Recovered from Corona - The Sakala

କରୋନାକୁ ହରାଇଲେ ୯୭ ବର୍ଷ ବୟସ୍କା ବୃଦ୍ଧା
ବାଲେଶ୍ବର: କରୋନା ଦ୍ବିତୀୟ ଲହରରେ ଜଣେ ୯୭ ବର୍ଷର ବୃଦ୍ଧା କରେନାକୁ ହରାଇ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। କୋଭିଡ୍‌ ହସପିଟାଲରେ ଡାକ୍ତାମାନଙ୍କ ମଝିରେ ବସିଥିବା ବୃଦ୍ଧା ମୁହଁରେ ହସ ଟିକକ ଫୁଟୁଥିବାର ଫଟୋ ଦେଖିବାକୁ ମିଳିଛି। ଯାହା ଅନ୍ୟମାନଙ୍କ ମନୋବଳ ବଢ଼ାଇଛି। ବୃଦ୍ଧା ଜଣକ ହେଲେ ଚଞ୍ଚଳା ବେହେରା(୯୭)।

ମିଳିଥିବା ସୂଚନା ଅନୁସାରେ, ବାଲେଶ୍ବର ସହର ଫୁଲାଡ଼ି ଅଞ୍ଚଳରେ ଚଞ୍ଚଳାଙ୍କ ଘର। ଜଣେ କେୟାର ଟେକର୍‌ ତାଙ୍କ କଥା ବୁଝାବୁଝି କରନ୍ତି। ତେବେ ବୟସାଧିକ୍ୟ କାରଣରୁ ତାଙ୍କର ଉଚ୍ଚ ରକ୍ତଚାପ, ଶ୍ୱାସଜନିତ ଓ ହୃଦରୋଗ ସମସ୍ୟା ରହିଥିଲା। ଚଞ୍ଚଳାଙ୍କ ବୋହୂ ତପସ୍ବିନୀଙ୍କ କହିବା ଅନୁଯାୟୀ,ଚଞ୍ଚଳା ଏବେବି ନିଜ କାମ ନିଜ କରିପାରନ୍ତି। କବେଳ ବାଡ଼ି ଗୋଟିଏ ଧରି ସବୁତକ କାମ ସେ ଚଞ୍ଚଳତା ହୋଇ କରିପାରୁଥିଲେ। ତେବେ ହଠାତ ତାଙ୍କୁ ଜ୍ବର ଓ ଥଣ୍ଡା ହେଲା। ଫଳରେ ପରୀକ୍ଷା କରିବାରୁ କରୋନା ପଜିଟିଭ୍‌ ବାହାରିଥିଲା। ଜୁନ୍ ୧୮ ତାରିଖରେ କରୋନା ସଂକ୍ରମିତ ହେବା ପରେ ପ୍ରଥମେ ରେଲୱେ ହସପିଟାଲରେ ଭର୍ତ୍ତି କରିବା ପରେ ସେଠାରୁ ସଙ୍ଗେ ସଙ୍ଗେ ଭୁବନେଶ୍ୱର ସମ୍ କୋଭିଡ୍ ହସ୍ପିଟାଲକୁ ସ୍ଥାନାନ୍ତର କରିଦେଇଥିଲେ। ସେଠାରେ ସେ ଦୀର୍ଘ ୨୨ଦିନ ସଙ୍ଘର୍ଷ ପରେ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ତାଙ୍କର ମନୋବଳ ଦୃଢ଼ ଯୋଗୁଁ ସେ କରୋନାକୁ ମାତ ଦେଇ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ରାଜ୍ୟରେ ଆଜି କରୋନାରୁ ସୁସ୍ଥ ହେଲେ ଆଉ ୧୧ ହଜାର ୮୮୧ ଆକ୍ରାନ୍ତ
ରାଜ୍ୟରେ ଦିନକୁ ଦିନ ହ୍ରାସ ପାଉଛି ମହାମାରୀ କରୋନା ସଂକ୍ରମଣ । ଯାହାକି ଲୋକଙ୍କ ପାଇଁ ଆଶ୍ବସ୍ତି ଆଣିଛି । ସଂକ୍ରମଣ କମିବା ସହିତ, ବୃଦ୍ଧି ପାଉଛି ସୁସ୍ଥତା ସଂଖ୍ୟା । ଆଜି ସାରା ରାଜ୍ୟରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଆଉ ୧୧ ହଜାର ୮୮୧ ଆକ୍ରାନ୍ତ । ଏନେଇ ଟ୍ବିଟ୍ କରି ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ।

Another 11881 Covid patients have recovered and are being discharged on 30.05.2021

1690 from Khordha

1154 from Anugul

1066 from Cuttack

713 from Sundargarh

647 from Jajapur

633 from Mayurbhanj

510 from Baleswar

482 from Kalahandi

471 from Puri

354 from Nabarangpur

— H & FW Dept Odisha (@HFWOdisha) May 30, 2021

111 from Kandhamal

108 from Malkangiri

101 from Gajapati

98 from Deogarh

85 from Nuapada

324 from State Pool

The total recovered cases of Odisha now stand at 670527

— H & FW Dept Odisha (@HFWOdisha) May 30, 2021

ଆଜି ସାରା ରାଜ୍ୟରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୬୯୦ ଜଣ ଥିବା ବେଳେ, ଅନୁଗୁଳରୁ ୧୧୫୪ ଓ କଟକରୁ ୧୦୬୬ ଜଣ ଅଛନ୍ତି । ସେହିପରି ସୁନ୍ଦରଗଡ଼ରୁ ୭୧୩ ଜଣ ଥିବା ବେଳେ, ଯାଜପୁରରୁ ୬୪୭, ମୟୂରଭଞ୍ଜରୁ ୬୩୩, ବାଲେଶ୍ବରରୁ ୫୧୦, କଳାହାଣ୍ଡିରୁ ୪୮୨, ପୁରୀରୁ ୪୭୧, ନବରଙ୍ଗପୁରରୁ ୩୫୪, ଜଗତସିଂହପୁରରୁ ୩୨୧, ବରଗଡ଼ରୁ ୩୦୦, ବଲାଙ୍ଗିରରୁ ୨୯୭, ସମ୍ବଲପୁରରୁ ୨୯୨, କେନ୍ଦ୍ରାପଡ଼ାରୁ ୨୮୫ ଜଣ ସୁସ୍ଥ ହୋଇଛନ୍ତି ।

ନୟାଗଡ଼ରୁ ୨୫୩ ଜଣ ସୁସ୍ଥ ହୋଇଥିବା ବେଳେ, କେନ୍ଦୁଝରରୁ ୨୧୬, କୋରାପୁଟରୁ ୨୧୪, ଝାରସୁଗୁଡ଼ାରୁ ୨୧୧, ରାୟଗଡ଼ାରୁ ୧୯୦, ଭଦ୍ରକରୁ ୧୭୭, ଗଞ୍ଜାମରୁ ୧୭୬, ସୋନପୁରରୁ ୧୫୮, ବୌଦ୍ଧରୁ ୧୨୪, ଢେଙ୍କାନାଳରୁ ୧୨୦, କନ୍ଧମାଳରୁ ୧୧୧, ମାଲକାନଗିରିରୁ ୧୦୮, ଗଜପତିରୁ ୧୦୧, ଦେବଗଡ଼ରୁ ୯୮, ନୂଆପଡ଼ାରୁ ୮୫ ଓ ଷ୍ଟେଟ୍ ପୁଲରୁ ୩୨୪ ଜଣ ସୁସ୍ଥ ହୋଇଛନ୍ତି । ଆଜିର ସଂଖ୍ୟାକୁ ମିଶାଇ ରାଜ୍ୟରେ ଏପର୍ଯ୍ୟନ୍ତ ସୁସ୍ଥ ହେଲେଣି ୬ ଲକ୍ଷ ୭୦ ହଜାର ୫୨୭ ଜଣ ଆକ୍ରାନ୍ତ ।