Nisha Maharana - The Sakala

ଯାତ୍ରା ମଞ୍ଚରେ ଉତ୍ତେଜନା: ଅଭିନେତ୍ରୀ ନିଶା ମହାରଣାଙ୍କ ଉପରକୁ ଚେୟାର ଓ ପାଣି ବୋତଲ ମାଡ଼
ଆଠଗଡ଼: ପୁଣି ଥରେ ବିବାଦରେ ଯାତ୍ରା ଅଭିନେତ୍ରୀ ନିଶା ମହାରଣା। ଆପତ୍ତିଜନକ ଦୃଶ୍ୟ ପରିବେଷଣ କରିବା ଅଭିଯୋଗରେ ତାଙ୍କୁ ତୀବ୍ର ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଛି। ଆଠଗଡ଼ କଇଥ ଛକ ଠାରେ ଏକ ଯାତ୍ରା ପରିବେଷଣ ଚାଲିଥିବା ବେଳେ ଉତ୍ତ୍ୟକ୍ତ ଦର୍ଶକ ମଞ୍ଚ ଉପରକୁ ଚେୟାର ଏବଂ ପାଣି ବୋତଲ ମାଡ଼ କରିଛନ୍ତି।

ସୂଚନା ଅନୁଯାୟୀ, ନୂଆ କରି ଗଢ଼ି ଉଠିଥିବା ତାରିଣୀ ଗଣନାଟ୍ୟ ପକ୍ଷରୁ ରବିବାର ଦିନ ଆଠଗଡ଼ କଇଥ ଛକ ଠାରେ ଯାତ୍ରା ପରିବେଷଣ କରାଯାଉଥିଲା। ଏହି ନାଟକର ଶୀର୍ଷକ ଥିଲା “ନିଶା ନିଶା ରାତି”। ଏହି ନାଟକରେ ଅଭିନେତ୍ରୀ ନିଶା ମହାରଣା ଅଭିନୟ କରୁଥିଲେ। ମଞ୍ଚ ଉପରେ ସେ ନିଜର କଳା ପ୍ରଦର୍ଶନ କରୁଥିବା ବେଳେ ଏକ ଆପତ୍ତିଜନକ ଦୃଶ୍ୟ ପରିବେଷଣ କରିଥିବା ଅଭିଯୋଗ ହୋଇଥିଲା। ଏହାକୁ ଦେଖି ଦର୍ଶକମାନେ ଉତ୍ତ୍ୟକ୍ତ ହୋଇପଡ଼ିଥିଲେ।

ଅଶ୍ଳୀଳ ତଥା ଆପତ୍ତିଜନକ ଦୃଶ୍ୟକୁ ସହ୍ୟ ନକରି ପାରି ଦର୍ଶକମାନେ ସିଧାସଳଖ ଷ୍ଟେଜ୍ ଉପରକୁ ଆକ୍ରମଣ କରିଥିଲେ। ଦର୍ଶକଙ୍କ ଦ୍ୱାରା ମଞ୍ଚ ଉପରକୁ ଚେୟାର ଏବଂ ପାଣି ବୋତଲ ମାଡ଼ କରାଯାଇଥିଲା। ଏହି ଘଟଣା ଯୋଗୁଁ ଯାତ୍ରା ପେଣ୍ଡାଲରେ କିଛି ସମୟ ପାଇଁ ତୀବ୍ର ଉତ୍ତେଜନା ଏବଂ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା।

ଅଡୁଆରେ ନିଶା ମହାରଣା: ଅଶ୍ଳୀଳ ନୃତ୍ୟ ପାଇଁ ଗିରଫ କରିବାକୁ ଭୁବନେଶ୍ୱରରେ ପହଞ୍ଚିଲା ବଲାଙ୍ଗିର ପୋଲିସ
ବହୁଚର୍ଚ୍ଚିତ ଯାତ୍ରା ନୃତ୍ୟଶିଳ୍ପୀ ନିଶା ମହାରଣାଙ୍କ ପାଇଁ ଅଡୁଆ ବଢିବାରେ ଲାଗିଛି। ଅଶ୍ଳୀଳ ନୃତ୍ୟ ପରିବେଷଣ ଅଭିଯୋଗରେ ତାଙ୍କୁ ଗିରଫ କରିବା ପାଇଁ ବଲାଙ୍ଗିର ପୋଲିସ ଏକ ଟିମ୍ ସହ ଭୁବନେଶ୍ୱରରେ ପହଞ୍ଚିଥିବା ସୂଚନା ମିଳିଛି। ବଲାଙ୍ଗିର ଜିଲ୍ଲା ଚନ୍ଦନ ଭାଟି ଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ନିଶା ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନ କରିଥିବା ନେଇ ଅଭିଯୋଗ ହୋଇଥିଲା।

ଏହି ଘଟଣାକୁ ଗୁରୁତର ସହ ନେଇ ପୋଲିସ ନିଜ ଆଡୁ ମାମଲା ରୁଜୁ କରିଛି। ବଲାଙ୍ଗିର ସଦର ଥାନା ପୋଲିସ ଏହି ମାମଲାର ତଦନ୍ତ ଆରମ୍ଭ କରିବା ସହ ନିଶାଙ୍କୁ ଗିରଫ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛି। ସର୍ବସାଧାରଣ ସ୍ଥାନରେ ଅଶ୍ଳୀଳତା ପ୍ରଦର୍ଶନ କରିବା ନେଇ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି।

ଅନ୍ୟପକ୍ଷରେ, ଏହି କାର୍ଯ୍ୟକ୍ରମ ଆୟୋଜନ କରିଥିବା କମିଟିର ଦୁଇ ଜଣ ସଦସ୍ୟଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଛି। ଅଟକ ଥିବା ଦୁଇ ଆୟୋଜକ ହେଲେ ସୁରେନ୍ଦ୍ର ନାଗ ଓ ରାଧେଶ୍ୟାମ ମେହେର। ବର୍ତ୍ତମାନ ପୋଲିସର ତଦନ୍ତ ଜାରି ରହିଛି ଏବଂ ଖୁବଶୀଘ୍ର ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜଣାପଡିଛି।