Krushnaprasad News - The Sakala

କୃଷ୍ଣପ୍ରସାଦରେ ୮୦ ତମ ସ୍ୱାଧୀନତା ଦିବସ ପାଳିତ
ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ୍‌ର ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନ ପକ୍ଷରୁ ୮୦ତମ ସ୍ୱାଧୀନତା ଦିବସ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଯାଇଛି। ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ବୁଦ୍ଧିବର ପରିସରରେ ମୁଖ୍ୟ ଅତିଥି ଭାବେ ବୁଦ୍ଧିବର ପଞ୍ଚାୟତ ସରପଞ୍ଚ ସଞ୍ଜୁକ୍ତା ବିଶ୍ୱାଳ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ସ୍କୁଲ୍‌ ଚେୟାରମ୍ୟାନ୍ ଖଗେଶ୍ୱର ତରେଇ, ସଭ୍ୟ ସୁନା ତରେଇ, ପ୍ରଧାନ ଶିକ୍ଷକ ବିଜୟ କୁମାର ଜେନା, ସହକାରୀ ଶିକ୍ଷକ ବୁଦ୍ଧଦେବ ତରେଇ, ସୁଶାନ୍ତ କୁମାର ପ୍ରଧାନଙ୍କ ସମେତ ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ ସହଯୋଗ କରିଥିଲେ।

ସେହିପରି ବୁଦ୍ଧିବର ଡିଆକୁଦା ଉଚ୍ଚ ବିଦ୍ୟାଳୟ ପରିସରରେ ପ୍ରଧାନ ଶିକ୍ଷକ ବିଦ୍ୟାଧର ସ୍ୱାଇଁ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ସହକାରୀ ଶିକ୍ଷକ ଦଇତାରୀ ବିଶ୍ୱାଳ, କ୍ରୀଡ଼ା ଶିକ୍ଷକ ପଞ୍ଚାନନ ଜେନାଙ୍କ ସମେତ ବିଦ୍ୟାଳୟର ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ ଓ ସଭାପତି ଅଭିମନ୍ୟୁ ତରେଇ ଉପସ୍ଥିତ ରହି ସହଯୋଗ କରିଥିଲେ।ବୁଦ୍ଧିବର ପଞ୍ଚାୟତ ପରିସରରେ ସରପଞ୍ଚ ସଞ୍ଜୁକ୍ତା ବିଶ୍ୱାଳ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଏହାପରେ ସରକାରୀ ଅନୁଦାନରେ ନିର୍ମିତ ଆଦର୍ଶ ପୋଖରୀ ଓ ବୃନ୍ଦାବନ ସାଗର ପରିସରରେ ମଧ୍ୟ ପତାକା ଉତ୍ତୋଳନ କରାଯାଇଥିଲା।

ପରେ ପଞ୍ଚାୟତ ସଭାଗୃହରେ ସରପଞ୍ଚଙ୍କ ନେତୃତ୍ୱରେ ଏକ ସଭା ଆୟୋଜିତ ହୋଇଥିଲା। ସରପଞ୍ଚ ସଞ୍ଜୁକ୍ତା ବିଶ୍ୱାଳ ସଭାରେ ସଭାପତିତ୍ୱ କରିଥିଲେ। ସଭାରେ ପିଭିଜି ରାମଜୀ, ପିଏମ୍‌ଏୱାଇ ସମ୍ପର୍କିତ ବିଷୟ ସହିତ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ପଞ୍ଚାୟତ ବିକାଶ ଖସଡ଼ା ପ୍ରସ୍ତୁତ କରାଯାଇ ଅନୁମୋଦନ କରାଯାଇଥିଲା।

ସରପଞ୍ଚଙ୍କ ପ୍ରତିନିଧି ବୁଦ୍ଧଦେବ ବିଶ୍ୱାଳ, ପିଓ ଲକ୍ଷ୍ମୀଧର ପ୍ରଧାନ, ନାଏବ ସରପଞ୍ଚ କାଜଲ ସାହୁ, ଗଦାଧର ବିଶ୍ୱାଳ, କୁଳମଣି ବିଶ୍ୱାଳ, ନରହରି ବିଶ୍ୱାଳ, ଜୟକୃଷ୍ଣ ମୁଦୁଲି, ରଞ୍ଜନ ତରେଇ, ରଞ୍ଜନ ସାହୁ, ବାପୁଜୀ ମହାରଣା, ଭଗବାନ ସାହୁଙ୍କ ସମେତ ସମସ୍ତ ୱାର୍ଡମେମ୍ବର ଓ ସଭ୍ୟ-ସଭ୍ୟା ଉପସ୍ଥିତ ରହି ସହଯୋଗ କରିଥିଲେ।

ଶିକ୍ଷକଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା
ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ପିଟିଶାଳ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ସାମନ୍ତ ବିମଳ କୁମାର ରଣସିଂହଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଜଣାଯାଇଛି।

କାଣ୍ଡେଶ୍ୱର କ୍ଲଷ୍ଟରସ୍ତରୀୟ ଅବସରକାଳୀନ ସମ୍ବର୍ଦ୍ଧନା ସଭାରେ ପ୍ରଧାନ ଶିକ୍ଷକ ସୁରେନ୍ଦ୍ରନାଥ ବେହେରା ସଭାପତିତ୍ୱ କରିଥିବାବେଳେ ଅବସରପ୍ରାପ୍ତ ଶିକ୍ଷକ କୈଳାଶ ଚନ୍ଦ୍ର ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ।

ଅତିଥିମାନେ କହିଥିଲେ ଯେ, ଶ୍ରୀ ରଣସିଂହ ଜଣେ ମେଳାପୀ, ଛାତ୍ରବତ୍ସଳ ଓ ଦକ୍ଷ ଶିକ୍ଷକ ନେତା ଥିଲେ। ତାଙ୍କର ସ୍ପଷ୍ଟବାଦୀ ମନୋଭାବ ଏବଂ ନେତୃତ୍ୱ ଗୁଣ ଯୋଗୁଁ ଶିକ୍ଷକମାନଙ୍କ ବିଭିନ୍ନ ଦାବିକୁ ବିଭାଗୀୟ ଉଚ୍ଚପଦସ୍ଥ ଅଧିକାରୀଙ୍କ ନିକଟରେ ଉପସ୍ଥାପନ କରି ସଫଳତାର ସହ କାର୍ଯ୍ୟକାରୀ କରାଇବାରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥିଲେ। ତାଙ୍କ ଅବସର ଶିକ୍ଷକ ସମାଜ ପାଇଁ ଏକ ଶୂନ୍ୟସ୍ଥାନ ସୃଷ୍ଟି କରିବ ବୋଲି ଅତିଥିମାନେ ମତ ପ୍ରକାଶ କରିଥିଲେ।

ଶ୍ରୀ ରଣସିଂହ ସର୍ବଦା ଠିକ୍ ସମୟରେ ବିଦ୍ୟାଳୟରେ ଉପସ୍ଥିତ ହୋଇ ନିଷ୍ଠାର ସହିତ ଶିକ୍ଷାଦାନ କରୁଥିଲେ। ସେ ଛାତ୍ରଛାତ୍ରୀ, ଅଭିଭାବକ ଏବଂ ସହକର୍ମୀମାନଙ୍କର ପ୍ରିୟଭାଜନ ଥିଲେ। ଚାକିରିର ଆରମ୍ଭରୁ ଅବସର ପର୍ଯ୍ୟନ୍ତ ଗୋଟିଏ ମାତ୍ର ବିଦ୍ୟାଳୟରେ କାର୍ଯ୍ୟ କରି ସେ ଏକ ଅନନ୍ୟ ଉଦାହରଣ ସୃଷ୍ଟି କରିଥିଲେ।

ଏହି ଅବସରରେ ଶିକ୍ଷକମାନେ ତାଙ୍କୁ ଉପଢୌକନ, ପୁଷ୍ପଗୁଚ୍ଛ ଓ ସ୍ମାରକ ଉପହାର ପ୍ରଦାନ କରି ସମ୍ମାନିତ କରିଥିଲେ। ସେହିପରି ତାଙ୍କର ଅବଶିଷ୍ଟ ଜୀବନ ସୁଖ, ଶାନ୍ତି ଓ ସୁସ୍ୱାସ୍ଥ୍ୟରେ ଅତିବାହିତ ହେଉ ବୋଲି ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରିଥିଲେ।

ଏହି ସମ୍ବର୍ଦ୍ଧନା ସଭାକୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭାଗିରଥି ଦାସ ପରିଚାଳନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଭିନ୍ନ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଜୟ କୁମାର ବିଶ୍ୱାଳ, ପ୍ରଧାନ ଶିକ୍ଷକ ବିଜୟ କୁମାର ସେଠୀ, ପ୍ରଧାନ ଶିକ୍ଷକ ଚୈତନ୍ୟ ସାହୁ, ପ୍ରଧାନ ଶିକ୍ଷକ ପ୍ରଶନ୍ନ କୁମାର ଜେନା, ପ୍ରଧାନ ଶିକ୍ଷକ ସାଧୁ ମଣ୍ଡଳ, ଶିକ୍ଷକ ସୁକାନ୍ତ କୁମାର ବିଶ୍ୱାଳ, ଶିକ୍ଷକ ସଜନ କୁମାର ଦାସ ପ୍ରମୁଖ ଏହି ସଭାରେ ଯୋଗ ଦେଇଥିଲେ।

ଭୂତଖାନା ପାଲଟିଛି ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ
ଶିକ୍ଷା ହେଉଛି ଦେଶର ମାନଦଣ୍ଡ। ଯେଉଁ ଦେଶରେ ଶିକ୍ଷାର ଅଗ୍ରଗତି ଯେତିକି ଅଧିକ, ସେ ଦେଶ ସେତିକି ବିକଶିତ ବୋଲି ଗଣାଯାଏ। ବର୍ତ୍ତମାନ ଓଡ଼ିଶାରେ ଡବଲ୍ ଇଞ୍ଜିନ ସରକାର ଶିକ୍ଷାର ବିକାଶକୁ ସର୍ବାଧିକ ଗୁରୁତ୍ୱ ଦେଉଥିବା ବେଳେ, ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକର ଶିକ୍ଷା ବ୍ୟବସ୍ଥା କିନ୍ତୁ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି।

ଅଫିସ ଅଛି, ହେଲେ ଅଫିସର ନାହାନ୍ତି

ଦୀର୍ଘ ବର୍ଷ ଧରି ଏଠାରେ ବ୍ଲକ ଶିକ୍ଷାଧିକାରୀ (BEO) ଙ୍କ ପଦବୀ ଖାଲି ପଡ଼ିଛି। ଜଣେ ବିଇଓ ତିନୋଟି ବ୍ଲକ ଦାୟିତ୍ୱରେ ରହୁଥିବାରୁ, କାର୍ଯ୍ୟାଳୟ ପ୍ରତି ଉପଯୁକ୍ତ ଦୃଷ୍ଟି ଦେଇପାରୁନାହାନ୍ତି। ଫଳରେ ବିଭାଗୀୟ କର୍ମଚାରୀମାନେ ମନମୁଖୀ ଭାବେ ଅଫିସ ଆସୁଛନ୍ତି। ଅନେକ କର୍ମଚାରୀ ନିଜ ଘରେ ରହି କାମ ନକରି ମଧ୍ୟ ଦରମା ପାଉଥିବା ଅଭିଯୋଗ ହେଉଛି। କାର୍ଯ୍ୟାଳୟ କେବଳ ଖୋଲା ରହୁଛି ସତ, ହେଲେ କୌଣସି ଅଧିକାରୀ ରହୁନାହାନ୍ତି। କେବଳ ଜଣେ କିରାଣୀ ପାଳି କରି ଅଫିସ ଖୋଲୁଛନ୍ତି। ସାଧାରଣ ଲୋକ ଓ ଶିକ୍ଷକମାନେ ନିଜର ଜରୁରୀ କାର୍ଯ୍ୟ ପାଇଁ ଆସି ବାରମ୍ବାର ନିରାଶ ହୋଇ ଫେରୁଛନ୍ତି। ଏ ସମ୍ପର୍କରେ ପଚାରିଲେ "ସାର୍ ଛୁଟିରେ ଅଛନ୍ତି" ବୋଲି ପ୍ରତିଉତ୍ତର ମିଳୁଛି।

ଚାଲିଛି ପିସି କାରବାର ଓ ଆର୍ଥିକ ଅନିୟମିତତା

ଅଭିଯୋଗ ଅନୁଯାୟୀ, ବିଭାଗୀୟ ମୁଖ୍ୟ କିରାଣୀଙ୍କୁ ପ୍ରଶାସନିକ କାଗଜପତ୍ର କାମ ଜଣାନଥିବାରୁ ଜଣେ ସିଆରସିସି (CRCC) ଏଠାରେ ସର୍ବେସର୍ବା ପାଲଟିଛନ୍ତି। ଅଫିସର ଗୁରୁତ୍ୱପୂର୍ଣ୍ଣ ଫାଇଲ୍ ସବୁ କାର୍ଯ୍ୟାଳୟ ବାହାରେ କାହା ପାଖରେ ରହୁଛି ଏବଂ କିଏ ସେସବୁ କାମ କରୁଛି, ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଜିପିଏଫ୍, ଏରିୟର, ପେନସନ କାଗଜପତ୍ର ଏବଂ ମେଡିକାଲ ବିଲ୍ ମଞ୍ଜୁରୀ ପାଇଁ ଏଠାରେ ଲାଞ୍ଚ (ପିସି) ନଦେଲେ କାମ ହେଉନଥିବା ଅଭିଯୋଗ ହେଉଛି।

ରୋଗୀ ସହାୟତାରୁ ବଞ୍ଚିତ, ମିଛ ବିଲ୍‌ରେ ହରିଲୁଟ୍:

ବ୍ଲକରେ ପ୍ରକୃତ ରୋଗୀମାନେ ଚିକିତ୍ସା ସହାୟତା ପାଉନଥିବା ବେଳେ, କେତେକ ଶିକ୍ଷକ ମିଛ ବିଲ୍ ଦେଇ ସରକାରୀ ଅର୍ଥ ହଡ଼ପ କରୁଥିବା ଜଣାପଡ଼ିଛି। ଜଣେ ଶିକ୍ଷୟିତ୍ରୀ ପ୍ରବୀଣା ଦାସ କର୍କଟ ରୋଗରେ ପୀଡିତ ହୋଇ ସହାୟତା ପାଇଁ ଆବେଦନ କରି  ଚାରିବର୍ଷ ବିତିଯାଇଥିଲେ ମଧ୍ୟ ଏଯାଏଁ ସହାୟତା ପାଇ ନାହାନ୍ତି। ସେହିଭଳି ଅନ୍ୟ ଜଣେ ଶିକ୍ଷକ ହାର୍ଟ ଅପରେସନ ହୋଇ ସହାୟତା ପାଇଁ ଆବେଦନ କରି ଚାହିଁ ଚାହିଁ ବର୍ଷ ପରେ ବର୍ଷ ବିତିବାରେ ଲାଗିଛି। ଶ୍ରୀମତୀ ପ୍ରବୀଣା ଦାସ ବାଲିସାହି ଉଚ୍ଚପ୍ରାଥମିକ ବିଦ୍ୟାଳୟରୁ ଗତ ଜୁଲାଇ ମାସ ୨୦୨୪ ମସିହାରୁ ଅବସର ନେଇଥିଲେ ମଧ୍ୟ ତାଙ୍କର ଏଯାଏଁ ବକେୟା ଟଙ୍କା ମିଳି ନଥିବା ଶ୍ରୀମତୀ ଦାସ ପ୍ରକାଶ କରିଛନ୍ତି।

ନିୟମକୁ ବେଖାତିର

ସରକାରୀ ନିୟମ ଅନୁଯାୟୀ, ଜଣେ ଶିକ୍ଷକ ୩ ବର୍ଷରୁ ଅଧିକ ସମୟ ଗୋଟିଏ ବିଦ୍ୟାଳୟରେ ରହିପାରିବେ ନାହିଁ। ମାତ୍ର ଅଧିକାରୀଙ୍କୁ ହାତ କରି କେତେକ ଶିକ୍ଷକ ଦୀର୍ଘ ୧୦ ରୁ ୧୫ ବର୍ଷ ଧରି ଗୋଟିଏ ବିଦ୍ୟାଳୟରେ ରହି ପରିଚାଳନା କମିଟିକୁ ନିଜ ଆୟତ୍ତରେ ରଖି ରାଜ୍ ଚଲାଉଛନ୍ତି। ସେହିପରି ସିଆରସିସି (CRCC) ମାନଙ୍କ କାର୍ଯ୍ୟକାଳ ୫ ବର୍ଷ ହୋଇଥିବା ବେଳେ କୃଷ୍ଣପ୍ରସାଦ ବ୍ଲକରେ ସେମାନେ ୧୦ ବର୍ଷ ହେବ ଗୋଟିଏ ସ୍ଥାନରେ କାର୍ଯ୍ୟ କରୁଛନ୍ତି, ଯାହା ପ୍ରଶାସନର ଚରମ ଅପାରଗତାକୁ ଦର୍ଶାଉଛି।

ଶିକ୍ଷାଦାନ ବ୍ୟାହତ, କୋଚିଂ ସେଣ୍ଟରକୁ ଗୁରୁତ୍ୱ

ଏହା ବ୍ୟତୀତ ମଧ୍ୟାହ୍ନ ଭୋଜନ (MDM) ସାମଗ୍ରୀ ଓ ଅର୍ଥରେ ବ୍ୟାପକ ହେରଫେର ହେଉଥିବା ଅଭିଯୋଗ ହେଉଛି। ଶିକ୍ଷକମାନେ ସ୍କୁଲରେ ପାଠପଢ଼ାକୁ ଗୁରୁତ୍ୱ ନଦେଇ ସରକାରୀ ନିୟମକୁ ଅବମାନନା କରି ବେସରକାରୀ କୋଚିଂ ସେଣ୍ଟରରେ ଶିକ୍ଷାଦାନ କରୁଛନ୍ତି। ବିଭାଗୀୟ ଅଧିକାରୀମାନେ ସବୁ ଜାଣିଶୁଣି ନୀରବଦ୍ରଷ୍ଟା ସାଜିଛନ୍ତି।

ଏହି ସମସ୍ୟା ବାବଦରେ ବ୍ଲକ ଶିକ୍ଷାଧିକାରୀଙ୍କୁ ଫୋନ୍ କଲେ ସେ ସାଧାରଣ ଲୋକଙ୍କ ଫୋନ୍ ଉଠାଉନାହାନ୍ତି। ଅପରପକ୍ଷେ, ମୁଖ୍ୟ କିରାଣୀ ଉଗ୍ରେସନ ଖଣ୍ଡୁଆଳଙ୍କୁ ପଚାରିବାରୁ "ମୁଁ ଏ ବାବଦରେ କିଛି ଜାଣିନାହିଁ" କହି ପ୍ରସଙ୍ଗକୁ ଏଡ଼ାଇ ଯାଉଛନ୍ତି। ଏହି ସାଂଘାତିକ ସ୍ଥିତି ପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ଥାନୀୟ ଅଞ୍ଚଳରେ ଦାବି ହେଉଛି।

‎ବନ ମହୋତ୍ସବରେ "ମା ପାଇଁ ଗଛଟିଏ" ସପ୍ତାହ ପାଳିତ
‎ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ମାୟାଧର ମାନସିଂହ ମେମୋରିଆଲ ଉଚ୍ଚ ବିଦ୍ୟାଳୟରେ "ମା ପାଇଁ ଗଛଟିଏ" ବନ ମହୋତ୍ସବ ସପ୍ତାହର ଅନ୍ତିମ ଉତ୍ସବ ପାଳିତ ହୋଇଯାଇଛି। ମା ପାଇଁ ଗଛଟିଏ କାର୍ଯ୍ୟକ୍ରମକୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଦୀପ ପ୍ରଜ୍ବଳନ କରି ସଚେତନତା ସଭାକୁ ଉଦଘାଟନ କରିଥିଲେ।  ଏହି ସଭାରେ ରମ୍ଭା ବନ୍ୟପ୍ରାଣୀ ବନ୍ୟାଞ୍ଚଳ ଅଧିକାରୀ ମାନସ ରଞ୍ଜନ ମହାପାତ୍ର, ନନ୍ଦଳା ବନପାଳ ଦିଲୀପ କୁମାର ସ୍ୱାଇଁ, ବ୍ରାହ୍ମଣ ଦେଓ ବନରକ୍ଷୀ ସନ୍ତୋଷ କୁମାର ସାହୁ, ନବା ବନରଖି ସତ୍ୟରଞ୍ଜନ ରଥ, ତଥା ଅନ୍ୟ ବନ ସହକର୍ମୀ ଗଣ ସହଯୋଗ କରିଥିଲେ।

ମାୟାଧର ମାନସିଂହ ମେମୋରିଆଲ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ଆର୍ତ୍ତତ୍ରାଣ ବେହେରା ସଭାରେ ସଭାପତିତ୍ଵ କରିଥିଲେ।, ଶିକ୍ଷକ ବିଷ୍ଣୁ ପ୍ରସାଦ ଦଳେଇ, ବିକ୍ରମ କୁମାର ବିଶ୍ୱାଳ, ଲକ୍ଷଣ କୁମାର ଦଳେଇ, ଜଗନାଥ ବେହେରା, ଇକୋ କ୍ଳବ ଦାୟିତ୍ୱରେ ଥିବା ସ୍ଵାଗତିକା ପାଢ଼ୀ, ସି ଆର ସି ସି ପ୍ରଶାନ୍ତ କୁମାର ନାୟକଙ୍କ ସମେତ  ବିଦ୍ୟାଳୟର ସମସ୍ତ ଶିକ୍ଷକ, କର୍ମଚାରୀ ଯୋଗ ଦେଇଥିଲେ ।

ବୃକ୍ଷ କିପରି ମନୁଷ୍ୟର ଉପକାର କରିଥାଏ। ଗୋଟିଏ ଗଛ ମଣିଷକୁ କେତେଟଙ୍କାର ସାହାଯ୍ୟ କରିଥାଏ, କିପରି ମନୁଷ୍ୟକୁ ବଞ୍ଚିବାରେ ସହଯୋଗ କରିଥାଏ ଅତିଥିମାନେ ଉଦାହରଣ ସହ ସଚେତନ କରାଇଥିଲେ । ଗଛ ଲଗାଇବା ପାଇଁ ସମସ୍ତ ଛାତ୍ର ଛାତ୍ରୀ ଶପଥ ନେଇଥିଲେ। ତେଣୁ ବୃକ୍ଷକୁ ନଷ୍ଟ ନ କରି ପରିବେଶ ସୁରକ୍ଷା ସହ ଜୀବନ ରକ୍ଷା କରିବା ପାଇଁ ଅତିଥି ମାନେ ସମସ୍ତଙ୍କୁ ଅନୁରୋଧ କରିଥିଲେ। ବିଦ୍ୟାଳୟ ପରିସର ମଧ୍ୟରେ ବହୁ ବୃକ୍ଷ ରୋପଣ ମଧ୍ୟ କରିଥିଲେ। ବନ ବିଭାଗର ଏ ପ୍ରକାର ସଚେତନତା କାର୍ଯ୍ୟକ୍ରମକୁ ଶିକ୍ଷାବିତ ମାନେ ଖୁବ ପ୍ରଶଂସା କରିଛନ୍ତି।

‎ମନ୍ଦିର ପ୍ରତିଷ୍ଠା ପାଇଁ ୨୫୫ କଳସ ଯାତ୍ରା
ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ବଳରାମପୁର ଗ୍ରାମରେ ରବିବାର ଠାରୁ ୨ଟି ମନ୍ଦିର ପ୍ରତିଷ୍ଠା କାର୍ଯ୍ୟ ଆରମ୍ଭ ହୋଇଛି। ମା ନାରାୟଣୀ ଏବଂ ତାରିଣୀ ଦେବୀଙ୍କ ମନ୍ଦିର ପ୍ରତିଷ୍ଠା ପାଇଁ ନିକଟ ବଙ୍ଗୋପ ସାଗରରୁ ୨୫୫ଜଣ ମହିଳା ମୁଣ୍ଡରେ କଳସ ନେଇ ବାଦ୍ୟର ତାଳେ ତାଳେ ଏକ ଆଧ୍ୟାତ୍ମିକ ଯାତ୍ରାରେ ମନ୍ଦିର ନିକଟରେ ପହଞ୍ଚିଥିଲେ। ଏଭଳି ଆକର୍ଷଣୀୟ କଳସ ଯାତ୍ରା ସମ୍ପୂର୍ଣ ଅଞ୍ଚକକୁ ଆଧ୍ୟାତ୍ମିକତାର ଡୋରରେ ବାନ୍ଧି ଏକ ବର୍ଣ୍ଣାଢ୍ୟ ପରିବେଶ ସୃଷ୍ଟିକରିଥିଲା ।

ଏହି ଉତ୍ସବ ୨୫ ତାରିଖ ଯାଏଁ ଚାଲିବ ବୋଲି ମତ ରଖିଛନ୍ତି ସଭାପତି ରାଜ କିଶୋର ସାହୁ । ଅଙ୍କୁରାପଣ, ଦୀକ୍ଷା ଗ୍ରହଣ ହେବା ପରେ ପ୍ରତିଦିନ ଘୃତ ଯଂଜ୍ଞ, ଅର୍ଣ୍ଣ ଯଜ୍ଞ, ହୋମ ଯଜ୍ଞ, ନାମ ଯଜ୍ଞ କରାଯିବ। ମନ୍ଦିର ପ୍ରତିଷ୍ଠା ପରେ ଦେବତା ମହାସ୍ନାନ, ପ୍ରାଣ ପ୍ରତିଷ୍ଠା, ପରେ ଦେବତା ମାନଙ୍କୁ ସିଂହାସନ ଆରୋହଣ କରାଯିବ ବୋଲି ଆୟୋଜକ ମନେ ପ୍ରକାଶ କରିଛନ୍ତି। ଗ୍ରାମର ସଭାପତି ରାଜ କିଶୋର ସାହୁ, ସମ୍ପାଦକ କମଳ କୁମାର ସାହୁ,ସିମାଞ୍ଚଳ ସାହୁ, ବ୍ରଜ କିଶୋର ପ୍ରଧାନ, ସତ୍ୟବାନ ସାହୁ, କେଦାରନାଥ ସାହୁ, ସୁବାସ ଚନ୍ଦ୍ର ମହାରଣା, ଅଭିମନ୍ୟୁ ବିଶ୍ବାଳ ଏବଂ ପରିଚାଳନା କମିଟି ତତ୍ୱାବଧାନରେ ସମସ୍ତ କାର୍ଯ୍ୟ ସୁରୁଖୁରୁରେ ସମ୍ପାଦନ କରାଯାଇଛି।
l

‎ସମାଜିକ ବାସନ୍ଦ ପ୍ରଥାକୁ ଉଛେଦ କଲେ ଆରକ୍ଷୀ ନିରୀକ୍ଷକ
‎ସାମାଜିକ ବାସନ୍ଦର ସମାଧାନ କରି ପ୍ରଶଂସା ସାଉଁଟିଛନ୍ତି  ଆରକ୍ଷୀ ନିରୀକ୍ଷକ। ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ନନ୍ଦଳା ଗ୍ରାମରେ ଘଟିଛି ଏଭଳି ଏକ ଘଟଣା। ଜମିବାଡ଼ିକୁ କେନ୍ଦ୍ର କରି ଦୀର୍ଘ ଦିନ ଧରି ଲାଗି ରହିଥିଲା ପାରିବାରିକ କନ୍ଦଳ। ଉକ୍ତ ବିବାଦ ଗ୍ରାମ୍ୟ କମିଟିରେ ବିଚାର ପରେ ଗତ ତା ୧୩. ୧୨. ୨୦୨୫ ମସିହାରୁ ସାମାଜିକ ବାସନ୍ଦ ଥିଲେ ବିଶ୍ୱରଂଜନ ନାୟକଙ୍କ ପରିବାର।

ଏଭଳି ଏକ ଘୃଣ୍ୟ ପ୍ରାଥକୁ ହଟାଇବାପାଇଁ ଲାଗିପଡ଼ିଥିଲେ କୃଷ୍ଣପ୍ରସାଦ ଥାନା ଆରକ୍ଷୀ ନିରୀକ୍ଷକ ଶ୍ରୀଯୁକ୍ତ ବିଚିତ୍ରାନନ୍ଦ ପ୍ରଧାନ। ଶ୍ରୀଯୁକ୍ତ ପ୍ରଧାନ ପୁରୀ ଏସଡିପିଓ ମାନସ ରଞ୍ଜନ ବାରିକ, ଏସଆଇ ବ୍ରଜବନ୍ଧୁ ଜେନା, ଅଭୟ କୁମାର ବିଶ୍ୱାଳ ଗ୍ରାମ କମିଟି ସଭାପତି  ଧ୍ରୁବ ଚରଣ ପ୍ରଧାନ, ପୂର୍ବତନ ସଭାପତି ମାଗୁଣି ନାୟକ, ସମ୍ପାଦକ ଛଇଲ କିଶୋର ନାୟକ, ଗ୍ରାମର ବିଭୁତି ଭୂଷଣ ଦଳେଇ, ସୁବାସ ଚନ୍ଦ୍ର ନାୟକ  ପ୍ରଭୃତି ଗ୍ରାମ୍ୟ କମିଟିର ସଭ୍ୟଙ୍କୁ ନେଇ ଆଲୋଚନା ମାଧ୍ୟମରେ ସମାଧାନ କରିଥିଲେ। ଦୀର୍ଘ ମାସର ବିବାଦ ଏବଂ ଘୃଣା ପ୍ରଥାକୁ ହଟାଇ ପ୍ରଶଂସା ସାଉଁଟିଛନ୍ତି ଆରକ୍ଷୀ ନିରୀକ୍ଷକ ବିଚିତ୍ରାନନ୍ଦ ପ୍ରଧାନ।

ବିଶ୍ୱରାଞ୍ଜନ ନାୟକ, ଗ୍ରାମ ସଭାପତି, ସମ୍ପାଦକ, ଗ୍ରାମ ମୁଖ୍ୟାଙ୍କୁ ଉପଢୌକନ ଫୁଲତୋଡ଼ା ଦେଇ ଗ୍ରାମରେ ଭାଇଚାରା ସୃଷ୍ଟି କରିଛନ୍ତି ଆରକ୍ଷୀ ନିରୀକ୍ଷକ ଏବଂ ଏସଡିପିଓ । ଏଭଳି ଘୃଣା ପ୍ରଥାକୁ ହଟାଇ ସେ ଏକ ଉଦାହରଣ ପାଲଟିଛନ୍ତି। ଏହି ସମାଧାନ ପାଇଁ ପୁରୀ ଆରକ୍ଷୀ ଅଧିକ୍ଷକ ପ୍ରତୀକ ସିଂହଙ୍କୁ ମଧ୍ୟ ସାଧାରଣରେ ପ୍ରଶଂସା କରାଯାଇଛି। ଗ୍ରାମରେ ଭାଇଚାରା ସୃଷ୍ଟି କରିଥିବାରୁ ଉପସ୍ଥିତ ପୋଲିସ ଅଧିକାରୀଙ୍କୁ ଗ୍ରାମ ତରଫରୁ ଉପଢୌକନ ଏବଂ ଫୁଲତୋଡ଼ା ଦେଇ ପ୍ରଶଂସିତ କରାଯାଇଥିଲା।

ଅଗ୍ନିବିପନ୍ନ ପରିବାରକୁ ଏଚପି ଗ୍ୟାସ ବିତରକଙ୍କ ସହାୟତା: ୧ ଲକ୍ଷ ୨୭ ହଜାର ଟଙ୍କାର ଚେକ୍ ପ୍ରଦାନ
ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଳକ ଅନ୍ତର୍ଗତ ବଡ଼ଅଁଳ ପଞ୍ଚାୟତର ଖଟିଆକୁଦି ଗ୍ରାମରେ ଘଟିଥିବା ଏକ ଭୟାବହ ଅଗ୍ନିକାଣ୍ଡରେ ସର୍ବସ୍ୱ ହରାଇଥିବା ସଞ୍ଜୟ ତରେଇଙ୍କ ପରିବାରକୁ ସହାୟତାର ହାତ ବଢାଯାଇଛି। ଗତ ସେପ୍ଟେମ୍ବର ୧୨ ତାରିଖରେ ଘଟିଥିବା ଏହି ଅଗ୍ନିକାଣ୍ଡରେ ସଞ୍ଜୟଙ୍କର ସମସ୍ତ ଗୃହ ଜଳିପୋଡି ପାଉଁଶ ହୋଇଯାଇଥିଲା। ବର୍ଷକର ସଞ୍ଚିତ ଖାଦ୍ୟଶସ୍ୟ ଠାରୁ ଆରମ୍ଭ କରି ଆସବାବପତ୍ର ପର୍ଯ୍ୟନ୍ତ ସବୁକିଛି ନଷ୍ଟ ହୋଇଯିବା ପରେ ପରିବାରଟି ଏକ ପତ୍ର କୁଡ଼ିଆରେ ନିଃସହାୟ ଭାବେ ଦିନ କାଟୁଥିଲେ।

ଏହି ଅସହାୟ ପରିବାରଙ୍କ ବିଷୟରେ ଜାଣିବା ପରେ ମାଲୁଦରେ ଥିବା ଏଚପି ଗ୍ୟାସ ବିତରକ ତଥା ଯୁବ ସମାଜସେବୀ ଦୁଷ୍ମନ୍ତ କୁମାର ନାୟକ ସେମାନଙ୍କ ପାଖରେ ପହଞ୍ଚିଛନ୍ତି। ବିପନ୍ନ ପରିବାରକୁ ପୁନର୍ବାର ମୁଖ୍ୟ ସ୍ରୋତକୁ ଫେରାଇ ଆଣିବା ପାଇଁ ସେ ୧ ଲକ୍ଷ ୨୭ ହଜାର ଟଙ୍କାର ଏକ ଚେକ ପ୍ରଦାନ କରିଛନ୍ତି। ଏହି ଆର୍ଥିକ ସହାୟତା ପରିବାର ପାଇଁ ଏକ ବଡ଼ ଆଶାବାଡ଼ି ସଦୃଶ ହୋଇଛି।

ସମାଜସେବୀ ଶ୍ରୀ ନାୟକଙ୍କ ଏହି ମହାନ କାର୍ଯ୍ୟ ପାଇଁ ସମଗ୍ର କୃଷ୍ଣପ୍ରସାଦ ଅଞ୍ଚଳରେ ତାଙ୍କୁ ଉଚ୍ଚ ପ୍ରଶଂସା କରାଯାଇଛି। ଏହି ସହାୟତା ପାଇବା ପରେ ସଞ୍ଜୟ ତରେଇଙ୍କ ପରିବାର ବର୍ଗ ଖୁସି ବ୍ୟକ୍ତ କରିଛନ୍ତି। ସେମାନେ ଶ୍ରୀ ନାୟକଙ୍କ ଜୀବନ ସୁଖ ଶାନ୍ତିରେ ଅତିବାହିତ ହେବା ସହ ତାଙ୍କର ଉତ୍ତରୋତ୍ତର ଉନ୍ନତି ପାଇଁ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି।

ରାମଲେଙ୍କାରେ ଶ୍ରୀ ଶ୍ରୀ ଶନି ଦେବଙ୍କ ୮ମ ବାର୍ଷିକ ଉତ୍ସବ ଓ ନାମଯଜ୍ଞ ଅନୁଷ୍ଠିତ
ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଳକ୍ ଅନ୍ତର୍ଗତ ରାମଲେଙ୍କା ପଞ୍ଚାୟତର ରାମଲେଙ୍କା ସ୍ଥିତ ଆରାଧ୍ୟ ଦେବତା ଶ୍ରୀ ଶ୍ରୀ ଶନି ଦେବଙ୍କ ପୀଠରେ ୮ମ ବାର୍ଷିକ ଉତ୍ସବ ମହା ଆଡମ୍ବର ସହକାରେ ପାଳିତ ହୋଇଯାଇଛି। ଏହି ଅବସରରେ ବିଶ୍ୱଶାନ୍ତି ଓ ଜଗତ କଲ୍ୟାଣ ଉଦ୍ଦେଶ୍ୟରେ ନାମଯଜ୍ଞ ସହିତ ଅନ୍ନ ଯଜ୍ଞର ଆୟୋଜନ କରାଯାଇଥିଲା।

ରୀତିନୀତି ଓ ପୂଜାର୍ଚ୍ଚନା

ରାମଲେଙ୍କା ମଠାଧୀଶ ଦାମୋଦର ଦାସ ଏବଂ ତାଳତଳା ମଠାଧୀଶ ମହନ୍ତ ବଳରାମ ଦାଶଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପୁରୋହିତ ସନ୍ତୋଷ କର, ସଞ୍ଜୟ କର ଓ ରବି କର ପ୍ରାତଃ ସମୟରୁ ଯଥାବିଧି ପୂଜାର୍ଚ୍ଚନା ସମାପନ କରି ଶନି ଦେବଙ୍କ ନିକଟରେ ଘୃତ ଯଜ୍ଞ ଓ ନାମ ଯଜ୍ଞ ସମ୍ପାଦନ କରିଥିଲେ। ଏଥିସହିତ ନଅ ମୌଜାରୁ ଆସିଥିବା ୯ଟି ସଂକୀର୍ତ୍ତନ ମଣ୍ଡଳୀ ନାମ ପରିବେଷଣ କରି ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥିଲେ।

ଭକ୍ତଙ୍କ ସମାଗମ ଓ ପରିଚାଳନା

ଏହି ଭବ୍ୟ ଉତ୍ସବ ଦେଖିବା ପାଇଁ ଆଖପାଖ ଅଞ୍ଚଳରୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ଦେଖିବାକୁ ମିଳିଥିଲା। ଉପସ୍ଥିତ ସମସ୍ତ ଭକ୍ତଙ୍କ ପାଇଁ ଅନ୍ନପ୍ରସାଦର ବ୍ୟବସ୍ଥା କରାଯାଇଥିଲା। ଗ୍ରାମର ସଭାପତି ଦଣ୍ଡପାଣି ବିଶ୍ବାଳ, ନୋଳିଆ ପାଟଣା ସଭାପତି ବୈରାଗୀ ବେହେରା, କେଦାର ନାଥ ବିଶ୍ବାଳ, ନକୁଳ ସେଠି, ବିଶ୍ୱଜିତ୍ ବିଶ୍ଵାଳ, ସରପଞ୍ଚଙ୍କ ପ୍ରତିନିଧି ଅଞ୍ଚଳ ବିଶ୍ୱାଳ, ମିଥୁନ ବିଶ୍ୱାଳ ଓ ସଂଜୟ ବିଶ୍ୱାଳ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏଥିରେ ଗ୍ରାମର ଯୁବ ସଂଗଠନ ଓ ନଅ ମୌଜାର ସମସ୍ତ ସଭ୍ୟ ସକ୍ରିୟ ସହଯୋଗ କରିଥିଲେ।