Bhubaneswar Court - The Sakala

ଭୁବନେଶ୍ୱର କୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ଧମକ, ସନ୍ଧାନୀ କୁକୁର ଓ ବମ୍‌ ସ୍କ୍ୱାର୍ଡର ତଦନ୍ତ
ଭୁବନେଶ୍ୱର: ଭୁବନେଶ୍ୱର କୋର୍ଟକୁ ବୋମା ଧମକ । ଭୁବନେଶ୍ୱର କୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ଇମେଲ୍‌ ଯୋଗେ କେହି ଦୁର୍ବୃତ୍ତ ଧମକ ଦେଇଛି । ଅଜଣା ମେଲ୍ ନେଇ କୋର୍ଟ ପରିସରରେ ଆତଙ୍କ। ଖବର ପାଇ କମିସନରେଟ ପୋଲିସ ବମ୍ ସ୍କ୍ୱାଡ୍ ଓ ଡଗ ସ୍କ୍ୱାଡ ତଦନ୍ତ ଆରମ୍ଭ କରିଛନ୍ତି । କୋର୍ଟ ପରିସରରେ ପୋଲିସ ଟିମ୍ ପହଂଚି କୋର୍ଟ କର୍ମଚାରୀ, ମାଜିଷ୍ଟ୍ରେଟ ଏବ୍ଂ ଓକିଲଙ୍କ ସହ ଆଲୋଚନା କରୁଛି ।

ହତ୍ୟାକାରୀ ପ୍ରେମିକକୁ ଆଜୀବନ କାରାଦଣ୍ଡାଦେଶ, ୧୫ ବର୍ଷ ପରେ ରାୟ ଶୁଣାଇଲେ ଭୁବନେଶ୍ୱର କୋର୍ଟ
ଭୁବନେଶ୍ୱର: ହତ୍ୟାକାରୀ ପ୍ରେମିକକୁ ଆଜୀବନ କାରାଦଣ୍ଡ । ୧୫ ବର୍ଷ ପରେ ରାୟ ଶୁଣାଇଲେ ଏଡିଜେ ୪ ଭୁବନେଶ୍ୱର କୋର୍ଟ। ଅଭିଯୁକ୍ତ ରାଜେଶ କୁମାର ସେଠୀଙ୍କ ବିରୋଧରେ ଦଣ୍ଡାଦେଶ ଶୁଣାଇଲେ ମାନ୍ୟବର କୋର୍ଟ। ୨୦୧୦ ମସିହା ମାର୍ଚ୍ଚ ୨୩ ତାରିଖରେ ଖାରବେଳନଗର ଥାନାରେ ହୋଇଥିଲା ହତ୍ୟାକାଣ୍ଡ । ମେଡ଼ିକାଲ ଛାତ୍ରୀଙ୍କ ହୋଇଥିଲା ବିଭତ୍ସ ହତ୍ୟା। ଏ ନେଇ ମୃତ ଛାତ୍ରୀଙ୍କ ବାପା ଖାରବେଳନଗର ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ଅଭିଯୁକ୍ତକୁ ଗିରଫ କରାଯାଇଥିଲା । ତ୍ରିକୋଣୀୟ ପ୍ରେମରୁ ହୋଇଥିଲା ହତ୍ୟାକାଣ୍ଡ । ୨୦ ଜଣ ସାକ୍ଷୀ, ୩୫ଟି ଦସ୍ତାବିଜ ଆଧାରରେ ଦଣ୍ଡବିଧାନ ହୋଇଛି। ସିଡ଼ିଆର, ବ୍ଲଡ଼ ଟେଣ୍ଟ ସାମ୍ପୁଲ ଓ ସାଇଣ୍ଟିଫିକ ଏଭିଡ଼େନ୍ସ ଆଧାରାରେ ଦଣ୍ଡବିଧାନ କରିଛନ୍ତି କୋର୍ଟ । ସରକାରୀ ଓକିଲ ପି.ପି.ବାରିକ ଏହି ସମ୍ବେଦନଶୀଳ ମାମଲାର ପରିଚାଳନା କରୁଥିଲେ।

କୋର୍ଟ ପରିସରରେ ଅଭିଯୁକ୍ତ ଓ ଅବକାରୀ ଅଧିକାରୀ ଧସ୍ତାଧସ୍ତି, ଅବକାରୀ ବାବୁଙ୍କ ଅନ୍ତବସ୍ତ୍ରରୁ ବାହାରିଲା ଅଭିଯୁକ୍ତର ଚୋରି ଟଙ୍କା
ଭୁବନେଶ୍ୱର: ଭୁବନେଶ୍ୱର କୋର୍ଟ ପରିସରରେ ହାଇଡ୍ରାମା । ଅଭିଯୁକ୍ତ ଓ ଅବକାରୀ ଅଧିକାରୀଙ୍କ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି । ମଦ ବେପାରିଙ୍କ ଟଙ୍କା ଚୋରି କରି ଧରାପଡିଲେ ଅବକାରୀ ଅଧିକାରୀ । ଶେଷରେ ଅବକାରୀ ଅଫିସରଙ୍କ ଅନ୍ତବସ୍ତ୍ରରୁ ବାହାରିଲା ଅଭିଯୁକ୍ତର ଚୋରି ହୋଇଥିବା ୪ ହଜାର ଟଙ୍କା । ଯାହାର ଦୃଶ୍ୟ ଏବେ ଭାଇରାଲ ହେଉଛି ।

ସୂଚନା ଅନୁସାରେ, ଦୁଇଜଣ ଅବକାରୀ ଅଧିକାରୀ ହାତକଡ଼ା ପିନ୍ଧିଥିବା ଜଣେ ମଦ ବେପାରୀକୁ କୋର୍ଟ ଚାଲାଣ ପାଇଁ ଆଣିଥିଲେ। ଗାଡ଼ିରୁ ଓହ୍ଲାଇବା ମାତ୍ରେ ଅଭିଯୁକ୍ତ ଜଣକ ସାଦା ପୋଷାକରେ ଥିବା ଜଣେ ଅବକାରୀ ବାବୁଙ୍କୁ ଜାବୁଡ଼ି ଧରି ନିଜ ଟଙ୍କା ଫେରସ୍ତ ମାଗିଥିଲେ। ଅଭିଯୁକ୍ତ ଚିତ୍କାର କରି କହିଥିଲେ, "ମୋ ଟଙ୍କା ଫେରାଅ, ମୁଁ ଓକିଲ ଦେଇ ବେଲ୍‌ରେ ଯିବି।" ଏପରିକି ଅଭିଯୁକ୍ତଙ୍କ ପରିବାରର ମହିଳାମାନେ ମଧ୍ୟ ଏଥିରେ ସାମିଲ ହୋଇ ଅଧିକାରୀଙ୍କ ସହ ଟଣାଓଟରା କରିଥିଲେ। ତେବେ ଅବକାରୀ ବାବୁ ଟଙ୍କା ନେଇନଥିବା ସଫେଇ ଦେଇ ଅଭିଯୁକ୍ତଙ୍କୁ ଟାଣିଟାଣି କୋର୍ଟ ଭିତରକୁ ନେଇଯାଇଥିଲେ।

କୋର୍ଟ ଭିତରେ ମଧ୍ୟ ଅଭିଯୁକ୍ତ ଚୁପ୍ ରହିନଥିଲେ। ସେ ସିଧାସଳଖ ହାକିମଙ୍କ ନିକଟରେ ଅଭିଯୋଗ କରିଥିଲେ ଯେ, ଅବକାରୀ ବାବୁ ତାଙ୍କଠାରୁ ୪ ହଜାର ୬ଶହ ଟଙ୍କା ଛଡ଼ାଇ ନେଇଛନ୍ତି। ହାକିମ ଏନେଇ ଅଧିକାରୀଙ୍କୁ ପଚାରିବାରୁ ସେ ପ୍ରଥମେ ଟଙ୍କା ଜବତ କରିଥିବା କହିଥିଲେ। କିନ୍ତୁ 'ସିଜର ଲିଷ୍ଟ' (ଜବତ ତାଲିକା) ଯାଞ୍ଚ କରିବାରୁ ସେଥିରେ ଟଙ୍କା ବିଷୟରେ କୌଣସି ଉଲ୍ଲେଖ ନଥିଲା। ଶେଷରେ ହାକିମଙ୍କ କଡା ତାଗିଦ୍ ପରେ ଅବକାରୀ ଅଧିକାରୀ ଜଣକ ବାଧ୍ୟ ହୋଇ ସର୍ବସମ୍ମୁଖରେ ନିଜ ଅନ୍ତର୍ବସ୍ତ୍ର ଭିତରେ ଲୁଚାଇ ରଖିଥିବା ଟଙ୍କା ବାହାର କରିଥିଲେ। ଏହି ଘଟଣା ଏବେ ଆଇନଜୀବୀ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି।

ପୀୟୂଷ ତ୍ରିପାଠୀଙ୍କୁ ମଞ୍ଚ ବାରଣ ମାମଲା: ଭୁବନେଶ୍ୱର କୋର୍ଟରେ ଶୁଣାଣି, ଲିଖିତ ଜବାବ ଦାଖଲ ପାଇଁ ନିର୍ଦ୍ଦେଶ
ଲୋକପ୍ରିୟ ଯାତ୍ରା ଅଭିନେତା ପୀୟୂଷ ତ୍ରିପାଠୀଙ୍କୁ ମଞ୍ଚ ବାରଣ ନେଇ ଚାଲିଥିବା ବିବାଦର ଆଜି ଭୁବନେଶ୍ୱର କୋର୍ଟରେ ଗୁରୁତ୍ୱପୂର୍ଣ୍ଣ ଶୁଣାଣି ଅନୁଷ୍ଠିତ ହୋଇଯାଇଛି। ଏହି ମାମଲାରେ କୋର୍ଟ ଉଭୟ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ ଆସନ୍ତାକାଲି ସୁଦ୍ଧା ଲିଖିତ ଭାବେ ଜଣାଇବାକୁ ନିର୍ଦ୍ଦେଶ ଦେଇଛନ୍ତି।

ପୀୟୂଷଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ଆଇନଜୀବୀ ବିଭୁ ତ୍ରିପାଠୀ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ତାଙ୍କ ମହକିଲ କୌଣସି ପ୍ରକାରର ଚୁକ୍ତି ଖିଲାପ କରିନାହାନ୍ତି। ଏନେଇ କୋର୍ଟଙ୍କୁ ଅବଗତ କରାଯାଇଛି। କୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ଆସନ୍ତାକାଲି ଏ ସଂକ୍ରାନ୍ତରେ ଲିଖିତ ଭାବେ ପକ୍ଷ ରଖାଯିବ ବୋଲି ସେ ସ୍ପଷ୍ଟ କରିଛନ୍ତି।

ସୂଚନାଯୋଗ୍ୟ ଯେ, ଚୁକ୍ତି ଉଲ୍ଲଂଘନ ଅଭିଯୋଗ ଆଣି ଯାତ୍ରା ସିଂହ ବାହିନୀ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା। ଏହି ଅଭିଯୋଗ ଆଧାରରେ ପୀୟୂଷଙ୍କୁ ମଞ୍ଚ ନଚଢ଼ିବା ପାଇଁ କୋର୍ଟ ପୂର୍ବରୁ ନୋଟିସ୍ ଜାରି କରିଥିଲେ। ଗତ ୧୨ ତାରିଖରେ ଉଭୟ ପୀୟୂଷ ତ୍ରିପାଠୀ ଓ ଯାତ୍ରା ପାର୍ଟିର ମାଲିକ ଓକିଲଙ୍କ ଜରିଆରେ ନିଜ ନିଜର ପକ୍ଷ ରଖିଥିଲେ, ଯାହାର ପରବର୍ତ୍ତୀ ଶୁଣାଣି ଆଜି ଅନୁଷ୍ଠିତ ହୋଇଥିଲା।