Energy Minister - The Sakala

ବାତ୍ୟା ‘ୟସ୍‌’ ମୁକାବିଲା ନେଇ ବାଲେଶ୍ବରରେ ଶକ୍ତିମନ୍ତ୍ରୀଙ୍କ ସମୀକ୍ଷା, କୋଭିଡ଼ ହସ୍ପିଟାଲକୁ ନିରବଚ୍ଛିନ୍ନ ବିଦ୍ୟୁତ୍‌ ଯୋଗାଣକୁ ପ୍ରାଥମିକତା
ବାଲେଶ୍ବର: ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ବାଲେଶ୍ୱରରେ ପହଞ୍ଚିଛନ୍ତି ଶକ୍ତିମନ୍ତ୍ରୀ କ୍ୟାପଟେନ୍ ଦିବ୍ୟ ଶଙ୍କର ମିଶ୍ର । ବାତ୍ୟା ‘ୟସ୍‌’ ମୁକାବିଲା ନେଇ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ମନ୍ତ୍ରୀ ଦିବ୍ୟ ଶଙ୍କର। ସମୀକ୍ଷା ବୈଠକ ପରେ ନିଜ ପ୍ରତିକ୍ରିୟାରେ କୋଭିଡ଼ ହସ୍ପିଟାଲକୁ ନିରବଚ୍ଛିନ୍ନ ବିଦ୍ୟୁତ୍‌ ଯୋଗାଣକୁ ପ୍ରାଥମିକତା ଦିଆଯିବ ବୋଲି ସେ କହିଛନ୍ତି । ବାତ୍ୟା ପୂର୍ବରୁ ୯ଟି କୋଭିଡ଼ ହସ୍ପିଟାଲରେ ଥିଲା ୧୮ଟି ଜେନେରେଟର କରାଯାଇଥିଲା । ବାତ୍ୟା ପାଇଁ ପୁଣି ଆଉ ୯ଟି ଜେନେରେଟର ବ୍ୟବସ୍ଥା କରାଯାଇଛି । ବିପର୍ଯ୍ୟୟ ପୂର୍ବରୁ ସମସ୍ତ ପ୍ରସ୍ତୁତି ସରିଛି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ମୁଁ ବାଲେଶ୍ବରରେ ପହଞ୍ଚିଛି । ବାତ୍ୟା ସମୟରେ ସମସ୍ତେ ସତର୍କ ରହିବାକୁ ଦେଲେ ପରାମର୍ । ବାତ୍ୟା ପରେ ମରାମତି ସମୟରେ ଉପଭୋକ୍ତାମାନଙ୍କୁ ଜେନେରେଟର ଚଳାଇବାକୁ ବାରଣ କଲେ ମନ୍ତ୍ରୀ । ବ୍ୟାକ୍‌ କରେଣ୍ଟରେ ଦୁର୍ଘଟଣା ହେବାର ଆଶଙ୍କା ଅଧିକ ରହିଥିବାରୁ ବାରଣ କରାଯାଇଛି । ବତ୍ୟାର ୨୪ ଘଣ୍ଟା ମଧ୍ୟରେ ବିଦ୍ୟୁତ୍‌ ସରବରାହ ସ୍ବାଭାବିକ କରିବାକୁ ଆମେ ସମସ୍ତ ଶକ୍ତି ଖଟାଇଦେବୁ । ରାସ୍ତା ସଫାକରି ମରାମତି ସାମଗ୍ରୀ ପହଞ୍ଚାଇବାକୁ ବିଭାଗ କରିଛି ସ୍ବତନ୍ତ୍ର ରେସ୍ପନ୍ସ ଟିମ୍‌ । ଜନସାଧାରଣ ସହଯୋଗ କରିବାକୁ କଲେ ଅପିଲ ।