Witch - The Sakala

‘ଡାହାଣୀ’ ଶବ୍ଦ ଉପରେ କଟକଣା ପାଇଁ ଓଏଚ୍‌ଆର୍‌ସିଙ୍କ ନିର୍ଦ୍ଦେଶ
ଭୁବନେଶ୍ୱର: ରାଜ୍ୟରେ ଡାହାଣୀ ସନ୍ଦେହରେ ବହୁ ଲୋକଙ୍କ ଜୀବନ ଯାଉଛି। ବହୁ ମହିଳା ଆକ୍ରମଣର ଶିକାର ହେଉଛନ୍ତି। ସେମାନଙ୍କୁ ସାମାଜିକ ବାସନ୍ଦ ବି କରାଯାଉଛି। କିଛି ଲୋକେ ନିଜର ସ୍ୱାର୍ଥପୂରଣ ପାଇଁ ଲୋକଙ୍କୁ ଡାହାଣୀ ସଜାଇ ଦେଉଛନ୍ତି। ଦିନକୁ ଦିନ ଏହି ମାମଲା ସଂଖ୍ୟା ବଢ଼ିବାରେ ଲାଗିଛି। ଏହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ଓଡ଼ିଶା ମାନବାଧିକାର ଆୟୋଗ। ଡାହାଣୀ ଶବ୍ଦ ବ୍ୟବହାର ଉପରେ ଓଏଚ୍‌ଆର୍‌ସିଙ୍କ କଟକଣା ଲଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆଇନରେ ପରିବର୍ତ୍ତନ କରି ଡାହାଣୀ ଶବ୍ଦ ହଟାଇବାକୁ ରାଜ୍ୟ ମାନବାଧିକ କମିଶନ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଡାହାଣୀ ସନ୍ଦେହରେ ଜନ୍ମକଲା ମା'କୁ କଟୁରୀରେ ହାଣି ହତ୍ୟା କଲା ନୃଶଂସ ପୁଅ
ବାରିପଦା: ଅନ୍ଧ ବିଶ୍ୱାସର କରୁଣ ପରିଣତି । ଡାହାଣୀ ସନ୍ଦେହରେ ଜନ୍ମକଲା ମା'କୁ କଟୁରୀରେ ହାଣି ହତ୍ୟା କଲା ଜହ୍ଲାଦ ପୁଅ। ବେତନଟୀ ଥାନା ଭଳିଆଡ଼ିହା ପଞ୍ଚାୟତ କଲରାଫୁଲିଆ ଗାଁ ରେ ଘଟିଛି ଘଟଣା। ଅଭିଯୁକ୍ତ ପୁଅ ତପନ ସିଂକୁ  ଗିରଫ କରିଛି ପୋଲିସ । ମୃତ ମା' ହେଉଛନ୍ତି ରାଇମଣି ସିଂ। ଗତ କିଛି ମାସ ପୂର୍ବେ ତପନଙ୍କ ସ୍ତ୍ରୀଙ୍କ ଗର୍ଭରେ ହିଁ ଶିଶୁର ମୃତ୍ୟୁ ହୋଇଥିଲା। ତପନର ସଂଦେହ ନିଜ ଜନ୍ମକଲା ମା' ଉପରେ ହୋଇଥିଲା। ମାଆ ହିଁ ଡାହାଣୀ ହୋଇ ତା ପୁଅକୁ ଖାଇଛି ବୋଲି ଅନ୍ଧ ବିଶ୍ୱାସର ବଶବର୍ତ୍ତୀ ହୋଇଥିଲା ତପନ। ସେହି ରାଗରେ ଆଜି ସକାଳୁ ଏକ କଟୁରିରେ ମା'କୁ ହାଣୀ ହତ୍ୟା କରିଥିଲା । ପଡୋଶୀ ଚିତ୍କାର ଶୁଣି ଦେଖିବା ବେଳକୁ ମା' ଚଟାଣରେ ଟଳି ପଡ଼ିଥିଲା। ସଙ୍ଗେ ସଙ୍ଗେ ପଡୋଶୀ ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ବେତନଟୀ ଥାନା ପୋଲିସ୍ ପହଞ୍ଚି ଅଭିଯୁକ୍ତ ପୁଅକୁ ଗିରଫ କରିବା ସହ ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି ।