Ama Bus Accident - The Sakala

କଟକରେ ପୁଣି ‘ଆମ ବସ୍’ର ଆତଙ୍କ: ବାଇକ୍ ଆରୋହୀଙ୍କୁ ଘୋଷାଡ଼ି ନେଲା ୫୦ ଫୁଟ୍
ରାଜ୍ୟରେ ପୁଣିଥରେ ‘ଆମ ବସ୍’ ର ବେପରୁଆ ଚାଳନାକୁ ନେଇ ଏକ ଭୟଙ୍କର ଦୁର୍ଘଟଣା ସାମ୍ନାକୁ ଆସିଛି। କଟକର ମଲାଚଣ୍ଡିଆ ଛକ ନିକଟରେ ଏକ ‘ଆମ ବସ୍’ ଜଣେ ବାଇକ୍ ଆରୋହୀଙ୍କ ଉପରେ ଚଢ଼ିଯାଇଛି। ଏହି ମର୍ମନ୍ତୁଦ ଦୁର୍ଘଟଣାରେ ବାଇକ୍ ଆରୋହୀ ଜଣକ ଗୁରୁତର ଭାବେ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି।

ଦୁର୍ଘଟଣାର ବିବରଣୀ

ସୂଚନା ଅନୁସାରେ, ୧୮ ନମ୍ବର ରୁଟ୍‌ରେ ଯାଉଥିବା ଏକ ‘ଆମ ବସ୍’ ନେତାଜୀ ବସ୍ ଟର୍ମିନାଲ ମଧ୍ୟକୁ ପ୍ରବେଶ କରୁଥିଲା। ଏହି ସମୟରେ ବସ୍‌ଟି ବାମ ପଟେ ଯାଉଥିବା ଏକ ବାଇକ୍‌କୁ ଜୋରଦାର ଧକ୍କା ଦେଇଥିଲା। କେବଳ ଧକ୍କା ଦେଇନଥିଲା, ବରଂ ବାଇକ୍ ସହ ଆରୋହୀଙ୍କୁ ପ୍ରାୟ ୫୦ ଫୁଟ୍ ବାଟ ଘୋଷାଡ଼ି ନେଇଥିଲା। ଏହାପରେ ବସ୍‌ଟି ଆରୋହୀଙ୍କ ଉପରେ ଚଢ଼ି ଯାଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଏହାକୁ ଦେଖି ଜଣେ ପ୍ରତ୍ୟକ୍ଷଦର୍ଶୀ ଘଟଣାସ୍ଥଳରେ ବେହୋସ ହୋଇପଡ଼ିଥିଲେ। ଦୁର୍ଘଟଣା ଘଟାଇବା ପରେ ବସ୍ ଡ୍ରାଇଭର ସେଠାରୁ ଫେରାର ହୋଇଯାଇଥିଲା।

ସ୍ଥାନୀୟ ଲୋକଙ୍କ ସାହସିକତା ଓ ଉଦ୍ଧାରକାର୍ଯ୍ୟ

ଦୁର୍ଘଟଣା ପରେ ଯୁବକ ଜଣକ ଗୁରୁତର ଅବସ୍ଥାରେ ବସ୍ ତଳେ ଫସି ରହିଥିଲେ। ତେବେ ସ୍ଥାନୀୟ ଲୋକେ ଅଦମ୍ୟ ସାହସର ପରିଚୟ ଦେଇଥିଲେ। କୌଣସି ଜ୍ୟାକ୍ କିମ୍ବା କ୍ରେନ୍‌କୁ ଅପେକ୍ଷା ନକରି ଶତାଧିକ ଲୋକ ମିଶି ବସ୍‌କୁ ଟେକି ଦେଇଥିଲେ ଏବଂ ଆହତ ଯୁବକଙ୍କୁ ବସ୍ ତଳୁ ଉଦ୍ଧାର କରିଥିଲେ। ଖବର ପାଇ ବାଦାମବାଡ଼ି ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଯୁବକଙ୍କୁ ତୁରନ୍ତ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରିଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ଦେଖାଦେଇଥିବା ବେଳେ ପୋଲିସ ବସ୍‌ଟିକୁ ଜବତ କରି ଫେରାର ଡ୍ରାଇଭରକୁ ଧରିବା ପାଇଁ ତଦନ୍ତ ଆରମ୍ଭ କରିଛି।

ପୁଣି ଦୁର୍ଘଟଣା ଘଟାଇଲା 'ଆମ ବସ୍': ରଙ୍ଗ ରୁଟ୍‌ରେ ଆସି ବାପା-ଝିଅଙ୍କୁ ଦେଲା ଧକ୍କା...
ଭୁବନେଶ୍ୱର: ଥମୁନି 'ଆମ ବସ୍' ଦୁର୍ଘଟଣା । ରଙ୍ଗ ରୁଟ୍‌ରେ ଆସି ବାପା-ଝିଅଙ୍କୁ ଧକ୍କା ଦେଲା 'ଆମ ବସ୍' । ଭୁବନେଶ୍ବରର ମଞ୍ଚେଶ୍ୱର ଅଞ୍ଚଳରେ ଘଟିଛି ଏହି ଦୁର୍ଘଟଣା । ସ୍କୁଲ ଛୁଟି ପରେ ବାପାଙ୍କ ସହ ଘରକୁ ଫେରୁଥିବା ବେଳେ ରଙ୍ଗ ରୁଟ୍‌ରେ ଆସି ବାପା ଓ ଝିଅଙ୍କ ଉପରେ ମାଡ଼ିଗଲା ଆମ ବସ୍ । ଦୁର୍ଘଟଣାରେ ଆହତ ଝିଅ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଘଟଣା ପରେ ସ୍ଥାନୀୟ ବାସିନ୍ଦା ଉତ୍ତେଜିତ ହୋଇ ଆମ ବସକୁ ଅଟକାଇବା ସହ ଦୁର୍ଘଟଣାକୁ ନେଇ ପ୍ରତିବାଦ କରିଛନ୍ତି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି ।

ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍, ବୁର୍ଲା ପିସି ବ୍ରିଜ୍‌ ଉପରେ ସ୍କୁଟିକୁ ଦେଲା ଧକ୍କା
ସମ୍ବଲପୁର: ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍ । ସମ୍ବଲପୁର ବୁର୍ଲା ପିସି ବ୍ରିଜ୍ ନିକଟରେ ଏକ ସ୍କୁଟିକୁ ଦେଲା ଧକ୍କା ଦେଇଛି ଆମ ବସ୍ । ଆମ ବସ୍ ଧକ୍କାରେ ସ୍କୁଟି ଚାଳକ ଜଣକ ଗୁରୁତର ଭାବେ ଆହତ ହୋଇଛନ୍ତି । ତାଙ୍କୁ ତୁରନ୍ତ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି । ତେବେ ଭାରସାମ୍ୟ ହରାଇ ଆମ ବସ୍ ସ୍କୁଟି ଚାଳକଙ୍କୁ ଧକ୍କା ଦେଇଥିବା ଅଭିଯୋଗ ହୋଇଥିବା ବେଳେ ବାରମ୍ବାର ଆମ ବସ୍ ଦୁର୍ଘଟଣାକୁ ନେଇ ସବୁ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।

ବର୍ଷକ ଭିତରେ 'ଆମ ବସ୍' ନେଲାଣି ୭ ମୁଣ୍ଡ, ଭୁବନେଶ୍ୱରରେ ସର୍ବାଧିକ
ଭୁବନେଶ୍ୱର: ବର୍ଷକ ଭିତରେ 'ଆମ ବସ୍' ନେଲାଣି ୭ଜଣଙ୍କ ଜୀବନ । ଆମ ବସ୍ ଦୁର୍ଘଟଣାରେ ସର୍ବାଧିକ ଭୁବନେଶ୍ୱରରେ ୬ ଜଣ ମୃତ୍ୟୁବରଣ କରିଥିବା ବେଳେ କଟକରେ ଜଣେ ମୃତ୍ୟୁବରଣ କରିଛନ୍ତି । ସେହିପରି ଆମ ବସ୍ ଦୁର୍ଘଟଣାରେ ବର୍ଷକ ମଧ୍ୟରେ ୮ ଜଣ ଗୁରୁତର ହୋଇଛନ୍ତି । ସର୍ବାଧିକ ଭୁବନେଶ୍ୱର ୪ ଜଣ ଗୁରୁତର ହୋଇଥିବା ବେଳେ ପୁରୀ, ରାଉରକେଲା, ସମ୍ବଲପୁର ଓ ବ୍ରହ୍ମପୁରରେ ଜଣେ ଲେଖାଏଁ ଗୁରୁତର ହୋଇଛନ୍ତି । ଦୁର୍ଘଟଣା ରୋକିବକୁ ଏହି ବର୍ଷକ ମଧ୍ୟରେ ୨୮ ହଜାର ୭୦୦ ଥର ବିଭାଗ ପକ୍ଷରୁ ଯାଞ୍ଚ କରାଯାଇଛି । ତାହା ସହ ସ୍ପିଡ଼ ଲିମିଟକୁ ମଧ୍ୟ ଫିକ୍ସ କରାଯାଇଛି । ଇଲେକ୍ଟ୍ରିକ ବସ୍ ଗୁଡ଼ିକର ବେଗ ୩୫ କି.ମି ମଧ୍ୟରେ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଡ଼ିଜେଲ ଚଳିତ ବର୍ଷର ବେଗ ୪୦ ଓ ରାଜପଥରେ ଚାଲୁଥିବା ଆମ ବସ୍ ଗୁଡ଼ିକର ବେଗ ୫୦ କି.ମି ଭିତରେ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ।

ପୁଣି ଜୀବନ ନେଲା ଆମବସ୍‌; ଅଟୋକୁ ଧକ୍କା ଦେବାରୁ ଜଣଙ୍କର ମୃତ୍ୟୁ, ଅନ୍ୟଜଣେ ଗୁରୁତର
ଭୁବନେଶ୍ୱର: ପୁଣି ଜୀବନ ନେଲା ଆମବସ୍‌ । ରୁପାଲି ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏକ ଅଟୋକୁ ପଛରୁ ଧକ୍କା ଦେଲା ‘ଆମ ବସ୍’। ଦୁର୍ଘଟଣାରେ ଅଟୋ ଚାଳକଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟଜଣେ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି । ଦୁର୍ଘଟଣା ପରେ ଘଟଣାସ୍ଥଳରେ ଚାପା ଉତ୍ତେଜନା ଲାଗି ରହିଛି । ଭୁବନେଶ୍ବର ଡିସିପି ପହଂଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛନ୍ତି । ଆମ ବସ୍ ଡ୍ରାଇଭରଙ୍କ ବେପରୁଆ ଗାଡ଼ି ଚାଳନା ଯୋଗୁଁ ଏପରି ଦୁର୍ଘଟଣା ଘଟିଥିବା ନେଇ ସାଧାରଣରେ ଚର୍ଚ୍ଚା ହେଉଛି । ସେପଟେ ଆମ ବସ୍ ଡ୍ରାଇଭର୍ ଦୁର୍ଘଟଣା ଘଟାଇବା ପରେ ଫେରାର୍ ହୋଇଯାଇଥିବା ଜଣାପଡିଛି ।