UP - The Sakala

ବିଚାରପତିଙ୍କ ଟେବୁଲ୍ ଉପରେ ମୃତ ଭ୍ରୂଣ ରଖିଲେ ବ୍ୟକ୍ତି: ମଧ୍ୟପ୍ରଦେଶ ହାଇକୋର୍ଟରେ ଚାଞ୍ଚଲ୍ୟ, ମାଗିଲେ ଇଚ୍ଛାମୃତ୍ୟୁ
ମଧ୍ୟପ୍ରଦେଶର ଜବଲପୁର ହାଇକୋର୍ଟ (Jabalpur High Court) ପରିସରରେ ଏକ ଅଭାବନୀୟ ତଥା ହୃଦୟବିଦାରକ ଘଟଣା ଦେଖିବାକୁ ମିଳିଛି। ନ୍ୟାୟ ଆଶାରେ ଜଣେ ବ୍ୟକ୍ତି ନିଜ ପତ୍ନୀଙ୍କ ଗର୍ଭପାତ ପରେ ମୃତ ଭ୍ରୂଣକୁ ଆଣି ସିଧାସଳଖ କୋର୍ଟ ରୁମ୍‌ରେ ପ୍ରବେଶ କରିଥିଲେ। ସେ ବିଚାରପତିଙ୍କ ଡାଇସ୍ ବା ଟେବୁଲ୍ ଉପରେ ସେହି ମୃତ ଭ୍ରୂଣକୁ ରଖି ନିଜ ପାଇଁ ନ୍ୟାୟ ଭିକ୍ଷା କରିଛନ୍ତି। କେବଳ ସେତିକି ନୁହେଁ, ଯଦି ତାଙ୍କୁ ନ୍ୟାୟ ନ ମିଳେ ତେବେ ତାଙ୍କୁ 'ଇଚ୍ଛାମୃତ୍ୟୁ' (Euthanasia) ପାଇଁ ଅନୁମତି ଦିଆଯାଉ ବୋଲି ସେ ଦାବି କରିଛନ୍ତି। ଏହି ଘଟଣା କୋର୍ଟରେ ଉପସ୍ଥିତ ଥିବା ବିଚାରପତି, ଓକିଲ ଏବଂ ସୁରକ୍ଷାକର୍ମୀଙ୍କୁ କିଛି ସମୟ ପାଇଁ ସ୍ତବ୍ଧ କରିଦେଇଥିଲା।

୨୦୦ କୋଟିର ଦୁର୍ନୀତି ଉନ୍ମୋଚନର ପରିଣାମ

ଏହି ବ୍ୟକ୍ତିଙ୍କ ନାମ ହେଉଛି ଦୟାଶଙ୍କର ପାଣ୍ଡେ (Dayashankar Pandey) ଏବଂ ସେ ରୀୱା (Rewa) ଜିଲ୍ଲାର ବାସିନ୍ଦା। ସେ ଜବଲପୁର ସ୍ଥିତ 'ଶୁଭ ମୋଟର୍ସ' ନାମକ ଏକ କମ୍ପାନୀରେ ଆକାଉଣ୍ଟାଣ୍ଟ ଭାବେ କାମ କରୁଥିଲେ। ଦୟାଶଙ୍କରଙ୍କ ଅଭିଯୋଗ ଅନୁଯାୟୀ, ଚାକିରି ସମୟରେ ସେ କମ୍ପାନୀରେ ପ୍ରାୟ ୨୦୦ କୋଟି ଟଙ୍କାର ଏକ ବଡ଼ ଆର୍ଥିକ ଦୁର୍ନୀତି ବିଷୟରେ ଜାଣିବାକୁ ପାଇଥିଲେ। ଯେତେବେଳେ ସେ ଏହି ଦୁର୍ନୀତି ବିରୋଧରେ ସ୍ୱର ଉତ୍ତୋଳନ କରିଥିଲେ, ତାଙ୍କୁ ଏବଂ ତାଙ୍କ ପରିବାରକୁ ଲଗାତାର ହତ୍ୟା ଧମକ ମିଳିବା ଆରମ୍ଭ ହୋଇଥିଲା।

ଆକ୍ରମଣରେ ପତ୍ନୀଙ୍କ ଗର୍ଭପାତ, ପ୍ରମାଣ ଧରି କୋର୍ଟରେ ପହଞ୍ଚିଲେ ସ୍ୱାମୀ

ଦୟାଶଙ୍କର ଦାବି କରିଛନ୍ତି ଯେ, ଗତ ଦୁଇ ବର୍ଷ ମଧ୍ୟରେ ତାଙ୍କ ଉପରେ ୪ ଥର ଜୀବନମରଣ ଆକ୍ରମଣ ହୋଇସାରିଛି। ଗୋଟିଏ ଆକ୍ରମଣ ସମୟରେ ତାଙ୍କ ଗର୍ଭବତୀ ପତ୍ନୀ ଗୁରୁତର ଆହତ ହୋଇଥିଲେ, ଯାହା ଫଳରେ ତାଙ୍କର ଗର୍ଭପାତ ହୋଇଯାଇଥିଲା। ସେହି ଆକ୍ରମଣ କାରଣରୁ ହିଁ ତାଙ୍କର ଅଜନ୍ମା ସନ୍ତାନର ମୃତ୍ୟୁ ଘଟିଛି ବୋଲି ସେ ଅଭିଯୋଗ କରିଛନ୍ତି। ଏହି ଅମାନବୀୟ ଘଟଣା ପରେ ପୋଲିସର ନିଷ୍କ୍ରିୟତା କାରଣରୁ ନିରାଶ ହୋଇ ଦୟାଶଙ୍କର ସେହି ମୃତ ଭ୍ରୂଣକୁ ପ୍ରମାଣ ସ୍ୱରୂପ ଧରି ହାଇକୋର୍ଟରେ ପହଞ୍ଚିଥିଲେ।

ନ୍ୟାୟ ନଚେତ୍ ଇଚ୍ଛାମୃତ୍ୟୁ

କୋର୍ଟରେ ଶୁଣାଣି ଚାଲିଥିବା ବେଳେ ସେ ବିଚାରପତିଙ୍କ ସାମ୍ନାରେ ଭ୍ରୂଣ ରଖି କହିଥିଲେ ଯେ, ଦୁର୍ନୀତି ବିରୋଧରେ ସତ କହିବାର ତାଙ୍କୁ ଏହି ଶାସ୍ତି ମିଳୁଛି। ବାରମ୍ବାର ପୋଲିସ ଏବଂ ପ୍ରଶାସନ ନିକଟରେ ସୁରକ୍ଷା ମାଗିବା ସତ୍ତ୍ୱେ ତାଙ୍କ କଥା କେହି ଶୁଣୁନାହାନ୍ତି। ଏପରିକି ଗତ ୧ ମାର୍ଚ୍ଚ ୨୦୨୬ ରେ ମଧ୍ୟ ତାଙ୍କ ଉପରେ ପୁଣି ଏକ ଆକ୍ରମଣ ହୋଇଥିଲା। ଜୀବନ ପ୍ରତି ସର୍ବଦା ବିପଦ ଥିବାରୁ ଏବଂ ପୋଲିସ ଉପରୁ ଭରସା ତୁଟିଯିବାରୁ ସେ ବାଧ୍ୟ ହୋଇ ନ୍ୟାୟାଳୟଙ୍କ ନିକଟରେ ସୁରକ୍ଷା ନଚେତ୍ ଇଚ୍ଛାମୃତ୍ୟୁର ଅନୁମତି ମାଗିଛନ୍ତି।

ବାୱରିଆ ଗ୍ୟାଙ୍ଗର କଳା ଚିଠା ଖୋଲିବ କମିଶନରେଟ ପୋଲିସ, ୭ ଦିନିଆ ରିମାଣ୍ଡରେ ଆଣିବାକୁ ସୋମବାର ହେବ ଆବେଦନ
ଭୁବନେଶ୍ୱର: ବାୱରିଆ ଗ୍ୟାଙ୍ଗର କଳା ଚିଠା ଖୋଲିବ କମିଶନରେଟ ପୋଲିସ। ୭ ଦିନିଆ ରିମାଣ୍ଡରେ ଆଣିବାକୁ ସୋମବାର ହେବ ଆବେଦନ। ରାଜ୍ୟ ବାହାରକୁ ଯିବା ପାଇଁ ୨ ଟି ଟିମ ଗଠନ। ୟୁପି ଓ ଦିଲ୍ଲୀରେ ଯାଞ୍ଚ କରିବ ସ୍ପେଶାଲ ଟିମ। ଗ୍ୟାଙ୍ଗର ଅପରାଧ ଇତିହାସ ଓ ସହଯୋଗୀଙ୍କ ସମ୍ପର୍କରେ ତଥ୍ୟ ନେବ ପୋଲିସ। ୟୁପିରୁ ଆସି ରାଜ୍ୟ ସାରା ଲୁଟି ପୁରୀରେ ଅୟସ କରୁଥିଲେ ଲୁଟେରା। ୪ ଜଣଙ୍କୁ ଗିରଫ କରିଥିଲା ସ୍ପେଶାଲ ସ୍କ୍ବାର୍ଡ। ସେମାନଙ୍କ ନାଁ ରେ ୨୮ଟି କେସ ଓଡ଼ିଶାରେ ରହିଛି। ଖୁବଶୀଘ୍ର ଜେଲରେ ଟିଆଇ ପରେଡ଼ କରିବ ପୋଲିସ। ୟୁପି ସାମଲି ଜିଲ୍ଲାର ସମସ୍ତ ଅଭିଯୁକ୍ତଙ୍କ ଘର।

ୟୁପିରେ ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବେ ଯୋଗୀ ଆଦିତ୍ୟନାଥ
ଲକ୍ଷ୍ନୌ: ଉତ୍ତରପ୍ରଦେଶର ମୋଟ ୪୦୩ଟି ବିଧାନସଭା ଆସନରୁ ଏପର୍ଯ୍ୟନ୍ତ ବିଜେପି ୨୭୦ଟି ଆସନ ପାର କରିସାରିଛି। ୩୭ ବର୍ଷ ପରେ ପ୍ରଥମ ଥର ପାଇଁ ବହୁମତ ସହ ଦ୍ୱିତୀୟ ଥର ସରକାର ଗଢ଼ିବାକୁ ଯାଉଛି ବିଜେପି । ୟୁପିରେ ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବେ ଯୋଗୀ ଆଦିତ୍ୟନାଥ । ୨୦୧୭ ପରେ ୨୦୨୨ରେ ଭାରତୀୟ ଜନତା ପାର୍ଟି ପୁଣି ଥରେ ପୂର୍ଣ୍ଣ ବହୁମତ ସହ ସରକାର ଗଢ଼ବାକୁ ଯାଉଛି ।ଏହା ପୂର୍ବରୁ ୩୭ ବର୍ଷ ପୂର୍ବେ କୌଣସି ରାଜନୈତିକ ଦଳ ଲଗାତର ଦ୍ୱିତୀୟ ଥର ପାଇଁ ସରକାର ଗଢ଼ିଥିଲେ । ୧୯୮୦ ଓ ୧୯୮୫ରେ ଏପରି ହୋଇଥିଲା ଯେତେବେଳେ କୌଣସି ସରକାର ପୂର୍ଣ୍ଣ ବହୁମତ ସହ ସରକାର ଗଢ଼ିଥିଲେ । ୧୯୮୦ରେ କଂଗ୍ରେସ ୩୦୯ ଆସନରେ ବିଜୟ ଲାଭ କରି ସରକାର ଗଢ଼ିଥିବାବେଳେ ୧୯୮୫ରେ ୨୬୯ ଆସନରେ ବିଜୟ ଲାଭ କରି ସରକାର ଗଢ଼ିଥିଲା ।

ସୂଚନା ଅନୁସାରେ ଆଜି ୫ ରାଜ୍ୟରେ ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଉଛି । ଯଦି ଉତ୍ତରପ୍ରଦେଶ କଥା କହିବା ତାହାଲେ ବର୍ତ୍ତମାନ ସୁଦ୍ଧା ଉତ୍ତରପ୍ରଦେଶ ୪୦୩ ଆସନର ପ୍ରାରମ୍ଭିକ ଟ୍ରେଣ୍ଡ ସାମ୍ନାକୁ ଆସିଛି । ଏହି ୪୦୩ ଆସନରେ ଆସିଥିବା ପ୍ରାରମ୍ଭିକ ଟ୍ରେଣ୍ଡ ପ୍ରଚଣ୍ଡ ବିଜୟ ହାସଲ କରୁଛି ଭାରତୀୟ ଜନତା ପାର୍ଟି । ୪୦୩ ଆସନରୁ ୨୭୩ ଆସନରେ ଆଗରେ ରହିଛି ବିଜେପି । ସେହପରି ୧୨୧ଟି ଆସନରେ ସମାଜବାଦୀ ପାର୍ଟି, ୩ଟି ଆସନରେ ବିଏସପି, ୩ଟି ଆସନରେ କଂଗ୍ରେସ ଓ ଗୋଟିଏ ଆସନରେ ଅନ୍ୟାନ ଦଳ ଆଗରେ ରହିଛି ।

ଦୁଇରୁ ଅଧିକ ସନ୍ତାନ ଥିଲେ ମିଳିବନି ସରକାରୀ ଚାକିରି- ୟୁପି ସରକାର
ଉତ୍ତର ପ୍ରଦେଶରେ ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ରାଜ୍ୟ ଆଇନ କମିଶନ ଜନସଂଖ୍ୟା ନିୟନ୍ତ୍ରଣ ବିଲ୍-୨୦୨୧ ଚିଠା ପ୍ରସ୍ତୁତ କରିଛନ୍ତି। ଖୁବ ଶୀଘ୍ର କମିଶନ ଏହାକୁ ରାଜ୍ୟ ସରକାରଙ୍କୁ ପ୍ରଦାନ କରିବେ। ଏହି ଚିଠା ପ୍ରସ୍ତାବ ଅନୁଯାୟୀ, ଦୁଇରୁ ଅଧିକ ପିଲା ଥିବା ବ୍ୟକ୍ତି ସରକାରୀ ଯୋଜନାର ଲାଭ ପାଇପାରିବେ ନାହିଁ। ସରକାରୀ ଚାରିରିଆଙ୍କର ଦୁଇରୁ ଊର୍ଦ୍ଧ୍ୱ ସନ୍ତାନ ରହିଥିଲେ ପଦୋନ୍ନତି ମିଳିବନି କି ନିର୍ବାଚନ ଲଢ଼ିବାକୁ ସୁଯୋଜ ଦିଆଯିବନି। ଜୁଲାଇ ୧୯ ସୁଦ୍ଧା କମିଶନ ଏନେଇ ଜନସାଧାରଣଙ୍କ ମତାମତ ଲୋଡିଛନ୍ତି।

ୟୁପି ସରକାରଙ୍କ ଏହି ବିଲ୍ ର ଲକ୍ଷ୍ୟ ହେଉଛି ରାଜ୍ୟରେ ଦୁଇ ସନ୍ତାନ ନୀତି ଲାଗୁ କରିବା । ଚିଠା ପ୍ରସ୍ତାବରେ କୁହାଯାଇଛି ଯେ ଦୁଇରୁ ଅଧିକ ପିଲା ଥିବା ବ୍ୟକ୍ତିଙ୍କ ରାସନ କାର୍ଡ ଚାରିଜଣ ସଦସ୍ୟଙ୍କ ମଧ୍ୟରେ ସୀମିତ ରହିବ ଏବଂ ସେ କୌଣସି ପ୍ରକାରର ସରକାରୀ ସବସିଡି ପାଇବାକୁ ଯୋଗ୍ୟ ବିବେଚିତ ହେବେ ନାହିଁ। ଏହି ଆଇନ କାର୍ଯ୍ୟକାରୀ ହେବାର ଏକ ବର୍ଷ ମଧ୍ୟରେ, ସ୍ଥାନୀୟ ସରକାରୀ ନିର୍ବାଚନରେ ​​ମନୋନୀତ ହୋଇଥିବା ସମସ୍ତ ସରକାରୀ କର୍ମଚାରୀ ଏବଂ ଜନ ପ୍ରତିନିଧୀ ସେମାନେ ଏହି ନିୟମ ଉଲ୍ଲଂଘନ କରିବେ ନାହିଁ ବୋଲି ଏକ ସଂକଳ୍ପପତ୍ର ଦେବେ । ଯଦି ସେମାନେ ସଂକଳ୍ପପତ୍ର ଦେବା ପରେ ତୃତୀୟ ସନ୍ତାନକୁ ଜନ୍ମ ଦିଅନ୍ତି, ତେବେ ସେମାନଙ୍କ ପଦୋନ୍ନତି ବନ୍ଦ କରାଯିବ ।

ଯୋଗୀ ସରକାର ଆସନ୍ତା ୧୧ ତାରିଖରେ ନୂଆ ଜନସଂଖ୍ୟା ନୀତି ଜାରି କରିବାକୁ ଯାଉଛନ୍ତି। ଚିଠା ପ୍ରସ୍ତାବ ଗ୍ରହଣ କରିଥିବା ରାଜ୍ୟ ବିଧି ଆୟୋଗ ପକ୍ଷରୁ କୁହାଯାଇଛି ଯେ, ଜନସଂଖ୍ୟା ବିଧେୟକ-୨୦୨୧ ଡ୍ରାଫ୍ଟ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ନିର୍ଦ୍ଦେଶ ଜାରି କରାଯାଇନାହିଁ। ଆୟୋଗ ନିଜ ପ୍ରୟାସରେ ଏହି ବିଧେୟକ ପ୍ରସ୍ତୁତ କରିଛନ୍ତି। ୨ ସନ୍ତାନ ଥିବା ସରକାରୀ କର୍ମଚାରୀଙ୍କୁ ଆଡିସନାଲ ଇନକ୍ରିମେଣ୍ଟ ଦିଆଯିବା ସହ ଘର ବା ଜାଗା କିଣାରେ ରିହାତି ମିଳିବ।

ଏହାସହ ଇପିଏଫ୍ ୩ପ୍ରତିଶତ ବୃଦ୍ଧି କରାଯିବ। ଏହାଛଡ଼ା ଗୋଟିଏ ସନ୍ତାନ କରୁଥିବା ଦମ୍ପତିଙ୍କୁ ସ୍ବତନ୍ତ୍ର ସୁବିଧା ଦେବାକୁ ଯୋଗୀ ସରକାର ନିଷ୍ପତ୍ତି ନେଇଛନ୍ତି। ମାଗଣା ଚିକିତ୍ସା ସୁବିଧା ସହ ୨୦ବର୍ଷ ପର୍ଯ୍ୟନ୍ତ ବୀମା, ସିଙ୍ଗଲ ଚାଇଲ୍ଡଙ୍କୁ ସ୍କୁଲରେ ଆଡମିସନ ପାଇଁ ପ୍ରାଥମିକତା ଦିଆଯିବ।

ଯୋଗୀଙ୍କ ଉପରେ ମୋଦୀ-ଶାହା ଖପ୍ପା : ଜନ୍ମଦିନରେ ଜଣାଇଲେନି ଅଭିନନ୍ଦନ
ନୂଆଦିଲ୍ଲୀ : ଉତ୍ତରପ୍ରଦେଶ (ୟୁପି) ଆସନ୍ତା ବର୍ଷ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏହା ପୂର୍ବରୁ ୟୁପି ବିଜେପିରେ ସବୁ କିଛି ଠିକ ନଥିବା ସୂଚନା ମିଳିଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ କିଛି ନେତାଙ୍କ ଭଲ ପଡୁନଥିବା କୁହାଯାଉଛି। ଏହାକୁ ନେଇ ଯୋଗୀଙ୍କ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଖପ୍ପା ଥିବା ଆଶଙ୍କା କରାଯାଉଛି। ସାଧାରଣତଃ ପ୍ରଧାନମନ୍ତ୍ରୀ ମୋଦୀ, ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ସୋସିଆଲ ମିଡିଆରେ ସକ୍ରିୟ ରହିଥାନ୍ତି। ଏହା ମଧ୍ୟରେ ଶନିବାର ଯୋଗୀ ୪୯ ତମ ଜନ୍ମ ଦିବସ ମଧ୍ୟ ପାଳନ କରିଛନ୍ତି ।

ତେବେ ପ୍ରଧାନମନ୍ତ୍ରୀ ଏବଂ ସ୍ବରାଷ୍ଟ୍ରମନ୍ତ୍ରୀ ଯୋଗୀଙ୍କୁ ଅଭିନନ୍ଦନ ଜଣାଇ ନାହାନ୍ତି। ଏହାକୁ ନେଇ ଯୋଗୀଙ୍କ ଉପରେ ମୋଦୀ, ଶାହା ଅସନ୍ତୁଷ୍ଟ ଥିବା କୁହାଯାଉଛି। ଏହା ପୂର୍ବରୁ କରୋନା ସଙ୍କଟ ମଧ୍ୟରେ ମୋଦୀ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତିରଥ ସିଂହ ରାୱତଙ୍କୁ ଟ୍ଵିଟ କରି ଅଭିବାଦନ ଜଣାଇଥିଲେ | ତେବେ ମୋଦୀ-ଶାହାଙ୍କୁ ଛାଡି ଅନେକ ମନ୍ତ୍ରୀ ଏବଂ ବିଜେପି ନେତା ଯୋଗୀଙ୍କୁ ଶୁଭେଚ୍ଛା ଜଣାଇଥିଲେ। ସେମାନଙ୍କ ମଧ୍ୟରେ ଦେବେନ୍ଦ୍ର ଫଡନାଭିସ, ଡ. ରମଣ ସିଂହ ପ୍ରମୁଖ ସାମିଲ ଥିଲେ । ବିଜେପି ସୂତ୍ର ଅନୁଯାୟୀ ପ୍ରଧାନମନ୍ତ୍ରୀ କରୋନାର ଦ୍ବିତୀୟ ଲହର ସମୟରେ ଶୁଭେଚ୍ଛା ଭଳି କୌଣସି ପୋଷ୍ଟ କରିନାହାନ୍ତି।

ଏଥିରେ ଦଳର ବରିଷ୍ଠ ନେତା ସମେତ ବିରୋଧୀ ଦଳ ନେତା ମଧ୍ୟ ସାମିଲ ଅଛନ୍ତି। ତେବେ ସମାଜବାଦୀ ପାର୍ଟି (ଏସପି) ର ମୁଖପାତ୍ର ଆଇପି ସିଂହ ଏହି ଦାବିକୁ ମିଛ ବୋଲି କହିଛନ୍ତି । ସେ ମୋଦୀଙ୍କ ଏକ ପୋଷ୍ଟ ସେୟାର କରିଛନ୍ତି । ଏଥିରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଥିବା ଦେଖିବାକୁ ମିଳିଛି । ଆସନ୍ତା ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନ ଏବଂ ୨୦୨୪ ଲୋକସଭା ନିର୍ବାଚନକୁ ଦେଖ୍ ଉତ୍ତରପ୍ରଦେଶ ସରକାରରେ ବଡ ଧରଣର ପରିବର୍ତ୍ତନ ହେବ ବୋଲି କୁହାଯାଉଛି । କିନ୍ତୁ ବିଜେପି ଯୋଗୀଙ୍କୁ ମୁଖ୍ୟ ଚେହେରା କରିବନି ବୋଲି ଆକଳନ କରାଯାଉଥିଲା। ଏହା ସହିତ ଯୋଗୀ ମଧ୍ୟ ମୁଖ୍ୟମନ୍ତ୍ରୀ ପଦରୁ ହଟିପାରନ୍ତି। କିନ୍ତୁ ବିଜେପିର ରାଷ୍ଟ୍ରୀୟ ମହାମନ୍ତ୍ରୀ (ସଂଗଠନ) ବିଏଲ ସନ୍ତୋଷ ଏହାକୁ ଗୁଜବ ବୋଲି କହିଛନ୍ତି ।

ବାହାଘର ପୂର୍ବରୁ କନ୍ଯା ପ୍ରେମିକଙ୍କ ସହ ଫେରାର, ଶାଳୀଙ୍କୁ ବିବାହ କରିବ ବର
ଉତ୍ତରପ୍ରଦେଶ: ମାଉ ଜିଲ୍ଲା ମହମ୍ମଦାବାଦ ଗୋହନା କୋଟୱାଲୀ ଅଞ୍ଚଳର ଏକ ଗାଁରେ ଅଭାବନୀୟ ଘଟଣା ଘଟିଛି। ବାହାଘରର ୩ଦିନ ପୂର୍ବରୁ ପ୍ରମିକ ସହିତ ଫେରାର ହୋଇଯାଇଛନ୍ତି ପ୍ରେମିକା। ଏ ନେଇ କନ୍ଯାଘର ପକ୍ଷରୁ କୋଟୱାଲୀରେ ପ୍ରେମିକଙ୍କ ବିରୋଧରେ ଅଭିଯୋଗ କରାଯାଇଛି। ଉଭୟ  ପ୍ରେମିକ ଓ ପ୍ରେମିକା  କୋର୍ଟରେ ବିବାହ କରିବା ପରେ ଘରକୁ ଫେରିଥିବା ଜଣାପଡ଼ିଛି। ଏ ବିଷୟରେ ବରଘର ଲୋକେ ଜାଣିବା ପରେ ବିବାହ ଠିକ ହୋଇଥିବା କନ୍ଯାର ସାନ ଭାଉଣୀଙ୍କୁ ବିବାହ କରିବାକୁ ରାଜି ହୋଇଛନ୍ତି। ବରଘର ପକ୍ଷରୁ କନ୍ଯାଙ୍କ ସାନଭଉଣୀଙ୍କ ପ୍ରସ୍ତାବ ଉପରେ ରଜା ହେଉଥିବାରୁ ଏହି ଉଦାରତା ସମଗ୍ର ଅଞ୍ଚଳରେ ଆଲୋଚନାର ବିଷୋୟ ପାଲଟିଛି।

କୋଟୱାଲୀ ଅଞ୍ଚଳର ଏକ ଗାଁରେ ରହୁଥିବା ଜଣେ ଯୁବକ ଦୀର୍ଘ ଦିନ ଧରି ସେହି ଗ୍ରାମର ଉକ୍ତ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ରଖିଥିଲେ। ପରିବାରଲୋକେ ଯୁବତୀଙ୍କ  ବିବାହକୁ ଅନ୍ୟତ୍ର ସ୍ଥିର କରିଥିଲେ। ଏହି ସମୟରେ ସମସ୍ତ ରୀତିନୀତି ସମାପ୍ତ ହୋଇଥିଲା। ଜୁନ୍ ୬ରେ, ବରଘର ପକ୍ଷରୁ  ଯୁବତୀଙ୍କ ଘରକୁ ଆସିବାରଥିଲା। ପରିବାର ସଦସ୍ୟମାନେ ବରଯାତ୍ରୀ ପାଇଁ ପ୍ରସ୍ତୁତ ହେଉଥିଲେ। ଏହି ସମୟରେ ବୁଧବାର ବିଳମ୍ବିତ ରାତିରେ ଯୁୃବତୀ ଜଣଙ୍କ ନିଜ ପ୍ରେମିକ ସହିତ ଘରୁ ପଳାଇଥିଲେ।

ଯୁବତୀଙ୍କ ପରିବାର ପକ୍ଷରୁ ଏହି ଘଟଣା ସମ୍ପର୍କରେ କୋଟୱାଲୀଥାନରେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ପୁଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଏହି ସମୟରେ ଗୁରୁବାର ଦିନ ପ୍ରେମୀ ଯୁଗଳ କୋର୍ଟରେ ବିବାହ କରିଥିଲେ। ଯେତେବେଳେ ଯୁବତୀଙ୍କ ଘର ଲୋକ ଜଣିଲେ ସେମାନେ ପୁଅ ପକ୍ଷଙ୍କୁ ଜଣାଇଥିଲେ। ଏହା ପରେ ବର ପକ୍ଷ ତାଙ୍କ ପ୍ରେମିକ ସହିତ ଯାଇଥିବା ଝିଅର ସାନ ଭଉଣୀକୁ ବିବାହ କରିବାର ପ୍ରସ୍ତାବ ଗ୍ରହଣ କରିଛନ୍ତି।

ସିଲିଣ୍ଡର ଫାଟି ଭୁଶୁଡିଲା ୨ ମହଲା କୋଠା; ୭ ମୃତ ଓ ୭ ଆହତ
ଉତ୍ତରପ୍ରଦେ: ଉତ୍ତରପ୍ରଦେଶ ଗୋଣ୍ଡାରେ ବୁଧବାର ଅଭାବନୀୟ ଘଟଣା ଘଟିଛି। ସିଲିଣ୍ଡର ବିସ୍ଫୋରଣ ଘଟି ଦୁଇ ମହଲା ବିଶିଷ୍ଟ କୋଠା ଭୁଶୁଡି ୭ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୭ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୨ପୁରୁଷ, ୨ ମହିଳା ଓ ୩ଜଣ ଶିଶୁ ରହିଛନ୍ତି। ଘଟଣାରେ ପ୍ରାୟ ୧୪ ଜଣ ମାଟି ତଳେ ଫସିରହିଥିଲେ । ତେବେ ସେମାନଙ୍କୁ ସ୍ଥାନୀୟଲୋକେ ଉଦ୍ଧାର କରିଥିବା ଜଣାପଡ଼ିଛି। ଭଙ୍ଗା କୋଠା ତଳେ ଆହୁରି ବି କିଛି ଜଣ ଫସିରହିଥିବା ସନ୍ଦେହ କରାଯାଉଛି। ଖବର ପାଇ ପୁଲିସ ଘଟଣା ସ୍ଥଳରେ ଉଦ୍ଧାର କାର୍ଯ୍ଯ ଜାରି ରଖିଛି।

Gonda: Two adjacent houses collapsed after a cylinder blast at Tikri village in Wazir Ganj area last night.

“14 people have been rescue, 7 of them have been declared dead and 7 others are undergoing treatment at a hospital,” said SP Santosh Kumar Mishra. pic.twitter.com/V6wGRwzilx

— ANI UP (@ANINewsUP) June 2, 2021

ସୂଚନା ଅନୁଯାୟୀ, ୱାଜିରଗଞ୍ଜ ପୁଲିସ ଷ୍ଟେସନ ଅଧୀନରେ ଥିବା ଟିକ୍ରିପୁର ଗାଁରେ ଘଟିଛି ଏହି ଅଘଟଣ। ଯେଉଁଠାରେ ଏକ ଘରେ ହଠାତ୍ ବିସ୍ଫୋରଣ ହୋଇଥିଲା । ସିଲିଣ୍ଡର ବିସ୍ଫୋରଣ ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା ପୁଲିସ ଅନୁମାନ କରୁଛି । ସର୍ଚ୍ଚ ଅପରେସନ ଜାରି ରଖିଛି ପୁଲିସ। ଆଗକୁ ମୃତ୍ୟୁ ସଂଖ୍ୟା ବଢ଼ିପାରେ ବୋଲି ସୂଚନା ଦେଇଛି ପୁଲିସ୍। ତେବେ ପ୍ରାଥମିକ ତଦନ୍ତରୁ ଏହା ସିଲିଣ୍ଡର ବିସ୍ଫୋରଣ ବୋଲି ପୁଲିସ ଅନୁମାନ କରୁଛି।