Excise dept. - The Sakala
ନୂଆବର୍ଷ ପୂର୍ବରୁ ଆକ୍ସନ ମୋଡ଼ରେ ଅବକାରୀ ଟିମ, ସ୍କାନରରେ ରାଜଧାନୀର ବାର ଓ ପବ୍
ଭୁବନେଶ୍ୱର: ନୂଆବର୍ଷ ପାଇଁ ଆରମ୍ଭ ହେଲା ଅବକାରୀ ବିଭାଗର ଧରପଗଡ଼ । ସ୍କାନରରେ ରାଜଧାନୀର ବାର ଓ ପବ୍ । ବଡଦିନ, ଜିରୋ ନାଇଟ ଓ ନୂଆବର୍ଷ ପୂର୍ବରୁ ଆକ୍ସନ ମୋଡ଼ରେ ଅବକାରୀ ଟିମ । ସିସିଟିଭି ଯାଞ୍ଚ ସହ ରହିବ ଡ୍ୟାନ୍ସ ବାର ଉପରେ କଡା ନଜର । ବିଳମ୍ବିତ ରାତି ପର୍ଯ୍ୟନ୍ତ ଖୋଲିଲେ ହେବ କାର୍ଯ୍ୟନୁଷ୍ଠାନ । ହୋଟେଲ ଗୁଡିକରେ ମଧ୍ୟ ହେବ ସରପ୍ରାଇଜ ଭିଜିଟ । ବିନା ଲାଇସେନ୍ସରେ ମଦ ବିକ୍ରି କଲେ ନିଆଯିବ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ । ନକଲି ମଦ ବିକ୍ରି ଓ ଚୋରା ଚାଲାଣ ଉପରେ ମଧ୍ୟ ରହିବ ନଜର ।
ତେବେ କେବଳ ମଦ ନୁହେଁ, ଅନ୍ୟ ନିଶା ଦ୍ରବ୍ୟ ଯେପରିକି ବ୍ରାଉନସୁଗର, କୋକେନ୍, କଫସିରଫ କାରବାର ଉପରେ ମଧ୍ୟ ରହିଛି କଡା ନଜର । ଏଭଳି ସୂଚନା ଦେଇଛନ୍ତି ଅବକାରୀ ସୁପରିଟେଣ୍ଡେଣ୍ଟ ଦେବାଶିଷ ପଟେଲ । ସେଲିବ୍ରେସନ କର କିନ୍ତୁ କ୍ରାଇମ କରନି ବୋଲି ଚେତାବନୀ ଦେଇଛନ୍ତି ଅବକାରୀ ସୁପରିଟେଣ୍ଡେଣ୍ଟ ।
ଭୁବନେଶ୍ୱରର ଦୁଇଟି ବାରକୁ ସିଲ୍ କଲା ଅବକାରୀ ବିଭାଗ
ଭୁବନେଶ୍ୱର: ରାଜଧାନୀରେ ଆକ୍ସନ୍ ମୋଡକୁ ଆସିଛି ଅବକାରୀ ବିଭାଗ। ଅବକାରୀ ନିୟମ ଉଲ୍ଲଙ୍ଘନ କରୁଥିବା ବାର୍ ଗୁଡ଼ିକ ଉପରେ ବିଭାଗ ପକ୍ଷରୁ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ଭୁବନେଶ୍ୱର ଦୁଇ ଦୁଇଟି ବାରକୁ ସିଲ୍ କରିଛି ଅବକାରୀ ବିଭାଗ। ଭୁବନେଶ୍ୱର ଆମ୍ବିଆନ୍ସ ଓ ବାର୍ବୀ ବାର ଉପରେ ଅଚାନକ ଚଢାଉ କରି ସିଲ କରିଛି ବିଭାଗ। ବିନା ଅନୁମତିରେ ମହିଳାଙ୍କୁ ନିୟୋଜିତ କରୁଥିବା ଖବର ପାଇ ଚଢ଼ାଉ କରିଥିଲେ ଅବକାରୀ ଟିମ। ଏପରିକି ବିଳମ୍ବିତ ରାତି ପର୍ଯ୍ୟନ୍ତ ଗଳା ବାଟ ଦେଇ ଚାଲିଥିଲା ବାର । ଆଗାମୀ ଦିନରେ ଏଭଳି ଅଭିଯାନ ଜାରି ରହିବ ବୋଲି ସୂଚନା ଦେଇଛନ୍ତି ଅବକାରୀ ସୁପରିଟେଣ୍ଡେଣ୍ଟ ।
ଭୁବନେଶ୍ବର:  ସ୍ୱଚ୍ଛତା, ସମୟାନୁବର୍ତ୍ତିତା ତଥା ଅନଲାଇନ ମାଧ୍ୟମରେ ସୁବିଧାରେ ସମସ୍ତ ସେବା ପ୍ରଦାନ ନିମନ୍ତେ ଓଡିଶା ସରକାରଙ୍କ ଅବକାରୀ ବିଭାଗକୁ “ଇ-ଅବକାରୀ” ପାଇଁ ଚଳିତ ବର୍ଷ ସମ୍ମାନଜନକ ଡିଜିଟାଲ ଇଣ୍ଡିଆ ସ୍ୱର୍ଣ୍ଣ ପୁରସ୍କାର ପ୍ରଦାନ ନିମନ୍ତେ ଯୋଗ୍ୟ ବିବେଚିତ କରାଯାଇଅଛି । ଭାରତର ମହାମହିମ ରାଷ୍ଟ୍ରପତିଙ୍କ ଦ୍ୱାରା ୭ ଜାନୁୟାରୀ, ୨୦୨୩ ତାରିଖରେ ଏଥି ନିମନ୍ତେ ପୁରସ୍କାର ପ୍ରଦାନ କରାଯିବ ।
ପ୍ରକାଶ ଥାଉକି, ଓଡିଶା ସରକାରଙ୍କର ୫ଟି ସୁତ୍ର ଅନୁସାରେ ଅବକାରୀ ବିଭାଗ ଗତ ୨୦୧୯-୨୦ରୁ ରାଷ୍ଟ୍ରୀୟ ସୂଚନା ଓ ବିଜ୍ଞାନ କେନ୍ଦ୍ରର ସହାୟତାରେ ବିଭାଗର ବିଭିନ୍ନ ସେବା ଓ କାର୍ଯ୍ୟକ୍ରମ ଗୁଡିକୁ ୩୦ ରୁ ଅଧିକ ଅନଲାଇନ୍‌ ପରିମାପକ ମାଧ୍ୟମରେ କାର୍ଯ୍ୟକାରୀ କରାଇ ନିରବଚ୍ଛିନ୍ନ ଭାବେ ସ୍ୱଚ୍ଛତାର ସହିତ ସମୟୋଚିତ ଅବାଧ ସେବା ପ୍ରଦାନ କରି ଆସୁଅଛି । ଏତଦ୍‌ ବ୍ୟତିତ, ଏହା ଅବକାରୀ ଅପରାଧର ସଠିକ୍‌ ପର୍ଯ୍ୟବେକ୍ଷଣ, ଅବକାରୀ ଚଢାଉ କୁ ମଜବୁତ କରିବା, ଅବୈଧ ନକଲି ମଦକୁ ରୋକିବା, ବିଭିନ୍ନ ସ୍ତରରେ ସମୟାନୁବର୍ତୀ ସେବା ପ୍ରଦାନ କରିବା, ମଦର ଉତ୍ପାଦନ ଏବଂ ପରିବହନ ନିୟନ୍ତ୍ରଣ ସହିତ ଉପଯୁକ୍ତ ଯୋଗାଣ ଓ ପରିଚାଳନା ଏବଂ ସର୍ବୋପରି, ବିଭାଗରେ ସାମୂହିକ ସେବାରେ ସହାୟତା ପ୍ରଦାନ କରି ଆସୁଅଛି ।
ପୁନଶ୍ଚ, ଇ-ଅବକାରୀ ଦ୍ୱାରା ଅନଲାଇନ୍‌ ଲଟେରୀ ପ୍ରକ୍ରିୟା ମାଧ୍ୟମରେ ସମସ୍ତ ପ୍ରକାରର ଅବକାରୀ ଦୋକାନଗୁଡିକର ବନ୍ଦୋବସ୍ତ, ଠିକ୍‌ ସମୟରେ ସମସ୍ତ ଲାଇସେନ୍ସ ପ୍ରଦାନ ଏବଂ ନବୀକରଣ, ୧୦୦% ସରକାରୀ ପ୍ରାପ୍ୟର ଅନଲାଇନ ପୈଠ, ବ୍ରାଣ୍ଡ / ଲେବୁଲ ପଞ୍ଜୀକରଣ, ଅବକାରୀ ଦୋକାନ ଗୁଡିକର ସ୍ଥାନାନ୍ତର ଓ ମାଲିକାନା ସତ୍ୱ ପରିବର୍ତନ, ସମସ୍ତ ପରିମିଟ୍‌ ଓ ପାଶ୍‌ ପ୍ରଦାନ, ମୋବାଇଆପ୍‌ ଓ ଡି.ପି.ଆର ମାଧ୍ୟମରେ ଚଢାଉସ୍ଥାନ ଚିହ୍ନଟ ହେବା ସହ ଅବକାରୀ, ଏନ୍‌.ଡି.ପିଏସ୍‌ ମାମଲା ରୁଜୁ ଏବଂ ଆସାମୀ ଗିରଫ ପୂର୍ବବର୍ତୀ ବର୍ଷ ତୁଳନାରେ ଦୁଇଗୁଣ ଅଧିକ ହୋଇ ବିଭାଗକୁ ଅଧିକ ସ୍ୱଚ୍ଛ, କ୍ରିୟାଶୀଳ ଓ ଉତରଦ୍ୱାୟୀ କରାଇବାରେ ସହାୟକ ହୋଇଛି ।
୩,୫୦୦୦୦ ଟଙ୍କା ମୂଲ୍ୟର ରନ୍ଧା ମଦ ସହ ମହୁଲ ପୋଚ ନଷ୍ଟ କଲା ଅବକାରୀ ବିଭାଗ
ତାଳଚେର : ଆଜି ଅନୁଗୁଳ ଜିଲ୍ଲା ତାଳଚେର ବ୍ଲକରେ ଜିଲ୍ଲା ଅବକାରୀ ବିଭାଗ ମୋବାଇଲ ସ୍କ୍ୱାଡ଼ ଦ୍ଵାରା ଧରପଗଡ କରାଯାଇ ବିପୁଳ ପରିମାଣର ଦେଶୀ ରନ୍ଧା ମଦ ସହ ମହୁଲ ପୋଚ ନଷ୍ଟ କରାଯାଇଅଛି l ଉକ୍ତ ମଦ ଧରପଗଡ଼ରେ ଜିଲ୍ଲା ଅବକାରୀ ବିଭାଗ ମୋବାଇଲ ସ୍କ୍ୱାର୍ଡର ଇନିସ୍ପେକ୍ଟର କରୁଣା ଶଙ୍କର ତିୱାରୀ, ସରୋଜ ସାହୁ, ସନ୍ତୋଷ ସାହୁ ,ସୋନୁ ନାଏକ, ମମତା ପଲେଇ ଓ କୁନ୍ତଳା ବେହେରାଙ୍କ ନେତୃତ୍ୱରେ ଏକ ଟିମ ଗଠନ କରାଯାଇ ତାଳଚେର ବ୍ଲକ ଅନ୍ତର୍ଗତ ବରପଦା ଗ୍ରାମ ପାର୍ଶ୍ୱରେ ଥିବା ଏକ ଜଙ୍ଗଲ ଭିତରେ ଅତର୍କିତ ଭାବେ ଚଢ଼ାଉ କରାଯାଇ ଥିଲା ।
ଯାହାଫଳରେ ଜଙ୍ଗଲ ଭିତରେ ଅବକାରୀ ବିଭାଗକୁ ଦେଖି ମଦ ମାଫିଆ ମାନେ ଘଟଣା ସ୍ଥଳରୁ ଛତ୍ରଭଙ୍ଗ ଦେଇ ଘଞ୍ଚ ଜଙ୍ଗଲ ମଝିକୁ ପଳାଇ ଯାଇଥିଲେ , ଜଙ୍ଗଲ ଭିତରେ ରନ୍ଧା ହେଉଥିବା ଦେଶୀ ମହୁଲି ମଦ ଓ ମହୁଲ ପୁଚ ଆଦିକୁ ଅବକାରୀ ବିଭାଗ ନଷ୍ଟ କରିଥିଲା ।
ତେବେ ନଷ୍ଟ କରାଯାଇଥିବା ସମସ୍ତ ମହୁଲି ମଦର ଓ ପୋଚର ଆନୁମାନିକ ମୂଲ୍ୟ 3,50000/-(ତିନି ଲକ୍ଷ ପଚାଶ ହଜାର ଟଙ୍କା )ହେବ ବୋଲି ଅବକାରୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ମଦ ମାଫିଆ ମାନଙ୍କୁ ଖୁବ ଶୀଘ୍ର ଗିରଫ କରାଯିବ ବୋଲି ଜିଲ୍ଲା ଅବକାରୀ ବିଭାଗ ମୋବାଇଲ ସ୍କ୍ୱାର୍ଡର ଇନିସ୍ପେକ୍ଟର ପ୍ରକାଶ କରିଛନ୍ତି l