Love Triangle - The Sakala

ତ୍ରିକୋଣୀୟ ପ୍ରେମକୁ ନେଇ ରାସ୍ତା ମଝିରେ ହାଟନାଟ; ପୁଅର ମୁହଁକୁ ଝିଅ ଛେପ ପକାଇବା ପରେ ସାଙ୍ଘାତିକ ଝଗଡା
ସମ୍ବଲପୁର: ତ୍ରିକୋଣୀୟ ପ୍ରେମକୁ ନେଇ ରାସ୍ତା ମଝିରେ ତୁମୁଳକାଣ୍ଡ । ମୁହାଁମୁହିଁ ହୋଇଗଲେ ବୟଫ୍ରେଣ୍ଡ ସହ ଦୁଇ ପ୍ରେମିକା । ଦ୍ଵିତୀୟ ପ୍ରେମିକାଙ୍କୁ ନେଇ ପୁରୁଷ ବନ୍ଧୁ ଯାଉଥିବା ସମୟରେ ଭେଟ ହୋଇଗଲା ପ୍ରଥମ ପ୍ରେମିକା । ଆଉ ତା' ପରେ ରାସ୍ତା ମଝିରେ ଆରମ୍ଭ ହୋଇଗଲା ହାଇଭୋଲଟେଜ୍ ଡ୍ରାମା । କଥା କଟାକଟିରୁ ଆରମ୍ଭ ହୋଇଥିବା ଝଗଡ଼ା ଚୁଟି ଝିଙ୍କାଝିଙ୍କିରେ ଶେଷ ହୋଇଥିଲା । ଏପରି ଏକ ରୋଚକ ଖବର ଦେଖିବାକୁ ମିଳିଛି ସମ୍ବଲପୁର ଫାଟକ ଓଭର୍ ବ୍ରିଜ୍ ଉପରେ ।

ସୂଚନା ଅନୁସାରେ, ଗତକାଲି ସମ୍ବଲପୁର ଫାଟକ ଓଭରବ୍ରିଜରେ ପ୍ରେମିକ ଜଣକ ତାଙ୍କର ଦ୍ଵିତୀୟ ବାନ୍ଧବୀ ସହ ଯାଉଥିଲେ । ହେଲେ ରାସ୍ତା ମଝିରେ ଭେଟ ହୋଇଗଲେ ପ୍ରଥମ ପ୍ରେମିକା । ଆଉ ତାପରେ ଉଭୟଙ୍କ ମଧ୍ୟରେ ହୋଇଥିଲା କଥା କଟାକଟି । ଯାହାକି ଧୀରେଧୀରେ ଉଗ୍ର ରୂପ ନେଇଥିଲା । ପୁଅର ମୁହଁକୁ ଝିଅ ଛେପ ପକାଇବା ପରେ ଆରମ୍ଭ ହୋଇଥିବା ବାଡ଼ିଆପିଟା । ପୁଅ-ଝିଅ ଉଭୟେ ଚୁଟି ଝିଙ୍କାଝିଙ୍କି କରିଥିଲେ । ଉଭୟେ ଉଭୟଙ୍କୁ ଚାପୁଡ଼ା ପରେ ଚାପୁଡ଼ି ମାରିଚାଲିଥିଲେ । ଅସଭ୍ୟ ଭାଷାରେ ଗାଳିଗୁଲଜ କରୁଥିଲେ । ଯାହାର ଭିଡିଓ ଏବେ ଭାଇରାଲ୍ ହେବାରେ ଲାଗିଛି । ସମସ୍ତ ଦୃଶ୍ୟକୁ ଅନ୍ୟ ଜଣେ ପଥଚାରୀ ରେକର୍ଡ କରୁଥିବା ଜଣାପଡ଼ିଛି । ଏହି ଭିଡିଓ ଭାଇରାଲ୍ ହେବା ପରେ ସହରରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ତେବେ ଘଟଣାସ୍ଥଳରେ ପୁଲିସ୍ ପହଞ୍ଚିବା ପୂର୍ବରୁ ସମସ୍ତେ ଫେରାର ମାରିଥିଲେ ।

ରାଜଧାନୀରେ 'ଲଭ୍-ମର୍ଡର-ଆକ୍ସିଡେଣ୍ଟ' ମାମଲାରେ ନୂଆ ଟ୍ୱିଷ୍ଟ: ତ୍ରିକୋଣୀୟ ପ୍ରେମରୁ ଘଟିଥିଲା ଜଘନ୍ୟ ହତ୍ୟାକାଣ୍ଡ, ସାମ୍ନାକୁ ଆସିଲା ସିସିଟିଭି ଫୁଟେଜ
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଚାଞ୍ଚଲ୍ୟ ଖେଳାଇ ଦେଇଥିବା 'ଲଭ୍-ମର୍ଡର-ଆକ୍ସିଡେଣ୍ଟ' ମାମଲାରେ ଏକ ବଡ଼ ଧରଣର ଟ୍ୱିଷ୍ଟ ସାମ୍ନାକୁ ଆସିଛି। ଘଟଣାର ମୁଖ୍ୟ ସାକ୍ଷୀ ତଥା ମୃତକଙ୍କ ପ୍ରେମିକା ଶେଷରେ ସତ ମାନିଛନ୍ତି। ପୋଲିସ ଆଗରେ ସେ ସ୍ୱୀକାର କରିଛନ୍ତି ଯେ, ତାଙ୍କ ରୁମ୍‌ରେ ହିଁ ସତ୍ୟବ୍ରତ ପ୍ରଧାନଙ୍କୁ ହତ୍ୟା କରାଯାଇଥିଲା। ଏହି ଘଟଣା ସହ ଜଡିତ ସିସିଟିଭି ଫୁଟେଜ୍ ଏବଂ ଏକ ଅଡିଓ କଲ୍ ରେକର୍ଡିଂ ମଧ୍ୟ ଏବେ ସାମ୍ନାକୁ ଆସିଛି, ଯାହା ପୋଲିସ ତଦନ୍ତକୁ ଏକ ନୂଆ ମୋଡ଼ ଦେଇଛି।

ରାଜଧାନୀରେ ତ୍ରିକୋଣୀୟ ପ୍ରେମରୁ ଘଟିଥିବା ଜଘନ୍ୟ ହତ୍ୟାକାଣ୍ଡରେ ସାମ୍ନାକୁ ଆସିଛି ନୂଆ ଚିତ୍ର । ଦୁଇଟି ଭିଡ଼ିଓ ସୋସିଆଲ୍ ମିଡିଆରେ ଭାଇରାଲ ହେଉଛି । ଯେଉଁଥିରେ ଆକ୍ରମଣ ସମୟରେ ସତ୍ୟବ୍ରତ କିପରି ଜୀବନ ବିକଳରେ ଦୌଡୁଛନ୍ତି । ତାର ପୁରା ଚିତ୍ର ସିସିଟିଭିରେ କଏଦ ହୋଇଛି । ଆଉ ଏକ ଭିଡ଼ିଓରେ ଜଣେ ପୁଅ ଓ ଝିଅ ଚାଲି ଚାଲି ଯାଉଥିବାର ଦେଖିବାକୁ ମିଳିଛି । ମିଳିଥିବା ତଥ୍ୟ ଅନୁସାରେ ପୁଅ ଜଣଙ୍କ ଦିନେଶ ଏବଂ ଝିଅଟି ଲିଜା ବୋଲି ଅନୁମାନ କରାଯାଉଛି। ହେଲେ ବର୍ତ୍ତମାନ ଯାଏଁ କୌଣସି ସ୍ପଷ୍ଟ ସୂଚନା ମିଳିଛି।

ମିଳିଥିବା ସୂଚନା ଅନୁଯାୟୀ, ମୃତ ଟ୍ୟାକ୍ସି ଡ୍ରାଇଭର ସତ୍ୟବ୍ରତ ପ୍ରଧାନ ବ୍ରହ୍ମଗିରିର ହସିନପୁର ଅଞ୍ଚଳର ବାସିନ୍ଦା ଥିଲେ। ସୋସିଆଲ ମିଡିଆ ଜରିଆରେ ନୀଳାଦ୍ରିବିହାର ଅଞ୍ଚଳରେ ରହୁଥିବା ଜଣେ ଯୁବତୀଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଗଢି ଉଠିଥିଲା। 'ପ୍ରପୋଜ ଡେ' ଅବସରରେ ସତ୍ୟବ୍ରତ ନିଜ ପ୍ରେମିକାଙ୍କୁ ଚକୋଲେଟ୍ ଦେବା ପାଇଁ ତାଙ୍କ ନୀଳାଦ୍ରିବିହାର ସ୍ଥିତ ଭଡ଼ା ଘରକୁ ଯାଇଥିଲେ। ଉଭୟ ଏକାଠି ସମୟ ବିତାଉଥିବା ବେଳେ ହଠାତ୍ ଯୁବତୀଙ୍କ ଅନ୍ୟ ଜଣେ ପ୍ରେମିକ ଦିନେଶ ସେଠାରେ ପହଞ୍ଚି ଯାଇଥିଲେ।

ଦିନେଶ ଘର ଭିତରକୁ ଏଣ୍ଟ୍ରି କରିବା ପରେ ସତ୍ୟବ୍ରତଙ୍କୁ ଦେଖି ଉତକ୍ଷିପ୍ତ ହୋଇ ଉଠିଥିଲେ। ରାଗରେ ସେ ସେଠାରେ ପଡ଼ିଥିବା ଏକ ପନିକିରେ ସତ୍ୟବ୍ରତଙ୍କୁ ଆକ୍ରମଣ କରିଥିଲେ। ରକ୍ତ ଜୁଡୁବୁଡୁ ଅବସ୍ଥାରେ ସତ୍ୟବ୍ରତ ଜୀବନ ବଞ୍ଚାଇବା ପାଇଁ ଦୌଡ଼ି ପଳାଇବାକୁ ଚେଷ୍ଟା କରିଥିଲେ, କିନ୍ତୁ ଗୁରୁତର ଆଘାତ କାରଣରୁ ନୀଳାଦ୍ରିବିହାର ଛକ ନିକଟରେ ତାଙ୍କର ମୃତ୍ୟୁ ଘଟିଥିଲା। ପ୍ରେମିକା ନିଜେ ଏହି ସମସ୍ତ ଘଟଣା ବର୍ଣ୍ଣନା କରିଥିବା ଏକ ଅଡିଓ କଲ୍ ଏବେ ଭାଇରାଲ ହେବାରେ ଲାଗିଛି।

ଚନ୍ଦ୍ରଶେଖରପୁର ଥାନା ପୋଲିସ ବର୍ତ୍ତମାନ ଘଟଣାର ତଦନ୍ତ ଜାରି ରଖିଛି। ମୁଖ୍ୟ ଅଭିଯୁକ୍ତ ଦିନେଶକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଉଛି। ଅନ୍ୟପଟେ, ଶିଶୁଭବନ ଛକରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା କାର୍ ସହ ଏହି ହତ୍ୟାକାଣ୍ଡର ଲିଙ୍କ୍ ଥିବା ସନ୍ଦେହ କରାଯାଉଛି। କାର୍ ମାଲିକାଣୀଙ୍କୁ ମଧ୍ୟ ପୋଲିସ ଜେରା କରୁଛି ଯେ, ହତ୍ୟା ପରେ ଅଭିଯୁକ୍ତ ଖସି ପଳାଇବା ପାଇଁ ଏହି କାର୍ ବ୍ୟବହାର କରିଥିଲା କି ନାହିଁ। ଘଟଣାସ୍ଥଳରୁ ମିଳିଥିବା ସିସିଟିଭି ଫୁଟେଜ୍‌କୁ ଆଧାର କରି ପୋଲିସ ଅଧିକ ପ୍ରମାଣ ଯୋଗାଡ଼ କରୁଛି।