CommissioneratePolice - The Sakala
ସ୍ପେଶାଲ ସିକ୍ୟୁରିଟି ବାଟାଲିୟନରେ ଟାଟୁ ମନା, ୧୫ ଦିନରେ ଟାଟୁ ନଲିଭାଇଲେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ
ଭୁବନେଶ୍ବର: ଆଉ ଦେହରେ ଟାଟୁ କରିପାରିବେନି ପୁଲିସ ଅଧିକାରୀ । ଶରୀରରେ ଟାଟୁ କରିବା ଦ୍ୱାରା ଓଡ଼ିଶା ପୁଲିସର ସମ୍ମାନ ହାନି ହେଉଥିବାରୁ ଏଭଳି ନିର୍ଦ୍ଦେଶନାମା ଜାରି କରିଛି ସ୍ପେଶାଲ ସିକ୍ୟୁରିଟି ବାଟାଲିୟନ୍। ବେକ କିମ୍ବା ହାତରେ ଟାଟୁ କରିପାରିବେ ନାହିଁ । ଯଦି ଉକ୍ତ ବାଟାଲିୟନର କୌଣସି ପୁଲିସ ଅଧିକାରୀ ଟାଟୁ କରିଛନ୍ତି ତେବେ ୧୫ ଦିନ ମଧ୍ୟରେ ଏହାକୁ ଲିଭାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ପୁଲିସ ୟୁନିଫର୍ମ ପିନ୍ଧିବା ପରେ ଯଦି ଟାଟୁ ଦେଖାଯାଉଥାଏ ତେବେ ଏହା ଗ୍ରହଣୀୟ ହେବ ନାହିଁ । ଟାଟୁ ନ ଲିଭାଇଲେ ଡିପାର୍ଟମେଣ୍ଟାଲ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଚେତାବନୀ ଦିଆଯାଇଛି।
ସାଧାରଣତନ୍ତ୍ର ଦିବସକୁ ଦୃଷ୍ଟିରେ ରଖି ରାଜଧାନୀରେ ବିଭିନ୍ନ ହୋଟେଲ ଓ ଲଜରେ କଡ଼ାକଡ଼ି ଚେକିଂ
ଭୁବନେଶ୍ବର: ଆସନ୍ତାକାଲି ସାଧାରଣତନ୍ତ୍ର ଦିବସକୁ ଦୃଷ୍ଟିରେ ରଖି ରାଜଧାନୀର ବିଭିନ୍ନ ହୋଟେଲ ଓ ଲଜରେ ଚେକିଂ କରିଛି କମିଶନରେଟ ପୁଲିସ । ରାଜଧାନୀରେ ଡେରା ପକାଉଥିବା ଲୁଟେରା ଓ ଠକଙ୍କୁ ଠାବ କରିବାକୁ ଥିବା ସରାଇ ନିୟମକୁ କଡ଼ାକଡ଼ି କରାଯାଇଛି । ଆଜି କମିସନରେଟ୍‌ ପୁଲିସ ରାଜଧାନୀରେ ବହୁ ହୋଟେଲ୍‌, ଲଜ୍‌ ଓ ଗେଷ୍ଟ୍‌ହାଉସ୍‌ ବୁଲି ଯାଞ୍ଚ କରିଛି। ଭୁବନେଶ୍ବରର ଲକ୍ଷ୍ମୀସାଗର, କ୍ୟାପିଟାଲ, ଖାରବେଳ ନଗର, ଖଣ୍ଡଗିରି, ଇନ୍ଫୋସିଟି ଥାନା ପୁଲିସ ଅପରାହ୍ନ ସମୟରେ ନିଜ ଅଞ୍ଚଳସ୍ଥିତ ହୋଟେଲ, ଲଜ୍ ଓ ଗେଷ୍ଟ ହାଉସ୍‌ରେ ଯାଞ୍ଚ୍ କରିବା ସହିତ ସରାଇ ଆପ୍‌କୁ ବ୍ୟବହାର କରିବାକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି।
ଗତ ବର୍ଷ ମାନଙ୍କରେ ଆନ୍ତଃରାଜ୍ୟ ଏଟିଏମ୍ ଲୁଟେରା, ଗ୍ୟାସ୍ କଟର୍‌ ବ୍ୟବହାର କରୁଥିବା ସିନ୍ଧିଚୋର ଓ ବଙ୍ଗୀୟ ଲୁଟେରାମାନେ ରାଜଧାନୀର ବିଭିନ୍ନ ହୋଟେଲ୍‌ରେ ରହି ଲୁଟ୍‌ପାଟ୍‌ କରିଥିଲେ। ସେହିଭଳି ରାଜଧାନୀରୁ ଧରାହେଉଥିବା ସାଇବର ଠକ ବା ଜମତରା ଗ୍ୟାଙ୍ଗ୍‌ ଠାବ ହୋଟେଲରେ ରହୁଥିଲେ। ସରାଇ ନିୟମକୁ ହୋଟେଲ କର୍ତ୍ତୃପକ୍ଷ ଫୁ’ କରିଦେଇଥିବାରୁ ଏହି ଗ୍ୟାଙ୍ଗ୍‌ ସବୁ ରାଜଧାନୀରେ ସହଜରେ ଡେରା ପକାଇଥିଲେ। ତେଣୁ ଏଣିକି ସରାଇ ନିୟମକୁ କଡ଼ା‌କଡ଼ି କରି ପୁଲିସ ରାଜଧାନୀରେ ଲୁଟେରା ଓ ଠକଙ୍କୁ ମଉକା ଦେବ ନାହିଁ ବୋଲି ଯୋଜନା କରିଥିବା ସୂଚନା ଦେଇଛନ୍ତି ଡିସିପି। ସେପଟେ ସୁରକ୍ଷା ଦୃଷ୍ଟିକୋଣରୁ ଏଭଳି ଚେକିଂକୁ ସ୍ୱାଗତ କରାଯାଇଛି ।
ଭୁବନେଶ୍ୱର: କମିଶନରେଟ ପୁଲିସ ହାତରେ ତିନ୍ ପାହାଡି ଗ୍ୟାଙ୍ଗ। ୮ଜଣଙ୍କୁ ବାନ୍ଧିଲା କମିଶନରେଟ ପୁଲିସ। ସବୁ ଡକାୟତ ଝାଡ଼ଖଣ୍ଡ ଅଞ୍ଚଳର ବୋଲି ଜଣାପଡିଛି। ମୋ ବସ୍ ଓ ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳରେ ଦୀର୍ଘ ଦିନ ଧରି ଲୁଟପାଟ୍ କରୁଥିଲେ। କଟକ ପୁରୀରୁ ହୋଇଥିବା ଶତାଧିକ ମୋବାଇଲ ଲୁଟରେ ଏମାନେ ସାମିଲ ବୋଲି ଜଣାପଡିଛି। ଭିନ୍ନଭିନ୍ନ କୌଶଳରେ ଟଙ୍କା ଓ ମୋବାଇଲ ଲୁଟି ନେଉଥିଲେ ।
ଏମାନଙ୍କଠାରୁ ୨୨ଟି ଫୋନ ସହ ୧ ଲକ୍ଷ ୩୦ ହଜାର ଟଙ୍କା ଜବତ କରାଯାଇଛି। ଲୋକଙ୍କୁ ଲୁଟିବା ପାଇଁ ଝାଡ଼ଖଣ୍ଡରୁ ଭୁବନେଶ୍ୱର ଆସିଥିଲେ। ଏମାନଙ୍କ ନାଁରେ ରାଜ୍ୟ ଓ ରାଜ୍ୟ ବାହାରେ ପୁଳା ପୁଳା ମାମଲା ରହିଛି। ଗ୍ୟାଙ୍ଗରେ ଥିବା ଅନ୍ୟ ସଦସ୍ୟଙ୍କୁ ଧରିବା ପାଇଁ ପୋଲିସର ଛାନଭିନ ଜାରି ରହିଛି।
ମାଷ୍ଟର୍‌‌ମାଇଣ୍ଡଙ୍କ ଯୋଜନାକୁ କାର୍ଯ୍ୟକାରୀ କରୁଛନ୍ତି ନାବାଳକ, ଗଢ଼ୁଛନ୍ତି ଅପରାଧ ଗ୍ୟାଙ୍ଗ୍‌‌
ଭୁବନେଶ୍ୱର: ରାଜଧାନୀରେ ଅପରେଟ୍‌‌ ହେଉଛି ନାବାଳକ ଲୁଟେରା ଗ୍ୟାଙ୍ଗ। ସେମାନେ ଝରକା, ଗ୍ରୀଲ୍‌‌ ଏବଂ ସ୍କାଏ ଲାଇଟ୍‌‌ ତାଡ଼ି ଘର ଭିତରେ ପଶି ଚୋରି କରୁଛନ୍ତି। ଏହି ଗ୍ୟାଙ୍ଗ ପଛର ମାଷ୍ଟର୍‌‌ମାଇଣ୍ଡ ସାଜିଛନ୍ତି ବରିଷ୍ଠ ଅପରାଧୀ। ବୟସ୍କଙ୍କ ପାଇଁ ଆଇନ୍‌‌ କଡ଼ା କାର୍ଯ୍ୟାନୁଷ୍ଠାର ବ୍ୟବସ୍ଥା ଥିବାରୁ ସେମାନେ ନାବାଳକ ମାଧ୍ୟମରେ ଅପରାଧ ଘଟାଉଛନ୍ତି। କିଭଳି ଘରେ ପଶି ଚୋରି କରିବା, କିଭଳି ଲୁଟ୍‌‌ କରିବା ସବୁ ବିଦ୍ୟା ତାଙ୍କୁ ଶିଖାଉଛନ୍ତି ଏହି ମାଷ୍ଟର୍‌‌ମାଇଣ୍ଡ। ସେ ଅପରାଧସ୍ଥଳକୁ ନ ଆସି ଗୋଟିଏ ସ୍ଥାନରେ ବସି ଅପରାଧ ଘଟାଇବା ପାଇଁ ବ୍ଲ୍ୟୁ-ପ୍ରିଣ୍ଟ ପ୍ରସ୍ତୁତ୍‌‌ କରୁଛନ୍ତି। ଆଉ ଏହାକୁ କାର୍ଯ୍ୟରେ ଲଗାଉଛନ୍ତି ଏହି ନାବାଳକ ଗ୍ୟାଙ୍ଗ।
ସହରରେ ହୋଇଥିବା ୮୦ ଚୋରିରୁ ୪୯ମାମଲାରେ ଏହି ନାବାଳକ ଗ୍ୟାଙ୍ଗ୍‌‌ ସମ୍ପୃକ୍ତ ରହୁଛନ୍ତି। ଅନେକ ବଡ଼ ବଡ଼ ମାମଲାରେ ସେମାନେ ଧରାପଡ଼ୁ ନ ଥିବା ବେଳେ ଛୋଟଛୋଟ ମାମଲାରେ ଧରାପଡ଼ି ସୁଧାର ଗୃହକୁ ଯାଉଛନ୍ତି। ସେଠାକୁ ଯାଇ ମଧ୍ୟ ସେମାନେ ସୁଧୁରୁୁନାହାନ୍ତି। ବରଂ ସଂଗଠିତ ହେଉଛନ୍ତି ବାଳ ଅପରାଧୀ। ଫେରିବା ପରେ ଅପରାଧ ଘଟାଉଛନ୍ତି। କିଭଳି ଚୋରି କରାଯିବ, କିପରି ମୋବାଇଲ୍‌‌ ଝାମ୍ପି ନେବେ, କିଭଳି ଲୁଟ୍‌‌ କରାଯିବ ସବୁ କିଛି କୌଶଳ ଶିଖାଉଛନ୍ତି ମାଷ୍ଟର୍‌‌ମାଇଣ୍ଡ। ମାଷ୍ଟରମାଇଣ୍ଡ ୫୦ ପ୍ରତିଶତ ଚୋରି ସାମଗ୍ରୀ ରଖୁଥିବା ବେଳେ ବାକି ନାବାଳକଙ୍କ ମଧ୍ୟରେ ବାଣ୍ଟି ଦେଉଛନ୍ତି। ଗତକାଲି ଗ୍ୟାରେଜ ଛକରୁ ହୋଇଥିବା ଚୋରି ମାମଲାରେ ଲିଙ୍ଗରାଜ ଥାନା ପୁଲିସ ଦୁଇ ନାବାଳକଙ୍କୁ ଧରି ଜୁଭେନାଇଲ୍‌‌ ଜଷ୍ଟିସ୍‌‌ ବୋର୍ଡରେ ହାଜର କରିବା ପରେ ସୁଦ୍ଧାର ଗୃହକୁ ପଠାଇ ଦେଇଛି। ସେମାନଙ୍କୁ ପଚରାଉଚରା କରିବା ପରେ ଏହି ନାବାଳକ ଗ୍ୟାଙ୍ଗ୍‌‌ ରାଜଧାନୀରେ କିଭଳି ଅପରେଟ୍‌‌ ହେଉଛି ତାହା ଜଣାପଡ଼ିଥିଲା। କେବଳ ଏହି ଗୋଟିଏ ନାବାଳକ ଗ୍ୟାଙ୍ଗ୍‌‌ ନୁହେଁ ଆହୁରି ମଧ୍ୟ ଗ୍ୟାଙ୍ଗ୍‌‌ ସହରରେ ଗଢ଼ି ଉଠିଥିବା ସେମାନେ କହୁଛନ୍ତି। ନିଶା ଏବଂ କିଛି ଟଙ୍କା ଦେଇ ମାଷ୍ଟର୍‌‌ମାଇଣ୍ଡ ସେମାନଙ୍କ ନିଜ ହାତ ମୁଠାରେ ରଖୁଛନ୍ତି। ଆଉ ସେମାନଙ୍କ ମାଧ୍ୟମରେ ବିଭିନ୍ନ ପ୍ରକାର ଅପରାଧ ଘଟାଉଛନ୍ତି। ଅଭ୍ୟାସଗତ ଅପରାଧୀଙ୍କୁ ପୁଲିସ ଟାର୍ଗେଟ କରୁଥିବା
ବେଳେ, ନାବାଳକ ଗ୍ୟାଙ୍ଗ୍‌‌ ଉପରେ ପୁଲିସର ନଜର ପଡୁନି। ପୂରା ଘଟଣା ପଛର ମାଷ୍ଟର୍‌‌ମାଇଣ୍ଡ ଏବେ ଆଉ ଚୋରି ପାଇଁ କ୍ରାଇମସିନକୁ ନ ଯାଇ ନିଜ ଏଜେଣ୍ଟ ପଠାଇ ଦେଉଛନ୍ତି। ଟଙ୍କା ରୋଜଗାରର ସର୍ଟକଟ୍‌‌ ନିଶା ଏବେ ଯୁବପିଢିଙ୍କୁ ଏତେ ଘାରିଛି ଯେ, ସେମାନେ କିଛି ବି ଘଟଣା ଘଟାଇବାକୁ ପଛଘୁଞ୍ଚା ଦେଉ ନାହାଁନ୍ତି। ଆଉ କିଛି ଚୋରଙ୍କ ସର୍ଦ୍ଦାର ଏହାର ଭରପୁର ଫାଇଦା ଉଠାଇ ନାବାଳକଙ୍କୁ ଗଳିକନ୍ଦିରେ ଲୁଟ କରିବାକୁ ପଠାଇ ପୁଲିସ ହାତରେ ବଳି ପକାଇ ଦେଉଛନ୍ତି। ନାବାଳକମାନଙ୍କ ପାଇଁ ଆଇନରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ନିୟମ ନ ଥିବାରୁ ଏହାର ଅପବ୍ୟବହାର ହେଉଥିବା ଆଇନଜୀବୀ ମତ ଦେଇଛନ୍ତି। ଚୋରିକରି ପୁଲିସ ହାତରେ ଧରାପଡ଼ିବା ପରେ ନାବାଳକଙ୍କୁ ଜୁଭେନାଲ କୋର୍ଟରେ ହାଜର କରାଯାଉଛି। କିନ୍ତୁ ସେମାନଙ୍କୁ ଗିରଫ କରିବାର ନିୟମ ନାହିଁ। ସେମାନଙ୍କୁ ଏନେଇ ବାଳ ସୁଧାର ଗୃହକୁ ପଠାଇ ଦେବାର ନିୟମ ରହିଛି। ଆଉ ସେମାନେ ବାଳ ସୁଧାର ଗୃହକୁ ଯାଉଛନ୍ତି, ସେଠାରେ ପୂର୍ବରୁ ଥିବା ଅନ୍ୟାମାନଙ୍କ ସହ ମିଶି ଗ୍ୟାଙ୍ଗ୍‌‌ ତିଆରି କରୁଛନ୍ତି।
ଘର ଛାଡି ଯାଉଥିଲେ ସାବଧାନ: କରନ୍ତୁ ନାହିଁ ସୋସିଆଲ ମିଡିଆରେ ଫଟୋ ପୋଷ୍ଟ, ଅଜଣା ଲୋକଙ୍କୁ ଜଣାନ୍ତୁ ନାହିଁ ବାହାରକୁ ଯିବା କଥା
ଭୁବନେଶ୍ବର: ଘର ଛାଡି ଯାଉଥିଲେ ସାବଧାନ। ବାହାରକୁ ଯିବା କଥା ଅଜଣା ଲୋକଙ୍କୁ ଜଣାନ୍ତୁ ନାହିଁ । ସୋସିଆଲ ମିଡିଆରେ ବି ଫଟୋ ପୋଷ୍ଟ କରନ୍ତୁନି। ଗତ ମାସକରେ ରାଜଧାନୀରେ ଥିବା ୨୧ଟି ଆପାର୍ଟମେଣ୍ଟରୁ ଲୁଟ ପରେ ଲୋକଙ୍କୁ ସତର୍କ କରାଇଛି କମିଶନରେଟ ପୁଲିସ । ପୁଲିସକୁ ଦୋଷ ନଦେଇ ନିଜେ ସଚେତନ ହେବାକୁ ପରାମର୍ଶ ଦେଇଛି ପୁଲିସ ।
ଆପାର୍ଟମେଣ୍ଟରେ ରହୁଥିଲେ ହୋଇଯାଆନ୍ତୁ ସାବଧାନ। ଘର ଛାଡ଼ି ଯାଉଥିଲେ ରୁହନ୍ତୁ ସଜାଗ। ଆପଣଙ୍କ ଧନ ସମ୍ପତ୍ତି ଉପରେ ପଡିପାରେ ଲୁଟେରାଙ୍କ ନଜର । ପୁଲିସ ଦୋଷ ନଦେଇ ନିଜେ ସୁରକ୍ଷିତ ରହିବା ଦିଗରେ ସଚେତନ କଲେ କମିଶନର ।
ଇନ୍ଫୋସିଟି ଥାନା ଠାରୁ ମାତ୍ର ଶହେ ମିଟର ଦୂର ପଥରଗାଡ଼ିଆ ରୋଡରେ ଥିବା ଏ ହେଉଛି ରାଜବାଟିକା କମ୍ପ୍ଲେକ୍ସ ଆପାର୍ଟମେଣ୍ଟ । ଆଉ ଏ ହେଉଛି ଅକ୍ଟୋବର ୧୫ ତାରିଖ ରାତିର ସିସିଟିଭି ଭିଜୁଆଲ । ଖାକିକୁ ଖୋଲା ଚ୍ୟାଲେଞ୍ଜ ଦେଇ ଆପାର୍ଟମେଣ୍ଟର ୩ ଟି ଫ୍ଲାଟ ନମ୍ବର H2 , I4, G4 ରୁ ପାଖାପାଖି ୫ କୋଟି ଟଙ୍କାର ଆସବାବପତ୍ର ଲୁଟ କରିଥିଲେ ଲୁଟେରା । କାହାର ଝିଅ ବାହାଘର ପାଇଁ ସୁନା ଥିଲା ତ ଆଉ କାହାର ଜମି କିଣିବା ପାଇଁ ଥିବା ଟଙ୍କାକୁ ବ୍ୟାଗରେ ଭର୍ତ୍ତି କରି ଲୁଟି ନେଇଥିଲେ ଅଭିଯୁକ୍ତ । ଏନେଇ ଅଭିଯୋଗ ପରେ ପୁଲିସ, ସାଇଣ୍ଟିଫିକ ଟିମ ଓ ଡଗ ସ୍କ୍ବାର୍ଡ ଛାନଭିନ ଚଳାଇଥିଲେ ସୁଧା ଫଳ ଶୂନ ।
ଗତ ମାସକରେ କେବଳ ରାଜବାଟିକା ଆପାର୍ଟମେଣ୍ଟ ନୁହଁ ରାଜଧାନୀରେ ଥିବା ୨୧ଟି ଆପାର୍ଟମେଣ୍ଟରେ କଳାକନା ବୁଲାଇଛନ୍ତି ଲୁଟେରା । ସିକ୍ୟୁରିଟି ଗାର୍ଡ ଓ ସିସିଟିଭିକୁ ସେମାନଙ୍କ ଖାତିର ନାହିଁ । କେବଳ ପୋଲିସକୁ ଦୋଷ ନଦେଇ ଲୋକେ ନିଜେ ସଚେତନ ହୁଅନ୍ତୁ । ଘର ଛାଡ଼ି ବାହାରକୁ ଯିବା ବେଳେ ଅଜଣା ଲୋକଙ୍କୁ ନଜଣାଇବା ସହ ସୋସିଆଲ ମିଡିଆରେ ଫଟୋ ଆସିବା ପର୍ୟ୍ୟନ୍ତ ପୋଷ୍ଟ ନକରିବା ପାଇଁ ଟୁଇନ ସିଟି ବାସୀଙ୍କୁ ସଚେତନ କରିଛନ୍ତି ପୋଲିସ କମିଶନର।
ଭୁବନେଶ୍ୱର: ଏଣିକି ରାଜଧାନୀରେ ଅପରାଧ ଘଟାଇବା ପୂର୍ବରୁ ଶହେ ଥର ଚିନ୍ତା କରିବେ ଅପରାଧୀ । କମିଶନରେଟ ପୁଲିସ ପକ୍ଷରୁ ରାଜଧାନୀରେ ଆରମ୍ଭ ହେବ ‘ସହଭାଗିତା’ । ସିସିଟିଭି ସର୍ଭେଲାନ୍ସରେ ରହିବ ଭୁବନେଶ୍ୱର । ଅପରାଧୀଙ୍କୁ ଧରିବା ଓ କ୍ରାଇମ୍‌ କଣ୍ଟ୍ରୋଲ କରିବା ପାଇଁ କମିଶନରେଟ ପୋଲିସର ନୂଆ ରଣନୀତି ।
ରାଜଧାନୀରେ ଥିବା ବିଭିନ୍ନ ସୁନା ଦୋକାନ, ସପିଂ ମଲ୍‌, ବଡ଼ ଦୋକାନମାନେ ଯୋଡ଼ି ହେବେ । କମିଶନରେଟ ପୋଲିସ ସହ ଦୋକାନ, ମଲଗୁଡିକରେ ଲାଗିଥିବା ସିସିଟିଭି କ୍ୟାମେରା ଫୁଟେଜ ସେୟାର ହେବ । ଅପରାଧ ନିୟନ୍ତ୍ରଣ ଓ ଚିହ୍ନଟ କରିବାରେ ଏହି ସିସିଟିଭି ଫୁଟେଜ ହେବ ସହାୟକ । ଦୋକାନୀଙ୍କୁ ଅନୁରୋଧ କରାଯାଇଛି ଯେ ଲାଗିଥିବା ସିସିଟିଭି ମଧ୍ୟରୁ ଅତ୍ୟନ୍ତ ଗୋଟିଏ କ୍ୟାମେରା ରାସ୍ତା ଆଡ଼କୁ ରଖନ୍ତୁ । କ୍ୟାମେରା ରାସ୍ତା ଆଡ଼କୁ ରହିଲେ ଲୋକଙ୍କ ଗତିବିଧି ଉପରେ ନଜର ରଖିବାକୁ ସୁବିଧା ହେବ । ସିସିଟିଭିର ଆଇପି ଆଡ୍‌ରେସ ପୋଲିସ ସହ ସେୟାର କରିବାକୁ କୁହାଯାଇଛି । ସିସିଟିଭିର ତଥ୍ୟ ସମ୍ପୂର୍ଣ୍ଣ ଗୋପନୀୟ ରଖାଯିବ ।
ଆସନ୍ତାକାଲି ଶ୍ରାବଣ ମାସର ପ୍ରଥମ ସୋମବାର: ଜଳଲାଗି କରିବେ ଭକ୍ତ, କମିଶନରେଟ ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା
ଭୁବନେଶ୍ବର: ଆସନ୍ତାକାଲି ଶ୍ରାବଣ ମାସର ପ୍ରଥମ ସୋମବାର। ଭକ୍ତମାନେ ଠାକୁରଙ୍କୁ ଜଳଲାଗି କରିବେ। ଏଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ ବେଶ କଡାକଡି କରିଛି କମିଶନରେଟ ପୁଲିସ। କାଉଡ଼ିଆଙ୍କର ସୁରକ୍ଷା, ଟ୍ରାଫିକ ବ୍ୟବସ୍ଥା, ଅପ୍ରିତିକର ପରିସ୍ଥିତିକୁ ରୋକିବା ଲାଗି ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ରାଜଧାନୀରେ କାଉଡ଼ିଆ ଯିବା ଆସିବା ବାଟରେ ୧୨ ଟି ମୋବାଇଲ ପାଟ୍ରୋଲିଂ ଟିମ, ୧୩ ଟି ପିସିଆର ରହିବ। ଛକ ମାନଙ୍କରେ ଫାଷ୍ଟଏଡ଼ ଓ ମୋବାଇଲ ମେଡ଼ିକାଲ ୟୁନିଟ ରହିବ। ଜଳ ଉଠାଇବା ସ୍ଥାନ ବା ବିଭିନ୍ନ ନଦୀ ପଠାରେ ଓଡ୍ରାଫ ଓ Fire fighting unit ନିୟୋଜିତ ରହିବେ। ସମସ୍ତ ସୁରକ୍ଷା ବ୍ୟବସ୍ଥାର ତଦାରଖ ପାଇଁ ଜଣେ ଅତିରିକ୍ତ ଡିସିପିଙ୍କ ଅଧୀନରେ ପାଞ୍ଚ ପ୍ଲାଟୁନ ଫୋର୍ସ ମୁତୟନ ହେବେ। ୫ ଜଣ ଏସିପି, ୮ ଜଣ ଇନ୍ସପେକ୍ଟର, ୩୯ ଜଣ ସବ ଇନ୍ସେପେକ୍ଟର ଓ ଏଏସଆଇ ନିୟୋଜିତ ହେବେ। ଏ ନେଇ ଭୁବନେଶ୍ବର ଡିସିପି ପ୍ରତୀକ ସିଂ ସୂଚନା ଦେଇଛନ୍ତି।
ଚଳିତ ବର୍ଷ ଦୁଇଟି ଶ୍ରାବଣ ଅର୍ଥାତ୍ ଯୋଡ଼ା ଶ୍ରାବଣ ରହିଛି। କିନ୍ତୁ ମହାଦେବଙ୍କଠାରେ ବୋଲବମ୍‌ ଭକ୍ତମାନେ ୮ ନୁହେଁ ୪ ସୋମବାରରେ ହିଁ ଜଳଲାଗି କରିବେ। ପ୍ରଥମ ଶ୍ରାବଣର ପ୍ରଥମ ସୋମବାର ଜୁଲାଇ ୧୦ ଓ ଦ୍ବିତୀୟ ସୋମବାର ଜୁଲାଇ ୧୭ରେ କାଉଡ଼ିଆମାନେ ଜଳ ଲାଗି କରିବେ।
ଭୁବନେଶ୍ବର: ଗତ ମାର୍ଚ୍ଚ ମାସରେ ଭୁବନେଶ୍ୱରସ୍ଥିତ ଡିସିପିଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ମହିଳା ସହଯୋଗ କେନ୍ଦ୍ର “ମାଧ୍ୟମ” ରେ ସମୁଦାୟ ୨୦ଟି ଅଭିଯୋଗ ପଞ୍ଜୀକରଣ କରାଯାଇଥିବା ବେଳେ, ସେଥି ମଧ୍ୟରୁ ୧୩ଟି ଘଟଣାରେ ଆପୋଷ ବୁଝାମଣା ମାଧ୍ୟମରେ ମାମଲାର ସମାଧାନ କରାଯାଇପାରିଛି । ସେହିପରି ୨ଜଣ ମହିଳାଙ୍କୁ ଡାକ୍ତରୀ ସହାୟତା ଯୋଗାଇ ଦିଆଯାଇଥିବା ବେଳେ ଜଣେ ମହିଳାଙ୍କୁ ଆଇନଗତ ସହାୟତା ଯୋଗାଇ ଦିଆଯାଇଛି, ଏବଂ ୩ଜଣଙ୍କ କ୍ଷେତ୍ରରେ ସମ୍ପୃକ୍ତ ଥାନାରେ ମାମଲା ରୁଜୁ ଲାଗି ପରାମର୍ଶ ଦିଆଯାଇଛି ତାସହିତ ଅନ୍ୟ ଜଣେ ମହିଳାଙ୍କୁ ଜୀବିକା ଯୋଗାଇଦିଆଯାଇଛି ।
ଗତ ୨୦୧୪ ମସିହା ସେପ୍ଟେମ୍ବର ୩ତାରିଖରେ କାର୍ଯ୍ୟ ଆରମ୍ଭ କରିଥିବା “ମାଧ୍ୟମ” ନିଜ ପରିବାର, ସମାଜ ତଥା କାର୍ଯ୍ୟ ସ୍ଥଳିରେ ସମ୍ମୁଖୀନ ହେଉଥିବା ଶାରୀରିକ, ମାନସିକ ଓ ସାମାଜିକ ନିର୍ଯାତନା, ଘରୋଇ ହିଂସା, ଯୌନ ନିର୍ଯାତନା, ମହିଳା ଚାଲାଣ, ବାଲ୍ୟ ବିବାହ, ଏସିଡ ଆକ୍ରମଣ ପୀଡ଼ିତାଙ୍କୁ ସୁରକ୍ଷା ଦେବା ସହ ଉଚିତ ପରାମର୍ଶ ଦେଇ ସେମାନଙ୍କ ମଧ୍ୟରେ ସକାରାତ୍ମକ ମନୋଭାବ ସୃଷ୍ଟି କରିବା ଦିଗରେ ପ୍ରୟାସ ଜାରି ରଖିଛି । ଭୁବନେଶ୍ୱରରେ ଥିବା ଏହି ସଂସ୍ଥା ଡି.ସି.ପିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ କାର୍ଯ୍ୟ କରିବା ସହ ପୀଡିତା ମହିଳା ମାନଙ୍କୁ ସୁରକ୍ଷା ଯୋଗାଇବା ଲାଗି ଆବଶ୍ୟକୀୟ ସାହାଯ୍ୟ, ସହଯୋଗ, ପରାମର୍ଶ, ଡାକ୍ତରୀ ସହାୟତା ଓ ନ୍ୟାୟ ପ୍ରଦାନ ଲାଗି ପ୍ରଚେଷ୍ଟା ଚାଲୁ ରଖିଛି। ଯେଉଁ ମହିଳାମାନେ ପୁଲିସ ଥାନା କିମ୍ବା କୋର୍ଟ କଚେରୀକୁ ନଯାଇ ସେମାନଙ୍କ ସମସ୍ୟାର ଆପୋଷ ସମାଧାନ ଚାହିଁଛନ୍ତି “ମାଧ୍ୟମ” ସେମାନଙ୍କର ସମସ୍ୟା ବୁଝି ସମାଧାନର ପନ୍ଥା ବାହାର କରିବାକୁ ଯଥାସାଧ୍ୟ ଚେଷ୍ଟା କରି ଅନେକ ଘଟଣାରେ ସଫଳତା ମଧ୍ୟ ହାସଲ କରିଛି ।
ଏପରିକି “ମାଧ୍ୟମ” ରେ ନିଯୁକ୍ତ କାଉନସିଲର ଓ ଅନ୍ୟ କର୍ମଚାରୀ ମାନେ ପୀଡିତା ମାନଙ୍କ ପାଖରେ ପ୍ରତ୍ୟକ୍ଷ ଭାବରେ ଆସି ଏବଂ କୋଭିଡ୍ କଟକଣା ସମୟରେ ଟେଲି କାଉନସେଲିଂ ଓ ଅନ୍ୟ କେତେକ ଘଟଣାରେ ସେମାନଙ୍କ ଘରେ ପହଞ୍ଚି ସେମାନଙ୍କର ସୁବିଧା ଅସୁବିଧା ସବୁ ବୁଝିଥିଲେ। ଏହି ସଂସ୍ଥା ଦ୍ଵାରା ମଧ୍ୟ କେତେକ ପୀଡିତା ମହିଳାଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ବିଭିନ୍ନ ଧନ୍ଦାମୂଳକ ତାଲିମ କେନ୍ଦ୍ରମାନଙ୍କରେ ମାଗଣା ତାଲିମ ନେବାର ବ୍ୟବସ୍ଥା କରାଯାଇଛି । ବିବାହ ବିଚ୍ଛେଦ ହେବାକୁ ଯାଉଥିବା କେତକ ଘଟଣାରେ ବ୍ୟକ୍ତିଗତ ଭାବେ ପତି-ପତ୍ନୀଙ୍କୁ ଏକାଠି ବସାଇ, କିମ୍ବା ପରେ ଆବଶ୍ୟକ ହେଲେ ଉଭୟଙ୍କ ପରିବାର ସଦସ୍ୟଙ୍କୁ ଡକାଯାଇ ବୁଝାମଣା ମାଧ୍ୟମରେ ମାମଲାର ସମାଧାନ କରାଯାଇପାରୁଛି ।
ପୌର ନିର୍ବାଚନ: ଖଟି ମୁକ୍ତ ପାଇଁ କମିଶନରେଟ ପୁଲିସର ସ୍ପେସାଲ ଡ୍ରାଇଭ ଆରମ୍ଭ
ଭୁବନେଶ୍ବର: ରାତି ସମୟରେ ଛକ ମାନଙ୍କରେ ଖଟି କରୁଥିବା ଯୁବକଙ୍କୁ ସାବାଡ କରିବା ପାଇଁ କମିଶନରେଟ ପୁଲିସ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଭୁବନେଶ୍ୱରକୁ ଖଟି ମୁକ୍ତ କରିବା ପାଇ ସ୍ପେସାଲ ଡ୍ରାଇଭ ଆରମ୍ଭ କରିଛି କମିଶନରେଟ ପୁଲିସ। ଗଳି କନ୍ଦିରେ ପାଟ୍ରୋଲିଂକୁ ଜୋରଦାର କରିବା ସହ ଦାଗି ଅପରାଧୀଙ୍କୁ ଧରିବା ପାଇ ପ୍ରକ୍ରିୟା ଆରମ୍ଭ ହୋଇଛି। ବିଭିନ୍ନ ଅପରାଧରେ ଜଡିତ ଥିବା ଅପରାଧୀଙ୍କ ବିରୋଧରେ ଜାମିନ ବିହିନ ଗିରଫ ପରୱାନା ଜାରି କରିବା ସହ ସାମାନଙ୍କୁ ଧର ପଗଡ ଆରମ୍ଭ ହୋଇଛି ।
ଯଦି କୌଣସି ଅପରାଧୀମାନେ ନିର୍ବାଚନରେ ନିଜକୁ ଲିପ୍ତ ରଖି ଅସାମାଜିକ କାର୍ଯ୍ଯକଳାପ ନେଇ କୌଣସି ଅଭିଯୋଗ ସମାନକୁ ଆସେ ,ତେବେ ସେମାନଙ୍କ ବିରୋଧରେ କଡା କାର୍ଯ୍ଯାନୁଷ୍ଠାନ ଗ୍ରହଣ କରାଯିବ । ଏଥିସହିତ ଜାମିନରେ ଥିବା ଅଭିଯୁକ୍ତମାନେ କୋର୍ଟ ନିୟମକୁ ଉଲ୍ଲଙ୍ଘନ କରୁଥାନ୍ତି ସେମାନଙ୍କୁ ମଧ୍ୟ ଗିରଫ କରାଯିବ। ଏନେଇ ଭୁବନେଶ୍ୱରର ପିଓପିଡି ଟିମ ସହ ଆଲୋଚନା କରିଛନ୍ତି ଆଡିସନାଲ ଡିସିପି।
୨୦୦୮ ପରଠୁ ଅପହରଣ ଓ ନିଖୋଜ ମାମଲାର ଖୋଳତାଡ଼ କରିବ କମିଶନରେଟ୍ ପୋଲିସ
ଭୁବନେଶ୍ୱର: ରାଜଧାନୀରେ କମିଶନରେଟ ପୋଲିସର ଆରମ୍ଭ କଲା କିଡନ୍ୟାପିଂ ଓ ମିସିଂ ସେଲ। କମିଶନରେଟ ପୋଲିସ ଗଠନ ଦିନଠାରୁ ଅପହରଣ ଓ ମିସିଂ ହୋଇଥିବା ମାମଲା ଗୁଡିକ ରିଓପନ କରିବ ପୋଲିସ । ଜଣେ ଏସିପିଙ୍କୁ ଦିଆଯାଇଛି ଦାୟିତ୍ୱ । ଗତ ୧୨ ବର୍ଷ ଧରି ପଡି ରହିଥିବା ମାମଲା ଗୁଡିକର ତାଲିକା ପ୍ରସ୍ତୁତ କରି ତଦନ୍ତ କରୁଛି ପୋଲିସ । ପୋଲିସର ଏଭଳି ପଦକ୍ଷେପକୁ ସ୍ୱାଗତ କରିଛନ୍ତି ପୁର୍ବତନ ପୋଲିସ ଡିିଜି । ଅପରେସନ୍ ଅପହରଣ ଓ ନିଖୋଜ। ପୁରୁଣା କେସର ଫାଇଲ ରିଓପନ କଲା ପୋଲିସ ।
ଅପରେସନ ଆରମ୍ଭରୁ 30 ନାବାଳିକା ଉଦ୍ଧାର। ଫୋକସ୍ ରେ ନାବାଳିକା ଅପହରଣ , ଅଜଣା ମୃତ ଦେହ ଓ ଅପହରଣ ମାମଲା। ଗଠନ ହେଲା ସ୍ୱତନ୍ତ୍ର ସେଲ । ଟିମ୍ କୁ ଲୀଡ଼ କରିବେ ଏସିପି। ଜଣେ iic ଓ si ତଦନ୍ତରେ କରିବେ ସହଯୋଗ । 2008 ରୁ କମିଶନରେଟ ପୋଲିସ ଗଠନ ଦିନ ଠାରୁ ପଡି ରହିଥିବା ମାମଲା ଗୁଡିକୁ ତଦନ୍ତ କରିବ ଏହି ଟିମ୍ । କମିଶନରେଟ ପୋଲିସର ତଥ୍ୟ ଅନୁସାରେ କମିଶନରେଟ ପୋଲିସ ଗଠନ ହେବା ଦିନଠୁ ରାଜଧାନୀର ବିଭିନ୍ନ ଥାନାରେ ୮ଶହ ନାବାଳିକା ମାମଲା ପେଡିଂ ଅଛି ।
ସେଥି ମଧ୍ୟରୁ ୩୦ଜଣଙ୍କୁ ଉଦ୍ଧାର କରିଛି ଏହି ଟିମ୍ । ସେହିଭଳି ୫ଶହ ରୁ ଅଧିକ ମିସିଂ ରିପୋର୍ଟ ରହିଛି । ଏବେ ଏହା ପରିକ୍ଷା ମୂଳକ ଭାବେ କାର୍ଯ୍ୟ କରୁଥିବାର କହିଛନ୍ତି ଭୁବନେଶ୍ୱର ଡିସିପି । ଏହି ସେଲ ଗଠନ ହେବାର ମୁଖ୍ୟ ଉଦ୍ଦେଶ୍ୟ ହେଲା ନିଖୋଜ ଓ ଅଜଣା ମୂର୍ତ ଦେହର ଚିହ୍ନଟ କରିବା। ଯଦି କୌଣସି ଲୋକର ମୃତ୍ୟ ଦେହ ଉଦ୍ଧାର ହେଲା ପରେ ନିଖୋଜ ବ୍ୟକ୍ତି ସହ ମିସେ , ତା ହେଲେ ତାର ପରିଚୟ ମିଳି ପାରିବି। ଏପରିକି ବେଳେ ବେଳେ ଲୋକ ମାନେ ଫେରି ଆସିବା ପରେ ଥାନାକୁ ମଧ୍ୟ ଅବଗତ କରୁ ନାହାନ୍ତି। ଯାହା ଫଳରେ ପୋଲିସ ପାଇଁ ଚିନ୍ତାର କାରଣ ରହୁଛି।
ସେପେଟେ ତଦନ୍ତ ବେଳେ ଜଣାପଡିଛି, ନାବଳିକା ଅପହରଣ ମାମଲା ଗୁଡିକ ଯୋଗାଯୋଗ କରିବା ପରେ ଜଣା ପଡିଛି ନାବାଳିକା ମାନେ ସ୍ୱ ଇଚ୍ଛାରେ ଯାଇଛନ୍ତି । ଏପରିକି ସୋସିଆଲ ମିଡ଼ିଆରୁ ପରିଚିତ ହୋଇ ନାବାଳିକା ଓ ଯୁବତୀ ମାନେ ପଳାଉଛନ୍ତି । ଅନେକ ସମୟରେ ବିଶେଷ କରି ୧୬ରୁ ୧୭ ବର୍ଷ ନାବାଳିକା ମାନେ ଅପହରଣ ହୋଇଥିବା ଜଣାପଡିଛି । ତେଣୁ ଆଗକୁ ସ୍କୁଲ କଲେଜ ଗୁଡିକରେ ପୋଲିସ ସଚେତନ କରିବ । ସେପଟେ ପୋଲିସର ଏଭଳି ଯୋଜନାକୁ ସ୍ୱାଗତ କରିଛନ୍ତି ପୂର୍ବତନ ପୋଲିସ ଡିଜି । କୋଭିଡ କଟକଣା ପରେ ଅପରେସନକୁ ଜୋରଦାର କରାଯିବ। ଅପେକ୍ଷା କିଭଳି ଓ କେତେଦୁର ସଫଳ ହେଉଛି ପୋଲିସ ।
୭ ବର୍ଷ ପରେ ଧରାପଡ଼ିଲା ଦୁଷ୍କର୍ମକାରୀ
ଭୁବନେଶ୍ୱର : ପୁଲିସ ହେପାଜତ ଓ କୋର୍ଟ ପରିସରରୁ ପୁଲିସକୁ ଚକ୍‍ମା ଦେଇ ଖସି ଯାଇଥିବା ଅପରାଧୀଙ୍କୁ ଧରିବା ଲାଗି ‘୨୨୪’ ସ୍ୱତନ୍ତ୍ର ଅପରେସନ ଆରମ୍ଭ କରି କମିସନରେଟ ପୁଲିସ। ସାତବର୍ଷ ତଳେ ଏକ ଗଣଦୁଷ୍କର୍ମ ମାମଲାରେ ଫେରାର୍‍ ଥିବା ଅଭିଯୁକ୍ତକୁ ଶନିବାର ଗିରଫ କରିଛି କମିସନରେଟ୍‍ ପୁଲିସ। ଗିରଫ ଅଭିଯୁକ୍ତ ହେଲା ନୟାଗଡ ଜିଲ୍ଲା ଓଡ଼ଗାଁର ଭାସ୍କର ସାହୁ। ପୂରା ଘଟଣା ଏମିତି। ୨୦୧୪ ମସିହା ଫେବୃଆରୀ ୧୩ତାରିଖରେ ୪ଜଣ ଅଭିଯୁକ୍ତ ଜଣେ ଯୁବତୀଙ୍କୁ ଭୁବନେଶ୍ୱରରୁ ନେଇ କଟକ କଳାପଥର ନିକଟରେ ଗଣଦୁଷ୍କର୍ମ କରିଥିଲେ। ଯୁବତୀ ଜଣଙ୍କ ଏ ନେଇ ମହିଳା ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଘଟଣାର ପରଦିନ ଅର୍ଥାତ୍‍ ୧୪ ତାରିଖରେ ଏଥିରେ ସମ୍ପୃକ୍ତ ୪ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ସେତେବେଳେ ଅଭିଯୁକ୍ତ ଭାସ୍କରକୁ ମଧ୍ୟ ଗିରଫ କରି କୋର୍ଟଚାଲାଣ କରିଥିଲା।
ଏଥିସହିତ ଜୁନ୍‍ ୧୨ରେ ଏହି ଚର୍ଚ୍ଚିତ ଘଟଣାରେ ପୁଲିସ ଚାର୍ଜସିଟି ମଧ୍ୟ ଦାଖଲ କରିଥିଲା। କିନ୍ତୁ ସେହିବର୍ଷ ଡିସେମ୍ବର ୯ତାରିଖରେ କୋର୍ଟରେ ଶୁଣାଣି ଲାଗି ଭାସ୍କର ଯାଉଥିବା ବେଳେ କୋର୍ଟ ପରିସରରୁ ଚକ୍‍ମା ଦେଇ ଖସିଯାଇଥିଲା। ସେ ଜାମ୍ମୁ-କଶ୍ମୀରରେ ଆତ୍ମଗୋପନ କରିଥିଲା। ଏହାପରେ ସେଠାରୁ ଲୁଚାଛପାରେ ଘର ଓଡ଼ଗାଁକୁ ଆସୁଥିଲା। ଏଥିସହିତ ୨ବର୍ଷ ତଳେ ବିବାହ ମଧ୍ୟ କରିଛି। ପୁଲିସର ନଜରରୁ ବର୍ତ୍ତିବା ଲାଗି ଲୁଚିକି ଘରେ ରହୁଥିଲା। କମିସନରେଟ ପୁଲିସ ଭାସ୍କରକୁ ଧରିବା ପାଇଁ ଜାଲ ବିଛାଇଥିଲା। କରୋନା ଲାଗି ସେ ଗାଁରେ ଥିବା ଖବର ପାଇଥିଲା ପୁଲିସ। ଗତକାଲି ବିଳମ୍ବିତ ରାତିରେ ଓଡ଼ଗାଁରେ ଚଢ଼ଉ କରି ଭାସ୍କରକୁ ଗିରଫ କରାଯାଇଛି। ସେପଟେ ପୁଲିସ ହେପାଜତ କିମ୍ବା କୋର୍ଟକୁ ଖସିଯାଉଥିବାରୁ ଦଫା ୨୨୪ ଲାଗୁଛି। ତେଣୁ ଅପରେସନ୍‍ ନାଁ ବି ‘୨୨୪’ ଦେଇଛି କମିସନରେଟ ପୁଲିସ।
ଅନ୍ୟପଟେ ଏହି ମର୍ମରେ ୨୦୨୦ରେ ଏୟାରଫିଲ୍ଡ ଥାନା ଅଞ୍ଚଳର ହତ୍ୟା ଉଦ୍ୟମ ମାମଲାରେ ଗିରଫ ହୋଇଥିବା ଜିତେନ୍ଦ୍ର ପରିଡ଼ାକୁ ମଧ୍ୟ କମିସନରେଟ୍‍ ପୁଲିସ ଗିରଫ କରିଥିଲା। ସେ ମଧ୍ୟ ସମାନ୍‍ ଢଙ୍ଗରେ କୋର୍ଟ ପରିସରରୁ ଖସିଯାଇଥିଲା। ତାକୁ ମଧ୍ୟ ଗତକାଲି ପୁଲିସ ଗିରଫ କରିବାରେ ସକ୍ଷମ ହୋଇଛି। ଦୁଇ ଦିନରେ ପୁଲିସ ହେପାଜତ ଓ କୋର୍ଟରୁ ଖସିଯାଇଥିବା ଦୁଇ ଜଣଙ୍କୁ ଗିରଫ କରାଯାଇଛି। ଏଭଳି ଭାବେ ୧୦ରୁ ଊର୍ଦ୍ଧ୍ବ ଅଭିଯୁକ୍ତଙ୍କ ତାଲିକା ପ୍ରସ୍ତୁତ କରାଯାଇଛି। ଆଗକୁ ଏହି ଅପରେସନ ଜାରି ରହିବ ବୋଲି ସ୍ପେଶାଲ ସ୍କ୍ୱାଡ ଏସିପି ସଞ୍ଜୀବ ଶତପଥୀ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ ଯେ ଗତ ୧୦ ବର୍ଷ ଭିତରେ ପୁଲିସ ଓ କୋର୍ଟରୁ ୬୦ରୁ ଊର୍ଦ୍ଧ୍ବ ଅଭିଯୁକ୍ତ ଖସିଯିବାରେ ସକ୍ଷମ ହୋଇଛନ୍ତି।