LTR Aspiring Teacher - The Sakala

ଆଜି ସଂଧ୍ୟା ସୁଦ୍ଧା ଏଲଟିଆର ଆଶାୟୀ ଶିକ୍ଷକଙ୍କ ମେରିଟ ଲିଷ୍ଟ ପ୍ରକାଶ ନପାଇଲେ ଆନ୍ଦୋଳନକୁ ଓହ୍ଲାଇବ ବିଜେଡି
ଭୁବନେଶ୍ବର: ଆଜି ସଂଧ୍ୟା ସୁଦ୍ଧା ଏଲଟିଆର ଆଶାୟୀ ଶିକ୍ଷକଙ୍କ ମେରିଟ ଲିଷ୍ଟ ପ୍ରକାଶ ନପାଇଲେ ଆନ୍ଦୋଳନକୁ ଓହ୍ଲାଇବ ବିଜେଡି । ବିଧାନସଭା ଭିତରେ ଓ ବାହାରେ ଏଲଟିଆର ଆଶାୟୀ ଶିକ୍ଷକ ସଂଘ ସହ ମିଶି ଆନ୍ଦୋଳନ କରିବ ଦଳ । ଓଡ଼ିଶା ଷ୍ଟାଫ୍ ସିଲେକସନ କମିଶନ ଅଫିସ ଆଗରେ ଏଲଟିଆର ଆଶାୟୀ ଶିକ୍ଷକ ସଂଘର ଅହୋରାତ୍ର ଧାରଣା ଜାରି ରହିଛି। ଗତ ୯ ଦିନରୁ ସେମାନେ ଅଫିସ ଆଗ ରାସ୍ତାରେ ଧାରଣା ଦେଇଛନ୍ତି । ଏହା ପୂର୍ବରୁ ବି ୨୦୨୪ ଓ ୨୦୨୫ରେ ସେମାନେ ଧାରଣା ଦେଇଥିଲେ । ଓଡ଼ିଶା ଷ୍ଟାଫ୍ ସିଲେକସନ କମିଶନ ଏଯାଏଁ ଏଲଟିଆର ଶିକ୍ଷକଙ୍କ ମେରିଟ ଲିଷ୍ଟ ପ୍ରକାଶ କରୁନି । ଯେଉଁଥିପାଇଁ ଆନ୍ଦୋଳନ ତୀବତ୍ରର ହେବା ସହ ସରକାର ବିରୋଧୀ ନାରାବାଜି କରିଥିଲା ଏଲଟିଆର ଆଶାୟୀ ଶିକ୍ଷକ ସଂଘ ।

ଗତକାଲି ସେମାନଙ୍କ ସହ ଆଲୋଚନା କରିବାକୁ ବିଜୁ ଜନତା ଦଳର ଏକ ଟିମ୍ ଧାରଣା ସ୍ଥଳରେ ପହଞ୍ଚିଥିଲେ । କାହିଁକି ହାଇକୋର୍ଟଙ୍କ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରି ଏଲଟିଆର ଆଶାୟୀ ଶିକ୍ଷକଙ୍କ ମେରିଟ ଲିଷ୍ଟ ଓଡ଼ିଶା ଷ୍ଟାଫ୍ ସିଲେକସନ କମିଶନ ପ୍ରକାଶ କରୁନି ସେ ନେଇ ପ୍ରଶ୍ନ କରିଥିଲା ବିଜେଡି । ତେବେ ଗତକାଲି ମେରିଟ ଲିଷ୍ଟ ପ୍ରକାଶ କରିବାକୁ ଓଡ଼ିଶା ଷ୍ଟାଫ୍ ସିଲେକସନ କମିଶନ କର୍ତ୍ତୃପକ୍ଷଙ୍କୁ ୨୪ ଘଣ୍ଟାର ମହଲତ ଦେଇଥିଲା ବିଜେଡି ।