Lockdown Extend - The Sakala

ଅଗଷ୍ଟ ୧ ଯାଏ ଆଂଶିକ ଲକଡାଉନ, ରାଜ୍ଯର ସମସ୍ତ ଜିଲ୍ଲାରେ ଚାଲିବ ବସ୍ ସେବା
ଭୁବନେଶ୍ବର: ଆଂଶିକ ଲକଡାଉନ ନେଇ ମୁଖ୍ଯ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। କରୋନାକୁ ହରାଇବା ପାଇଁ  ରାଜ୍ଯସରକାର ୩୦ ଜିଲ୍ଲାକୁ A ଓ B କ୍ୟାଟେଗୋରୀରେ ବିଭକ୍ତ କରିଥିଲେ । କାଟେଗୋରୀ Aରେ ୨୦ ଓ Bରେ ୧୦ ଜିଲ୍ଲା ପୂର୍ବ ପରି ରହିବ।

କାଟାଗୋରୀ A’ରେ ଥିବା ୨୦ଟି ଜିଲ୍ଲା ଗୁଡିକ ହେଲା-  ସୁନ୍ଦରଗଡ଼, ଝାରସୁଗୁଡା, ବରଗଡ, ସମ୍ବଲପୁର, ଦେବଗଡ, କଳାହାଣ୍ଡି, ବଲାଙ୍ଗୀର, ନୂଆପଡା, ସୁବର୍ଣ୍ଣପୁର, ଗଞ୍ଜାମ, ଗଜପତି, କନ୍ଧମାଳ, ବଉଦ, କୋରାପୁଟ, ନବରଙ୍ଗପୁର, ମାଲକାନଗିରି, ରାୟଗଡା , ଅଗୁଗୁଳ, କେନ୍ଦୁଝର ଏବଂ ଢ଼େଙ୍କାନାଳ ।

କାଟାଗୋରୀ B’ ରେ ୧୦ଟି ଜିଲ୍ଲା ଗୁଡ଼ିକ ହେଲା- ନୟାଗଡ, ପୁରୀ, ଖୋର୍ଦ୍ଧା, କଟକ,ମୟୂରଭଞ୍ଜ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, ଭଦ୍ରକ, ବାଲେଶ୍ୱର

ପୂର୍ବପରି A ଓ B କାଟେଗୋରୀରେ ଲକଡାଉନ ଜାରି ରହିବ। କାଟେଗୋରୀରେ B’ରେ ପୂର୍ବପରି ସପ୍ତାହନ୍ତ ସଟଡାଉନ ଓ ନାଇଟ କର୍ଫ୍ୟୁ ଜାରି ରହିବ।

ହେଲେ ଏହି ଆଂଶିକ ଲକଡାଉନ ସମୟରେ ସମଗ୍ର ରାଜ୍ୟରେ ବସ୍ ସେବା ଚାଲୁ ରହିବ । ବସରେ ଯେତିକି ସିଟ୍ ସେତିକି ଲୋକ ଯିବାକୁ ଅନୁମତି ମିଳିବ। ଠିଆ ହୋଇ କୌଣସି ଯାତ୍ରୀ ଯାଇପାରିବେ ନାହିିଁ। କେବଳ ପୁରୀରେ ଜୁଲାଇ ୨୫ ପର୍ଯ୍ଯନ୍ତ ବସ୍ ଚଳାଚଳକୁ ବାରଣ କରାଯାଇଛି। ଟ୍ୟାକ୍ସି ଓ ଅଟୋ ବି ସବୁ ଜିଲ୍ଲାରେ ଚାଲିବ।

-କାଟେଗୋରୀ A’ରେ ରାତି ୮ଟା ଯାଏଁ ଖୋଲିବ ଦୋକାନ ବଜାର ।

-କାଟେଗୋରୀ B’ରେ ସକାଳା ୬ଟାରୁ  ସନ୍ଧ୍ଯା ୫ଟା ଯାଏ ଖୋଲିବ ଦୋକାନ ବଜାର ।

-ଖୋଲିବ ଜିମ୍, ବିୟୁଟିପାର୍ଲର, ସ୍ପା ଓ ସେଲୁନ

-ଆଉଟଡୋର ସୁଟିଂକୁ ମିଳିଲା ଅନୁମତି

-ପାର୍କ, ମଲ, ସିନେମା ହଲ, ଯାତ୍ରା, ବାର୍ ବନ୍ଦ ରହିବ

-ସ୍କୁଲ, କୋଚିଂ ସେଣ୍ଟର ମଧ୍ୟ ବନ୍ଦ ରହିବ

-ରେଷ୍ଟୁରାଣ୍ଟ ଉଠା ଦୋକାନୀ କେବଳ ପାର୍ସଲ ଦେବେ

ରାଜ୍ୟରେ ପୁଣି ବଢ଼ିବ କି ଲକଡାଉନ ? ଆଜି ସଂଧ୍ୟା ସାଢ଼େ ୬ଟାରେ ବିବୃତି ରଖିବେ ମୁଖ୍ୟ ଶାସନ ସଚିବ
ଭୁବନେଶ୍ୱର: ସମସ୍ତଙ୍କ ମୁହଁରେ ଏବେ କେବଳ ଗୋଟିଏ ପ୍ରଶ୍ନ । ରାଜ୍ୟରେ ପୁଣି ଆଗକୁ ଆଉ ବଢିବ କି ଲକଡାଉନ? ରାଜ୍ୟରେ ଜାରି ରହିଛି ଲକଡାଉନ ଓ ସପ୍ତାହନ୍ତ ସଟଡାଉନ। ଏହି ଲକଡାଉନ ଓ ସଟଡାଉନ ପାଇଁ କରୋନା ସଂକ୍ରମଣ ବୃଦ୍ଧିରେ ରୋକ ଲାଗିପରିଛି। ରାଜ୍ୟରେ କିଛି ଦିନ ହେଲା କରୋନା ସଂକ୍ରମଣ ହ୍ରାସ ପାଉଥିବାର ଚିତ୍ର ଦେଖିବାକୁ ମିଳିଛି। ଆସନ୍ତା ୧ ତାରିଖରେ ସରୁଛି ଦ୍ୱିତୀୟ ପର୍ୟ୍ୟାୟ ଳକଡାଉନ୍। ତେବେ ରାଜ୍ୟରେ ଲକଡାଉନ ଅବଧି ବଢିବ କି ନାହିଁ ସମସ୍ତଙ୍କ ମନରେ ପ୍ରଶ୍ନ ଥିବା ବେଳେ ଏହାକୁ ନେଇ ଆଜି ସଂଧ୍ୟା ସାଢ଼େ ୬ଟାରେ ବିବୃତି ରଖିବେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ।

ମୁଖ୍ୟ ଶାସନ ସଚିବ କ’ଣ ଘୋଷଣା କରିବେ, ଏହା ଉପରେ ରହିଛି ରାଜ୍ୟବାସୀଙ୍କ ନଜର । ଓଡ଼ିଶାରେ କରୋନା ସଂକ୍ରମଣ କିଛି ମାତ୍ରାରେ କମିଛି । ମାତ୍ର ଏଥିପାଇଁ ଯେ ରାଜ୍ୟରେ ସବୁକିଛି ଢିଲା କରିଦେବା ସେପରି ସମୟ ବୋଧହୁଏ ଆସିନାହିଁ । ତେଣୁ ଜୁନ୍‌ ପହିଲାରେ ଶେଷ ହେଉଥିବା ଲକଡାଉନ ଅବଧିକୁ ଆହୁରି ବଢ଼ାଇବାକୁ ହେବ । ଏଭଳି ମତ ରଖୁଛନ୍ତି ବିଶେଷଜ୍ଞ ଯଦିଓ ଲକଡାଉନ ପ୍ରଭାବରେ ସଂକ୍ରମିତଙ୍କ ସଂଖ୍ୟା କମୁଛି କିନ୍ତୁ ଅନ୍ୟପଟେ ଏହା ଜୀବନ ଜୀବିକା ଉପରେ ଏକ ବିରାଟ ପ୍ରଭାବ ପକାଉଛି । ସ୍ଥିତିକୁ ନଜରରେ ରଖି ସରକାର କେଉଁ ନିଷ୍ପତ୍ତି ନେବାକୁ ଯାଉଛନ୍ତି ତାହା ଉପରେ ସମଗ୍ର ରାଜ୍ୟବାସୀଙ୍କ ନଜର ରହିଛି ।

କୁହାଯାଉଛି କଟକଣାରେ କିଛି କୋହଳ କରିପାରନ୍ତି ମୁଖ୍ୟ ଶାସନ ସଚିବ । ସୂଚନାଯୋଗ୍ୟ ଆସନ୍ତା ୧ ତାରିଖରେ ସରୁଛି ଦ୍ୱିତୀୟ ପର୍ଯ୍ୟାୟ ଳକଡାଉନ୍ ।