your emojis - The Sakala
ବର୍ତ୍ତମାନ ପ୍ରତ୍ୟେକ ଇଣ୍ଟରନେଟ୍ ବ୍ୟବହାରକାରୀ ହ୍ବାଟସ୍‌ଆପ୍ ସହିତ ପରିଚିତ। ଏହି ଆପ୍ଲିକେସନ୍‌ରେ ଅନେକଗୁଡ଼ିଏ ଷ୍ଟିକର୍‌ ଅଛି, ଯାହା ଆମେ ଆମ ବନ୍ଧୁମାନଙ୍କୁ ପଠାଇଥାଉ। କିନ୍ତୁ ଆପଣ ମଧ୍ୟ ଆପଣଙ୍କର ଷ୍ଟିକର ତିଆରି କରି ନିଜ ବନ୍ଧୁ ଓ ପ୍ରିୟଜନଙ୍କୁ ପଠାଇ ପାରିବେ। କିନ୍ତୁ ଏଥିରେ ଷ୍ଟିକର୍ ପଠାଇବା ପାଇଁ ଫଟୋ ଫର୍ମାଟ୍ ଜେପିଜି ପରିବର୍ତ୍ତେ ପିଏନ୍‌ଜି ହେବା ଉଚିତ୍।
ପ୍ରଥମ ସୋପାନ
ସର୍ବପ୍ରଥମେ ଆପଣ ସ୍ମାର୍ଟଫୋନରେ ୱେବ୍ ବ୍ରାଉଜର୍ ଖୋଲନ୍ତୁ।
ଦ୍ବିତୀୟ ସୋପାନ
ଏହା ପରେ ଆପଣଙ୍କୁ ସର୍ଚ୍ଚ ବାର୍‌ରେ https://jpg2png.Com ଟାଇପ୍ କରି ଏହି ସାଇଟକୁ ଖୋଲିବାକୁ ପଡିବ। ବର୍ତ୍ତମାନ ତଳକୁ ତଳ ସ୍କ୍ରୋଲ୍‌ କରନ୍ତୁ। ଏଥିରେ ଆପଣ ଅପଲୋଡ୍ ଫାଇଲ୍‌ର ବିକଳ୍ପ ଦେଖିପାରିବେ। ଏଥିରେ ଟ୍ୟାପ୍ କରନ୍ତୁ ଏବଂ ସେହି ଫଟୋକୁ ବାଛନ୍ତୁ ଯାହାକୁ ଆପଣ ହ୍ବାଟସ୍ ଆପ୍ ଷ୍ଟିକର୍ ଭାବରେ ବ୍ୟବହାର କରିବାକୁ ଚାହୁଁଛନ୍ତି।
ତୃତୀୟ ସୋପାନ
ଫଟୋ ଚୟନ କରିବା ପରେ କିଛି ସେକେଣ୍ଡରେ PNG ଫର୍ମାଟରେ ଏହା ଲୋଡ୍ ହେବ, ବର୍ତ୍ତମାନ ଆପଣଙ୍କୁ ଉକ୍ତ ଫଟୋକୁ ଡାଉନଲୋଡ୍ କରିବାକୁ ପଡ଼ିବ।
ଚତୁର୍ଥ ସୋପାନ
ଏହାପରେ ଆପଣଙ୍କୁ ଆପ୍‌ ଷ୍ଟୋର୍‌ରୁ ‘ପର୍ସନାଲ ଷ୍ଟିକର୍‌ ଫର୍‌ ହ୍ବାଟସ୍‌ଆପ୍‌’ ଆପ୍ଲିକେସନ୍‌କୁ ଲୋଡ୍‌ କରିବାକୁ ପଡ଼ିବ।
ପଞ୍ଚମ ସୋପାନ
ଏହି ଆପ୍ଲିକେସନ୍‌ ଖୋଲିବା ପରେ, ଆପଣ ଆପଣଙ୍କର ସମସ୍ତ PNG ଫଟୋ ଉପରେ ଦେଖିପାରିବେ। ବର୍ତ୍ତମାନ ଆପଣଙ୍କୁ ଏହା ଉପରେ ଟ୍ୟାପ୍ କରିବାକୁ ପଡିବ ଏବଂ ସେହି ଫଟୋ ହ୍ବାଟସ୍‌ଆପ୍ ଷ୍ଟିକରରେ ସେଭ୍‌ ହୋଇଯିବ। ବର୍ତ୍ତମାନ ଆପଣ ହ୍ବାଟସ୍‌ଆପ୍‌ ଖୋଲି ନିଜ ବନ୍ଧୁମାନଙ୍କୁ ଆପଣ ବନେଇଥିବା ଷ୍ଟିକରଗୁଡ଼ିକୁ‌ ପଠାଇପାରିବେ।