Cracker Explosion - The Sakala

ଘର ଭିତରେ ବାଣ ଭିଡ଼ିବା ବେଳେ ବିସ୍ଫୋରଣ, ସ୍ଥାନୀୟ ଲୋକେ ଭୟଭୀତ
ବୌଦ୍ଧ: ବାଣ ବିସ୍ଫୋରଣରେ ଥରିଲା ପୁରୁଣାକଟକ ଥାନା ଅନ୍ତର୍ଗତ ଏସ୍‌ବିଆଇ କଲୋନୀ । ଘର ଭିତରେ ବାଣ ଭିଡ଼ିବା ବେଳେ ହେଲା ଭୟଙ୍କର ବିସ୍ଫୋରଣ । ବାଣ ବିସ୍ଫୋରଣ ଯୋଗୁଁ ସାରା ଅଞ୍ଚଳ ଧୂଆଁମୟ ହୋଇପଡିଥିଲା । ତେବେ ବିସ୍ଫୋରଣ ବେଳେ ଘରେ କେତେ ଜଣ ଥିଲେ ଜଣାପଡ଼ିନି । ଘଟଣାସ୍ଥଳରେ ଅଗ୍ନିଶମ ଟିମ୍ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ପୂର୍ବରୁ ସେହି ବାଣ ବ୍ୟବସାୟୀଙ୍କ ଘରେ ବିସ୍ଫୋରଣ ଘଟି ଜଣଙ୍କର ମୃତ୍ୟୁ ହୋଇଥିଲା ।

ବ୍ୟାଙ୍କ କଲୋନୀରେ ବାଣ ବ୍ୟବସାୟୀ ଆଲୋକ ଦତ୍ତ କାଣ୍ଟିଙ୍କ ଘରେ ବିସ୍ଫୋରଣ ହୋଇଛି। ଘରେ ମହଜୁଦ ଥିବା ବାଣରେ ନିଆଁ ଲାଗି ବିସ୍ଫୋରଣ ହୋଇଛି। ହରଭଙ୍ଗ ଅଗ୍ନିଶମ ବାହିନୀ ପହଞ୍ଚି ପକ୍ଷରୁ ନିଆଁକୁ ଆୟତ୍ତ କରିଥିଲେ। ପୁରୁଣା କଟକ ଥାନା ଅଧିକାରୀ ଘଟଣା ସ୍ଥଳ ରେ ପହଂଭି ବାଣ ଥିବା ଘର ମାଲିକ ଆଲୋକ କାଣ୍ଟିକୁ ଉଠାଇ ନେଇଯାଇଛି। ବିସ୍ଫୋରଣ ଯୋଗୁ ସ୍ଥାନୀୟ ଲୋକ ଭୟଭୀତ ହୋଇ ପଡିଛନ୍ତି।

କଟକ ବାଣ ବିସ୍ଫୋରଣରେ ମୃତ୍ୟୁସଂଖ୍ୟା ୩କୁ ବୃଦ୍ଧି, ଗତକାଲି ମା’ ଓ ୩ବର୍ଷର ଝିଅ ମୃତ୍ୟୁବରଣ କରିଥିଲେ
କଟକ: କଟକରେ ଗତକାଲି ଘଟିଥିବା ଭୟଙ୍କର ବାଣ ବିସ୍ଫୋରଣରେ ମୃତ୍ୟୁସଂଖ୍ୟା ୩କୁ ବୃଦ୍ଧି । ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳେ ଆଉ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ମୃତ ମହିଳାଙ୍କ ନାଁ ସୁଧାଂଶୁବାଳାଙ୍କ ବୋଲି ଜଣାପଡିଛି । ସୂଚନାଯୋଗ୍ୟ ଗତକାଲି କଟକର ଜଗତପୁର ମହାଜନପୁରରେ ହୋଇଥିଲା ଭୟଙ୍କର ବାଣ ବିସ୍ଫୋରଣ । ବାଣ ଭିଡ଼ୁଥିବା ବେଳେ ବିସ୍ଫୋରଣ ଘଟି ୩୨ ବର୍ଷୀୟା ମା’ ଜୁଲି ନାୟକ ଓ ତାଙ୍କ ୩ବର୍ଷ ଝିଅର ଗତକାଲି ମୃତ୍ୟୁ ହୋଇଥିଲା । ଜୁଲିଙ୍କ ଶାଶୁ ସୁଧାଂଶୁବାଳାଙ୍କର ଆଜି ମୃତ୍ୟୁ ହୋଇଛି । ବିସ୍ଫୋରଣ ଏତେ ବଡ ଥିଲା ଯେ ଘରର ଛାତରେ ଫାଟ ହେବା ସହିତ, କାନ୍ଥ ଭୁଶୁଡ଼ି ଯାଇଥିଲା । ଘଟଣାର ତଦନ୍ତ କରୁଛି ଜଗତପୁର ଥାନା ପୋଲିସ୍ ।

ରାଜଧାନୀରେ ଅଘଟଣ: ବେଆଇନ ବାଣ ଭିଡ଼ିବା ବେଳେ ଭୟଙ୍କର ବିସ୍ଫୋରଣ, ୫ ଆହତ
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଅଘଟଣ । ଛାତ ଉପରେ ବାଣ ଭିଡ଼ିବା ବେଳେ ହୋଇଛି ଭୟଙ୍କର ବିସ୍ଫୋରଣ । ବାଣ ବିସ୍ଫୋରଣରେ ୩ ଜଣ ମହିଳାଙ୍କ ସମେତ ମୋଟ ୫ଜଣ ଆହତ ହୋଇଛନ୍ତି । ଏୟାରଫିଲ୍ଡ ଥାନା ସୁନ୍ଦରପଦା ଆଜାଦ ନଗରରେ ଘଟିଛି ଏହି ବିସ୍ଫୋରଣ । ବିସ୍ଫୋରଣରେ ଆହତ ୨ ଗୁରୁତରଙ୍କୁ ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ଏୟାରଫିଲ୍ଡ ଥାନା ପୁଲିସ ପହଞ୍ଚି  ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରି ତଦନ୍ତ କରୁଛନ୍ତି।