ଦ୍ୱାରା ଲିଖିତ ଏହି ଚଳଚ୍ଚିତ୍ରରେ କେବଳ ତାପସୀ ନୁହନ୍ତି, ବରଂ ଅନେକ ଦିଗଜ୍ଜ କଳାକାରଙ୍କ ସମାହାର ଦେଖିବାକୁ ମିଳିବ। ଏଥିରେ ରେବତୀ, ମନୋଜ ପାହୱା, କୁମୁଦ ମିଶ୍ର, ନସିରୁଦ୍ଦିନ ଶାହା, ସୁପ୍ରିୟା ପାଠକ ଓ ସୀମା ପାହୱାଙ୍କ ଭଳି କଳାକାର ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଛନ୍ତି। ଭୂଷଣ କୁମାର, କ୍ରିଷନ କୁମାର ଓ ଅନୁଭବ ସିହ୍ନାଙ୍କ ଦ୍ୱାରା ପ୍ରଯୋଜିତ ଏହି ଫିଲ୍ମଟି ଆସନ୍ତା ଫେବୃଆରୀ ୨୦ ତାରିଖରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ।

ସେପ୍ଟେମ୍ବର ୧୭ରେ ରିଲିଜ୍‌ ହେବ ‘ଅନେକ’
ଅନୁଭବ ସିହ୍ନାଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଅନେକ’କୁ ନେଇ ପ୍ରଶଂସକଙ୍କ ମନରେ ଉତ୍ସୁକତା ରହିଛି। ବର୍ତ୍ତମାନ ଫିଲ୍ମର ସୁଟିଂ ସମ୍ପୂର୍ଣ୍ଣ ଭାବେ ସମାପ୍ତ ହୋଇ ନଥିଲେ ମଧ୍ୟ ଫିଲ୍ମଟି ସେପ୍ଟେମ୍ବର ୧୭, ୨୦୨୧ରେ ରିଲିଜ୍‌ ହେବ। ଦ୍ବିତୀୟ ଥର ପାଇଁ ଅନୁଭବ ଓ ଆୟୁଷ୍ମାନ୍‌ ଏକାସଙ୍ଗେ କାମ କରୁଛନ୍ତି। ଏହାପୂର୍ବରୁ ଉଭୟ ଆୟୁଷ୍ମାନ ଓ ଅନୁଭବ ଏକାସଙ୍ଗେ ‘ଆର୍ଟିକଲ୍ ୧୫’ରେ କାମ କରିଥିଲେ। ନିକଟରେ ଫିଲ୍ମର ରିଲିଜ୍‌ ଡେଟ୍‌ ଘୋଷଣା କରି ଆୟୁଷ୍ମାନ ତାଙ୍କ ଟ୍ବିଟର ଆକାଉଣ୍ଟରେ ଲେଖିଛନ୍ତି ଯେ,ନାମ ଅନେକ, ରିଲିଜ୍ ଡେଟ ଏକ। ‘ଅନେକ’ର ପ୍ରଯୋଜନା ଦାୟିତ୍ବରେ ଭୂଷଣ କୁମାର ଓ ଅନୁଭବ ସିହ୍ନା ଅଛନ୍ତି।

Naam #ANEK, lekin release date ek! Milte hai aapse 17th September 2021 ko! @anubhavsinha #BhushanKumar @TSeries @BenarasM pic.twitter.com/D1Ae4XV9Eg

— Ayushmann Khurrana (@ayushmannk) February 22, 2021

ନିକଟରେ ଆୟୁଷ୍ମାନ୍‌ ତାଙ୍କ ପ୍ରଶଂସକଙ୍କ ଉଦ୍ଦେଶ୍ୟରେ ଏହାର ଫାଷ୍ଟ ଲୁକ୍‌ ସୋସିଆଲ ମିଡିଆରେ ସେୟାର କରିଥିଲେ। ଟ୍ରିମଡ୍ ହେୟାରକଟ୍‌, ଦାଢ଼ି ଓ ଆଇବ୍ରୋରେ କଟାକଟା ଷ୍ଟାଇଲ ଆୟୁଷ୍ମାନଙ୍କୁ ଏକ ଭିନ୍ନ ଲୁକ୍‌ ପ୍ରଦାନ କରିଛି। ପରଦାରେ ଆୟୁଷ୍ମାନଙ୍କ ବିପକ୍ଷରେ କିଏ ନାୟିକା ସାଜିବେ ସେ ନେଇ ଏଯାବତ୍‌ ଔପଚାରିକ ଭାବେ କିଛି କୁହାଯାଇ ନାହିଁ। ‘ଅନେକ’ ବ୍ୟତୀତ ଆୟୁଷ୍ମାନ ‘ଡକ୍ଟର ଜି’ରେ ମଧ୍ୟ ଅଭିନୟ କରୁଛନ୍ତି।