Covid positive case - The Sakala

ରାଜ୍ୟରେ ତଳ ମୁହାଁ କରୋନା ଗ୍ରାଫ୍, ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ଆଉ ୬୭୧ ଜଣ କୋଭିଡ୍ ପଜିଟିଭ୍
ଭୁବନେଶ୍ୱର: ରାଜ୍ୟରେ ତଳ ମୁହାଁ କରୋନା ଗ୍ରାଫ୍। ଦୈନିକ ସଂକ୍ରମଣ ହ୍ରାସ ପାଇଛି। ୧ହଜାର ତଳକୁ ଖସିଛି ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୬୭୧ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୩୯୩ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣଙ୍କ ସଂଖ୍ୟା ୨୭୮ ଜଣ ରହିଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‌ ବୟସର ୧୩୧ ଜଣ ପଜିଟିଭ ରହିଛନ୍ତି। ଏଥିସହ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨୮୧୪୫୫ କୁ ବୃଦ୍ଧି ପାଇଥିବା ବେଳେ ୧୨୬୬୪୫୭୧ ଜଣ ସୁସ୍ଥ ହୋଇଛନ୍ତି। ଏବେ ରାଜ୍ୟରେ ଆଉ ୭୮୫୫ ଜଣ କରୋନା ଆକ୍ରାନ୍ତ ଚିକିତ୍ସିତ ଅବସ୍ଥାରେ ଅଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି।

Covid-19 Report For 17th Feb

New Positive Cases: 671

Of which 0-18 years: 131

In quarantine: 393

Local contacts: 278

(Details of local contacts will be shared by concerned District)

1. Angul: 22

2. Balasore: 12

3. Bargarh: 16

4. Bhadrak: 7

5. Balangir: 7

6. Boudh: 16

— I & PR Department, Odisha (@IPR_Odisha) February 18, 2022

23. Nawarangpur: 4

24. Nayagarh: 18

25. Nuapada: 14

26. Puri: 12

27. Rayagada: 9

28. Sambalpur: 28

29. Sonepur: 1

30. Sundargarh: 105

31. State Pool: 23

New recoveries: 1465

Cumulative tested: 28715496

Positive: 1281455

Recovered: 1264571

Active cases: 7855

— I & PR Department, Odisha (@IPR_Odisha) February 18, 2022

କୋଭିଡ ଆକ୍ରାନ୍ତଙ୍କୁ ବାକ୍ସରେ ରଖୁଛି ଚୀନ୍‌
ନୂଆଦିଲ୍ଲୀ: ଚୀନର ବିଭିନ୍ନ ଭାଗରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇ ଚାଲୁଥିବା ବେଳେ ସଂକ୍ରମଣ ରୋକିବାକୁ ଚୀନ୍‌ ସରକାର ବିଭିନ୍ନ ପନ୍ଥା ଅବଲମ୍ବନ କରୁଛନ୍ତି। କିନ୍ତୁ କରୋନା ସଂକ୍ରମିତଙ୍କୁ ରଖିବା ଲାଗି ନିକଯରେ ଚୀନ୍‌ ସରକାର ଯେଉଁ ତରକିା ଆପଣେଇଛନ୍ତି ତାହା ଅନେକଙ୍କୁ ବିସ୍ମିତ କରିଛି। ଚୀନ୍‌ର କିଛି ପ୍ରଦେଶରେ ସ୍ଥାନୀୟ ପ୍ରାଶସନ ଧାତୁ ତିଆରି ବାକ୍ସ ଭିତରେ ସଂକ୍ରମିତଙ୍କୁ ରହିବାକୁ ବାଧ୍ୟ କରୁଛନ୍ତି । ଚୀନ ସରକାରଙ୍କର ଏଭଳି ଅମାନବୀୟ ନିଷ୍ପତ୍ତି ସାମ୍ନାକୁ ଆସିବା ପରେ ଆନ୍ତର୍ଜାତିକ ସ୍ତରରେ ଉଦ୍‌ବେଗ ପ୍ରକାଶ କରାଯାଇଛି।

ଡରାଉଛି କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍‌: ପୁଣି ଚିହ୍ନଟ ହେଲେ ଆଉ ୯ ଆକ୍ରାନ୍ତ, ମୋଟ ଆକ୍ରାନ୍ତ ୨୧କୁ ବୃଦ୍ଧି
ନୂଆଦିଲ୍ଲୀ: ଭାରତରେ କାୟ ବିସ୍ତାର କରିବାରେ ଲାଗିଛି ଓମିକ୍ରନ୍‌। ପୁଣି ଆଜି  ଆଉ ୯ ଜଣ ଓମିକ୍ରନ୍‌ ଭ୍ୟାରିଆଣ୍ଟ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମହାରାଷ୍ଟ୍ରରେ ୭ ଜଣ ଓମିକ୍ରନ୍‌ ଆକ୍ରାନ୍ତ ଚିହ୍ନଟ ହେବା ପରେ ଏବେ ଜୟପୁରରୁ ଆଉ ୯ଜଣ ଓମିକ୍ରନ୍‌ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୪ ଜଣ ଦକ୍ଷିଣ ଆଫ୍ରିକାରୁ ଫେରିଥିଲେ । ତେବେ ଚିହ୍ନଟ ହୋଇଥିବା ଅନ୍ୟ ୫ ଜଣ ଏମାନଙ୍କ ସମ୍ପର୍କରେ ଆସିଥିବା ଜଣାପଡିଛି । ବର୍ତ୍ତମାନ ସମସ୍ତଙ୍କ ଚିକିତ୍ସା​‌ ଜାରିରହିଥିବା ବେଳେ ସମସ୍ତଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ଥିବା ହସ୍ପିଟାଲ ପକ୍ଷରୁ କୁହାଯାଇଛି । ବର୍ତ୍ତମାନ ଭାରତରେ ମୋଟ ଓମିକ୍ରନ୍ ଭ୍ୟାରିଆଣ୍ଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୧ରେ ପହଞ୍ଚିଛି ।

ବର୍ତ୍ତମାନ ସୁଦ୍ଧା ଦେଶରେ ୫ ରାଜ୍ୟକୁ ବ୍ୟାପିଛି ଓମିକ୍ରନ । ସେଗୁଡିକ ହେଲା କର୍ଣ୍ଣାଟକ, ଗୁଜରାଟ, ମହାରାଷ୍ଟ୍ର ପରେ ଦିଲ୍ଲୀ ଓ ରାଜସ୍ଥାନ ।

ଆଜି ରାଜ୍ୟରୁ ଚିହ୍ନଟ ହେଲେ ଆଉ ୨୧୨ ଜଣ ନୂଆ କରୋନା ଆକ୍ରାନ୍ତ
ଭୁବନେଶ୍ୱର: ରାଜ୍ୟରେ ଉପର ତଳ ହେଉଛି କରୋନା ସଂକ୍ରମଣ ହାର। ଦିନେ ବଢିଲେ ଆଉ ଦିନେ କମୁଛି ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ଆଉ ୨୧୨ ଜଣ ନୂଆ କରୋନା ଆକ୍ରାନ୍ତ। ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୧୨୩ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣଙ୍କ ସଂଖ୍ୟା ୮୯ ଜଣ ରହିଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‌ ବୟସର ୭୦ ଜଣ ପଜିଟିଭ ରହିଛନ୍ତି। ଏଥିସହ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୪୭୩୮୬ କୁ ବୃଦ୍ଧି ପାଇଥିବା ବେଳେ ୧୦୩୬୭୪୬ ଜଣ ସୁସ୍ଥ ହୋଇଛନ୍ତି। ଏବେ ରାଜ୍ୟରେ ଆଉ ୨୧୯୧ ଜଣ କରୋନା ଆକ୍ରାନ୍ତ ଚିକିତ୍ସିତ ଅବସ୍ଥାରେ ଅଛନ୍ତି।

Covid-19 Report For 22nd November

New Positive Cases: 212

Of which 0-18 years: 70

In quarantine: 123

Local contacts: 89

(Details of local contacts will be shared by concerned District)

1. Balasore: 3

2. Bhadrak: 1

3. Boudh: 1

4. Cuttack: 2

5. Ganjam: 2

6. Jagatsinghpur: 3

— I & PR Department, Odisha (@IPR_Odisha) November 23, 2021

New recoveries: 245

Cumulative tested: 23334433

Positive: 1047386

Recovered: 1036746

Active cases: 2191

— I & PR Department, Odisha (@IPR_Odisha) November 23, 2021

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୧୬ଟି ଜିଲ୍ଲାରୁ ୨୧୨ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୯୦ ଜଣ, ସୁନ୍ଦରଗଡ଼ରୁ ୩୯ ଜଣ, ମୟୂରଭଞ୍ଜ ଓ ସମ୍ବଲପୁର ଜିଲ୍ଲାରୁ ୧୩ ଜଣ ଲେଖାଁଏ, ପୁରୀରୁ ୯ ଜଣ, ଯାଜପୁରରୁ ୮ ଜଣ, ବାଲେଶ୍ବର ଓ ଜଗତସିଂହପୁର ଜିଲ୍ଲାରୁ ୩ ଜଣ ଲେଖାଁଏ, କଟକ, ଗଞ୍ଜାମ,ଝାରସୁଗୁଡ଼ା ଓ କୋରାପୁଟ ଜିଲ୍ଲାରୁ ୨ ଜଣ ଲୋଖାଁଏ, ଭଦ୍ରକ, ବୌଦ୍ଧ, କେନ୍ଦ୍ରାପଡ଼ା ଓ ନୟାଗଡ଼ ଜିଲ୍ଲାରୁ ଜଣେ ଲେଖାଁଏ ଏବଂ ଷ୍ଟେଟ୍ ପୋଲ୍ରୁ ୨୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ଚିହ୍ନଟ ହେଲେ ଆଉ ୨୬୨ ଜଣ ନୂଆ କରୋନା ଆକ୍ରାନ୍ତ
ଭୁବନେଶ୍ୱର: ରାଜ୍ୟରେ ସାମାନ୍ୟ ଉପର ତଳ ହେଉଛି କରୋନା ସଂକ୍ରମଣ ହାର। ଦିନେ ବଢିଲେ ଆଉ ଦିନେ କମୁଛି ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଛନ୍ତି ଆଉ ୨୬୨ ଜଣ ନୂଆ କରୋନା ଆକ୍ରାନ୍ତ। ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୧୫୩ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣଙ୍କ ସଂଖ୍ୟା ୧୦୯ ଜଣ ରହିଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‌ ବୟସର ୪୨ ଜଣ ପଜିଟିଭ ରହିଛନ୍ତି। ଏଥିସହ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୪୫୪୭୧ କୁ ବୃଦ୍ଧି ପାଇଥିବା ବେଳେ ୧୦୩୪୩୦୦ ଜଣ ସୁସ୍ଥ ହୋଇଛନ୍ତି। ଏବେ ରାଜ୍ୟରେ ଆଉ ୨୭୪୧ ଜଣ କରୋନା ଆକ୍ରାନ୍ତ ଚିକିତ୍ସିତ ଅବସ୍ଥାରେ ଅଛନ୍ତି।

Covid-19 Report For 13th November

New Positive Cases: 262

Of which 0-18 years: 42

In quarantine: 153

Local contacts: 109

(Details of local contacts will be shared by concerned District)

1. Balasore: 12

2. Bargarh: 1

3. Bhadrak: 5

4. Cuttack: 21

5. Deogarh: 3

6. Dhenkanal: 5

— I & PR Department, Odisha (@IPR_Odisha) November 14, 2021

20. Sundargarh: 6

21. State Pool: 31

New recoveries: 309

Cumulative tested: 22839154

Positive: 1045471

Recovered: 1034300

Active cases: 2741

— I & PR Department, Odisha (@IPR_Odisha) November 14, 2021

କରୋନାର ସ୍ଥିତି ନେଇ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଗୁରୁତ୍ୱପୂର୍ଣ୍ଣ ସୂଚନା, ରାଜ୍ୟରେ କମୁଛି ପଜିଟିଭ ହାର
ରାଜ୍ୟରେ କରୋନାର ସ୍ଥିତି ନେଇ ଏସିଏସଙ୍କ ପ୍ରେସମିଟ୍ । ରାଜ୍ୟରେ ଧିରେ ଧିରେ ପଜିଟିଭ୍ ହାର ଖସିବାରେ ଲାଗିଛି। ରାଜ୍ୟରେ ବହୁ ପରିମାଣରେ କରୋନା ଟେଷ୍ଟ କରାଯାଉଛି। ସେଥିପାଇଁ ରାଜ୍ୟରେ କରୋନା ସଂକ୍ରମଣ ମଧ୍ୟ ବଢ଼ୁଛି। ରାଜ୍ୟର ୯ଟି ଜିଲ୍ଲାରୁ ଆସୁଛି ୬୦ ପ୍ରତିଶତ ମାମଲା। କିନ୍ତୁ ରାଜ୍ୟରେ ଲକ୍‌ଡାଉନ କାରଣରୁ ଏବେ ପଜିଟିଭ୍‌ ରେଟ୍‌ କମୁଛି। ରାଜ୍ୟରେ ଏବେ କରୋନା ପଜିଟିଭ ହାର କମି ୧୪ ପ୍ରତିଶତରେ ପହଞ୍ଚିଛି। ରାଜ୍ୟରେ ୯ଟି ଜିଲ୍ଲାରୁ ୬୦ ପ୍ରତିଶତ ମାମଲା ଆସୁଥିବା ବେଳେ ୧୯ଟି ଜିଲ୍ଲାରେ ପଜିଟିଭ୍ ହାର କମିବାରେ ଲାଗିଛି। ୫ଟି ଜିଲ୍ଲାରେ ପଜିଟିଭ୍ ହାର ୫ ପ୍ରତିଶତ ତଳେ ରହିଛି। ଏଥିରୁ ଯାହା ଜଣାପଡ଼ୁଛି ରାଜ୍ୟରେ ଆସନ୍ତା ସପ୍ତାହେ କି ଦୁଇ ସପ୍ତାହେ ମଧ୍ୟରେ ପଜିଟିଭ୍ ହାର କମିବ ବୋଲି ଏସିଏସ କହିଛନ୍ତି।

ଏବେ ରାଜ୍ୟରେ କରୋନା ଚିକିତ୍ସା ପାଇଁ ବେଡର ଅଭାବ ନାହିଁ ବୋଲି ସୂଚନା ଦେଇଛନ୍ତି ଏସିଏସ୍‌। ତେବେ ଆକଟିଭ କେସର ୮୬ ପ୍ରତିଶତ ଲୋକ ହୋମ୍ ଆଇସୋଲେନସରେ ଚିକିତ୍ସିତ ହେଉଛନ୍ତି। ତେବେ ଜେନେରାଲ ବେଡରେ ରୋଗୀଙ୍କ ସଂଖ୍ୟା କମୁଛି। କ୍ରିଟିକାଲ କେୟାର ବେଡର ଆବଶ୍ୟକ କମିବାରେ ଲାଗିଛି। ଆଡିସିନାଲ୍ ଆଇସିୟୁ ବେଡ୍ ୩୬୮ଟି ବୃଦ୍ଧି କରାଯିବ ବୋଲି ଏସିଏସ ସୂଚନା ଦେଇଛନ୍ତି। ସବୁଠାରୁ ବଡ଼ କଥା ହେଉଛି ଏପର୍ଯ୍ୟନ୍ତ ରାଜ୍ୟରେ କରୋନା ଔଷଧର ଅଭାବ ଦେଖାଯାଇନାହିଁ। ରାଜ୍ୟକୁ ଟିକା ରାଜ୍ୟ ସରକାର ଠିକ ସମୟରେ ଆଣିଥିବା ବେଳେ ଏବେ ଓଡ଼ିଶା ପାଇଁ ୨- ଡିଜି ୫ ହଜାର ପାଉଚ୍ ଅର୍ଡର ଦିଆଯାଇଛି।

ହେଲେ ରାଜ୍ୟରେ ୬୭ ମେଟ୍ରିକ୍ ଟନର ଅକ୍ସିଜେନର ଆବଶ୍ୟକତା ରହିଛି। ରାଜ୍ୟକୁ ପ୍ରର୍ଯ୍ୟାପ୍ତ ମରିମାଣରେ ଅକ୍ସିଜେନ୍ ସିଲିଣ୍ଡର ଆସିଛି। ଆଜି ସିଧାସଳଖ ଚୀନ୍‌ରୁ ଭୁବନେଶ୍ୱରରେ ପହଞ୍ଚିଲା ଅକ୍ସିଜେନ ସିଲିଣ୍ଡର। ଏପର୍ଯ୍ୟନ୍ତ ଗୋଟିଏ ବି ହସ୍ପିଟାଲରେ ଅକ୍ସିଜେନର ଅଭାବ ଦେଖାଦେଇନି ବୋଲି କହିଛନ୍ତି ଏସିଏସ୍‌। ସେପଟେ ଓଡ଼ିଶା ୧୮ଟି ରାଜ୍ୟକୁ ୨୫ ହଜାର ଟନ୍ ଅକ୍ସିଜେନ୍ ଯୋଗାଇଛି ବୋଲି ଏସିଏସ୍‌ କହିଛନ୍ତି। ଏବେ ଭାରତରେ ବ୍ଲାକ୍‌ ଫଙ୍ଗସ ରୋଗ ବଢ଼ିବାରେ ଲାଗିଛି। ଏହି ଭିତରେ ରାଜ୍ୟରେ ମଧ୍ୟ ୨୫ଟି ବ୍ଲାକ୍ ଫଙ୍ଗସ କେସ୍ ସାମ୍ନାକୁ ଆସିଛି। କିନ୍ତୁ ଅନ୍ୟ ରାଜ୍ୟ ଅପକ୍ଷା ଓଡ଼ିଶାର ସ୍ଥିତି ଭଲ ରହିଛି ବୋଲି ଏସିଏସ୍‌ କହିଛନ୍ତି।

ସେପଟେ ଅନ୍ୟ ରାଜ୍ୟ ଅପେକ୍ଷା ଓଡ଼ିଶାର ସ୍ଥିତି ଭଲ ରହିଛି। ସୁରକ୍ଷାକୁ ଆଖି ଆଗରେ ରଖି ୭୦୦ ଡାକ୍ତର ଫିଲ୍ଡିରେ ନିୟୋଜିତ ହୋଇଛନ୍ତି। ଯଦି ଆଗକୁ ସ୍ଥିତି କିଛି ଅଣାୟତ ହୁଏ ତେବେ ଆଗାମି ଦିନ ପାଇଁ ତୟାର ଅଛନ୍ତି ୩ ହଜାର ୮୦୦ ସ୍ୱାସ୍ଥ୍ୟକର୍ମୀ। ୭୮୬ ଜଣ ଡାକ୍ତର ଓ ୫୬୯୫ ନର୍ସିଂ ଅଫିସରଙ୍କୁ ନିୟୋଜିତ କରାଯାଇଛି। ତେବେ ରାଜ୍ୟରେ ଏବେ ଟିକାକରଣକୁ ଯୋରଦାର କରାଯାଇଛି। ଏବେ ସୁଦ୍ଧା ୯୮ ପ୍ରତିଶତ ସ୍ୱାସ୍ଥ୍ୟକର୍ମୀ ଓ ଶତ ପ୍ରତିଶତ ଫ୍ରଣ୍ଟ ଲାଇନ୍ ଓ୍ୱାର୍କର ଟିକା ନେଇ ସାରିଛନ୍ତି। ୪୫ ବର୍ଷରୁ ଉର୍ଦ୍ଧ ୪୧ ପ୍ରତିଶତ ଲୋକ ଟିକା ନେଇ ସାରିଥିବାବେଳେ ୧୧ଟି ଟାଉନରେ ସାବାଳକଙ୍କ ପାଇଁ ଟିକା ବ୍ୟବସ୍ଥା ଜୋରଦାର କରାଯାଉଛି। ରାଜ୍ୟରେ ଭ୍ୟାକସିନ୍ ଓ୍ୱେଷ୍ଟେଜ୍ ମାଇନସ୍ ୪ ପ୍ରତିଶତରେ ପହଞ୍ଚିଛି। ଏହା ଦ୍ୱାରା ୨ ଲକ୍ଷ ୮୦ ହଜାର ଡୋଜ୍ ଟିକା ଦିଆହୋଇଛି। ଗ୍ଲୋବାଲ୍ ଟେଣ୍ଡରେ ଜରିଆରେ ଟିକାକରଣ ଆଗକୁ ଆହୁରି ଜୋରଦାର ହେବ। ଆବଶ୍ୟକ ଭ୍ୟାକସିନ୍ ଆସିଲେ ୩ ମାସ ମଧ୍ୟରେ ସମସ୍ତଙ୍କୁ ଟିକା ମିଳିପାରିବ।

ସାଇକ୍ଲୋନ୍ ସମୟରେ କୋଭିଡ୍ ଚିକିତ୍ସାରେ ସମସ୍ୟା ହୋଇନି ବୋଲି ଏସିଏସ୍‌ କହିଛନ୍ତି। ବାଲେଶ୍ୱରରେ କିଛି ଲୋକଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା। ସାଇକ୍ଲୋନ୍ ଯିବା ପରେ ଟିକାକରଣ ଓ ଟେଷ୍ଟିଂ ଜୋରଦାର ହେଉଛି। ୩ ମାସ ଘରକୁ ଘର ବୁଲି ଟେଷ୍ଟିଂ କରିବା ପାଇଁ ନିର୍ଦ୍ଦେଶ ରହିଛି ବୋଲି ଏସିଏସ୍‌ କହିଛନ୍ତି। ଆଶା କର୍ମୀ ଓ ଗାଁ କଲ୍ୟାଣ ସମିତିକୁ ପ୍ରୋତ୍ସାହିତ କରାଯାଇଛି। ସମସ୍ତେ ମାସ୍କ ବ୍ୟବହାର କରିବା ଉଚିତ୍ ଅଟେ ବୋଲି କୁହାଯାଇଛି। ଆଗକୁ ଆସୁଛି ରଜ ଓ ସାବିତ୍ରୀ। ସେଥିପାଇଁ ସତର୍କ ରହିବା ଜରୁରୀ ଅଟେ ବୋଲି ସୂଚନା ଦେଇଛନ୍ତି ଏସିଏସ୍‌। ବଜାରଘାଟ ଆସୁଥିବା ଲୋକ ଭିଡ ଜମାଇବା ଉଚିତ୍ ନୁହେଁ ସେ କହିଛନ୍ତି। ସେପଟେ ତୃତୀୟ ଲହର ପାଇଁ ତୟାର ଅଛନ୍ତି ରାଜ୍ୟ ସରକାର। ହସ୍ପିଟାଲର ଭିତ୍ତିଭୂମି ଉପରେ ଫୋକସ୍ କରାଯାଇଛି। ମାସେ ଦି ମାସ ମଧ୍ୟରେ ସମସ୍ତ ଜିଲ୍ଲାରେ RT-PCR ଲ୍ୟାବ ହେବ ବୋଲି ସୂଚନା ଦେଇଛନ୍ତି ଏସିଏସ।