2nd dose - The Sakala

ରାଜ୍ୟରେ ଚାଲିଛି ଜୋରଦାର ଟିକାକରଣ: ଦ୍ୱିତୀୟ ଡୋଜ୍ ଟିକା ନେଲେଣି ୨କୋଟିରୁ ଅର୍ଦ୍ଧ୍ବ ଲୋକ
ଭୁବନେଶ୍ୱର: କରୋନାକୁ ହରାଇବା ପାଇଁ ରାଜ୍ଯରେ ଟିକାକରଣ ଜୋରଦାର କରାଯାଉଛି । ବର୍ତ୍ତମାନ ରାଜ୍ଯରେ ୨କୋଟିରୁ ଉର୍ଦ୍ଧ୍ବ ଲୋକଙ୍କୁ କରୋନା ଟିକାର ଦ୍ୱିତୀୟ ଡୋଜ ଦିଆଯାଇଛି । ୨ କୋଟି ୩୪ ହଜାର ୫୦୮ ଜଣ ଦ୍ୱିତୀୟ ଡୋଜ ନେଇଥିବା ବେଳେ, ୨ କୋଟି ୮୯ ଲକ୍ଷ ୯୬ ହଜାର ୯୪୪ ଜଣ ପ୍ରଥମ ଡୋଜ ନେଇଛନ୍ତି । ବର୍ତ୍ତମାନ ସୁଦ୍ଧା ୪କୋଟି ୯୦ ଲକ୍ଷ ୩୧ ହଜାର ୪୫୨ ଡୋଜ ଟିକା ଦିଆଯାଇଛି । ପ୍ରାୟ ୬୦ ଲକ୍ଷ ଲୋକ ପ୍ରଥମ ଓ ଦ୍ୱିତୀୟ ଡୋଜ ନେବାର ବାକି ରହିଛି ।

ସ୍ୱାସ୍ଥ୍ୟକର୍ମୀଙ୍କୁ ଶତ ପ୍ରତିଶତ ପ୍ରଥମ ଡୋଜ ଦିଆଯାଇଥିବା ବେଳେ, ୯୨ ପ୍ରତିଶତ ଦ୍ୱିତୀୟ ଡୋଜ ନେଇଛନ୍ତି । ସେହିପରି ସମ୍ମୁଖ ଯୋଦ୍ଧାଙ୍କ ମଧ୍ୟରୁ ୮୪ ପ୍ରତିଶତ ପ୍ରଥମ ଓ ୮୫ ପ୍ରତିଶତ ଦ୍ୱିତୀୟ ଡୋଜ ନେଇଛନ୍ତି । ୧୮ ବର୍ଷରୁ ୪୪ ବର୍ଷ ବର୍ଗର ଲୋକେ ୮୪ ପ୍ରତିଶତ ପ୍ରଥମ ଡୋଜ ନେଇଥିବା ବେଳେ ୮୫ ପ୍ରତିଶତ ଦ୍ୱିତୀୟ ଡୋଜ ନେଇଛନ୍ତି । ଅନ୍ୟପଟେ ୪୫ ବର୍ଷରୁ ଅଧିକ ବୟସର ଲୋକେ ୯୨ ପ୍ରତିଶତ ପ୍ରଥମ ଡୋଜ ନେଇଥିବା ବେଳେ ୮୯ ପ୍ରତିଶତ ଦ୍ୱିତୀୟ ଡୋଜ ନେଇଛନ୍ତି । ବର୍ତ୍ତମାନ ସୁଦ୍ଧା ୪ ଲକ୍ଷ ୨୩ ହଜାର ୫୭୫ ଜଣ ଗର୍ଭବତୀଙ୍କୁ ଟିକା ଦିଆଯାଇଛି ।

ଅନ୍ୟପକ୍ଷରେ, ରାଜ୍ୟରେ ୨୪ ଘଣ୍ଟାରେ ୧୫୬ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷ ବୟସର ୨୦ ଜଣ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି। ସଂକ୍ରମିତଙ୍କ ମଧ୍ୟରୁ ୯୩ ଜଣ କ୍ଵାରେଣ୍ଟାଇନ୍ ସେଣ୍ଟରରୁ ଓ ୬୩ ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦୫୪୧୬୦ ଜଣ କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି।

ସାମ୍ୱାଦିକଙ୍କୁ ଦିଆଯିବ କରୋନା ଟିକାର ଦ୍ୱିତୀୟ ଡୋଜ୍
ଭୁବନେଶ୍ୱର: ରାଜଧାନୀରେ ଆରମ୍ଭ ହେବ ସାମ୍ୱାଦିକଙ୍କୁ ଟିକାକରଣ କାର୍ଯ୍ଯକ୍ରମର ଦ୍ୱିତୀୟ ପର୍ଯ୍ଯାୟ । ଭୁବନେଶ୍ୱର ମ୍ୟୁନସିପାଲଟି କର୍ପୋରେସନ୍ ପକ୍ଷରୁ ଆରମ୍ଭ ହେବାକୁ ଥିବା ଏହି କାର୍ଯ୍ଯକ୍ରମରେ ଅପରାହ୍ଣ ୩ ଘଣ୍ଟିକାରୁ ସନ୍ଧ୍ୟା ୬ ଘଣ୍ଟିକା ପର୍ଯ୍ଯନ୍ତ ରାଜ୍ୟ ସରକାରଙ୍କ ଗୋପବନ୍ଧୁ କାର୍ଯ୍ଯରତ ସାମ୍ବାଦିକ ସ୍ୱାସ୍ଥ୍ୟବୀମା କାର୍ଡ଼ଧାରୀ ସାମ୍ବାଦିକମାନେ ଏହି ଟିକାକରଣ କାର୍ଯ୍ଯକ୍ରମରେ ଟିକା ପାଇପାରିବେ ।

ବିଏମସି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଆଇଆରସି ଭିଲେଜ ନୟାପଲ୍ଲୀ ସ୍ଥିତ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଠାରେ ଏହି ୨ୟ ଡୋଜ ଟିକା ପ୍ରଦାନ କରାଯିବ। ଯେଉଁମାନେ ପୂର୍ବରୁ ଅନୁଷ୍ଠିତ ସ୍ୱତନ୍ତ୍ର ଟିକାକରଣ କାର୍ଯ୍ଯକ୍ରମରେ ପ୍ରଥମ ଡୋଜ ଟିକା ନେଇଛନ୍ତି ସେମାନଙ୍କୁ ଏହି ଠାରେ ୨ୟ ଡୋଜ ଟିକା ପ୍ରଦାନ କରାଯିବ। ଏହି କାର୍ଯ୍ଯକ୍ରମ ଆସନ୍ତା ସୋମବାର (୭ତାରିଖ) ଓ ମଙ୍ଗଳବାର(୮ତାରିଖ) ସକାଳ ୯ଟା ୩୦ମିନିଟ ଠାରୁ ଦିନ ଗୋଟାଏ ଓ ଅପରାହ୍ଣ ୩ଟାରୁ ୬ଟା ପର୍ୟ୍ୟନ୍ତ ଟିକାକରଣ ଚାଲୁ ରହିବ। ଏଣୁ ନିର୍ଦ୍ଧାରିତ ସ୍ଥାନ ଓ ସମୟରେ ଉପସ୍ଥିତ ରହି ଟିକା ନେବାକୁ ବିଏମ୍‌ସି ପକ୍ଷରୁ ଅନୁରୋଧ କରାଯାଇଛି । ଟିକା ନେବାକୁ ଥିବା ସାମ୍ବାଦିକମାନଙ୍କ ତାଲିକା ବିଏମସି ପକ୍ଷରୁ ଦିଆଯିବ। ଏଣୁ ସେହି ତାଲିକା ଅନୁସାରେ ସାମ୍ବାଦିକମାନେ ଉପସ୍ଥିତ ରହିବାକୁ ଅନୁରୋଧ।