CoronaUpdate - The Sakala

ରାଜ୍ୟରେ ଚିହ୍ନଟ ହେଲେ ଆଉ ୮୩୬ କରୋନା ଆକ୍ରାନ୍ତ
ଭୁବନେଶ୍ୱର: ରାଜ୍ୟରେ କରୋନାର ଦୈନିକ ସଂକ୍ରମଣ ଗ୍ରାଫ ଉପର ତଳ ହେଉଛି। କେତେବେଳେ ଏକ ହଜାର ପାର କରିଯାଉଛି ତ କେତେବେଳେ ହଜାରେ ତଳକୁ ଦୈନିକ ସଂକ୍ରମଣ ରହୁଛି। ଆଜି ଦୈନିକ ସଂକ୍ରମିତଙ୍କ ସଂଖ୍ଯା ଏକ ହଜାର ତଳକୁ ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୮୩୬ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୪୮୮ ଜଣ କ୍ୱାରେଣ୍ଟାଇନ୍‌ରୁ ରହିଥିବା ବେଳେ ୩୪୮ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। ସେହିଭଳି ୧୮ ବର୍ଷ ବୟସ ମଧ୍ୟରେ ୧୬୯ ଜଣ ସଂକ୍ରମିତ ରହିଛନ୍ତି । ସୁନ୍ଦରଗଡ଼ରୁ ସର୍ବାଧିକ ୨୪୨ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ଖୋର୍ଦ୍ଧାରୁ ୧୧୭, ସମ୍ବଲପୁରରୁ ୬୨, ମୟୁରଭଞ୍ଜ ୫୫ ଓ କଟକରୁ ୨୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହ ରାଜ୍ୟରେ ମୋଟ ସକ୍ରିୟ ମାମଲା ୬୧୮୧ କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି ।

Covid-19 Report For 4th August

New Positive Cases: 836
Of which 0-18 years: 169
In quarantine: 488
Local contacts: 348

(Details of local contacts will be shared by concerned District)

1. Angul: 2
2. Balasore: 9
3. Bargarh: 30
4. Bhadrak: 4
5. Balangir: 32
6. Boudh: 10

— I & PR Department, Odisha (@IPR_Odisha) August 5, 2022

23. Nayagarh: 19
24. Nuapada: 21
25. Puri: 7
26. Rayagada: 9
27. Sambalpur: 62
28. Sonepur: 14
29. Sundargarh: 242
30. State Pool: 27

New recoveries: 979
Cumulative tested: 32744642
Positive: 1317309
Recovered: 1301930
Active cases: 6181

— I & PR Department, Odisha (@IPR_Odisha) August 5, 2022

ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍‌ : ୨୪ ଘଣ୍ଟା ମଧ୍ୟରେ ୮୭୦ କରୋନା ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ୱର : ରାଜ୍ୟରେ ଉପର ମୁହାଁ କରୋନା ଗ୍ରାଫ୍ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୮୭୦ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୫୦୯ ଜଣ କ୍ୱାରେଣ୍ଟାଇନ୍‌ରୁ ରହିଥିବା ବେଳେ ୩୬୧ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିଭଳି ୧୮ ବର୍ଷ ବୟସ ମଧ୍ୟରେ ୧୫୭ ଜଣ ସଂକ୍ରମିତ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୩୧୬୪୭୩କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି ।

ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରେ ବାଲେଶ୍ୱର ଜିଲ୍ଲାରୁ ୧୦ଜଣ, ବରଗଡ଼ ଜିଲ୍ଲାରୁ ୩୬ଜଣ, ଭଦ୍ରକ ଜିଲ୍ଲାରୁ ୮ଜଣ, ବଲାଙ୍ଗୀର ଜିଲ୍ଲାରୁ ୪୫ଜଣ, ବୌଦ୍ଧ ଜିଲ୍ଲାରୁ ୬ଜଣ, କଟକ ଜିଲ୍ଲାରୁ ୨୦ଜଣ, ଦେଓଗଡ଼ ଜିଲ୍ଲାରୁ ୮ଜଣ, ଢେଙ୍କାନାଳ ଜିଲ୍ଲାରୁ ୨ଜଣ, ଗଜପତି ଜିଲ୍ଲାରୁ ୬ଜଣ, ଗଞ୍ଜାମ ଜିଲ୍ଲାରୁ ଜଣେ, ଜଗତସିଂହପୁର ଜିଲ୍ଲାରୁ ୫ଜମ, ଯାଜପୁର ଜିଲ୍ଲାରୁ ୧୬ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୨୩ଜଣ, କଳାହାଣ୍ଡି ଜିଲ୍ଲାରୁ ୬୩ଜଣ, କନ୍ଧମାଳ ଜିଲ୍ଲାରୁ ୮ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୬ଜଣ, କେନ୍ଦୁଝର ଜିଲ୍ଲାରୁ ୫ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୧୪୦ଜଣ, କୋରାପୁଟ ଜିଲ୍ଲାରୁ ୬ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୫୯ଜଣ, ନବରଙ୍ଗପୁର ଜିଲ୍ଲାରୁ ୧୨ଜଣ, ନୟାଗଡ଼ ଜିଲ୍ଲାରୁ ୨୧ଜଣ, ନୂଆପଡ଼ା ଜିଲ୍ଲାରୁ ୧୨ଜଣ, ପୁରୀ ଜିଲ୍ଲାରୁ ୨ଜଣ, ରାୟଗଡ଼ା ଜିଲ୍ଲାରୁ ୧୪ଜଣ, ସମ୍ବଲପୁର ଜିଲ୍ଲାରୁ ୭୨ଜଣ, ସୋନପୁର ଜିଲ୍ଲାରୁ ୧୭ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୨୨୦ଜଣ, ଷ୍ଟେଟ ପୁଲ୍‌ରୁ ୨୭ଜଣ ରହିଛନ୍ତି ।

ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୩୧୬୪୭୩ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୬୩୭୫ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୩୦୦୯୫୧ ଜଣ ସୁସ୍ଥ ହୋଇଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୩୨୭୨୩୩୮୭ ସାମ୍ପୁଲ ଟେଷ୍ଟ୍ ହୋଇଛି ।

Covid-19 Report For 3rd August

New Positive Cases: 870
Of which 0-18 years: 157
In quarantine: 509
Local contacts: 361

(Details of local contacts will be shared by concerned District)

1. Balasore: 10
2. Bargarh: 36
3. Bhadrak: 8
4. Balangir: 45
5. Boudh: 6
6. Cuttack: 20

— I & PR Department, Odisha (@IPR_Odisha) August 4, 2022

7. Deogarh: 8
8. Dhenkanal: 2
9. Gajapati: 6
10. Ganjam: 1
11. Jagatsinghpur: 5
12. Jajpur: 16
13. Jharsuguda: 23
14. Kalahandi: 63
15. Kandhamal: 8
16. Kendrapada: 6
17. Keonjhar: 5
18. Khurda: 140
19. Koraput: 6
20. Mayurbhanj: 59
21. Nawarangpur: 12
22. Nayagarh: 21

— I & PR Department, Odisha (@IPR_Odisha) August 4, 2022

23. Nuapada: 12
24. Puri: 2
25. Rayagada: 14
26. Sambalpur: 72
27. Sonepur: 17
28. Sundargarh: 220
29. State Pool: 27

New recoveries: 928
Cumulative tested: 32723387
Positive: 1316473
Recovered: 1300951
Active cases: 6325

— I & PR Department, Odisha (@IPR_Odisha) August 4, 2022

ରାଜ୍ଯରେ ଚିହ୍ନଟ ହେଲେ ଆଉ ୬୮ କୋଭିଡ଼ ପଜିଟିଭ୍
ଭୁବନେଶ୍ୱର: ରାଜ୍ୟରେ ତଳ ମୁହାଁ କରୋନା ଗ୍ରାଫ୍। ଦୈନିକ ସଂକ୍ରମଣ ହ୍ରାସ ପାଇଛି। ୧ଶହ ତଳକୁ ଖସିଛି ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୬୮ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୪୧ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣଙ୍କ ସଂଖ୍ୟା ୨୭ ଜଣ ରହିଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‌ ବୟସର ୧୨ ଜଣ ପଜିଟିଭ ରହିଛନ୍ତି। ଏଥିସହ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨୮୬୬୯୪କୁ ବୃଦ୍ଧି ପାଇଥିବା ବେଳେ ୧୨୭୬୬୭୫ ଜଣ ସୁସ୍ଥ ହୋଇଛନ୍ତି। ଏବେ ରାଜ୍ୟରେ ଆଉ ୮୫୧ ଜଣ କରୋନା ଆକ୍ରାନ୍ତ ଚିକିତ୍ସିତ ଅବସ୍ଥାରେ ଅଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି।

Covid-19 Report For 13th March

New Positive Cases: 68
Of which 0-18 years: 12
In quarantine: 41
Local contacts: 27

(Details of local contacts will be shared by concerned District)

1. Angul: 4
2. Balasore: 3
3. Bhadrak: 1
4. Balangir: 1
5. Cuttack: 4
6. Gajapati: 7

— I & PR Department, Odisha (@IPR_Odisha) March 14, 2022

7. Ganjam: 12
8. Jagatsinghpur: 1
9. Jajpur: 3
10. Jharsuguda: 2
11. Kalahandi: 2
12. Kandhamal: 1
13. Khurda: 4
14. Koraput: 3
15. Mayurbhanj: 2
16. Nawarangpur: 1
17. Nayagarh: 1
18. Nuapada: 1
19. Puri: 1
20. Sambalpur: 11
21. Sonepur: 1
22. Sundargarh: 1
23. State Pool: 1

— I & PR Department, Odisha (@IPR_Odisha) March 14, 2022

New recoveries: 110
Cumulative tested: 29919332
Positive: 1286694
Recovered: 1276675
Active cases: 851

— I & PR Department, Odisha (@IPR_Odisha) March 14, 2022

ରାଜ୍ଯରେ ଚିହ୍ନଟ ହେଲେ ଆଉ ୮୮୬ କୋଭିଡ୍ ପଜିଟିଭ୍
ଭୁବନେଶ୍ୱର: ରାଜ୍ୟରେ ତଳ ମୁହାଁ କରୋନା ଗ୍ରାଫ୍। ଦୈନିକ ସଂକ୍ରମଣ ହ୍ରାସ ପାଇଛି। ୧ହଜାର ତଳକୁ ଖସିଛି ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୮୮୬ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୫୧୬ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣଙ୍କ ସଂଖ୍ୟା ୩୭୦ ଜଣ ରହିଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‌ ବୟସର ୧୬୯ ଜଣ ପଜିଟିଭ ରହିଛନ୍ତି। ଏଥିସହ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨୮୦୭୮୪ କୁ ବୃଦ୍ଧି ପାଇଥିବା ବେଳେ ୧୨୬୩୧୦୬ ଜଣ ସୁସ୍ଥ ହୋଇଛନ୍ତି। ଏବେ ରାଜ୍ୟରେ ଆଉ ୮୬୬୪ ଜଣ କରୋନା ଆକ୍ରାନ୍ତ ଚିକିତ୍ସିତ ଅବସ୍ଥାରେ ଅଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି।

Covid-19 Report For 16th Feb

New Positive Cases: 886
Of which 0-18 years: 169
In quarantine: 516
Local contacts: 370

(Details of local contacts will be shared by concerned District)

1. Angul: 14
2. Balasore: 36
3. Bargarh: 10
4. Bhadrak: 11
5. Balangir: 13
6. Boudh: 5

— I & PR Department, Odisha (@IPR_Odisha) February 17, 2022

7. Cuttack: 40
8. Deogarh: 15
9. Dhenkanal: 10
10. Gajapati: 23
11. Ganjam: 16
12. Jagatsinghpur: 14
13. Jajpur: 32
14. Jharsuguda: 20
15. Kalahandi: 12
16. Kandhamal: 25
17. Kendrapada: 18
18. Keonjhar: 10
19. Khurda: 86
20. Koraput: 66
21. Malkangiri: 3
22. Mayurbhanj: 23

— I & PR Department, Odisha (@IPR_Odisha) February 17, 2022

23. Nawarangpur: 13
24. Nayagarh: 20
25. Nuapada: 19
26. Puri: 8
27. Rayagada: 22
28. Sambalpur: 179
29. Sonepur: 25
30. Sundargarh: 79
31. State Pool: 19

New recoveries: 1639
Cumulative tested: 28656761
Positive: 1280784
Recovered: 1263106
Active cases: 8664

— I & PR Department, Odisha (@IPR_Odisha) February 17, 2022

ରାଜ୍ୟରୁ ଚିହ୍ନଟ ହେଲେ ଆଉ ୧୭୧ ଜଣ ନୂଆ କରୋନା ଆକ୍ରାନ୍ତ
ଭୁବନେଶ୍ୱର: ରାଜ୍ୟରେ ଉପର ତଳ ହେଉଛି କରୋନା ସଂକ୍ରମଣ ହାର। ଦିନେ ବଢିଲେ ଆଉ ଦିନେ କାମୁଛି ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଛନ୍ତି ଆଉ ୧୭୧ ଜଣ ନୂଆ କରୋନା ଆକ୍ରାନ୍ତ। ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୯୮ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣଙ୍କ ସଂଖ୍ୟା ୭୩ ଜଣ ରହିଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‌ ବୟସର ୩୪ ଜଣ ପଜିଟିଭ ରହିଛନ୍ତି। ଏଥିସହ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୪୭୧୭୪ କୁ ବୃଦ୍ଧି ପାଇଥିବା ବେଳେ ୧୦୩୬୫୦୧ ଜଣ ସୁସ୍ଥ ହୋଇଛନ୍ତି। ଏବେ ରାଜ୍ୟରେ ଆଉ ୨୨୨୬ ଜଣ କରୋନା ଆକ୍ରାନ୍ତ ଚିକିତ୍ସିତ ଅବସ୍ଥାରେ ଅଛନ୍ତି।

Covid-19 Report For 21st November

New Positive Cases: 171
Of which 0-18 years: 34
In quarantine: 98
Local contacts: 73

(Details of local contacts will be shared by concerned District)

1. Angul: 1
2. Balasore: 5
3. Bargarh: 1
4. Boudh: 3
5. Cuttack: 10
6. Dhenkanal: 1

— I & PR Department, Odisha (@IPR_Odisha) November 22, 2021

New recoveries: 271
Cumulative tested: 23286290
Positive: 1047174
Recovered: 1036501
Active cases: 2226

— I & PR Department, Odisha (@IPR_Odisha) November 22, 2021

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ଚିହ୍ନଟ ହେଲେ ଆଉ ୩୧୬ ଜଣ କୋଭିଡ୍ ପଜିଟିଭ୍
ଭୁବନେଶ୍ୱର: ରାଜ୍ୟରେ ଉପର ତଳ ହେଉଛି କରୋନା ସଂକ୍ରମଣ ହାର। ଦିନେ ବଢିଲେ ଆଉ ଦିନେ କାମୁଛି ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଛନ୍ତି ୩୧୬  ଜଣ ନୂଆ କରୋନା ଆକ୍ରାନ୍ତ। ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୧୮୬ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣଙ୍କ ସଂଖ୍ୟା ୧୩୦ ଜଣ ରହିଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‌ ବୟସର ୫୧ ଜଣ ପଜିଟିଭ ରହିଛନ୍ତି। ଏଥିସହ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୪୨୭୭୩ କୁ ବୃଦ୍ଧି ପାଇଥିବା ବେଳେ ୧୦୨୯୧୪୭ ଜଣ ସୁସ୍ଥ ହୋଇଛନ୍ତି। ଏବେ ରାଜ୍ୟରେ ଆଉ ୪୨୩୭ ଜଣ କରୋନା ଆକ୍ରାନ୍ତ ଚିକିତ୍ସିତ ଅବସ୍ଥାରେ ଅଛନ୍ତି।

Covid-19 Report For 31st October

New Positive Cases: 316
Of which 0-18 years: 51
In quarantine: 186
Local contacts: 130

(Details of local contacts will be shared by concerned District)

1. Balasore: 3
2. Bhadrak: 1
3. Balangir: 10
4. Cuttack: 32
5. Dhenkanal: 4
6. Gajapati: 1

— I & PR Department, Odisha (@IPR_Odisha) November 1, 2021

7. Ganjam: 4
8. Jagatsinghpur: 4
9. Jajpur: 9
10. Jharsuguda: 2
11. Kalahandi: 1
12. Kandhamal: 1
13. Kendrapada: 8
14. Khurda: 152
15. Malkangiri: 1
16. Mayurbhanj: 28
17. Nayagarh: 3
18. Puri: 2
19. Rayagada: 1
20. Sambalpur: 7
21. Sonepur: 1

— I & PR Department, Odisha (@IPR_Odisha) November 1, 2021

22. Sundargarh: 6
23. State Pool: 35

New recoveries: 450
Cumulative tested: 22057994
Positive: 1041773
Recovered: 1029147
Active cases: 4237

— I & PR Department, Odisha (@IPR_Odisha) November 1, 2021

ରାଜ୍ୟରେ ଆଜି ଚିହ୍ନଟ ହେଲେ ଆଉ ୮ ହଜାର ୭୩୫ କରୋନା ଆକ୍ରାନ୍ତ
ଭୁବନେଶ୍ବର: ରାଜ୍ୟରେ କ୍ରମାଗତା ଭାବେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି। ରାଜ୍ୟରୁ ଆଜି ୮୭୩୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୪୮୯୨ ଜଣ କ୍ବାରେଣ୍ଟାଇନ କେନ୍ଦ୍ରରୁ ଓ ୩୮୪୩ ଜଣ ସ୍ଥାନୀୟ ଅଞ୍ଚଳର ରହିଛନ୍ତି। ଏଥିସହ ରାଜ୍ୟର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭ ଲକ୍ଷ ୭୩ ହଜାର ୭୩୨ ଜଣ ରେ ପହଞ୍ଚିଛି। ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ସର୍ବାଧିକ ଖୋର୍ଦ୍ଧାରୁ ୧୨୨୨ ଜଣ ,କଟକ ଜିଲ୍ଲାରୁ ୬୭୩ ଜଣ ରହିଥିବା ଜଣାପଡ଼ିଛି। ସେହିପରି ପୁରୀରୁ ୪୬୭ ଜଣ, ଯାଜପୁରରୁ ୫୦୭ ଜଣ, ମୟୂରଭଞ୍ଜରୁ ୩୪୨ ଜଣ, ବରଗଡ଼ରୁ ୧୯୩ ଜଣ,ବୌଦ୍ଧରୁ ୧୩୭ ଜଣ,ଅନୁଗୁଳରୁ ୪୫୬ ଜଣ, ଢ଼େଙ୍କାନାଳରୁ ୫୦୩ ଜଣ,ନୟାଗଡ଼ରୁ ୨୮୫ ଜଣ, ନବରଙ୍ଗପୁରରୁ ୨୬୪ ଜଣ, କୋରାପୁଟରୁ ୨୫୫ ଜଣ, କଳାହାଣ୍ଡିରୁ ୧୭୭ ଜଣ,ସୁନ୍ଦରଗଡ଼ରୁ ୨୪୪ ଜଣ, ରାୟଗଡ଼ାରୁ ୧୪୮ ଜଣ, ଗଞ୍ଜାମରୁ ୧୨୯ ଜଣ, ଜଗତସିଂହପୁରୁ ୩୮୨ ଜଣ,ସୋନପୁରରୁ ୧୫୬ ଜଣ, ସମ୍ବଲପୁରରୁ ୧୭୭ ଜଣ, ଝାରସୁଗୁଡ଼ାରୁ ୧୫୭ ଜଣ, କେନ୍ଦ୍ରାପଡ଼ାରୁ ୩୮୭ ଜଣ, ଗଜପତିରୁ ୮୦ ଜଣ, ବାଲେଶ୍ବରରୁ  ୫୬୬ ଜଣ, ବଲାଙ୍ଗୀରରୁ ୪୯ ଜଣ, ମାଲକାନଗିରିରୁ ୯୬ ଜଣ, ଭଦ୍ରକରୁ ୧୪୭ ଜଣ, ନୂଆପଡ଼ାରୁ ୪୦ ଜଣ, ଦେବଗଡ଼ରୁ ୬୩ ଜଣ, କେନ୍ଦୁଝରରୁ ୧୭୯ ଜଣ , କନ୍ଧମାଳରୁ ୬୫ ଜଣ ଏ ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି।

Covid-19 Report For 31st May

New Positive Cases: 8735
In quarantine: 4892
Local contacts: 3843

(Details of local contacts will be shared by concerned Dist Administration)

District Wise Cases:

1. Angul: 456
2. Balasore: 566
3. Bargarh: 193
4. Bhadrak: 147
5. Balangir: 49

— I & PR Department, Odisha (@IPR_Odisha) June 1, 2021

21. Malkangiri: 96
22. Mayurbhanj: 342
23. Nawarangpur: 264
24. Nayagarh: 285
25. Nuapada: 40
26. Puri: 467
27. Rayagada: 90
28. Sambalpur: 177
29. Sonepur: 156
30. Sundargarh: 244
31. State Pool: 220

— I & PR Department, Odisha (@IPR_Odisha) June 1, 2021

New recoveries: 10405
Cumulative tested: 11835365
Positive: 773732
Recovered: 680932
Active cases: 89956

— I & PR Department, Odisha (@IPR_Odisha) June 1, 2021

ରାଜ୍ୟରେ ଆଜି ଚିହ୍ନଟ ହେଲେ ଆଉ ୯ ହଜାର ୫୪୧ କରୋନା ଆକ୍ରାନ୍ତ
ଭୁବନେଶ୍ବର: ରାଜ୍ୟରେ କ୍ରମାଗତା ଭାବେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି। ରାଜ୍ୟରୁ ଆଜି ୯୫୪୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୫୩୪୩ ଜଣ କ୍ବାରେଣ୍ଟାଇନ କେନ୍ଦ୍ରରୁ ଓ ୪୧୯୮ ଜଣ ସ୍ଥାନୀୟ ଅଞ୍ଚଳର ରହିଛନ୍ତି। ଏଥିସହ ରାଜ୍ୟର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭ ଲକ୍ଷ ୫୬ ହଜାର ୬୮୪ଜଣ ରେ ପହଞ୍ଚିଛି।  ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ସର୍ବାଧିକ ଖୋର୍ଦ୍ଧାରୁ ୧୩୪୨ ଜଣ ,କଟକ ଜିଲ୍ଲାରୁ ୭୧୬ ଜଣ ରହିଥିବା ଜଣାପଡ଼ିଛି। ସେହିପରି ପୁରୀରୁ ୫୨୮ ଜଣ, ଯାଜପୁରରୁ ୪୮୯ ଜଣ, ମୟୂରଭଞ୍ଜରୁ ୬୯୫ ଜଣ, ବରଗଡ଼ରୁ ୨୮୪ ଜଣ,ବୌଦ୍ଧରୁ ୧୭୭ ଜଣ, ଢ଼େଙ୍କାନାଳରୁ ୧୧୭ ଜଣ,ନୟାଗଡ଼ରୁ ୨୩୦ ଜଣ, ନବରଙ୍ଗପୁରରୁ ୨୫୪ ଜଣ, କୋରାପୁଟରୁ ୨୧୫ ଜଣ, କଳାହାଣ୍ଡିରୁ ୩୧୫ ଜଣ,ସୁନ୍ଦରଗଡ଼ରୁ ୧୭୨ ଜଣ, ରାୟଗଡ଼ାରୁ ୧୬୪ ଜଣ, ଗଞ୍ଜାମରୁ ୧୫୦ ଜଣ, ଜଗତସିଂହପୁରୁ ୨୯୯ ଜଣ,ସୋନପୁରରୁ ୨୪୫ ଜଣ, ସମ୍ବଲପୁରରୁ ୨୨୯ ଜଣ, କେନ୍ଦ୍ରାପଡ଼ାରୁ ୧୧୪ ଜଣ , ଝାରସୁଗୁଡ଼ାରୁ ୧୪୦ ଜଣ, ଗଜପତିରୁ ୬୯ ଜଣ, ବାଲେଶ୍ବରରୁ ୩୦୨ ଜଣ, ବଲାଙ୍ଗୀରରୁ ୧୦୧ ଜଣ, ମାଲକାନଗିରିରୁ ୧୨୩ ଜଣ, ଭଦ୍ରକରୁ ୪୬୪ ଜଣ, ନୂଆପଡ଼ାରୁ ୫୦ ଜଣ, ଦେବଗଡ଼ରୁ ୬୧ ଜଣ, କେନ୍ଦୁଝରରୁ ୧୭୭ ଜଣ , କନ୍ଧମାଳରୁ ୧୦୭ ଜଣ ଏ ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି।

Covid-19 Report For 29th May

New Positive Cases: 9541
In quarantine: 5343
Local contacts: 4198

(Details of local contacts will be shared by concerned Dist Administration)

District Wise Cases:

1. Angul: 562
2. Balasore: 302
3. Bargarh: 284
4. Bhadrak: 464
5. Balangir: 101

— I & PR Department, Odisha (@IPR_Odisha) May 30, 2021

21. Malkangiri: 123
22. Mayurbhanj: 695
23. Nawarangpur: 254
24. Nayagarh: 230
25. Nuapada: 50
26. Puri: 528
27. Rayagada: 164
28. Sambalpur: 229
29. Sonepur: 245
30. Sundargarh: 595
31. State Pool: 227

— I & PR Department, Odisha (@IPR_Odisha) May 30, 2021

New recoveries: 11513
Cumulative tested: 11711459
Positive: 756684
Recovered: 658646
Active cases: 95266

— I & PR Department, Odisha (@IPR_Odisha) May 30, 2021