Netflix India - The Sakala

Ghooskhor Pandat: ‘ଘୁଷଖୋର ପଣ୍ଡତ’ ଟାଇଟଲ୍‌କୁ ନେଇ ବିବାଦ, ମନୋଜ ବାଜପେୟୀଙ୍କ ନୂଆ ଫିଲ୍ମକୁ ବୟକଟ୍ ଧମକ
ବଲିଉଡର ଦମଦାର ଅଭିନେତା ମନୋଜ ବାଜପେୟୀ ତାଙ୍କ ଆଗାମୀ ଚଳଚ୍ଚିତ୍ର ‘ଘୁଷଖୋର ପଣ୍ଡତ’ (Ghooskhor Pandat) ସହିତ ପରଦାକୁ ଫେରୁଛନ୍ତି। ଫେବୃଆରୀ ୩ ତାରିଖରେ ମୁମ୍ବାଇରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଲୋକପ୍ରିୟ ଓଟିଟି ପ୍ଲାଟଫର୍ମ Netflix ଏହାର ଟିଜର ରିଲିଜ୍ କରିଥିଲା। ହେଲେ ଟିଜର ଆସିବା ପରେ ଫିଲ୍ମର ଶୀର୍ଷକ ବା ଟାଇଟଲ୍‌କୁ ନେଇ ଏବେ ସୋସିଆଲ ମିଡିଆରେ ଜୋରଦାର ହଙ୍ଗାମା ଆରମ୍ଭ ହୋଇଯାଇଛି।

ଅନେକ ସୋସିଆଲ ମିଡିଆ ବ୍ୟବହାରକାରୀ ଫିଲ୍ମର ନାମକୁ ‘ଜାତିବାଦୀ’ ବୋଲି ଅଭିଯୋଗ କରିଛନ୍ତି। ସେମାନଙ୍କ କହିବା କଥା ହେଲା ଯେ, ଏହି ଶୀର୍ଷକ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟ (ବ୍ରାହ୍ମଣ ସମାଜ)କୁ ଟାର୍ଗେଟ କରୁଛି। ୟୁଜର୍ସମାନେ ଦାବି କରିଛନ୍ତି ଯେ, ଯଦି ଓଟିଟି ପ୍ଲାଟଫର୍ମ ତୁରନ୍ତ ଏହାର ନାମ ପରିବର୍ତ୍ତନ ନକରେ, ତେବେ ଆଗାମୀ ଦିନରେ ନେଟଫ୍ଲିକ୍ସକୁ ବୟକଟ୍ କରାଯିବ। ଅନେକ ପ୍ରଶ୍ନ କରିଛନ୍ତି ଯେ, କଣ ନିର୍ମାତାମାନେ ଅନ୍ୟ କୌଣସି ସମ୍ପ୍ରଦାୟ ପାଇଁ ଏଭଳି ଶବ୍ଦ ବ୍ୟବହାର କରିବାକୁ ସାହସ କରିପାରିବେ?

‘ଏକ୍ସ’ରେ ଲୋକମାନେ ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଜଣେ ବ୍ୟବହାରକାରୀ ଲେଖିଛନ୍ତି, "ଏହା ଅତ୍ୟନ୍ତ ଲଜ୍ଜାଜନକ ବିଷୟ। ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟକୁ ସହଜ ଟାର୍ଗେଟ୍ କରାଯାଉଛି। ଏହାକୁ ତୁରନ୍ତ ପରିବର୍ତ୍ତନ କରନ୍ତୁ କିମ୍ବା ବ୍ୟାନ୍ ପାଇଁ ପ୍ରସ୍ତୁତ ରୁହନ୍ତୁ।" ଅନ୍ୟ ଜଣେ ବ୍ୟକ୍ତି ନିର୍ଦ୍ଦେଶକଙ୍କୁ ସମାଲୋଚନା କରି କହିଛନ୍ତି ଯେ, ନିର୍ଦ୍ଦେଶକ ଏବଂ କଳାକାର ନିଜେ ସେହି ସମ୍ପ୍ରଦାୟର ହୋଇ ମଧ୍ୟ କିଛି ଟଙ୍କା ପାଇଁ ନିଜ ସମାଜକୁ ବଦନାମ କରୁଛନ୍ତି।

‘ଘୁଷଖୋର ପଣ୍ଡତ’ ଏକ କ୍ରାଇମ୍ ଥ୍ରୀଲର ଚଳଚ୍ଚିତ୍ର, ଯାହାର ନିର୍ଦ୍ଦେଶନା ରୀତେଶ ଶାହା ଦେଇଛନ୍ତି ଏବଂ କାହାଣୀ ନୀରଜ ପାଣ୍ଡେ ଲେଖିଛନ୍ତି। ଏଥିରେ ମନୋଜ ବାଜପେୟୀ ଜଣେ ଦୁର୍ନୀତିଗ୍ରସ୍ତ ଦିଲ୍ଲୀ ପୋଲିସ ଅଫିସର ‘ଅଜୟ ଦୀକ୍ଷିତ’ ଭୂମିକାରେ ନଜର ଆସିବେ। ଏହି ଫିଲ୍ମରେ ନୁସରତ ଭରୁଚା, ଦିବ୍ୟା ଦତ୍ତ, ସାକିବ ସଲିମ୍, ଅକ୍ଷୟ ଓବରଏ, ଶ୍ରଦ୍ଧା ଦାସ ଏବଂ କିକୁ ଶାରଦା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଛନ୍ତି।

'ପରଦାରେ କାହିଁକି ବୁଢ଼ୀ ଦେଖାଯାଉଛ?' ଟ୍ରୋଲରଙ୍କୁ ମୋନା ସିଂହଙ୍କ କଡ଼ା ଜବାବ, ଖୋଲିଲେ ଇଣ୍ଡଷ୍ଟ୍ରିର ପୋଲ୍
ଟେଲିଭିଜନରୁ ନିଜର ଅଭିନୟ ଯାତ୍ରା ଆରମ୍ଭ କରି ବଲିଉଡରେ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିବା ଅଭିନେତ୍ରୀ ମୋନା ସିଂହ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ନେଟଫ୍ଲିକ୍ସର ଲୋକପ୍ରିୟ ୱେବ୍ ସିରିଜ୍ 'କୋହରା ସିଜିନ୍-୨' (Kohrra Season 2)ରେ ସେ ଜଣେ ପୋଲିସ୍ ଅଧିକାରୀ ଭୂମିକାରେ ନଜର ଆସିବେ। ତେବେ ଏହା ପୂର୍ବରୁ ସେ ଇଣ୍ଡଷ୍ଟ୍ରିରେ ମହିଳାମାନଙ୍କ ପ୍ରତି ଥିବା ଦ୍ୱିମୁଖୀ ନୀତି (Double Standards) ଏବଂ ବୟସକୁ ନେଇ ହେଉଥିବା ଭେଦଭାବ ଉପରେ ଖୋଲାଖୋଲି ମତ ରଖିଛନ୍ତି।

'ପରଦାରେ କାହିଁକି ବୁଢ଼ୀ ଦେଖାଯାଉଛ?'

ଏକ ସାକ୍ଷାତକାରରେ ମୋନା ପ୍ରକାଶ କରିଛନ୍ତି ଯେ, ତାଙ୍କୁ ଅନେକ ସମୟରେ ଲୋକମାନେ ପ୍ରଶ୍ନ କରନ୍ତି, "ତୁମେ ସ୍କ୍ରିନରେ ଏତେ ବୟସ୍କ କାହିଁକି ଦେଖାଯାଉଛ?" ଏହାର ଉତ୍ତରରେ ସେ ସ୍ପଷ୍ଟ କରିଛନ୍ତି ଯେ ଏଥିରେ ତାଙ୍କୁ କୌଣସି ଫରକ ପଡ଼େନାହିଁ। ମୋନା କହିଛନ୍ତି, "ମୁଁ ମୋର ଅନ୍-ସ୍କ୍ରିନ୍ ବୟସକୁ ନେଇ କେବେ ଚିନ୍ତିତ ନୁହେଁ କାରଣ ମୁଁ ଜଣେ ଆତ୍ମବିଶ୍ୱାସୀ କଳାକାର। ମୋତେ କାହାକୁ କିଛି ପ୍ରମାଣ କରିବାର ଆବଶ୍ୟକତା ନାହିଁ। ଯଦି କୌଣସି ଚରିତ୍ର ମୋତେ ଉତ୍ସାହିତ କରେ, ତେବେ ମୁଁ ରିସ୍କ ନେବାକୁ ପଛାଏ ନାହିଁ।"

ଇଣ୍ଡଷ୍ଟ୍ରିର କଳା ସତ ଖୋଲିଲେ ମୋନା

ମୋନା ସିଂହ ବଲିଉଡର କଳା ସତ ଉପରେ ଆଲୋକପାତ କରି କହିଛନ୍ତି ଯେ, କେବଳ ଏହି ଇଣ୍ଡଷ୍ଟ୍ରିରେ ମହିଳାମାନଙ୍କ ପାଇଁ ଏକ 'ଏକ୍ସପାଏରୀ ଡେଟ୍' ଥାଏ, ଯାହା ଅତ୍ୟନ୍ତ ଦୁଃଖଦାୟକ। ସେ କହିଛନ୍ତି, "୬୦ ବର୍ଷର ଅଭିନେତାମାନେ ଏବେ ମଧ୍ୟ ରୋମାଣ୍ଟିକ୍ ହିରୋ ଭୂମିକାରେ ଅଭିନୟ କରୁଛନ୍ତି, କିନ୍ତୁ ମହିଳାମାନଙ୍କ କ୍ଷେତ୍ରରେ ଏହା ସମ୍ଭବ ହେଉନାହିଁ।" ତେବେ ସେ ନିଜେ କେବେ ଏହି ଚିନ୍ତାଧାରାର ଶିକାର ହୋଇନାହାନ୍ତି ବୋଲି ସ୍ପଷ୍ଟ କରିଛନ୍ତି।

'କୋହରା-୨'ରେ ଦମଦାର ଭୂମିକା

ନିକଟରେ ରିଲିଜ୍ ହୋଇଥିବା 'ବର୍ଡର-୨' ଏବଂ 'ବ୍ୟାଡସ୍ ଅଫ୍ ବଲିଉଡ' ପରେ ମୋନା ଏବେ 'କୋହରା ସିଜିନ୍-୨'ରେ ଧମାକା କରିବାକୁ ପ୍ରସ୍ତୁତ ଅଛନ୍ତି। ଏହି ସିରିଜରେ ସେ ଲେଡି ପୋଲିସ୍ ଅଫିସର ଧନୱନ୍ତ କୌରଙ୍କ ଭୂମିକାରେ ନଜର ଆସିବେ, ଯିଏ ଅଭିନେତା ବରୁଣ ସୋବତୀଙ୍କ ସହ ମିଶି ଏକ ହତ୍ୟା ମାମଲାର ତଦନ୍ତ କରିବେ। ଆସନ୍ତା ଫେବୃଆରୀ ୧୧ ତାରିଖରେ ନେଟଫ୍ଲିକ୍ସରେ ଏହା ମୁକ୍ତିଲାଭ କରିବ।