Online blackmail gang - The Sakala

ଅଶ୍ଳୀଳ ଫଟୋ ଭିଡିଓ ଦେଖାଇ ବୃଦ୍ଧଙ୍କ ଠାରୁ ୮୮ ଲକ୍ଷ ଠକେଇ ଅଭିଯୋଗ; ୫ ଗିରଫ, ୧୪ ଲକ୍ଷ ଟଙ୍କା ଜବତ
କଟକ: କଟକ ସାଇବର ଥାନା ପୋଲିସ ହାତରେ ଧରା ପଡ଼ିଲେ ଅନଲାଇନ୍ ବ୍ଲାକମେଲର ଗ୍ୟାଙ୍ଗ । ଯାଜପୁର ଅଞ୍ଚଳରୁ ପାଞ୍ଚ ଜଣଙ୍କୁ ଗିରଫ କରିବା ସହ ୧୪ ଲକ୍ଷ ଟଙ୍କା ଜବତ କରାଯାଇଛି । ସୋସିଆଲ ମିଡିଆରେ ପ୍ରେମ ଜାଲରେ ଫସାଇବା ଓ ପରେ ନ୍ୟୁଡ କଲ୍ କରି ବ୍ଲାକମେଲ କରୁଥିଲେ ଏମାନେ । ଅଶ୍ଳୀଳ ଫଟୋ ଭିଡିଓ ଦେଖାଇ ବୃଦ୍ଧଙ୍କ ଠାରୁ  ୮୮ ଲକ୍ଷ ଠକେଇ ହୋଇଥିବା ନେଇ କିଛି ଦିନ ପୂର୍ବରୁ ଅଭିଯୋଗ ହୋଇଥିଲା । ଅଭିଯୋଗ ପରେ ଯାଜପୁର ଧର୍ମଶାଳାରେ କମିଶନରେଟ୍‌ ପୋଲିସ ଚଢ଼ାଉ କରିଥିଲା । ଚଢ଼ାଉବେଳେ ୫ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା  ସହ ସେମାନଙ୍କଠାରୁ ୧୪ ଲକ୍ଷ ଟଙ୍କା ସହ ସୁନା ଗହଣା ଜବତ କରିଛି ପୋଲିସ ।

ସୂଚନା ମୁତାବକ, କିଛି ଦିନ ପୂର୍ବରୁ ସରୋଜ ଜେନାଙ୍କ ନାମରେ ଲକ୍ଷ ଲକ୍ଷ ଟଙ୍କାର ସାଇବର ଠକେଇ ଏବଂ ବ୍ଲାକ ମେଲିଙ୍ଗ ଅଭିଯୋଗରେ  କଟକର ସାଇବର ଥାନାରେ ଜଣେ ବ୍ୟକ୍ତି ଲିଖିତ ଅଭିଯୋଗ କରିଥିଲେ। ଏହାକୁ ଭିତ୍ତି କରି ଗତକାଲି ରାତି ପ୍ରାୟ ୧୦ ଟା ବେଳେ ସରୋଜର ଗତିବିଧିକୁ ଲକ୍ଷ୍ୟ କରି ଉଭୟ ସାଇବର ପୁଲିସ, ଧର୍ମଶାଳା ପୁଲିସ ଓ କ୍ରାଇମବ୍ରାଞ୍ଚ ଟିମ ଚଢ଼ାଉ କରିଥିଲେ ।