Seized - The Sakala

ଯାଞ୍ଚ ବେଳେ ଗାଡ଼ିରୁ ୮ ଲକ୍ଷ ୪୭ ହଜାର ଟଙ୍କାର ଫେକ୍ ନୋଟ୍ ଜବତ, ଦୁଇ ଗିରଫ
ସୋନପୁର: ସୋନପୁର ପୋଲିସ ଦ୍ୱାରା ବ୍ୟାପକ ନକଲି ନୋଟ୍ ଜବତ । ୮ ଲକ୍ଷ ୪୭ ହଜାର ଟଙ୍କାର ଫେକ୍ ନୋଟ୍ ଜବତ କରିଛି ପୋଲିସ । କାର୍‌ ଯାଞ୍ଚ ବେଳେ ବ୍ଲକ ଛକରୁ ୧୬୯୫ ଖଣ୍ଡ ଫେକ୍ ୫ ଶହ ଟଙ୍କିଆ ନୋଟ୍ ଜବତ ହୋଇଛି । ଘଟଣାରେ ୨ ଜଣଙ୍କୁ ଗିରଫ କରିଛି ସୋନପୁର ପୋଲିସ । ଗିରଫ ୨ ଜଣଙ୍କ ମଧ୍ୟରୁ ଜଣେ ଯାଜପୁରର ଓ ଅନ୍ୟ ଜଣେ ନୟାଗଡ଼ର ବୋଲି ଜଣାପଡିଛି । ବରଗଡ଼ ଜିଲ୍ଲାରୁ ଟଙ୍କା ଆଣି ବିଭିନ୍ନ ସ୍ଥାନକୁ ଚାଲାଣ କରୁଥିବା ସ୍ବୀକାର କରିଛନ୍ତି ଗିରଫ ଦୁଇ ଅଭିଯୁକ୍ତ ।

ସୂଚନା ଅନୁସାରେ, ସୋନପୁର ପୋଲିସ ପାଟ୍ରୋଲିଂ କରୁଥିବା ସମୟରେ ଏକ କଳା ରଙ୍ଗର ସ୍କର୍ପିଓକୁ ଠାବ କରିଥିଲା । ସେହି ସ୍କର୍ପିଓରେ ଯୁବକ ମାନେ ପଇସା ନେଣଦେଣ କରୁଥିବା ସନ୍ଦେହ କରି ପୋଲିସ ସେମାନଙ୍କୁ ଅଟକାଇଥିଲା । ଗାଡ଼ିକୁ ଯାଞ୍ଚ କରିବା ସମୟରେ ଗାଡ଼ି ଭିତରେ ଏକ ନାଲି ରଙ୍ଗର ବ୍ୟାଗ୍ ରହିଥିଲା । ସେହି ବ୍ୟାଗ୍ ଭିତରେ ୧୬୯୫ଟି ୫୦୦ ଟଙ୍କିଆ ନୋଟ୍ ଥିବା ପୋଲିସ ଦେଖିବାକୁ ପାଇଥିଲା । ତେବେ ସେସବୁ ଟଙ୍କା ଯାଞ୍ଚ କରିବା ସମୟରେ ତାହା ନକଲି ନୋଟ୍ ବୋଲି ଜାଣିବାକୁ ପାଇଥିଲା ପୋଲିସ । ଏହା ଜାଣି ବ୍ୟାଗ ପୋଲିସ ଜବତ କରିବା ସହ ଦୁଇ ଜଣଙ୍କୁ  ଗିରଫ କରିଥିଲା ।

୨୦୦ କୋଟିର ଗଞ୍ଜେଇ ତେଲ ସହ ୧ ଟନ୍ ଗଞ୍ଜେଇ ଜବତ କଲା କୋରାପୁଟ ପୁଲିସ
କୋରାପୁଟ: କୋରାପୁଟ ଜିଲ୍ଲା ପୁଲିସକୁ ବଡ଼ ସଫଳତା। ୨୦୦ କୋଟି ମୂଲ୍ୟର ୧୮୦୦ ଲିଟର ଗଞ୍ଜେଇ ତେଲ ଜବତ କରିଛି ପୋଲିସ । ଗଞ୍ଜେଇ ବଦଳରେ ଗଞ୍ଜେଇ ତେଲ ଚାଲାଣ କରିବାର ନୂଆ ଯୋଜନା ଚାଲିଛି କୋରାପୁଟ ଜିଲ୍ଲାରେ । ଓଡ଼ିଶା-ଆନ୍ଧ୍ର ସୀମାନ୍ତ ନନ୍ଦପୁର ବ୍ଲକ ଜଲାପୁଟ ଜଳ ଭଣ୍ଡାର ନିକଟ ଜଙ୍ଗଲରେ ଚାଲିଥିଲା ଗଞ୍ଜେଇ ତେଲ କାରଖାନା । ପୋଲିସ ଚଢ଼ାଉ କରି ୧୮୦୦ ଲିଟର ଗଞ୍ଜେଇ ତେଲ ଜବତ କରିଥିବା ସୂଚନା ଦେଇଛି ନନ୍ଦପୁର ପୋଲିସ । ଏଥିସହ ୧ ହଜାର କେଜିରୁ ଉର୍ଦ୍ଧ୍ୱ ଗଞ୍ଜେଇ ମଧ୍ୟ ଜବତ କରିଛି ପୋଲିସ । ଜବତ ହୋଇଥିବା ଗଞ୍ଜେଇର ଆନୁମାନିକ ମୂଲ୍ୟ ୫ କୋଟି ଟଙ୍କା ହେବ ବୋଲି ଜଣାପଡ଼ିଛି। ଗଞ୍ଜେଇ ଚୋରା ଚଲାଣରେ ସମ୍ପୃକ୍ତ ଥିବା ୪ ଜଣଙ୍କୁ ପୋଲିସ ଗିରଫ କରିଥିବା ସୂଚନା ମିଳିଛି ।

ଭୁବନେଶ୍ୱର ବିମାନବନ୍ଦରରୁ ୮ କୋଟି ଟଙ୍କାର ମାରିଜୁଆନା ଜବତ
ଭୁବନେଶ୍ୱର: ଭୁବନେଶ୍ୱର ବିମାନବନ୍ଦରରୁ ପୁଣି ୮କୋଟି ଟଙ୍କାର ମାରିଜୁଆନା ଜବତ ହୋଇଛି । ବ୍ୟାଙ୍କକ୍‌ରୁ ଭୁବନେଶ୍ୱର ଆସୁଥିବା ବେଳେ ଧରିଲା DRI । ବିମାନଯାତ୍ରୀ ଜରିଆରେ ଚାଲାଣ ବେଳେ ଧରାପଡ଼ିଲା ମାରିଜୁଆନା । ଲଗେଜ୍‌ରେ ୮ କେଜିର ମାରିଜୁଆନା ଧରି ଆସୁଥିଲେ ଯାତ୍ରୀ । ଷ୍ଟ୍ରଲି ବ୍ୟାଗରେ ସିକ୍ରଟ ଚାମ୍ବର କରି ଚାଲାଣ ବେଳେ ଭୁବନେଶ୍ୱର ଏୟାରପୋର୍ଟରେ ଧରାପଡିଲେ ଯାତ୍ରୀ ।  ଜଣେ ବ୍ୟକ୍ତିଙ୍କୁ ଅଟକ ରଖି ପଚରାଉଚରା କରୁଛି ଡିଆରଆଇ । ଗତ ମଙ୍ଗଳବାର ମଧ୍ୟ ୩ କୋଟି ୯୨ଲକ୍ଷ ଟଙ୍କାର ମାରିଜୁଆନା ଜବତ ହୋଇଥିଲା ।