New Regional Party - The Sakala

ମାର୍ଚ୍ଚ ଶେଷ ସୁଦ୍ଧା ନୂଆ ଦଳ ଘୋଷଣା ହେବ: ମହମ୍ମଦ ମୋକିମ୍
ଭୁବନେଶ୍ୱର: ନୂଆ ଦଳ ଗଠନ ନେଇ ମହମ୍ମଦ ମୋକିମ୍ ଙ୍କ ବଡ଼ ସୂଚନା । ମାର୍ଚ୍ଚ ଶେଷ ସୁଦ୍ଧା ନୂଆ ଦଳ ଘୋଷଣା ହେବ କହିଲେ ପୂର୍ବତନ ବିଧାୟକ ମୋକିମ। ନୂଆ ଦଳ ନେଇ ସମୀକରଣ ଚାଲିଛି, ପୂରା ରାଜ୍ୟରୁ ମତାମତ ନିଆଯାଉଛି। ମୋକିମ୍ ଆହୁରି ବି କହିଛନ୍ତି ଯେ, 'ଆସନ୍ତା ୧୨ ତାରିଖରେ ଯୁବ ସମାବେଶରେ ଉପକୂଳ ଓଡ଼ିଶାର ଅନେକ ଯୁବ ନେତା ଏକାଠି ହେବେ। ଓଡ଼ିଶାର ଭବିଷ୍ୟତ ନେଇ ଆଲୋଚନା କରିବୁ। ପରବର୍ତ୍ତୀ ସମୟରେ ମହିଳା ସମ୍ମିଳନୀ ହେବ, ଚାଷୀଙ୍କୁ ଭେଟିବୁ। ଏଜେଣ୍ଡା ଓ ଆମ କର୍ତ୍ତବ୍ୟ କ'ଣ ହେବା ଉଚିତ୍ ପ୍ରସ୍ତୁତ କରି ସାମ୍ନାକୁ ଆସିବୁ।'

ରାଜ୍ୟରେ ନୂଆ ଆଞ୍ଚଳିକ ଦଳ ଗଠନ ପାଇଁ ଅଣ୍ଟା ଭିଡୁଛନ୍ତି ବରିଷ୍ଠ ନେତା ମହମ୍ମଦ ମୋକିମ। ଏଥିପାଇଁ ସେ ଦଳର ଆଭିମୁଖ୍ୟ ମଧ୍ୟ ପ୍ରସ୍ତୁତ କରିସାରିଛନ୍ତି। ପୂର୍ବରୁ ମୋକିମ କହିଥିଲେ ଯେ, ଆଗାମୀ ଦିନରେ ଜାତୀୟ ଯୁବ ଦିବସରେ ନୂଆ ଦଳର ମୂଳଦୁଆ ପଡିବ । ମାର୍ଚ୍ଚ ଶେଷ ସପ୍ତାହରେ ଏହାର ସମ୍ପୂର୍ଣ୍ଣ ପ୍ରକ୍ରିୟା ଶେଷ ହୋଇ ନୂଆ ଦଳ ଘୋଷଣା ହେବ ।

ରାଜ୍ୟରେ ଖୁବଶୀଘ୍ର ଏକ ନୂଆ ଆଞ୍ଚଳିକ ଦଳ ଗଠନ ହେବା ନେଇ ସଙ୍କେତ ଦେଲେ ମହମ୍ମଦ ମୋକିମ୍
ଭୁବନେଶ୍ୱର: ଓଡ଼ିଶାରେ ଖୁବଶୀଘ୍ର ଗଠନ ହୋଇପାରେ ଏକ ନୂଆ ଆଞ୍ଚଳିକ ଦଳ । ଏପରି କିଛି ସଙ୍କେତ ଦେଇଛନ୍ତି ବରିଷ୍ଠ ରାଜନେତା ମହମ୍ମଦ ମୋକିମ୍। ନୂଆ ଦଳ ଗଢିବା ନେଇ ପରୋକ୍ଷରେ ମୋକିମ କହିଛନ୍ତି କି, ରାଜ୍ୟର ଅନେକ ଉଦୟମାନ ଯୁବ ନେତୃତ୍ୱ ଏବଂ ବୁଦ୍ଧିଜୀବୀ ଏକ ବଡ଼ ପ୍ଲାଟଫର୍ମ ଅପେକ୍ଷାରେ ଅଛନ୍ତି ଓ ସେମାନେ ଲଗାତାର ତାଙ୍କ ସହ ଯୋଗାଯୋଗରେ ରହିଛନ୍ତି । ବୁଦ୍ଧିଜୀବୀଙ୍କ ସହ ଆଲୋଚନା ଚାଲିଛି। କାହା ପାଇଁ କେଉଁ ସ୍ଥାନ କେବେ ଖାଲି ପଡ଼େ ନାହିଁ। କିଏ ନା କିଏ କାହାକୁ ପୂରଣ କରିଥାନ୍ତି। ରାଜ୍ୟରେ ଅନେକ ଉଦୀୟମାନ ଯୁବକ ଅଛନ୍ତି ତାଙ୍କୁ କେବଳ ଏକ ସୁଯୋଗର ଆବଶ୍ୟକତା ରହିଛି। ରାଜ୍ୟରେ ଏବେ ବିଜେପି ସରକାର ଏବଂ ବିଜେଡି ଯେଉଁଭଳି ସ୍ଥିତି ଦେଇ ଗତି କରୁଛନ୍ତି, ସେଥିପାଇଁ ଏକ ବିକଳ୍ପର ଆବଶ୍ୟକତା ରହିଛି।

ସ୍ୱର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଶତବାର୍ଷିକୀରେ  ଯୋଗଦେଇ କଂଗ୍ରେସ ହାଇକମାଣ୍ଡଙ୍କ ଉପରେ ବର୍ଷିଛନ୍ତି ବରିଷ୍ଠ ନେତା ମହମ୍ମଦ ମୋକିମ । ସେ କହିଛନ୍ତି ଯେ, ଯେଉଁମାନେ ନିଜ ପରିଶ୍ରମରେ ନିଜକୁ ଗଢ଼ିଛନ୍ତି, ସେମାନଙ୍କୁ ସାଇଡ୍ କରି ଅନ୍ୟମାନଙ୍କୁ ଦାୟିତ୍ୱ ଦେଲେ ସଂଗଠନ ଦୁର୍ବଳ ହୋଇଯାଏ, ଯାହା ଓଡ଼ିଶା କଂଗ୍ରେସ କ୍ଷେତ୍ରରେ ଘଟିଛି ।