Jatni - The Sakala

ଗାଁ ଦାଣ୍ଡରୁ ଟେକିନେଇ ନାବାଳିକା ଛାତ୍ରୀଙ୍କୁ ଦୁଷ୍କର୍ମ; ରାଜ୍ୟରେ ପୁଲିସ ବ୍ୟବସ୍ଥା ଓ ଆଇନଶୃଙ୍ଖଳାକୁ ନେଇ ପୁଣି ଉଠିଲା ପ୍ରଶ୍ନ
ଭୁବନେଶ୍ୱର: ରାତି ତ ରାତି, ଦିନ ବା ସଞ୍ଜ ବି ଆଉ ସୁରକ୍ଷିତ ନୁହେଁ । ଖୋଦ ରାଜଧାନୀ ଉପାନ୍ତରେ ବି ଝିଅ ଓ ମହିଳାମାନେ ଘରୁ ବାହାରିବା ସୁରକ୍ଷିତ ମଣୁ ନାହାନ୍ତି । ଦ୍ୱୈତନଗରୀ ପୁଲିସ କମିସନରେଟ୍‌ ଅଧୀନରେ ଘଟିଥିବା ଏକ ବର୍ବର ଘଟଣା ରାଜ୍ୟରେ ପୁଲିସ ବ୍ୟବସ୍ଥା ଓ ଆଇନଶୃଙ୍ଖଳାକୁ ନେଇ ପୁଣି ପ୍ରଶ୍ନ ଉଠାଇଛି। ସନ୍ଧ୍ୟାରେ ଘର ନିକଟରେ ଗାଁ ଦାଣ୍ଡରେ ଖେଳୁଥିବା ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କ ଦୁଷ୍କର୍ମ ଘଟଣା ପୁଲିସ ପ୍ରତି ଲୋକଙ୍କ ଭୟହୀନତାକୁ ପୁଣି ପ୍ରମାଣିତ କରିଛି।  ଦୁବୃର୍ତ୍ତ ସମ୍ପୃକ୍ତ ଛାତ୍ରୀଙ୍କୁ ବଳପୂର୍ବକ ଉଠାଇ ନେଇ ଏକ ପରିତ୍ୟକ୍ତ ଘରେ ଯୌନ ଯାତନା ଦେଇଥିବା ଅଭିଯୋଗ ହୋଇଛି ।

ଅଭିଯୋଗ ଅନୁସାରେ ଚଳିତବର୍ଷ ଦଶମ ଶ୍ରେଣୀ ପାସ୍‌ କରିଥିବା ୧୬ ବର୍ଷୀୟା ସମ୍ପୃକ୍ତ ଛାତ୍ରୀ ନିଜ ପରିବାର ସହ ହରିପୁର ଗ୍ରାମରେ ରହୁଛନ୍ତି। ସନ୍ଧ୍ୟା ବେଳେ ଛାତ୍ରୀ ଜଣକ ଘର ନିକଟସ୍ଥ ଗାଁ ଦାଣ୍ଡରେ ଖେଳୁଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ବାପି ମହାପାତ୍ର ପଛପଟୁ ଛାତ୍ରୀଙ୍କ ପାଟିକୁ କପଡ଼ାରେ ଚାପି ଧରି ଟେକି ନେଇ କିଛି ଦୂରରେ ଏକ  ପରିତ୍ୟକ୍ତ ଘରକୁ ନେଇ ଯାଇଥିଲା। ଛାତ୍ରୀ ଜଣକ ଖସିଯିବାକୁ ଉଦ୍ୟମ କରି ଛାଟିପିଟି ହେଉଥିବା ବେଳେ ବାପି ତାଙ୍କୁ ପ୍ରବଳ ମାଡ଼ ମାରିବା ସହ ଦୁଷ୍କର୍ମ କରିଥିଲା। ମୁହଁ ବନ୍ଦ କରିଦେଇଥିବା ଯୋଗୁଁ ଛାତ୍ରୀ ପାଟି କରିପାରୁ ନ ଥିଲେ, ମାତ୍ର ପୀଡ଼ିତା ଜୋରରେ ବିରୋଧ କରିବାରୁ ବାପି ତାଙ୍କର ସ୍ପର୍ଶକାତର ଅଙ୍ଗକୁ କାମୁଡ଼ି ବିଦାରି ଦେଇଥିଲା ଓ ତଣ୍ଟି ଚିପିଦେବାକୁ ଉଦ୍ୟମ କରିଥିଲା। ମାତ୍ର କୌଣସିପ୍ରକାର ପୀଡ଼ିତା ଦୁଷ୍କର୍ମକାରୀ କବଳରୁ ନିଜକୁ ମୁକୁଳାଇ ଘରକୁ ଫେରି ଆସିଥିଲେ ।

ଝିଅର ଚିରା ଡ୍ରେସ୍ ଓ କାନ୍ଦ ଦେଖି ତାଙ୍କର ମା’ ବିବ୍ରତ ହୋଇ ଏହାର କାରଣ ପଚାରିବା ପରେ ସେ ସବୁକଥା ବିସ୍ତୃତ ବର୍ଣ୍ଣନା କରିଥିଲେ। ବାପି ତାଙ୍କ ସହ ଦୁଷ୍କର୍ମ କରିଥିବା ଘଟଣା କହିବା ସହ ଛାତି, ପେଟ ଓ ଶରୀରର ଅନ୍ୟ ସ୍ଥାନରେ ଆଘାତ କଥା ଜଣାଇଥିଲେ। ପୀଡ଼ିତାଙ୍କୁ ତାଙ୍କ ମାଆ ସାଙ୍ଗେ ସାଙ୍ଗେ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରିବା ସହ ଜଟଣୀ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ପୀଡ଼ିତାଙ୍କ ଡାକ୍ତରୀମାଇନା କରିବା ସହ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ବୟାନ ରେକର୍ଡ କରିଥିଲା। ମଙ୍ଗଳବାର ସକାଳେ ଜଟଣୀ ଥାନା ପୁଲିସ ଯମୁନା ରାସ୍ତାରୁ ବାପିକୁ ଗିରଫ କରି କୋର୍ଟ ଚାଲାଣ କରିଛି।

ପୁଣି ମୈଦାନକୁ ଓଲ୍ହାଇବେ ସୁର, ଜଟଣୀରୁ ନିର୍ବାଚନ ଲଢ଼ିବା ନେଇ ଦେଲେ ସଂକେତ
ଜଟଣୀ: ପୁଣି ନିର୍ବାଚନ ମୈଦାନକୁ ଓଲ୍ହାଇବେ ସୁର । ଜଟଣୀରୁ ନିର୍ବାଚନ ଲଢ଼ିବା ନେଇ ଦେଲେ ସଂକେତ । କଂଗ୍ରେସ ଟିକେଟରୁ ପୁଣି ଜଟଣୀରୁ ନିର୍ବାଚନ ଲଢ଼ିବେ ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ । ଲୋକେ ଚାହିଁଲେ କଂଗ୍ରେସ ଟିକେଟରୁ ପୁଣି ଲଢ଼ିବି ବୋଲି କହିଲେ ସୁର । ସେ ଆହୁରି ମଧ୍ୟ କହିଛନ୍ତି କି, ସେ ଛାଡି ଦେଇଥିଲି ବୋଲି ଏଥର କଂଗ୍ରେସ ଜଟଣୀରେ ହାରିଲା । ଏଥର ଜଟଣୀରେ କଂଗ୍ରେସ ଆସିବ । ଲୋକଙ୍କ ସହ ମିଶୁଛୁ, ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଉଛି । ଆମ ପାଖରେ ଶକ୍ତି, ସଂଗଠନ, ପଇସା ଅଛି, ଲଢ଼ିବୁ ଜିତିବୁ ବୋଲି କହିଛନ୍ତି ସୁର । ତେବେ ପୂର୍ବରୁ ନିର୍ବାଚନ ଲଢ଼ିବେନି ବୋଲି କହିଥିଲେ ସୁର ରାଉତରାୟ ।