OPTCL - The Sakala
ଅତ୍ୟାଧୁନିକ ଓପିଟିସିଏଲ ଟେକ୍ ଟାୱାରର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର: ଅତ୍ୟାଧନିକ ଓପିଟିସିଏଲ ( ଓଡ଼ିଶା ପାୱାର ଟ୍ରାନ୍ସମିଶନ କର୍ପୋରେସନ ଲିଃ )  ଟେକ ଟାୱାର ଲୋକାର୍ପିତ । ଆଜି  ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୫୫ କୋଟି ଟଙ୍କାରେ ନିର୍ମିତ ହୋଇଛି ଏହି ଟେକ ଟାୱାର। ଭୁବନେଶ୍ବର ସହିଦ ନଗରରେ ଏହି ଓପିଟିସିଏଲ ଟେକ ଟାୱାର ରହିଛି। ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ୫ଟି ସଚିବ  ଭି.କେ ପାଣ୍ଡିଆନ୍ ଉପସ୍ଥିତ ଥିଲେ।
କାର୍ଯ୍ୟକ୍ଷେତ୍ରର ନିରାପତ୍ତାକୁ ସୁନିଶ୍ଚିତ କରିବା ପାଇଁ ଆଧୁନିକ ସ୍ଥାପତ୍ୟ ଏବଂ ପ୍ରଯୁକ୍ତିବିଦ୍ୟା ସହିତ ଏହି କୋଠା ନିର୍ମାଣ କରାଯାଇଛି । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଓଡିଶା ପାୱାର ଟ୍ରାନ୍ସମିସନ କର୍ପୋରେସନ୍ ଲିମିଟେଡ୍ ଓଡିଶାବାସୀଙ୍କୁ ନିରବଚ୍ଛିନ୍ନ ତଥା ଗୁଣାତ୍ମକ ବିଦ୍ୟୁତ୍ ସେବା ଯୋଗାଇବାରେ ନିୟୋଜିତ ଏବଂ ବିଦ୍ୟୁତ୍ କ୍ଷେତ୍ରର ପ୍ରଗତିରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ରାଜ୍ୟର ଟ୍ରାନ୍ସମିସନ୍ ଭିତ୍ତିଭୂମିରେ OPTCL ର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
୨୦୦୦ ମସିହାରେ ରାଜ୍ୟରେ ୧୬ ଲକ୍ଷ ଗ୍ରାହକ ଥିଲେ । କିନ୍ତୁ ବର୍ତ୍ତମାନ ଏହି ସଂଖ୍ୟା ୯୭ ଲକ୍ଷକୁ ବୃଦ୍ଧି ପାଇଛି। ସେହିଭଳି ଗ୍ରୀଡ୍ ସଂଖ୍ୟା  ୮୦ରୁ  ୧୯୪କ ବୃଦ୍ଧି ହୋଇଛି। ଟ୍ରାସଫରମେସନ  କ୍ଷମତା ୬,୧୨୫ MVA ରୁ ୨୫,୮୦୦ MVAକୁ ବୃଦ୍ଧ ହୋଇଛି।  ଟ୍ରାନ୍ସମିସନ ଲାଇନ ୯୪୦୦ ସର୍କିଟ କିଲୋମିଟରରୁ ୧୬,୩୦୦ ସର୍କିଟ କିମିକୁ ବୃଦ୍ଧି ପାଇଛି। ଓପିଟିସିଏଲ୍ ବିଦ୍ୟୁତ୍ ପରିବହନ କ୍ଷେତ୍ରରେ ନିଜର ପାରଦର୍ଶିତା ପ୍ରଦର୍ଶନ କରିଛି ଏବଂ ରାଜ୍ୟର ଯୁବକମାନଙ୍କ ପାଇଁ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି କରିଛି।
ଶକ୍ତି ମନ୍ତ୍ରୀ ପ୍ରତାପ କେଶରୀ ଦେବ, ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଧାୟକ ଅନନ୍ତ ନାରାୟଣ ଜେନା, ବିଧାୟକ ସୁଶାନ୍ତ କୁମାର ରାଉତ, ଶକ୍ତି ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ନିକୁଞ୍ଜା ବିହାରୀ ଧଳ, ଓପିଟିସିଏଲ ସିଏମଡି ସଞ୍ଜୟ କୁମାର ମିଶ୍ର ବରିଷ୍ଠ ଅଧିକାରୀ ଏବଂ କର୍ମଚାରୀମାନେ ଉପସ୍ଥିତ ଥିଲେ।
ଲାଞ୍ଚ ନେବା ମାମଲାରେ ଓପିଟିସିଏଲ ଡିଜିଏମଙ୍କୁ ୫ବର୍ଷ କାରାଦଣ୍ଡାଦେଶ
ବାରିପଦା: ସ୍ଥାନୀୟ ସତନ୍ତ୍ର ଭିଜିଲାନ୍ସ କୋର୍ଟ ଜଜ ଡ. ପ୍ରସନ୍ନ ପଣ୍ଡା ଟଙ୍କା ଲାଞ୍ଚ ନେବା ମାମଲାର ଶୁଣାଣି କରି ଓପିଟିସିଏଲ ଡିଜିଏମ୍ ଯଶୋବନ୍ତ ଚୌଧୁରୀଙ୍କୁ ଦୋଷୀ ସାବ୍ୟସ୍ତ କରି ୫ ବର୍ଷର ସଶ୍ରମ କାରାଦଣ୍ଡାଦେଶ ସହ ୪୦ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି । ଜରିମାନା ଅନାଦେୟ ଏକ ବର୍ଷ ଅଧିକ କାରାଦଣ୍ଡର ଆଦେଶରେ ଉଲ୍ଲେଖ କରିଛନ୍ତି ।
ପ୍ରକାଶ ଯେ, ୨୦୧୭ ମସିହାରେ ଯଶୋବନ୍ତ ନାରାୟଣ ଚୌଧୁରୀ ବାରିପଦା ବିଦ୍ୟୁତ ବିଭାଗର ଡିଜିଏମ ଭାବେ କାର୍ଯ୍ୟ କରୁଥିଲେ। ସେହି ସମୟରେ ଅଭିଯୋଗକାରୀ କାର୍ତ୍ତିକେଶ୍ବର ଦତ୍ତଙ୍କ ଏକ ଚାରି ଚକିଆ ଗାଡି ବିଦ୍ୟୁତ ବିଭାଗ କାର୍ଯ୍ୟାଳୟରେ ଭଡା ସୂତ୍ରରେ ଲାଗିଥିଲା। ତାଙ୍କର ଦୁଇ ମାସର ଭଡା ଅର୍ଥ ରାଶି ପ୍ରାୟ ୪୫ହଜାର ଟଙ୍କାର ବିଲ ଦେବା ପାଇଁ ଯଶୋବନ୍ତ ୫ହଜାର ଟଙ୍କାର ଲାଞ୍ଚ କାର୍ତ୍ତିକେଶ୍ବରଙ୍କୁ ମାଗିଥିଲେ। ତେବେ ଶେଷରେ ୫ହଜାର ନୁହେଁ ୩ହଜାର ଟଙ୍କାର ଲାଞ୍ଚ ଅର୍ଥ ନେବେ ବୋଲି ଯଶୋବନ୍ତ ରାଜି ହୋଇଥିଲେ। ପୂର୍ବରୁ ମଧ୍ୟ ଯଶୋବନ୍ତ ଏହିପରି ହଇରାଣ ହରକତ କରି ବିଲ ପାସ ପାଇଁ ଲାଞ୍ଚ ଅର୍ଥ ନେଉଥିବା ବେଳେ ବିନା ଲାଞ୍ଚରେ କୋଣସି କାର୍ଯ୍ୟ କରୁନଥିବା ଅଭିଯୋଗ ରହିଥିଲା । ତେଣୁ ଏ ବାବଦରେ କାର୍ତ୍ତିକେଶ୍ବର ଭିଜିଲାନ୍ସ ବିଭାଗ ପାଖରେ ଅଭିଯୋଗ କରିଥିଲେ। ପୂର୍ବ ଯୋଜନା ଅନୁଯାୟୀ ୨୦୧୭ ଅକ୍ଟୋବର ୨୫ତାରିଖରେ ୩ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ଯଶୋବନ୍ତ ପଡିଥିଲେ।
ତେବେ ଏହାକୁ ନେଇ ଭିଜିଲାନ୍ସ କୋର୍ଟରେ ମାମଲା ବିଚାରଧୀନ ଥିବା ବେଳେ ସେ ବର୍ତ୍ତମାନ ଭୁବନେଶ୍ବରରେ ସେକ୍ସନ ୧ ଓପିଟିସିଏଲ ଡିଜିଏମ ଦାୟିତ୍ୱରେ କାର୍ଯ୍ୟରତ ଅଛନ୍ତି। ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି ଜଜ ଉପରୋକ୍ତ ଶୁଣାଣି କରିଛନ୍ତି । ଘଟଣାକୁ ନେଇ ରାୟ ପ୍ରକାଶ ପାଇଛି। ଅଭିଯୋଗକୁ ଭିତ୍ତି କରି ବିଭିନ୍ନ ପ୍ରମାଣ ଓ ସାକ୍ଷ୍ୟ ମୂଳେ ୭ଦଫାରେ ୩ ବର୍ଷ କାରାଦଣ୍ଡ ସହ ୧୫ ହଜାର ଜୋରିମାନା ଅନାଦେୟ ୮ ମାସର ଅଧିକ କାରାଦଣ୍ଡ ଏବଂ ୧୩/୨ ଦଫାରେ ୫ ବର୍ଷ ସହ ୨୫ ହଜାର ଟଙ୍କା ଜୋରିମାନା ଅନାଦେୟ ୧ ବର୍ଷର ଅଧିକ କାରାଦଣ୍ଡାଦେଶ ପ୍ରଦାନ କରାଯାଇଛି। ତେବେ ଏହା ଭିଜିଲାନ୍ସ କୋର୍ଟ ଦ୍ଵାରା ଏକ ଐତିହାସିକ ରାୟ ବୋଲି ମାମଲା ପରିଚାଳନା କରୁଥିବା ସରକାରୀ ଓକିଲ ସ୍ବରାଜ୍ୟ କୁମାର ରାୟ କହିଛନ୍ତି । ପୂର୍ବରୁ ଲାଞ୍ଚ ମାମଲାରେ କୌଣସି ଅଧିକାରୀଙ୍କୁ ୫ବର୍ଷ କାରାଦଣ୍ଡାଦେଶ ଶୁଣାଣି ହୋଇନାହିଁ ବୋଲି ସେ କହିଛନ୍ତି ।
ବିଦ୍ୟୁତ ବିଭାଗର ଖାମଖିଆଲ ନୀତି, ମୁକୁଳା ଟ୍ରନ୍ସଫରମର ନେଲା ଯୁବକର ଜୀବନ
ଖଲ୍ଲିକୋଟ: ଖଲ୍ଲିକୋଟ ବିଦ୍ୟୁତ ସବଡିଭିଜନ ଅଞ୍ଚଳର ବହୁ ସ୍ଥାନରେ ଟ୍ରାନ୍ସଫରମର ମାନ ମୁକୁଳା ଥିବା ନେଇ ବହୁ ସମୟରେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶିତ ହୋଇଥିଲେ ମଧ୍ୟ ଏଥିପ୍ରତି ସ୍ଥାନୀୟ ବିଦ୍ୟୁତ ବିଭାଗ କୌଣସି ପଦକ୍ଷେପ ନେଇଥିଲା। ବହୁ ସ୍ଥାନରେ ଟ୍ରାନ୍ସଫରମର ଚାରିପାଖରେ ନା ପାଚେରି ଅଛି ନା ବ୍ୟାରିକେଟ। ବିଭିନ୍ନ ସମୟରେ ଦୁର୍ଘଟଣା ଘଟି ଅତିତରେ ବହୁ ଧନଜୀବନ ହାନି ହୋଇଥିବାର ନଜିର ରହିଛି। ଏହି ମୁକୁଳା ଟ୍ରାନ୍ସଫରମର ଯୋଗୁଁ  ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।
ଖଲ୍ଲିକୋଟ ଥାନା ଅନ୍ତର୍ଗତ ଲଙ୍ଗଳେଶ୍ୱର ଗ୍ରାମର ଧନେଶ୍ୱର ପ୍ରଧାନ (୩୦) ବୁଧବାର ରାତି ସାଢ଼େ ୧୦ଟାରେ ନିଜ ଘର ଆଗରେ ଛିଡ଼ା ହୋଇଥିବା ବେଳେ ବୁଲା ଗାଡ଼ିଆ ପୋଖରୀ ନିକଟରେ ଥିବା ମୁକୁଳା ବିଦ୍ୟୁତ ଟ୍ରାନ୍ସଫରମର ନିକଟକୁ ଏକ ଗାଈ ଯାଉଥିବାର ଦେଖିବାକୁ ପାଇଥିଲେ। ସେ ଦୌଡ଼ି ଆସି ଗାଈକୁ ବଞ୍ଚାଇବାକୁ ଚେଷ୍ଟା କରୁଥିବା ବେଳେ ନିଜେ ବିଦ୍ୟୁତ ଟ୍ରାନ୍ସଫରମର ସଂସ୍ପର୍ଶରେ ଆସି ଯିବାରୁ ଦୂରକୁ ଛିଟିକି ପଡ଼ିଥିଲେ। ଫଳରେ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ପରିବାର ଲୋକ ତାଙ୍କୁ ଚିକିତ୍ସା ପାଇଁ ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ ମଧ୍ୟ ଡାକ୍ତର ମୃତ ଘୋଷଣା କରିଥିଲେ। ସେ ଏକମାତ୍ର ରୋଜଗାରିଆ ପୁଅ ହୋଇଥିବାରୁ ତାଙ୍କର ମୃତ୍ୟୁରେ ପରିବାର ଲୋକ ଦୁଃଖରେ ଭାଙ୍ଗି ପଡ଼ିଛି। ମୁକୁଳା ଟ୍ରାନ୍ସଫରମର ଯୋଗୁଁ ଏମିତି ବହୁ ଧନଜୀବନ ହାନି ହୋଇ ପରିବାର ଉଜୁଡ଼ି ଯାଉଥିବାର ଦେଖିବାକୁ ମିଳୁଛି। ଖଲ୍ଲିକୋଟ ପୁଲିସ ଖବର ପାଇ ମେଡିକାଲରେ ପହଞ୍ଚି ଶବକୁ ଜବତ କରିବା ସହ ଗୁରୁବାର ପୂର୍ବାହ୍ନରେ ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ଏସମ୍ପର୍କରେ ଖଲ୍ଲିକୋଟ ଥାନ କେସ ନମ୍ୱର ୮/୨୨ରେ ମାମଲା ରୁଜୁ ହୋଇଛି। ବିଦ୍ୟୁତ ବିଭାଗ ତାଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି।
ଭୁବନେଶ୍ୱର: ବାତ୍ୟା ୟଶ କୁ ଦୃଷ୍ଟିରେ ରଖି ଏକ ଗୁରୁତ୍ବପୂର୍ଣ୍ଣ ଘୋଷଣା କରିଛି ଓପିଟିସିଏଲ । ବାତ୍ୟା ପରେ ବିଦ୍ୟୁତ ସରବରାହ ସ୍ବାଭାବିକ କରିବାକୁ କାମ କରିବେ ଓପିଟିସିଏଲ କର୍ମଚାରୀ । କାମ କରିବା ସମୟରେ ଯଦି କୌଣସି ବିଦ୍ୟୁତ କର୍ମଚାରୀଙ୍କ ମୃତ୍ୟୁ ହୁଏ ତେବେ ତାଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ଅନୁକମ୍ପା ରାଶି ମିଳିବ ବୋଲି ଘୋଷଣା କରାଯାଇଛି ।
ସେହିପରି ଯଦି ବାତ୍ୟା ମୁକାବିଲା ସମୟରେ କୌଣସି କର୍ମଚାରୀ ଆହତ ହୁଅନ୍ତି ତେବେ ତାଙ୍କର ସମ୍ପୂର୍ଣ୍ଣ ଚିକିତ୍ସା ଖର୍ଚ୍ଚ ଓପିଟିସିଏଲ ବହନ କରିବ । ଏଥିସହ ସରକାରୀ ନିୟମ ଅନୁସାରେ ଅନ୍ୟ ଯୋଜନାରେ ମଧ୍ୟ ଲାଭବାନ ହେବେ ବୋଲି ଓପିଟିସିଏଲ୍‌ ଘୋଷଣା କରିଛି ।