monsoon continues - The Sakala

କାଳବୈଶାଖୀ ବର୍ଷା ଜାରି , ତାତିରୁ ସାମାନ୍ୟ ତ୍ରାହି
ଭୁବନେଶ୍ୱର : ରାଜ୍ୟରେ ଅନେକ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ଜାରି ରହିଛ। ଗତ ୩୬ ଘଣ୍ଟାରେ କାଳବୈଶାଖୀ ପ୍ରଭାବରେ କୋରାପୁଟରେ ୭୪, ସୋନପୁରରେ ୫୯ ଓ ଦାରିଙ୍ଗବାଡିରେ ୩୮ ମିଲିମିଟର ବର୍ଷା ହୋଇଛି। ଅନେକ ସ୍ଥାନରେ ପବନ ଯୋଗୁ ଗଛ ମଧ୍ୟ ଭାଙ୍ଗିପଡ଼ିଥିବା ନଜରକୁ ଆସିଛି। ବୁଧବାର ମଧ୍ୟ ଅନେକ ସ୍ଥାନରେ ଏହି କାଳବୈଶାଖୀ ଜନିତ ବର୍ଷା ଆଶଙ୍କା କରାଯାଇଛି। ଗଞ୍ଜାମ, କୋରାପୁଟ ଓ କନ୍ଧମାଳ ଜିଲ୍ଲାରେ ପ୍ରବଳ ବର୍ଷାର ଆଶଙ୍କା ରହିଛି।

ସେହିପରି ସୋନପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗିର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡା, କୋରାପୁଟ, ମାଲକାନଗିରି, ଗଜପତି, ଗଞ୍ଜାମ, ସୁନ୍ଦରଗଡ, କେନ୍ଦୁଝର, ମୟୂରଭଞ୍ଜ, ନୟାଗଡ ଓ ଖୋର୍ଦ୍ଧା ଜିଲ୍ଲାରେ ବର୍ଷା ସାଙ୍ଗକୁ ବିଜୁଳି ଘଡଘଡି ହେବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ଜିଲ୍ଲାଗୁଡିକ ପାଇଁ ୟେଲୋ ଆଲର୍ଟ ଜାରିି କରାଯାଇଛି। କାଳବୈଶାଖୀ ଯୋଗୁ କିଛି ସ୍ଥାନରେ ତାପମାତ୍ରା ସାମାନ୍ୟ ହ୍ରାସ ପାଇଛି। ଗତ ୨୪ ଘଣ୍ଟାରେ ଟିଟଲାଗଡରେ ରାଜ୍ୟର ସର୍ବାଧିକ ତାପମାତ୍ରା ୪୦.୬ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି।