Odisha Janata Congress - The Sakala

ନୂଆ ଆଞ୍ଚଳିକ ଦଳ ‘ଓଡ଼ିଶା ଜନତା କଂଗ୍ରେସ’ର ମୂଳଦୂଆ ପକାଇଲେ ମହମ୍ମଦ ମୋକିମ
ଭୁବନେଶ୍ୱର: ଓଡ଼ିଶାରେ ଜନ୍ମ ନେଲା ନୂଆ ଆଞ୍ଚଳିକ ଦଳ ‘ଓଡ଼ିଶା ଜନତା କଂଗ୍ରେସ’। ଆଜି ବିଧିବଦ୍ଧ ଭାବେ 'ଓଡ଼ିଶା ଜନତା କଂଗ୍ରେସ' ଦଳ ଗଠନ ହୋଇଛି। ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ନେତୃତ୍ୱରେ ଏହି ଦଳର ମୂଳଦୂଆ ପଡ଼ିଥିବା ବେଳେ ପ୍ରଦର୍ଶନୀ ପଡ଼ିଆରେ ଶହ ଶହ ସମର୍ଥକଙ୍କ ଭିଡ଼ ଜମିଥିଲା । କଂଗ୍ରେସରୁ ବହିଷ୍କାର ହେବା ପରେ ନୂଆ ଦଳ ଗଠନ ପାଇଁ ଅଣ୍ଟା ଭିଡ଼ିଥିଲେ ମୋକିମ ।

ନୂଆ ଦଳ ଗଠନ ପରେ ମହମ୍ମଦ ମୋକିମ ଘୋଷଣା କରିଛନ୍ତି ଯେ, ଓଡ଼ିଶା ଜନତା କଂଗ୍ରେସ ପାର୍ଟି ପୌର ଓ ପଞ୍ଚାୟତ ନିର୍ବାଚନରେ ଭାଗ ନେବ । ଯୁବ ଶକ୍ତି ଆଗକୁ ଆସିବା ପାଇଁ ସମାବେଶ ସ୍ଥଳରୁ ଆହ୍ୱାନ ଦେଇଛନ୍ତି । ମୋକିମଙ୍କ ନୂଆ ଦଳ ଲୋକାର୍ପଣ ଉତ୍ସବରେ ନିଲମ୍ବିତ କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦ୍ଦୋସ ମଧ୍ୟ ଉପସ୍ଥିତ ଥିଲେ । ଶହ ଶହ ସମର୍ଥକଙ୍କ ଉପସ୍ଥିତିରେ ଭୁବନେଶ୍ବର ପ୍ରଦର୍ଶନୀ ପଡ଼ିଆରେ ଏକ ବିରାଟ ସମାବେଶରେ ଲୋକାର୍ପଣ ହୋଇଛି ନୂଆ ଆଞ୍ଚଳିକ ଦଳ ‘ଓଡ଼ିଶା ଜନତା କଂଗ୍ରେସ’।

ଓଡ଼ିଶା କୈନ୍ଦ୍ରିକ ପାର୍ଟି ଗଢିବେ ମୋକିମ, ନାଁ ରହିବ 'ଓଡ଼ିଶା ଜନତା କଂଗ୍ରେସ' !
ଭୁବନେଶ୍ୱର: ନୂଆ ଦଳ ଗଢ଼ିବାକୁ ଯାଉଛନ୍ତି ମହମ୍ମଦ ମୋକିମ । ଏହାରି ମଧ୍ୟରେ ମହମ୍ମଦ ମୋକିମ୍‌ଙ୍କ ଦେଇଛନ୍ତି ବଡ଼ ସୂଚନା । ଓଡ଼ିଶା କୈନ୍ଦ୍ରିକ ପାର୍ଟି ଗଢିବେ ବୋଲି କହିଛନ୍ତି ମୋକିମ ଏବଂ ତାଙ୍କ ନୂଆ ଦଳର ନାଁ 'ଓଡ଼ିଶା ଜନତା କଂଗ୍ରେସ' କିମ୍ବା 'ଓଡ଼ିଶା ଲୋକ କଂଗ୍ରେସ' ରହିପାରେ । ସମର୍ଥକଙ୍କ ସହ ଆଲୋଚନା ପରେ ନାଁ ଫାଇନାଲ୍ ହେବ । ମାର୍ଚ୍ଚ ମାସ ଶେଷ ବେଳକୁ ଦଳର ଅନ୍ତିମ ରୂପରେଖ ପ୍ରସ୍ତୁତ ହୋଇ ସାରିଥିବ ବୋଲି କହିଛନ୍ତି ମୋକିମ ।

ମିଳିଥିବା ସୂଚନା ଅନୁସାରେ ଗତକାଲି ରାଜଧାନୀରେ ମୋକିମ ନିଜ ସମର୍ଥକଙ୍କୁ ନେଇ ଏକ ବୈଠକ କରିଥିଲେ । ଏଥିରେ ଦଳର ନାଁ ରେଜିଷ୍ଟ୍ରେସନ ନେଇ ମତାମତ ନିଆ ଯାଇଥିଲା । ଆସନ୍ତା ମାର୍ଚ୍ଚ ସୁଦ୍ଧା ଦଳ ଗଠନ ପ୍ରକ୍ରିୟା ସମ୍ପୂର୍ଣ୍ଣ ହେବା ପରେ ବିଧିବଦ୍ଧ ଘୋଷଣା ହେବ ବୋଲି ଜଣାପଡ଼ିଛି ।