Chandipur - The Sakala
ଚାନ୍ଦିପୁରରୁ ସ୍ବଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର (VL-SRSAM)ର ସଫଳ ପରୀକ୍ଷଣ
ବାଲେଶ୍ବର: ବାଲେଶ୍ବର ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ର ୩ ନମ୍ବର ଲଞ୍ଚ ପ୍ୟାଡରେ ମଧ୍ୟାହ୍ନ ୧୨ ଟାରେ ସ୍ବଳ୍ପ ଦୂରଗାମୀ ଭୁପୃଷ୍ଠରୁ ଆକାଶକୁ ଲକ୍ଷଭେଦ କରିପାରୁଥିବା VL-SRSAM (Vertical Luch Short Range Surface to Air Missile) କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ । ପୂର୍ବରୁ ଏହି ପରୀକ୍ଷା ହୋଇଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷଣ କରାଯାଇଛି । ଭୁପୃଷ୍ଠରୁ ଆକାଶକୁ ଲକ୍ଷଭେଦ କରିପାରୁଥିବା VL-SRSAMର ଲକ୍ଷ୍ୟଭେଦ କ୍ଷମତା ୮୦ କିଲୋମିଟର। ଡିଆରଡିଓ ଓ ନୌସେନା ତରଫରୁ କରାଯାଇଥିବା ପରୀକ୍ଷଣ ସଫଳ ହୋଇଥିବା ପ୍ରତିରକ୍ଷା ବିଭାଗର ସୂଚନା।
Vertically-Launched Short-Range Surface-to-Air Missile (VLSRSAM) was successfully flight tested today, against a high-speed aerial target at very close range and low altitude, establishing the Near-Boundary-Low Altitude capability of the missile system pic.twitter.com/QXxqi6AxXi
— DRDO (@DRDO_India) March 26, 2025
ଚାନ୍ଦିପୁର ଆଇଟିଆର LC-III କ୍ଷେପଣାସ୍ତ୍ର ଘାଟିରୁ କ୍ଷେପଣାସ୍ତ୍ର ପରୀକ୍ଷା କରାଯିବା ପାଇଁ ନିର୍ଦ୍ଧାରିତ ହୋଇଥିବା ସାଢ଼େ ଦୁଇ କିଲୋମିଟର ପରିଧି ଅଞ୍ଚଳର ୩୨୦୦ ଲୋକଙ୍କୁ ସ୍ଥାନାନ୍ତର ଓ ସୁରକ୍ଷା ନିମନ୍ତେ ଜିଲ୍ଲା ଓ ପୁଲିସ ପ୍ରଶାସନ ପକ୍ଷରୁ ସମସ୍ତ ପଦକ୍ଷେପ ନିଆଯାଇଥିଲା
ଚାନ୍ଦିପୁରରୁ ଇଣ୍ଟରସେପ୍ଟର କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ
ବାଲେଶ୍ୱର: ଅବଦୁଲ୍‌ କଲାମ ଦ୍ୱୀପରୁ ବୁଧବାର ଇଣ୍ଟରସେପ୍ଟର କ୍ଷେପଣାସ୍ତ୍ର ପରୀକ୍ଷଣ ହୋଇଛି। ଅପରାହ୍ନ ୪ଟା ୧୫ ମିନିଟ୍‌ରେ ବ୍ୟାବହାରିକ ପରୀକ୍ଷଣ ହୋଇଛି। ପ୍ରଥମେ ଚାନ୍ଦିପୁରର ୩ ନଂ ଲଞ୍ଚପ୍ୟାଡ୍‌ରୁ ପୃଥ୍ବୀ-୨ ଉତ୍‌କ୍ଷେପଣ କରାଯାଇଥିଲା। ୨୩୦ କିଲୋମିଟର ପର୍ଯ୍ୟନ୍ତ ଏହି ମିସାଇଲ ଲକ୍ଷ୍ୟଭେଦ କରିପାରିବ। ଟାର୍ଗେଟକୁ ସଫଳତାର ସହିତ ଲକ୍ଷ୍ୟଭେଦ କରିଥିବା ସୂଚନା ।
ପର୍ଯ୍ୟଟନ କ୍ଷେତ୍ରରେ ଉଦାହରଣ ସାଜିବ ଚାନ୍ଦିପୁର ବେଳାଭୂମି, ତଟ ସୁରକ୍ଷା ପରେ ସୌନ୍ଦର୍ଯ୍ୟକରଣ କାମ ପାଇଁ ତିଆରି ହେଲା ଡିଜାଇନ୍
ବାଲେଶ୍ବର :ପର୍ଯ୍ୟଟନ କ୍ଷେତ୍ରରେ ଉଦାହରଣୀୟ ତଥା ଆକର୍ଷଣୀୟ ପର୍ଯ୍ୟଟନ ସ୍ଥଳୀରେ ପରିଣତ ହେବ ଚାନ୍ଦିପୁର ବେଳାଭୂମି। ସବୁବେଳେ ଅବହେଳାରେ ପଡିରହିଥିବା ଚାନ୍ଦିପୁର ବେଳାଭୂମିରେ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ପରି ନାହିଁ କିଛି ପରିବେଶ। ତେଣୁ ଏହାକୁ ଦୃଷ୍ଟିରେ ରଖି ବାଲେଶ୍ବର ଜଳସେଚନ ବିଭାଜନ ପକ୍ଷରୁ ବିକାଶମୂଳକ କାମ ୨୦୨୦ ମସିହାରୁ ଆରମ୍ଭ ହୋଇଛି। ପ୍ରଥମେ ସମୁଦ୍ର କୂଳରେ ୩୦ କୋଟି ଟଙ୍କା ଖର୍ଚ୍ଚରେ ପଥର ପକାଇବା କାଣ ଶେଷ ହୋଇଥିବା ବେଳେ ସୌନ୍ଦର୍ଯ୍ୟକରଣ ପାଇଁ ବିଭାଜନ ପକ୍ଷରୁ ଏକ ଡିଜାଇନ୍ ପ୍ରସ୍ତୁତ କରାଯାଇଛି।
୧.୭ କିଲୋମିଟର(୧୭୨୧ମିଟର) ପଥର ବନ୍ଧ ଉପରେ ସର୍ଭିସ ରୋଡ୍ ତିଆରି ପରେ ମେରାଇନ୍ ଡ୍ରାଇଭ୍ ରାସ୍ତାରେ ପର୍ଯ୍ୟଟକଙ୍କ ବସିବା ପାଇଁ ବ୍ୟବସ୍ଥା ଏବଂ ଗାଡି ଯାତାୟାତ ସୁବିଧା, ପାର୍କିଂ ସହ ସବୁଜୀକରଣକୁ ନେଇ ଏକ ସୁନ୍ଦର ଡିତାଇନ୍ ପ୍ରସ୍ତୁତ କରାଯାଇଛି। ଉକ୍ତ ଡିଜାଇନ୍ କୁ ଜଳସେଚନ ବିଭାଗ ଏସଇ ପ୍ରଭାସ କୁମାର ପ୍ରଧାନ  ସଦର ବିଧାୟକ ସ୍ବରୂପ କୁମାର ଦାସଙ୍କୁ ଦେଖାଇଛନ୍ତି। ଯାହାକୁ ବିଧାୟକ ପସନ୍ଦ କରିବା ପରେ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରହୀଙ୍କୁ ଦେଖାଇଛନ୍ତି। ତେବେ ଜଳସେଚନ ବିଭାଗ ପ୍ରସ୍ତୁତ କରିଥିବା ଡିଜାଇନ୍ କୁ ପସନ୍ଦ କରିବା ସହ ଏପରି ଭାବେ ବେଳାଭୂମି ହେବ ବୋଲି ଏକପ୍ରକାର ଯୋଜନା ଆରମ୍ଭ ହୋଇଯାଇଛି।
ସୂଚନାଯୋଗ୍ୟ, ବାଲେଶ୍ବର ଜିଲ୍ଲାର ୨୨ଟି ପର୍ଯ୍ୟଟନ ସ୍ଥଳୀ ମଧ୍ୟରୁ ଚାନ୍ଦିପୁରର ଚର୍ଚ୍ଚା ବିଶ୍ବରେ ରହିଛି। ଏଠାକୁ କେବଳ ରାଜ୍ୟ ବାହାରର ପର୍ଯ୍ୟଟକ ନୁହେଁ ବରଂ ବିଦେଶୀ ପର୍ଯ୍ୟଟକ ଆସିଥାନ୍ତି। ମାତ୍ର ଚାନ୍ଦିପୁର ବେଳାଭୂମିରେ ସେପରି ଆକର୍ଷଣୀୟ କାମ ସେମାନଙ୍କୁ ବାନ୍ଧି ରଖିପାରେ ନାହିଁ। ତେବେ ବାଲେଶ୍ବର ଜିଲ୍ଲା ପର୍ଯ୍ୟଟନ କ୍ଷେତ୍ରରେ ଏକ ଉଦାହରଣ ସାଜିବ ଚାନ୍ଦିପୁର ବେଳାଭୂମି। ଏନେଇ ବିକାଶମୂଳକ କାମ ୨୦୨୦ ରୁ ଆରମ୍ଭ ହୋଇଯାଇଛି। ତେବେ ବର୍ତ୍ତମାନ ସମୁଦ୍ର କୂଳରେ ଥିବା ଦୋକାନୀଙ୍କ ସ୍ଥାନାନ୍ତର ଏବଂ ଥଇଥାନ କରିବା ପ୍ରକ୍ରିୟା ଆରମ୍ଭ ହୋଇଛି। ଏନେଇ ଜଳସେଚନ ବାଭାଗ ଏସଇ ଏବଂ ସଦର ବିଧାୟକ ଚାନ୍ଦିପୁରକୁ ଯାଇ ଦୋକାନୀମାନଙ୍କ ସହ ଆଲୋଚନା ମଧ୍ୟ କରିଛନ୍ତି। ତେବେ ଦୋକାନୀମାନେ ସେଠାରୁ ସ୍ଥାନାନ୍ତର ପାଇଁ ରାଜି ତ ହୋଇଛନ୍ତି ମାତ୍ର ଥଇଥାନ ହେବା ପରେ ଏନେଇ ଜଳସେଚନ ବିଭାଗ ନିଜର ଡିଜାଇନ୍ ରେ ଦୋକାନୀମାନଙ୍କୁ ଥଇଥାନ କରିବା ପାଇଁ ମଧ୍ୟ ଜାଗା ଚିହ୍ନଟ କରିଛନ୍ତି।
ପଥର ବନ୍ଧ ଓ ଝାଉଁ ଗଛ ମଝିରେ ୨ ହଜାର ସ୍କୟାର ମିଟର ଜାଗାରେ ଦୋକାନୀଙ୍କୁ ଥଇଥାନ ପାଇଁ ଯୋଜନା କରାଯାଇଛି। ଏନେଇ ସେହି ମଡେଲ୍ ରେ ଡିଜାଇନ୍ ମଧ୍ୟ କରାଯାଇଛି। ତେବେ ଉକ୍ତ ସ୍ଥାନରୁ ଦୋକାନୀ ସ୍ଥାନାନ୍ତର ହେବା ପରେ ପର୍ଯ୍ୟଟକ ସିଧାସଳଖ ଫକୀରମୋହନ ସ୍କୁଲ ରାସ୍ତା ଦେଇ ଗାଡି ମାଧ୍ୟମରେ ସିଧା ସମୁଦ୍ରର ପାଖରେ ପହଞ୍ଚି ମେରାଇନ୍ ଡ୍ରାଇଭ୍ ରାସ୍ତାକୁ ଯାଇ ବୁଲିପାରିବେ। ଏଥିସହିତ ବସିବା ଏବଂ ଖାଇବା ପାଇଁ ମଧ୍ୟ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ତେବେ ଚାନ୍ଦିପୁର ସମୁଦ୍ର କୂଳରେ ସମ୍ପୂର୍ଣ୍ଣ ଭାବେ ତଟ ସୁରକ୍ଷା ଏବଂ ସୌନ୍ଦର୍ଯ୍ୟକରଣ ପାଇଁ ପଥର ପକାଇବା କାମ ଜଳସେଚନ ବିଭାଗ ଶେଷ କରିବା ପରେ ଡିଜାଇନ୍ ଅନୁଯାୟୀ କାମ ପର୍ଯ୍ୟଟନ ବିଭାଗ ଆରମ୍ଭ କରିବ ବୋଲି ସୂଚନା ମିଳିଛି। ତେବେ ଏନେଇ ସଦର ବିଧାୟକ ସ୍ବରୂପ କୁମାର ଦାସ କହିଛନ୍ତି, ‘ଚାନ୍ଦିପୁରରେ ୪୫ ଟି ଦୋକାନ ରହିଛିଛି। ଦୋକାନୀଭାନଙ୍କ ସହ ଆମେ ଆଲୋଚନା କରିଛୁ। ସେମାନେ ମଧ୍ୟ ସ୍ଥାନାନ୍ତର ପାଇଁ ରାଜି ହୋଇଛନ୍ତି। ଥଇଥାନ ପାଇଁ ବ୍ୟବସ୍ଥା କରାଯାଉଛି। ତେବେ ସମୁଦ୍ରର ବିକାଶ କାମ ପାଇଁ ଜଳସେଚନ ବିଭାଗ ଏବଂ ପର୍ଯ୍ୟଟନ ବିଭାଗ ଦୁଇଟି ଡିଜାଇନ୍ ପ୍ରସ୍ତୁତ କରିଛନ୍ତି। ଯେଉଁଟା ଭଲ ହେବ ତାହାର ଅସଲ ରୂପ ନେବ ଚାନ୍ଦିପୁର। କାରଣ ଚାନ୍ଦିପୁରରେ ଏକ ସାଇନ୍ସ୍ ପାର୍କ ସହ ସ୍କିଲ୍ ଡେଭଲପମେଣ୍ଟ ସେଣ୍ଟର ମଧ୍ୟ ନିର୍ମାଣ ହେବ। ଯାହାଦ୍ବାରା ଚାନ୍ଦିପୁରର ଗୁରୁତ୍ୱତା ଅଧିକ ବଢିଯିବ’।
ବାଲେଶ୍ଵର: ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରର ୩ନଂ ଲଞ୍ଚପ୍ୟାଡରୁ ମଙ୍ଗଳବାର ଦିନ ଭୂ-ପୃଷ୍ଠରୁ ପୂ-ପୃଷ୍ଠକୁ ଲକ୍ଷ୍ୟଭେଦ କରିପାରୁଥିବା ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଷ୍ଟାଟିକ୍‌ ବାଲେଷ୍ଟିକ ମିସାଇଲ ‘ପ୍ରହାର’ ମିସାଇଲ୍ ଅପରାହ୍ନ ୩ ଘଟିକା ୯ ମିନିଟରେ ସଫଳ ପରୀକ୍ଷଣ ହୋଇଯାଇଛି। ଏହି କ୍ଷେପଣାସ୍ତ୍ରକୁ ପରୀକ୍ଷା କରିବା ପାଇଁ ଡିଆରଡିଓର ବରିଷ୍ଠ ବୈଜ୍ଞାନିକମାନେ ଲଞ୍ଚପ୍ୟାଡରେ ଉପସ୍ଥିତ ରହିଥିଲେ। ସୁରକ୍ଷା ଦୃଷ୍ଟିରୁ ଲଞ୍ଚପ୍ୟାଡରୁ ୭ କିଲୋମିଟର ପର୍ଯ୍ଯନ୍ତ ସମୁଦ୍ର ଭିତରକୁ ମତ୍ସ୍ୟଜୀବୀମାନଙ୍କୁ ଯିବାକୁ ବାରଣ କରାଯାଇଥିବା ବେଳେ ୩ ନଂ ଲଞ୍ଚପ୍ୟାଡର ଅଢେଇ କିଲୋମିଟର ବ୍ୟାସାର୍ଦ୍ଧ ମଧ୍ୟରେ ଥିବା ବିଭିନ୍ନ ଗାଁ ଯଥା ଗୁଡୁପାହି, କୁସୁମୁଳିପାହି, ଭୀମପୁରପାହି, ସାହାଦାନଗରପାହିର ୬ ହଜାରରୁ ଅଧିକ ଲୋକଙ୍କୁ ଅସ୍ଥାୟୀ ଶିବିର ଯଥା ଅସ୍ଥାୟୀ ବାତ୍ୟା ଆଶ୍ରୟସ୍ଥଳୀ ଓ ସ୍ଲୁଲକୁ ସ୍ଥାନାନ୍ତର କରାଯାଇଛି।
ତେବେ ‘ପ୍ରହାର’ କ୍ଷେପଣାସ୍ତ୍ରକୁ ପ୍ରଥମ ଥର ପାଇଁ ୨୦୧୧ ମସିହା ଜୁଲାଇ ୨୧ ତାରିଖ ଏବଂ ଦ୍ବିତୀୟ ଥର ପାଇଁ ୨୦୧୮ ମସିହା ସେପ୍ଟେମ୍ବର ୨୦ ତାରିଖରେ ପରୀକ୍ଷା କରାଯାଇଥିଲା। ଉଭୟ ପରୀକ୍ଷା ସଫଳ ହୋଇଥିବାବେଳେ ଏହା ଟାର୍ଗେଟ୍‌କୁ ୧୦ ମିଟର ଦୂରତା ମଧ୍ୟରେ ହିଟ୍‌ କରିବାରେ ସକ୍ଷମ ହୋଇଥିଲା। ‘ପ୍ରହାର’ ମିସାଇଲର ଲମ୍ବ ୭.୩୨ ମିଟର ଥିବାବେଳେ, ଓଜନ ୧୨୮୦ କିଲୋଗ୍ରାମ ରହିଛି। ଏହା ୨୫୦ ସେକେଣ୍ଡ ମଧ୍ୟରେ ଶବ୍ଦର ବେଗ ଠାରୁ ୩ ଗୁଣ ଅଧିକ ବେଗରେ ଗତୀକରି ୧୫୦ ରୁ ୨୦୦ କିଲୋମିଟର ମଧ୍ୟରେ ଟାର୍ଗେଟ୍‌କୁ ନଷ୍ଟ କରିବାର କ୍ଷ୍ୟମତା ରହିଛି। ପ୍ରହାର କ୍ଷେପଣାସ୍ତ୍ରରେ ୨୦୦ ରୁ ୫୦୦ କିଲୋଗ୍ରାମ ପର୍ଯ୍ଯନ୍ତ ଉଭୟ ପାରମ୍ପରିକ ଓ ଆଣବିକ ଯୁଦ୍ଧାସ୍ତ୍ର ବ୍ୟବହାର କରାଯାଇପାରିବ। ଭାରତ ଡାୟନାମିକ୍‌ ଲିମିଟେଡ଼ ଦ୍ବାରା ନିର୍ମିତ ପ୍ରହାର ମିସାଇଲକୁ କେନିଷ୍ଟାରରୁ ଉତ୍‌କ୍ଷେପଣ କରାଯିବା ସହିତ ଏହାକୁ ଟାଟ୍ରା ମୋବାଇଲ ଲଞ୍ଚରରୁ ମଧ୍ୟ ଉତ୍‌କ୍ଷେପଣ କରାଯାଇପାରିବ।
ଅନ୍ୟପଟେ ଚାନ୍ଦିପୁର ଗୋଳାବାରୁଦ ପରୀକ୍ଷଣ କେନ୍ଦ୍ରରୁ ମିସାଇଲ ପରୀକ୍ଷଣ ହେବା ଏନେଇ ପାଖାପାଖି ଅଢେଇ କିଲୋମିଟର ପରିସୀମା ଅଞ୍ଚଳର ଲୋକମାନଙ୍କୁ ଅସ୍ଥାୟୀ ଭାବେ ସ୍ଥାନାନ୍ତର କରାଯାଇଥିଲା। ଉକ୍ତ ଅଞ୍ଚଳର ୮ ଶହ ପରିବାରର ୫୨୦୦ ରୁ ଅଧିକ ଅର୍ଥାତ ୬ ହଜାର ଲୋକଙ୍କୁ ଅସ୍ଥାୟୀ ଶିବିରକୁ ସ୍ଥାନାନ୍ତର କରାଯାଇଛି। ଏଥିସହିତ ୧୧୯୭ ଟି ଚିଙ୍ଗୁଡ଼ି ଘେରିରୁ ୧୧୦୦ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ପାଖାପାଖି ୬ ହଜାର ଲୋକଙ୍କୁ ଅସ୍ଥାୟୀ ଭାବେ ସ୍ଥାନାନ୍ତର କରାଯିବା ସହ ଅପରାହ୍ନରେ ମିସାଇଲ ପରୀକ୍ଷଣ ପରେ ସେମାନଙ୍କୁ ପୁଣି ସେମାନଙ୍କ ଘରେ ଛଡ଼ାଯିବାର ବ୍ୟବସ୍ଥା କରାଯାଇଥିଲା।
କ୍ଷେପଣାସ୍ତ୍ର ‘ଅଭ୍ୟାସ’ର ସଫଳ ପରୀକ୍ଷଣ
ବାଲେଶ୍ଵର: ବାଲେଶ୍ୱର ଜିଲ୍ଲା ଚାନ୍ଦିପୁର ଡିଆରଡିଓରୁ ହାଇସ୍ପିଡ ଏକ୍ସପେଣ୍ଡେବଲ୍ ଏରିୟଲ ଟାର୍ଗେଟ ‘ଅଭ୍ୟାସ’ କ୍ଷେପଣାସ୍ତ୍ରର ଶୁକ୍ରବାର ସଫଳ ପରୀକ୍ଷଣ ହୋଇଛି। କ୍ଷେପଣାସ୍ତ୍ର ଘାଟି ଇଣ୍ଟିଗ୍ରେଟେଡ୍ ଟେଷ୍ଟ ରେଞ୍ଜରୁ ଏହି ଉତ୍‌କ୍ଷେପଣ ପ୍ରତିରକ୍ଷା ଅନୁସନ୍ଧାନ ଓ ବିକାଶ ସଂଗଠନ(ଡିଆରଡିଓ) କରିଛି। ‘ଅଭ୍ୟାସ’ ହେଉଛି ଚାଳକ ବିହୀନ ଦ୍ରୁତଗାମୀ ଟାର୍ଗେଟ୍ ଏୟାରକ୍ରାଫ୍ଟ। ଏହା ରାଡାର ଓ ଇଲେକ୍ଟ୍ରୋ ଅପ୍‌ଟିକ୍ ସିଷ୍ଟମ୍ ଦ୍ବାରା ପରିଚାଳିତ ହୋଇଥାଏ | ‘ଅଭ୍ୟାସ’କୁ ବିଭିନ୍ନ ପ୍ରକାରର କ୍ଷେପଣାସ୍ତ୍ର ଏବଂ ବିମାନକୁ ଚିହ୍ନଟ କରି ଟାର୍ଗେଟ କରିବାରେ ବ୍ୟବହାର କରାଯାଇପାରିବ । ଏଥିରେ ଏକ ଛୋଟ ଗ୍ୟାସ ଟର୍ବାଇନ ଇଞ୍ଜିନ ବ୍ୟବହାର କରାଯାଇଛି ଏବଂ ଏମ୍‌ଇଏମ୍‌ଏସ୍‌ ନାଭିଗେସନ୍‌ ସିଷ୍ଟମରେ ଏହା କାର୍ଯ୍ୟ କରୁଛି ।
ଚାନ୍ଦିପୁର ଡିଆରଡିଓ ତଥ୍ୟ ଲିକ୍ ମାମଲା : ଇଣ୍ଟରପୋଲର ସହାୟତା ନେବ କ୍ରାଇମବ୍ରାଞ୍ଚ୍
ଭୁବନେଶ୍ବର : ଚାନ୍ଦିପୁର ଡିଆରଡିଓ ତଥ୍ୟ ଲିକ୍ ମାମଲାରେ ଅଧିକ ତଦନ୍ତ ପାଇଁ ଇଣ୍ଟରପୋଲର ସହାୟତା ନେବ କ୍ରାଇମବ୍ରାଞ୍ଚ। ଡିଆରଡିଓ ଗୁପ୍ତ ତଥ୍ୟ ହାସଲ ଲାଗି ୫ ଜଣଙ୍କୁ ନିଜ ଜାଲରେ ପକାଇଥିବା ରହସ୍ୟମୟୀ ଯୁବତୀଙ୍କ ଫଟୋ ଏବଂ ଭିଡିଓ କଲ୍‌ ରେକର୍ଡିଂ ମିଳିବା ପରେ ତଦନ୍ତକୁ ଆଗେଇ ନେଇଛି ଓଡିଶା କ୍ରାଇମବ୍ରାଞ୍ଚ। କିନ୍ତୁ ରହସ୍ୟମୟୀ ଯୁବତୀଙ୍କ ଚାନ୍ଦିପୁର ଡିଆରଡିଓରୁ ଗିରଫ ୫ ଜଣଙ୍କ ସହ ବ୍ରିଟେନ ନମ୍ବରରେ କଥା ହୋଉଥିବାରୁ ଏବଂ ବିଦେଶୀ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ଆସିଥିବାରୁ  ଅଧିକ ତଦନ୍ତ ପାଇଁ ଆନ୍ତର୍ଜାତିକ ଗୁଇନ୍ଦା ସଂସ୍ଥା ଇଣ୍ଟରପୋଲର ସହାୟତା ନେବ କ୍ରାଇମବ୍ରାଞ୍ଚ । ତେବେ ମିଳିଥିବା ରହସ୍ୟମୟୀ ଯୁବତୀଙ୍କ ଫଟୋ ଏବଂ ଭିଡିଓ କଲରେକର୍ଡିଂକୁ ନେଇ  ଆଗକୁ ଆହୁରି ତଦନ୍ତ କରୁଛି କ୍ରାଇମବ୍ରା଼ଞ୍ଚ । ଡାଟା ଭେରିଫାଏ ହେଲା ପରେ ଅଭିଯୁକ୍ତଙ୍କୁ ପୁଣି ରିମାଣ୍ଡରେ ଅଣାଯିବ।। ଆଜି ଏ ନେଇ ସୂଚନା ଦେଇଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା ।
କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା କହିଛନ୍ତି ଯେ ଫେସବୁକ୍ ସମେତ ଅନ୍ୟ ସୋସିଆଲ ମିଡିଆ ଜରିଆରେ ଅଭିଯୁକ୍ତଙ୍କ ସହ ସମ୍ପର୍କ ଗଢ଼ିଥିଲା ରହସ୍ୟମୟୀ ମହିଳା। ୫ ଜଣଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ବିବାହ ପ୍ରତିଶ୍ରୁତି ଦେଇଥିଲା । ହିନ୍ଦୀରେ କଥାବାର୍ତ୍ତା କରି ଭିଡିଓ କଲ୍ କରୁଥିଲେ ମହିଳା। ମହିଳା ଜଣଙ୍କ ଦୁବାଇରେ ଥିବା ଏକ ଆକାଉଣ୍ଟରୁ ଟଙ୍କା ପଠାଇଛନ୍ତି ତେବେ ଉକ୍ତ ଆକାଉଣ୍ଟ କାହା ନାଁରେ ଅପରେଟ ହେଉଛି ଏବଂ ଏଥି ପାଇଁ କିଏ ଫଣ୍ଡି କରୁଥିଲା। ସେ କେଉଁ ଲୋକେସନରୁ କଲ୍‌ କରୁଥିଲେ ଓ ତାଙ୍କ ଆଇପି ଆଡ୍ରେସର ଲୋକେସନ ଓ ସେହି ଆଇପି ଆଡ୍ରେସରେ ଆଉ କେଉଁ ସଂକ୍ରାନ୍ତୀୟ ଗୁପ୍ତ ତଥ୍ୟ ଚୋରି ହୋଇଛି ତାହା ଇଣ୍ଟରପୋଲ ସହାୟତା ଦ୍ବାରା ହିଁ ଜଣାପଡିବ। ଏଣୁ କ୍ରାଇମବ୍ରାଞ୍ଚ ଇଣ୍ଟରପୋଲ ସହାୟତା ନେବ ବୋଲି ଏଡିଜି ସଞ୍ଜୀବ ପଣ୍ଡା କହିଛନ୍ତି।
ସୂଚନାଯୋଗ୍ୟ ଚାନ୍ଦିପୁର ସ୍ଥିତ କ୍ଷେପଣାସ୍ତ୍ର କେନ୍ଦ୍ର ସଂପର୍କିତ ତଥ୍ୟ ଲିକ୍ ମାମଲାରେ କ୍ରାଇମବ୍ରାଞ୍ଚ ଏପର୍ଯ୍ୟନ୍ତ ୫ ଜଣଙ୍କୁ ଗିରଫ କରିଛି । ସେମାନଙ୍କ ମଧ୍ୟରୁ ୪ ଜଣ ଠିକା କର୍ମଚାରୀ ହୋଇଥିବାବେଳେ ଜଣେ ଆଇଟିଆରର ସ୍ଥାୟୀ ଡ୍ରାଇଭର ସଚିନ କୁମାର ଛେତା । ଏହି ଅଭିଯୁକ୍ତମାନେ ଉକ୍ତ ରହସ୍ୟମୟୀ ମହିଳାଙ୍କ ହନିଟ୍ରାପରେ ଫସି ଗୁରୁତ୍ବପୂର୍ଣ୍ଣ ତଥ୍ୟ ଲିକ୍‌ କରୁଥିବା ସନ୍ଦେହ କରାଯାଉଛି।
ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରରୁ ହେଉଥିଲା କି ତଥ୍ୟ ଲିକ ! ଗୁପ୍ତଚର ସନ୍ଦେହରେ ୪ ଜଣକୁ ଉଠାଇନେଲା ପୋଲିସ
ବାଲେଶ୍ୱର: ବାଲେଶ୍ଵର ଜିଲ୍ଲା ଚାନ୍ଦିପୁର ପ୍ରତିରକ୍ଷା ଅନୁସନ୍ଧାନ ଓ ବିକାଶ ସଙ୍ଗଠନରେ ଠିକା ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ୪ ଜଣ କର୍ମଚାରୀଙ୍କୁ ସୋମବାର ଦିନ ଚାନ୍ଦିପୁର ପୁଲିସ ଉଠାଇନେଇଛି। ଏହି ଠିକା ଶ୍ରମିକମାନେ ଅଗ୍ନି ଓ ପୃଥିବୀ, ଆକାଶ, ବ୍ରହ୍ମସ ପରି ବହୁ ଗୁରୁତ୍ୱପୂର୍ଣ୍ଣ କ୍ଷେପଣାସ୍ତ୍ର ପରୀକ୍ଷା ହେଉଥିବା ୩ ନମ୍ବର ଲଞ୍ଚପ୍ୟାଡରୁ ମୋବାଇଲ ସାହାଯ୍ୟରେ ବାରମ୍ବାର ଆଇଏସଡି କଲ୍ କରିବା ଏବଂ କଲ୍ ରିସିଭ୍ କରିବା ଭଳି ଘଟଣା କେନ୍ଦ୍ର ଗୁଇନ୍ଦା ବିଭାଗ ଜାଣିବା ପରେ ପୁଲିସ ଏପରି କାର୍ଯ୍ୟାନୁଷ୍ଠାନ ନେଇଥିବା କୁହାଯାଇଛି। ପାକିସ୍ତାନର ଗୁଇନ୍ଦା ସଂସ୍ଥା ତଥା ଭାରତ ବିରୋଧୀ ଆଇଏସଆଇ ପରି ସଂସ୍ଥାର ଏଜେଣ୍ଟ ମାନଙ୍କ ସହ ଏହି ଠିକା ଶ୍ରମିକ ମାନେ ଲିଙ୍କ ରଖି ଦେଶର ନିରାପତ୍ତା ସମ୍ବନ୍ଧୀୟ ତଥ୍ୟ ଯୋଗାଉଥିଲେ ବୋଲି ଗୁରୁତର ଅଭିଯୋଗ ରହିଥିବାରୁ ପୁଲିସ ତଦନ୍ତ ସମ୍ପର୍କରେ କୌଣସି ସୂଚନା ଦେବାକୁ ମନା କରିଦେଇଛି।
ପ୍ରକାଶଯୋଗ୍ୟ,ଚାନ୍ଦିପୁରସ୍ଥିତ ୩ ନମ୍ବର ଲଞ୍ଚପ୍ୟାଡରେ ଦୀର୍ଘବର୍ଷ ଧରି ଠିକା ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ସ୍ଥାନୀୟ ଅଞ୍ଚଳର ଜଣେ ଯୁବକଙ୍କ ଫୋନକୁ ଗତ କିଛି ମାସ ମଧ୍ୟରେ ବାରମ୍ବାର ଆଇଏସଡି କଲ୍ ଯିବାଆସିବା କରିବା ଖବର ପ୍ରଥମେ କେନ୍ଦ୍ରିକ ଗୁଇନ୍ଦା ବିଭାଗର ନଜରକୁ ଆସିଥିଲା। ଏହି କଲ୍ ଗୁଡିକ ରାଜସ୍ଥାନ ବୋର୍ଡରରୁ ଆସିଥିବାର ଜଣାପଡିଛି। ଯେଉଁଠାରୁ କଲଗୁଡିକ ଆସିଛି ତାହା ପାକିସ୍ତାନ ସୀମାର ଅତି ନିକଟରେ ହୋଇଥିବାରୁ ଗୁଇନ୍ଦା ବିଭାଗର ନିଦ ହଜିଯାଇଥିଲା। ଗୁଇନ୍ଦା ବିଭାଗ ଏସମ୍ପର୍କରେ କେନ୍ଦ୍ର ନିରାପତ୍ତା ବିଭାଗକୁ ଅବଗତ କରିବା ସହ ସେହି ଫୋନର ଗତିବିଧି ଜାଣିବା ପାଇଁ ଟ୍ରାକ କରିଥିଲା। ଟ୍ରାକିଂ ସମୟରେ ଗୁଇନ୍ଦା ବିଭାଗକୁ ଅନେକ ଗୁରୁତ୍ଵପୂର୍ଣ୍ଣ ତଥ୍ୟ ମିଳିଥିବାର ଜଣାପଡିଛି। ଏନେଇ ଗୁଇନ୍ଦା ବିଭାଗର ସୂଚନା ଆଧାରରେ ଓ ବାଲେଶ୍ଵର ଜିଲ୍ଲା ପୁଲିସ ମୁଖ୍ୟାଳୟ ର ନିର୍ଦ୍ଦେଶରେ ଗତକାଲି ସୋମବାର ଚାନ୍ଦିପୁର ଆଇଟିଆରରେ ଠିକା ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ୪ ଜଣକୁ ପୁଲିସ ଉଠାଇଆଣିଛି।ସେମାନଙ୍କୁ ବିଭିନ୍ନ ସ୍ଥାନରେ ରଖି ଜେରା କରାଯାଉଛି। ଅଟକ ଥିବା ଏହି ଠିକା ଶ୍ରମିକ ମାନେ ବାଲେଶ୍ଵର ସଦର ବ୍ଲକର ଶ୍ରୀକୋଣା,ହିଡଗାଁ ଓ ବର୍ଦ୍ଧନପୁର ପଞ୍ଚାୟତର ବୋଲି କୁହାଯାଇଛି। ତେବେ ସେମାନଙ୍କ ପରିବାର ଲୋକେ ସେମାନେ ନିର୍ଦ୍ଦୋଷ ବୋଲି କହିଛନ୍ତି।
ସୂଚନାଯୋଗ୍ୟ ଯେ ଏହା ପୂର୍ବରୁ ମଧ୍ୟ ଆଇଟିଆରରେ ଜଣେ ଚୁକ୍ତିଭିତ୍ତିକ ଫଟୋଗ୍ରାଫର ଭାବେ କାର୍ଯ୍ୟ କରୁଥିବା ମୟୁରଭଞ୍ଜ ଜିଲ୍ଲା ବେତନଟୀ ଥାନା କଣ୍ଟିପୁର ଗାଁର ଇଶ୍ଵର ବେହେରାକୁ ଆଇଏସଆଇ ସହ ଲିଙ୍କ ଅଭିଯୋଗରେ ୨୦୧୪ ମସିହା ଡିସେମ୍ବର ୨୨ ତାରିଖରେ ଗିରଫ କରାଯାଇଥିଲା। ତଦନ୍ତ ସମୟରେ ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସଆଇକୁ ଇଶ୍ବର ଭାରତୀୟ ନିରାପତ୍ତା ବା ପ୍ରତିରକ୍ଷା ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଓ ଗୁପ୍ତ ଦସ୍ତାବିଜ ପ୍ରଦାନ କରିଥିବା ବେଳେ ପ୍ରତିବଦଳରେ ଇଶ୍ବରର ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ଆସିଥିବାର ଜଣାପଡିଥିଲା। ଏହି ମାମଲାର ବିଚାର ଦୀର୍ଘ ୬ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ଚାଲିଥିବା ବେଳେ ୨୯ ଜଣକ ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇଥିଲା। ଶେଷରେ ଅପରାଧିକ ଷଡ଼ଯନ୍ତ୍ର,ଦେଶ ଦ୍ରୋହ ଓ ଦେଶ ନିରାପତ୍ତା ସମ୍ପର୍କରେ ଗୁପ୍ତ ତଥ୍ୟ ଦେବା ଅଭିଯୋଗରେ ଗତ ଫେବୃଆରୀ ମାସରେ ଇଶ୍ବରକୁ ଆଜୀବନ କାରାଦଣ୍ଡାଦେଶ ଦିଆଯାଇଛି।
ବାଲେଶ୍ଵର: ବାଲେଶ୍ବରର ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରର ୩ ନମ୍ବର ଲଞ୍ଚପ୍ୟାଡ଼ରୁ ଆକାଶ ମିସାଇଲର ନ୍ୟୁ ଜେନେରେସନ୍‌ ଭର୍ସନ(ଆକାଶ ଏନଜି)ର ଆଜି ପରୀକ୍ଷଣ ହୋଇଛି। ମଧ୍ୟାହ୍ନ ୧୨ଟା ୪୪ ମିନିଟ ସମୟରେ ଏହି ମିସାଇଲ ଉତକ୍ଷେପଣ କରାଯାଇଛି।ସ୍ବଦେଶୀ ଜ୍ଞାନକୌଶଳରେ ଡ଼ିଆରଡ଼ିଓ ଦ୍ବାରା ପ୍ରସ୍ତୁତ ଭୂପୃଷ୍ଠରୁ ଆକାଶକୁ ଲକ୍ଷ୍ୟଭେଦ କରିପାରୁଥିବା ଏହି ମଧ୍ୟମ ଦୂରଗାମୀ ମିସାଇଲ ଆକାଶ ଏନଜିର ଲକ୍ଷ୍ୟଭେଦ କ୍ଷ୍ୟମତା ରହିଛି ୭୦ କିଲୋମିଟର ରହିଛି । ପରୀକ୍ଷା ସମୟରେ ରାଡ଼ାର ମାଧ୍ୟମରେ ସଂଗ୍ରହ କରା ଯାଇଥିବା ତଥ୍ୟକୁ ପ୍ରତିରକ୍ଷା ବିଭାଗର ବୈଜ୍ଞାନିକ ମାନେ ସମୀକ୍ଷା କରୁଛନ୍ତି। ଏହି ମିସାଇଲରେ ଆଣବିକ ଯୁଦ୍ଧାସ୍ତ୍ରକୁ ବ୍ୟବହାର କରାଯାଇ ପାରିବ ବୋଲି କୁହାଯାଇଛି। ଆଜି ତୃତୀୟ ଥର ପାଇଁ ଏହାର ପରୀକ୍ଷା କରାଯାଇଥିବା ବେଳେ ସବୁ ପରୀକ୍ଷଣ ସମୟରେ ଟାର୍ଗେଟ୍‌ ଭାବେ ଇଲେକ୍ଟ୍ରୋନିକ୍‌ ଟାର୍ଗେଟ୍‌କୁ ବ୍ୟବହାର କରାଯାଇଛି। ବିଶେଷକରି ଶତ୍ରୁ ପକ୍ଷ୍ୟର କ୍ଷେପଣାସ୍ତ୍ରକୁ ଚିହ୍ନଟକରି ତୁରନ୍ତ ଧ୍ବଂସ କରିବାର କ୍ଷ୍ୟମତା ରହିଛି ଏହି ମିସାଇଲର। ପୁର୍ବରୁ ଆକାଶ ମିସାଇଲର ଲକ୍ଷ୍ୟଭେଦ କ୍ଷ୍ୟମତା ୩୦ କିଲୋମିଟର ରହିଥିବା ବେଳେ ଆଜି ପରୀକ୍ଷା ହୋଇଥିବା ପରିବର୍ଦ୍ଧିତ ଆକାଶ ମିଶାଇଲେ ଲକ୍ଷ୍ୟଭେଦ କ୍ଷମତା ଏହାର ଦୁଇଗୁଣାରୁ ଅଧିକ ହୋଇଥିବାରୁ ଏହା ଭାରତର ପ୍ରତିରକ୍ଷା ଶକ୍ତି କୁ ବୃଦ୍ଧି କରିବ ବୋଲି କୁହାଯାଇଛି।
ବାଲେଶ୍ଵର : ବାଲେଶ୍ଵର ସ୍ଥିତ ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରର ୩ ନମ୍ବର ଲଞ୍ଚପ୍ୟାଡରୁ ଆଜି ଦିନ ପ୍ରାୟ ୧୦ଟା ୪୩ ମିନିଟ ସମୟରେ ଦୂରଗାମୀ ସବସୋନିକ କ୍ରୁଜ ମିସାଇଲ ନିର୍ଭୟର ପରୀକ୍ଷା ହୋଇଛି।
ନିର୍ଭୟର ଲକ୍ଷ୍ୟ ଭେଦ କ୍ଷମତା ୧୫୦୦ କିଲୋମିଟର ରହିଛି ବୋଲି ଜଣାପଡିଛି। ଏଥିରେ ୨୦୦ କିଲୋଗ୍ରାମ ପର୍ଯ୍ୟନ୍ତ ଆଣବିକ ଯୁଦ୍ଧାସ୍ତ୍ର ବ୍ୟବହାର କରାଯାଇ ପାରିବ ଯାହା ଶତୃପକ୍ଷର ଚିନ୍ତା ବଢ଼ାଇବାରେ ସକ୍ଷମ ହେବ ବୋଲି ପ୍ରତିରକ୍ଷା ବିଶେଷଜ୍ଞ ମାନେ ପ୍ରକାଶ କରିଛନ୍ତି।ଉତକ୍ଷେପଣ ପରେ ନିର୍ଭୟ ମିସାଇଲ ଏୟାରକ୍ରାଫ୍ଟ ଭଳି ଉଡାଣକରି ଶତ୍ରୁ ଉପରକୁ ସିଧା ଆକ୍ରମଣ କରିପାରିବ। ସବସୋନିକ କ୍ରୁଜ ମିସାଇଲ ନିର୍ଭୟ ଭାରତୀୟ ସେନାର ଶକ୍ତି ବୃଦ୍ଧି କରିବାରେ ବିଶେଷ ସହାୟକ ହେବ ବୋଲି କୁହାଯାଉଛି।
ବାତ୍ୟା ପ୍ରଭାବରେ ଚାନ୍ଦିପୁର ବେଳାଭୁମିରେ ପ୍ରଖର ହେଉଛି ସାମୁଦ୍ରିକ ଜୁଆର
ବାତ୍ୟା ପ୍ରଭାବରେ ବାଲେଶ୍ଵର ଜିଲ୍ଲାରେ ସାମୁଦ୍ରିକ ଜୁଆର ଆଜି ପ୍ରଖର ହେବାରେ ଲାଗିଛି।ଆଜି ଜିଲ୍ଲାର ଚାନ୍ଦିପୁର,ତାଳସାରି, ଉଦୟପୁର ଓ କୀର୍ତ୍ତନିଆ ଆଦି ସ୍ଥାନରେ ଗତକାଲି ରାତିରୁ ୨ ମିଟର ଉଚ୍ଚତାରେ ଜୁଆର ଉଠୁଛି। ଚାନ୍ଦିପୁର ବେଳାଭୁମି ରେ ସମୁଦ୍ର ଭୟଙ୍କର ରୂପ ଧାରଣ କରିଛି। ପର୍ଯ୍ୟଟକଙ୍କ ସୁବିଧା ପାଇଁ ନିର୍ମିତ ହୋଇଥିବା କଙ୍କ୍ରିଟ ପାହାଚ ଉପରେ ପାଣି ଛାଟି ହୋଇ ପଡୁଛି। ସେହିପରି ସଦର ବ୍ଲକ ଅଧିନସ୍ଥ ରସୁଲପୁର ପଞ୍ଚାୟତର ବଡଧନାଡି ଓ ଉପାଡ଼ି ଗାଁ ନିକଟକୁ ଜୁଆର ପାଣି ଧିରେ ଧିରେ ମାଡ଼ି ଆସୁଥିବାରୁ ଏହି ଦୁଇ ଗାଁର ଲୋକେ ମଧ୍ୟ ଆତଙ୍କିତ ହୋଇପଡିଛନ୍ତି।ପରଖି ଅଞ୍ଚଳରେ ମଧ୍ୟ ସମୁଦ୍ର ର କରାଳ ରୂପ ଦେଖିବାକୁ ମିଳୁଛି ବୋଲି ସ୍ଥାନୀୟ ଗ୍ରାମବାସୀ ସୂଚନା ଦେଇଛନ୍ତି।ଉଚ୍ଚ ଜୁଆର ଯୋଗୁଁ ଭୋଗରାଇ ବ୍ଲକ ଅଧିନସ୍ଥ ତାଳସାରି ସନ୍ନିକଟ ଥିବା ସୁବର୍ଣ୍ଣପୁର ଦ୍ବିପରେ ହଜାର ହଜାର ସଙ୍ଖ୍ୟାରେ ଝାଉଁ ଗଛ ଉପୁଡ଼ି ପଡ଼ିଛି।କୀର୍ତ୍ତନିଆ ଚଡ୍ ଉପରେ ୪ ମିଟର ଉଚ୍ଚତାରେ ଜୁଆର ପାଣି ମାଡି ଆସିବା ସହ ଲୁଣି ବନ୍ଧରେ ମାଡ଼ ଖାଉଛି। ଫଳରେ ଏନଏମ ପଡିଆ,କୀର୍ତ୍ତନିଆ, ଚନ୍ଦ୍ରାବାଲି ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ଅଛନ୍ତି।ସେହିପରି କୀର୍ତ୍ତନିଆର ଅତି ନିକଟରେ ଥିବା ରଣସିଂପୁର,ଖଡିବିଲ ଓ ବଡପାହି ଗାଁର ମଧ୍ୟ ସମାନ ଅବସ୍ଥା।
ବାତ୍ୟା ମୁକାବିଲା ପାଇଁ କଚ୍ଚା ଚାଳ ଛପର ଓ ଆଜବେଷ୍ଟ ଘରେ ରହୁଥିବା ୧୨ ଟି ବ୍ଲକ ଓ ୪ ଟି ସହରଞ୍ଚଳର ୬୦୨୫୫ ଜଣ ଲୋକଙ୍କୁ ୧୩୪୧ ଟି ବହୁମୂଖୀ ବାତ୍ୟା ଆଶ୍ରୟସ୍ଥଳୀ ଓ ଅସ୍ଥାୟୀ ଆଶ୍ରୟସ୍ଥଳୀ କୁ ସ୍ଥାନାନ୍ତର କରାଯାଇଛି ବୋଲି କୁହାଯାଇଛି। ସେଥିମଧ୍ୟରୁ ୭୪୯ ଟି ଆଶ୍ରୟସ୍ଥଳୀରେ ରନ୍ଧାଖାଦ୍ୟର ବ୍ୟବସ୍ଥା କରାଯାଇଛି। ସେହିପରି ବାତ୍ୟା ସମୟରେ ଓ ପରେ ଉଦ୍ଧାର କାର୍ଯ୍ୟ ପାଇଁଁ ଜିଲ୍ଲାରେ ଚୁଡାନ୍ତ ଭାବେ ୯ ଟି ଏନଡିଆରଏଫ ଟିମ,୪ ଟି ଓଡ୍ରାଫ ଟିମ,୯ ଟି ଫରେଷ୍ଟ ଟିମ ଓ ୨୮୧ ଜଣ ଅଗ୍ନିଶମ କର୍ମଚାରୀଙ୍କୁ ବିଭିନ୍ନ ସ୍ଥାନରେ ନିୟୋଜିତ କରାଯାଇଛି। ବାତ୍ୟା ପରବର୍ତ୍ତୀ‌ ପୂର୍ତ୍ତ କିମ୍ବା ଅନ୍ୟ ମୁଖ୍ୟ ରାସ୍ତା ସଫା(ରୋର୍ଡ କ୍ଲିୟର) ପାଇଁ ଜିଲ୍ଲା ର ୯୬ ଟି ସ୍ଥାନକୁ ଚିହ୍ନଟ କରାଯାଇ ସେଠାରେ ପୂର୍ତ୍ତ ଓ ବନ୍ୟ ବିଭାଗକୁ ଦାୟିତ୍ଵ ଦିଆଯାଇଛି। ତେବେ ଗତକାଲି ରାତିରୁ ବର୍ଷା ସହ ପବନର ବେଗ ବଢୁଥିବାରୁ ବିଭିନ୍ନ ସ୍ଥାନରେ ଗଛ ପଡ଼ିବା ଓ ଭାଙ୍ଗିବା ଆରମ୍ଭ ହୋଇଛି। ସେହିପରି ଲଗାଣ ବର୍ଷା ଯୋଗୁଁ ଜିଲ୍ଲାର ବିଭିନ୍ନ ବ୍ଲକରେ ଖାଲୁଆ ଅଞ୍ଚଳର ଗୁଡ଼ିକରେ ବର୍ଷା ପାଣି ର ପ୍ରଖର ସ୍ରୋତ ଚାଲିଛି।