TEST CRICKET - The Sakala

ଟେଷ୍ଟ କ୍ରିକେଟରୁ ସନ୍ନ୍ୟାସ ନେଲେ ରୋହିତ ଶର୍ମା
ନୂଆଦିଲ୍ଲୀ: ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କଲେ ରୋହିତ ଶର୍ମା। ଡିସେମ୍ବର ୨୬ରେ ରୋହିତ ଖେଳିଥିଲେ ଶେଷ ଟେଷ୍ଟ ମ୍ୟାଚ। ଅଷ୍ଟ୍ରେଲିଆ ବିପକ୍ଷରେ ସେ ତାଙ୍କର ଶେଷ ଟେଷ୍ଟ ମ୍ୟାଚ ଖେଳିଥିଲା।  ପୂର୍ବରୁ ଟି- ୨୦ରୁ ଅବସର ଘୋଷଣା କରି ସାରିଛନ୍ତି  ରୋହିତ ଶର୍ମା। ୩୮ ବର୍ଷୀୟ ରୋହିତ ୬୭ ଟେଷ୍ଟ ମ୍ୟାଚରୁ ୧୨ଟି ମ୍ୟାଚରେ ଶତକ ହାସଲ କରିଥିବାବେଳେ ୧୮ଟିରେ ଅର୍ଦ୍ଧଶତକ ହସଲ କରିଛନ୍ତି।

ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟରେ ଭାରତର ବ୍ୟାଟିଂ ବିପର୍ଯୟ, ୪୬ ରନ୍‌ରେ ଅଲଆଉଟ୍ ହେଲା ପୂରା ଟିମ୍
ବେଙ୍ଗାଲୁରୁ: ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟରେ ଭାରତର ବ୍ୟାଟିଂ ବିପର୍ଯୟ । ୪୬ ରନ୍‌ରେ ଅଲଆଉଟ୍ ହେଲା ପୂରା ଟିମ୍ । ଦୁଇ ଅଙ୍କ ଛୁଇଁ ପାରିଲେନି ଭାରତର ୮ଜଣ ବ୍ୟାଟସମ୍ୟାନ୍ । ଶୂନରେ ପ୍ୟାଭିଲିୟନ ଫେରିଲେ ୫ ଜଣ ଖେଳାଳି । ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚର ଦ୍ୱିତୀୟ ଦିନର ଖେଳରେ ଟିମ୍ ଇଣ୍ଡିଆ ଧରାଶାୟୀ ହୋଇଛି। ନ୍ୟୁଜିଲ୍ୟାଣ୍ଡର ହେନେରୀ ଏବଂ ୱିଲିୟମଙ୍କ ଘାତକ ବୋଲିଂ ଆଗରେ ଟିମ୍ ଇଣ୍ଡିଆର ୫ ଜଣ ବ୍ୟାଟ୍ସ ମ୍ୟାନ ଖାତା ନ ଖୋଲି ପାରି ପାଭିଲିୟନ ଫେରିଛନ୍ତି। କେବଳ ଯଶସ୍ୱୀ ଜୟସ୍ୱାଲ (୧୩ରନ୍) ଏବଂ ଋଷଭ ପନ୍ତ(୨୦ ରନ୍) ଦୁଇ ଅଙ୍କ ଛୁଇଁ ପାରିଥିଲେ। ଅନ୍ୟମାନେ ଗୋଟିଏ ଅଙ୍କରେ ରହି ଯାଇଛନ୍ତି।

ସୂଚନାଯୋଗ୍ୟ ବେଙ୍ଗାଲୁରର ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯାଉଛି ଭାରତ-ନ୍ୟୁଜିଲ୍ୟାଣ୍ଡ ପ୍ରଥମ ଟେଷ୍ଟ ମ୍ୟାଚ୍। ବର୍ଷା ଯୋଗୁ ପ୍ରଥମ ଦିନର ଖେଳ ବାତିଲ କରାଯାଇଥିଲା । ଫଳରେ ଆଜି ମ୍ୟାଚ୍ ଆରମ୍ଭ ହୋଇଥିଲା। ଟସ୍ ଜିତି ରୋହିତ ଶର୍ମା ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ମାତ୍ର ପ୍ରଥମ ଇନିଂସରେ ଦଳ ମାତ୍ର ୪୬ ରନ୍ କରି ଅଲ୍ ଆଉଟ୍ ହୋଇ ଯାଇଛି ।

ରାଜକୋଟ ଟେଷ୍ଟରେ ଭାରତର ଦମଦାର ବିଜୟ, ଇଂଲଣ୍ଡକୁ ୪୩୪ ରନରେ ପରାସ୍ତ କଲା ରୋହିତ ବାହିନୀ
ରାଜକୋଟ: ରାଜକୋଟରେ ରୋହିତ ବାହିନୀର ବଡ ବିଜୟ । ଇଂଲଣ୍ଡକୁ ୪୩୪ ରନରେ ପରାସ୍ତ କଲା ଟିମ ଇଣ୍ଡିଆ । ତୃତୀୟ ଟେଷ୍ଟରେ ଭାରତ ଦେଇଥିବା ୫୫୭ ରନର ଟାର୍ଗେଟକୁ ପିଛା କରି ଦ୍ୱିତୀୟ ଇନିଂସ ଆରମ୍ଭ କରିଥିବା ଇଂଲଣ୍ଡ ୧୨୨ ରନରେ ଅଲ୍ ଆଉଟ୍ ହୋଇଯାଇଛି। ଫଳରେ ତୃତୀୟ ଟେଷ୍ଟରେ ୪୩୪ ରନର ବିଶାଳ ବ୍ୟବଧାନରେ ବିଜୟୀ ହୋଇଛି ଭାରତ । ତୃତୀୟ ଟେଷ୍ଟ ଜିତି ୫ ଟିକିଆ ସିରିଜରେ ଭାରତ ୨-୧ ରେ ଆଗୁଆ ରହିଛି ।

ତୃତୀୟ ଟେଷ୍ଟର ଦ୍ଵିତୀୟ ଇଂନିଙ୍ଗସରେ ଭାରତୀୟ ବୋଲରଙ୍କ ଆଗରେ ଇଂଲିଶ ଟିମର କୌଣସି ବ୍ୟାଟର୍ ତିଷ୍ଟି ପାରି ନ ଥିଲେ । ପ୍ରଥମ ଇନିଂସରେ ଭାରତ ୪୪୫ ରନ କରିଥିବାବେଳେ ଇଂଲଣ୍ଡ ୩୧୯ ରନ କରିଥିଲା । ତେବେ ଭାରତ ନିଜର ୨ୟ ଇନିଂସରେ ୪୩୦ ରନ କରି ପାଳି ସମାପ୍ତି ଘୋଷଣା କରିଥିଲା । ଫଳରେ ଇଂଲଣ୍ଡ ଆଗରେ ୫୫୭ ରନର ବିଶାଳ ଲକ୍ଷ୍ୟ ରହିଥିଲା । ଏହି ବିଶାଳ ଲକ୍ଷ୍ୟର ପିଛା କରିବାକୁ ଯାଇ ଇଂଲଣ୍ଡ ଗୁରୁତର ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା ଓ ମାତ୍ର ୧୨୨ ରନରେ ଅଲଆଉଟ ହୋଇଯାଇଥିଲା । ଭାରତ ପକ୍ଷରୁ ଜାଡେଜା ୫ ଓ୍ବିକେଟ ଅକ୍ତିଆର କରିଛନ୍ତି । କୁଲଦୀପ ଯାଦବ ୨ଟି ଓ୍ବିକେଟ ଅକ୍ତିଆର କରିଥିବାବେଳେ ଅଶ୍ବିନୀ ଏବଂ ବୁମରା ଗୋଟିଏ ଲେଖାଏଁ ଓ୍ବିକେଟ ହାତେଇଛନ୍ତି । ଇଂଲଣ୍ଡ ପକ୍ଷରୁ ମାର୍କ ହୁଡ୍ ସର୍ବାଧକ ୩୩ ରନ ସଂଗ୍ରହ କରିଛନ୍ତି । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି କି ଇଂଲଣ୍ଡର ୬ଜଣ ଖେଳାଳି ଦୁଇ ଅଙ୍କ ଛୁଇଁପାରିନାହାନ୍ତି ।

ଦିଲ୍ଲୀ ଟେଷ୍ଟରେ ଭାରତର ଦମଦାର୍ ବିଜୟ, ଅଷ୍ଟ୍ରେଲିଆକୁ ୬ ୱିକେଟ୍‌ରେ ହରାଇଲା ଟିମ୍‌ ଇଣ୍ଡିଆ
ନୂଆଦିଲ୍ଲୀ: ଦିଲ୍ଲୀରେ ଚାଲିଥିବା ଦ୍ଵିତୀୟ ଟେଷ୍ଟରେ ଭାରତ ଦମଦାର୍ ବିଜୟଲାଭ କରିଛି । ଅଷ୍ଟ୍ରେଲିଆକୁ ୬ ୱିକେଟ୍‌ରେ ହରାଇଛି ଟିମ୍‌ ଇଣ୍ଡିଆ । ବର୍ଡର-ଗାଭାସ୍କର ଟ୍ରଫିର ୨ୟ ଟେଷ୍ଟକୁ ନିଜ ନାମରେ କରିଛି ରୋହିତ ବାହିନୀ । ଦ୍ଵିତୀୟ ଟେଷ୍ଟ ଜିତି ୪ ମ୍ୟାଚ ବିଶିଷ୍ଟ ସିରିଜରେ ଭାରତ ୨-୦ରେ ଆଗୁଆ ରହିଛି ।

ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ରେ ପ୍ରଥମେ ଟସ୍‌ ଜିତି ବ୍ୟାଟିଂ କରିଥିଲା ଅଷ୍ଟ୍ରେଲିଆ । ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୨୬୩ ରନ୍‌ କରି ଅଲଆଉଟ୍‌ ହୋଇଥିଲା। ଆଉ ଭାରତ ପ୍ରଥମ ଇନିଂସରେ ୧ ରନରେ ପଛୁଆ ରହି ୨୬୨ ରନ୍‌ କରି ଅଲଆଉଟ ହୋଇଥିଲା। ପ୍ରଥମ ଇନିଂସରେ ନାଥନ ଲିଏନ ୫ଟି ଓ୍ଵିକେଟ ନେଇଥିଲେ ।

ମାତ୍ର ଦ୍ଵିତୀୟ ଇନିଂସରେ ଭାରତୀୟ ବୋଲରଙ୍କ ଆଗରେ ଅଧିକ ସମୟ ତିଷ୍ଠି ପାରିନଥିଲେ ଭ୍ରମଣକାରୀ ଦଳ । ଜାଡେଜାଙ୍କ କମାଲ ବୋଲିଂରେ ଧରାଶାୟୀ ହୋଇ ପରାଜୟ ସ୍ୱୀକାର କରିଥିଲା ଅଷ୍ଟ୍ରେଲିଆ ଟିମ୍ । ଦ୍ଵିତୀୟ ଇନିଂସରେ ଅଷ୍ଟ୍ରେଲିଆ ଦଳ ଭାରତ ଆଗରେ ମାତ୍ର ୧୧୫ ରନର ଟାର୍ଗେଟ ଦେଇ ଅଲଆଉଟ ହୋଇଯାଇଥିଲା । ଆଉ ଭାରତ ମାତ୍ର ୪ ଓ୍ଵିକେଟ ହରାଇ ତୃତୀୟ ଦିନର ଲଞ୍ଚ ବ୍ରେକ ସୁଦ୍ଧା ଦ୍ୱିତୀୟ ଟେଷ୍ଟକୁ ଜିତିନେଇଛି । ଅଧିନାୟକ ରୋହିତ ଶର୍ମା ୩୧ ରନ୍‌ କରି ଆଉଟ୍‌ ହୋଇଥିବାବେଳେ କେ ଏଲ ରାହୁଲ ୧ ରନ୍‌, ବିରାଟ କୋହଲି ୨୦ ରନ୍‌, ଶ୍ରେୟସ ଆୟର ୧୨ ରନ୍‌ କରି ଆଉଟ୍‌ ହୋଇଥିଲେ । ଚେତେଶ୍ୱର ପୂଜାରା ୨୭ ରନ କରି ଅପରାଜିତ ରହିଥିଲେ। ସେହିପରି ଶିଖର ଭରତ ମଧ୍ୟ ୨୩ ରନ୍‌ କରି ଅପରାଜିତ ରହିଥିଲେ ।

ଟେଷ୍ଟ କ୍ରିକେଟରେ ସର୍ବାଧିକ ଓ୍ୱିକେଟ ନେଇ ଇତିହାସ ରଚିଲେ ରବିଚନ୍ଦ୍ରନ ଅଶ୍ୱିନ୍
ମୋହାଲି: ଭାରତୀୟ କ୍ରିକେଟ ଦଳର ଷ୍ଟାର ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଏକ ନୂଆ ରେକର୍ଡ ସୃଷ୍ଟି କରିଛନ୍ତି । ଟେଷ୍ଟ କ୍ରିକେଟରେ ସର୍ବାଧିକ ଓ୍ୱିକେଟ ନେଇଥିବା ବୋଲର ଦ୍ୱିତୀୟ ସ୍ଥାନରେ ପହଞ୍ଚିଛନ୍ତି । ଅଶ୍ୱିନ ୧୯୮୩ ବିଶ୍ୱକପ ବିଜେତା ଅଧିନାୟକ କପିଲ ଦେବଙ୍କ ରେକର୍ଡ ଭାଙ୍ଗିଛନ୍ତି । କପିଲ ଦେବ ଟେଷ୍ଟ କ୍ରିକେଟରେ ୪୩୪ ଓ୍ୱିକେଟ ଅକ୍ତିଆର କରିଛନ୍ତି । ରବିଚନ୍ଦ୍ରନ ଅଶ୍ୱିନ ଏବେ ବି ମହାନ ସ୍ପିନର ଅନୀଲ କୁମ୍ଭଲେଙ୍କ ପଛରେ ରହିଛନ୍ତି । କୁମ୍ଭଲେ ତାଙ୍କ କ୍ୟାରିୟରରେ ୬୧୯ ଓ୍ୱିକେଟ ଅକ୍ତିଆର କରିଛନ୍ତି ।

4️⃣3️⃣5️⃣ and counting! 🤯

Ravi Ashwin is now 🇮🇳's 2nd highest wicket-taker in Tests 🙌💙

Take a bow, Ash 🤌#OneFamily #INDvSL @ashwinravi99 @ICC pic.twitter.com/ocRxOdpPZd

— Mumbai Indians (@mipaltan) March 6, 2022

ରବିଚନ୍ଦ୍ରନ ଅଶ୍ୱିନ ଏହି ଐତିହାସକ ରେକର୍ଡ ଶ୍ରୀଲଙ୍କା ବିପକ୍ଷରେ ମୋହାଲିରେ ହାସଲ କରିଛନ୍ତି । ଟିମ୍ ଇଣ୍ଡିଆ ଶ୍ରୀଲଙ୍କା ବିପକ୍ଷରେ ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳିବ । ତେବେ ଏହି ସିରିଜର ପ୍ରଥମ ମ୍ୟାଚର ପ୍ରଥମ ଇନିଂସରେ ଅଶ୍ୱିନ ୨ଟି ଓ୍ୱିକେଟ ଅକ୍ତିଆର କରିଥିଲେ । ଏହା ପରେ ଏହି ମ୍ୟାଚର ଦ୍ୱିତୀୟ ଇନିଂସରେ ଆଉ ଏକ ୱିକେଟ ନେବା ପରେ ସେ କପିଲ ଦେବଙ୍କୁ ଟପିଥିଲେ । ଏହି ମ୍ୟାଚରେ ଅଶ୍ୱିନ ନ୍ୟୁଜିଲାଣ୍ଡର ରିଚାର୍ଡ ହେଡଲୀ ଏବଂ ଶ୍ରୀଲଙ୍କାର ରଙ୍ଗନା ହେରାଥଙ୍କୁ ମଧ୍ୟ ପଛରେ ପକାଇଛନ୍ତି ।

ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଦୁଇ ଦିନରେ ଖେଳ ଶେଷ, ଇଂଲଣ୍ଡ ବିପକ୍ଷରେ ଭାରତର ସହଜ ବିଜୟ
ଅହମଦାବାଦ : ବିଶ୍ବର ସର୍ବବୃହତ ନେରେନ୍ଦ୍ର ମୋଦୀ କ୍ରିକେଟ ଷ୍ଟାଡିୟମରେ ମାତ୍ର ଦୁଇ ଦିନରେ ଶେଷ ହେଲା ଭାରତ-ଇଂଲଣ୍ଡ ଟେଷ୍ଟ ମ୍ୟାଚ।  ସ୍ପିନ୍‌ ବୋଲରଙ୍କ ଭୂସ୍ବର୍ଗ ପାଲଟିଥିବା ଏହି ଷ୍ଟାଡିୟମରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ବୁଧବାର ଆରମ୍ଭ ହୋଇଥିବା ୩ୟ ଦିବାରାତ୍ର ଟେଷ୍ଟ ମ୍ୟାଚ ଦୁଇ ଦିନରେ ଶେଷ ହୋଇଛି। ଭାରତ ଏହି ମ୍ୟାଚରେ ଭ୍ରମଣକାରୀ ଦଳକୁ ୧୦ ଉଇକେଟରେ ପରାସ୍ତ କରି ୨-୧ ବିଜୟ ସହିତ ସିରିଜରେ ଆଗୁଆ ରହିଛି ଭାରତ।

India win 🎉

They have taken a 2-1 lead in the Test series after defeating England by 10 wickets in Ahmedabad.#INDvENG ➡️ https://t.co/0unCGV6iLi pic.twitter.com/qK1SLJA3x4

— ICC (@ICC) February 25, 2021

ତୃତୀୟ ଟେଷ୍ଟର ଦ୍ବିତୀୟ ଇନିଂସରେ ବିଜୟ ପାଇଁ ମାତ୍ର ୪୯ ରନ୍‌ ଆବଶ୍ୟକ କରୁଥିବା ଭାରତ ବିନା କୌଣସି ଓ୍ବକେଟ୍‌ ହରାଇ ଏହି ଲକ୍ଷ୍ୟକୁ ହାସଲ କରିନେଇଛି । ଇଂଲଣ୍ଡକୁ ୧୦ ଓ୍ବିକେଟ୍‌ରେ ମାତ୍‌ ଦେଇଛି ଭାରତ । ରୋହିତ ଶର୍ମା ୨୫ ବଲ ଖେଳି ୩ଟି ଚୌକା ଏବଂ ଗୋଟିଏ ଚକା ବଳରେ ୨୫ ରନ୍‌ କରିଥିବା ବେଳେ ଶୁଭମାନ୍ ଗିଲ ୨୧ ବଲ ଖେଳି ଗୋଟିଏ ଚୌକା ଏବଂ ଗୋଟିଏ ଛକା ସହାୟତାରେ ୧୫ ରନ୍‌ କରି ଅପରାଜିତ ରହିଛନ୍ତି ।

.@ImRo45 (25*) finishes the game off with a SIX!

Comprehensive victory for #TeamIndia 🇮🇳🇮🇳 and we go 2-1 up in the series 😎#INDvENG #PinkBallTest @Paytm

Scorecard 👉 https://t.co/9HjQB6CoHp pic.twitter.com/Dnt8Aw94tk

— BCCI (@BCCI) February 25, 2021

ବିଶ୍ଵର ସର୍ବବୃହତ୍‌ କ୍ରିକେଟ ଷ୍ଟାଡିୟମ ମାନ୍ୟତା ପାଇଥିବା ‘ନରେନ୍ଦ୍ର ମୋଦୀ’ ଷ୍ଟାଡିୟମ ବୁଧବାର ଉଦ୍‌ଘାଟିତ ହେବା ସହିତ ଏଠାରେ ପ୍ରଥମ ଦିବାରାତ୍ର ପିଙ୍କ ବଲ୍‌ ଟେଷ୍ଟ ମ୍ୟାଚ ଆରମ୍ଭ ହୋଇଥିଲା। ସ୍ପିନରମାନଙ୍କୁ ସୁହାଉଥିବା ଏହି ପିଚ୍‌ରେ ଟେଷ୍ଟ ମ୍ୟାଚ ୨ଦିନ ବି ସମ୍ପୂର୍ଣ୍ଣ ହୋଇ ନ ଥିଲା। ପ୍ରଥମ ଇନିଂସରେ ଇଂଲଣ୍ଡ ୧୧୨ ରନ୍‌ରେ ଅଲଆଉଟ୍‌ ହୋଇଯିବା ପରେ ଭାରତ ୧୪୫ ରନ୍‌ରେ ସମସ୍ତ ଉଇକେଟ୍‌ ହରାଇଥିଲା। ୨ୟ ଇନିଂସରେ ମଧ୍ୟ ଇଂଲଣ୍ଡ ଭଲ ପ୍ରଦର୍ଶନ କରିପାରି ନ ଥିଲା। ମାତ୍ର ୮୧ ରନ୍‌ରେ ଭ୍ରମଣକାରୀ ଦଳ ଅଲଆଉଟ୍‌ ହୋଇଯାଇଥିଲା।

Smiles, handshakes & that winning feeling! 👏👏

Scenes from a comprehensive win here in Ahmedabad 🏟️👍👍 @Paytm #INDvENG #TeamIndia #PinkBallTest

Scorecard 👉 https://t.co/9HjQB6CoHp pic.twitter.com/7RKaBYnXYf

— BCCI (@BCCI) February 25, 2021

ପୂର୍ବରୁ ଅକ୍ଷର ପଟେଲ ଓ ରବିଚନ୍ଦ୍ରନ୍ ଅଶ୍ୱିନଙ୍କ ଘାତକ ସ୍ପିନ୍ ବଳରେ ଭାରତ ଭ୍ରମଣକାରୀ ଇଂଲଣ୍ଡ ଟିମକୁ ଦ୍ୱିତୀୟ ଇନିଂସରେ ମାତ୍ର ୮୧ ରନରେ ଅଲଆଉଟ୍ କରିଥିଲା। ଇଂଲଣ୍ଡର କୌଣସି ବ୍ୟାଟ୍ସମ୍ୟାନ୍ ଏହି କଠିନ ପିଚରେ ତିଷ୍ଠିପାରିନଥିଲେ। ଦଳ ପକ୍ଷରୁ ବେନ୍ ଷ୍ଟୋକ୍ସ ସର୍ବାଧିକ ୨୫ ରନ୍ କରିଥିବା ବେଳେ କ୍ୟାପଟେନ୍ ଜୋ ରୁଟ୍ ୧୯, ଓଲି ପୋପ୍ ୧୨ ରନ୍ କରିଥିଲେ। ତେବେ ଡମ୍ ସିବଲେ (୭), ଜ୍ୟାକ୍ କ୍ରଲୀ (୦), ଜନ୍ନି ବେୟାରଷ୍ଟୋ (୦), ବେନ୍ ଫୋକ୍ସ (୮), ଜୋଫ୍ରା ଆର୍ଚର୍ (୦), ଜ୍ୟାକ୍ ଲିଚ୍ (୯) ଓ ଜେମ୍ସ ଆଣ୍ଡରସନ୍ (୦) ଦୁଇ ଅଙ୍କ ଛୁଇଁପାରିନଥିଲେ। ଷ୍ଟୁଆର୍ଟ ବ୍ରଡ୍ ୧ ରନ୍ କରି ଅପରାଜିତ ଥିଲେ। ଭାରତ ପକ୍ଷରୁ ଅକ୍ଷର ପଟେଲ ପୁଣିଥରେ କମାଲ୍‌ କରିଛନ୍ତି। ସେ ୩୨ ରନ୍ ଦେଇ ୫ଟି ଓ ଅଶ୍ୱିନ୍ ୪୮ ରନ୍ ଦେଇ ୪ଟି ସଫଳତା ପାଇଛନ୍ତି। ୱାଶିଂଟନ୍ ସୁନ୍ଦର ଗୋଟିଏ ୱିକେଟ୍‌ ନେଇଥିଲେ ।

ହୋମ୍‌ ଗ୍ରାଉଣ୍ଡରେ ଅକ୍ଷରଙ୍କ ଘାତକ ବୋଲିଂ : ୧୧୨ ରନ୍‌ରେ ଅଲ୍‌ଆଉଟ ଇଂଲଣ୍ଡ
ଅହମଦାବାଦ : ବିଶ୍ବର ସର୍ବବୃହତ ନରେନ୍ଦ୍ର ମୋଦୀ କ୍ରିକେଟ ଷ୍ଟାଡିୟମରେ ଚାଲିଥିବା ଭାରତ-ଇଂଲଣ୍ଡ ଦିବା-ରାତ୍ର ଟେଷ୍ଟ ମ୍ୟାଚରେ ମାତ୍ର ୧୧୨ ରନ୍‌ରେ ଅଲ୍‌ଆଉଟ ହୋଇଛି ଇଂଲଣ୍ଡ। ଗୋଲାପି ବଲ୍‌ରେ ଖେଳାଯାଉଥିବା ଦିବାରାତ୍ର ଟେଷ୍ଟ ମ୍ୟାଚ୍‌ରେ ଭାରତର ସ୍ପିନ ବୋଲିଂ ଆକ୍ରମଣରେ ଧରାଶାୟୀ ହୋଇଛି ଇଂଲଣ୍ଡ। ପ୍ରଥମ ଦିନରେ ଭାରତର ସ୍ପିନ ଜାଲରେ ଫସିଛି ଭ୍ରମଣକାରୀ ଦଳ। ଅକ୍ଷର ପଟେଲ ଓ ରବି ଚନ୍ଦ୍ରନ ଅଶ୍ଵିନଙ୍କ ଶାଣିତ ବୋଲିଂର ମୁକାବିଲା କରି ନପାରି ଭ୍ରମଣକାରୀ ଦଳ ଦ୍ଵିତୀୟ ସେସନରେ ହିଁ ପ୍ରଥମ ଇନିଂସରେ ୧୧୨ ରନରେ ଅଲଆଉଟ୍ ହୋଇଛି। ଦଳ ପକ୍ଷରୁ ଓପନର ଜ୍ୟାକ୍ କ୍ରାଉଲି ସର୍ବାଧିକ ୫୩ ରନର ଇନିଂସ ଖେଳିଛନ୍ତି। ଭାରତ ପକ୍ଷରୁ ଅକ୍ଷର ପଟେଲ ସର୍ବାଧିକ ୬ ଓ୍ଵିକେଟ୍ ନେଇ ଇଂଲଣ୍ଡର ବିପର୍ଯ୍ୟୟ ଘଟାଇଛନ୍ତି।

Axar Patel picks up six wickets as England are all out for 112.#INDvENG | https://t.co/0unCGUOHmI pic.twitter.com/7JhRUMCDsJ

— ICC (@ICC) February 24, 2021

ଟସ ଜିଣି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିବା ଇଂଲଣ୍ଡ ଆରମ୍ଭରୁ ୨ଟି ଓ୍ବିକେଟ ହରାଇଛି । ପରେ ଓପନର ଜାକ୍ କ୍ରାଇଲି ଓ ଅଧିନାୟକ ଜୋ ରୁଟ୍ ସତର୍କତାର ସହ ବ୍ୟାଟିଂ କରିବା ସହ ଦଳକୁ ବିପଦରୁ ଉଦ୍ଧାର କରିଥିଲେ । ତେବେ କ୍ରାଉଲି ୫୩ ରନ ଓ ରୁଟ ମାତ୍ର ୧୭ ରନ କରି ଆଉଟ ହେବା ପରେ ଦଳ ସଂକଟ ମଧ୍ୟକୁ ଠେଲିହୋଇଯାଇଥିଲା । ପରବର୍ତ୍ତୀ ବ୍ୟାଟ୍ସମ୍ୟାନମାନେ ବି କ୍ରିଜରେ ଅଧିକ ସମୟ ତିଷ୍ଠିପାରିନଥିଲେ । ଫଳରେ ଦଳ ନିୟମିତ ବ୍ୟବଧାନରେ ଓ୍ବିକେଟ ହରାଇଚାଲିଥିଲା । ଦଳ ୪୮.୩ ଓଭର ଖେଳି ୧୧୨ ରନ କରି ଅଲଆଉଟ ହୋଇଯାଇଥିଲା ।

.@akshar2026 is the 🌟 with the ball 👏🏻👏🏻

6️⃣ wickets in front of his home crowd 🏟️@Paytm #INDvENG #TeamIndia #PinkBallTest

Follow the match 👉 https://t.co/9HjQB6TZyX pic.twitter.com/PzJ2eY8jSV

— BCCI (@BCCI) February 24, 2021

ଭାରତ ପକ୍ଷରୁ ଅକ୍ଷର ୩୮ ରନ୍ ଦେଇ ୬ଟି ୱିକେଟ୍ ନେଇଥିବା ବେଳେ ଅଶ୍ୱିନ୍ ୨୬ ରନ୍ ଦେଇ ୩ଟି ୱିକେଟ୍ ହାସଲ କରିଥିଲେ। ନିଜର ୧୦୦ତମ ଟେଷ୍ଟ ଖେଳୁଥିବା ଈଶାନ୍ତ ଶର୍ମା ଗୋଟିଏ ୱିକେଟ ନେଇଥିଲେ। ସୂଚନାଯୋଗ୍ୟ, ଭାରତ ଓ ଇଂଲଣ୍ଡ ଚାରିମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ୧-୧ରେ ବରାବର ରହିଛି। ଚେନ୍ନାଇରେ ଖେଳାଯାଇଥିବା ପ୍ରଥମ ଟେଷ୍ଟକୁ ଇଂଲଣ୍ଡ ଓ ଦ୍ୱିତୀୟ ଟେଷ୍ଟରେ ଭାରତ ବିଜୟୀ ହୋଇଥିଲା। ତୃତୀୟ ଟେଷ୍ଟ ଜିତି ଭାରତ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପର ଫାଇନାଲରେ ସ୍ଥାନ ପକ୍କା କରିବା ପଥରେ ଅଗ୍ରସର ହେବାକୁ ଲକ୍ଷ୍ୟ ରଖିଛି।