cannabis seized - The Sakala

ଭୁବନେଶ୍ୱର ଏୟାରପୋର୍ଟରୁ ପ୍ରାୟ ୪ କୋଟି ଟଙ୍କାର ହାଇଡ୍ରୋପୋନିକ୍ ଗଞ୍ଜେଇ ଜବତ
ଭୁବନେଶ୍ୱର: ଭୁବନେଶ୍ୱର ଏୟାରପୋର୍ଟରୁ ୩.୯୩ କେଜି ହାଇଡ୍ରୋପୋନିକ୍ ଗଞ୍ଜେଇ ଜବତ କରିଛି ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ ।  ଜବତ ହାଇଡ୍ରୋପୋନିକ୍‌ର ଆନୁମାନିକ ମୂଲ୍ୟ ପ୍ରାୟ ୪ କୋଟି ଟଙ୍କା ହେବ ବୋଲି ଜଣାପଡିଛି । ସ୍ବତନ୍ତ୍ର ଗୁଇନ୍ଦା ବିଶେଷ ସୂଚନା ଆଧାରରେ ଚଢ଼ାଉ କରି ଯାତ୍ରୀଙ୍କ ନିକଟରୁ ଗଂଜେଇ ଜବତ କରାଯାଇଥିଲା । ଯାଂଚ ବେଳେ ୪ ପ୍ୟାକେଟ ଗଂଜେଇ ମିଳିଥିଲା । ଯାତ୍ରୀଙ୍କ ବ୍ୟାଗ୍‌ର ଚକୋଲେଟ୍ ପ୍ୟାକେଟ୍ କାର୍ଡବୋର୍ଡରେ ଏହି ଗଞ୍ଜେଇ ରହିଥିଲା ।

ତେବେ ଗତ ମଙ୍ଗଳବାର ଦିନ ମଧ୍ୟ ଭୁବନେଶ୍ବର ବିମାନବନ୍ଦରରୁ ପ୍ରାୟ ୪ କେଜିର ମାରିଜୁଆନା ଜବତ କରାଯାଇଥିଲା । ଯାହାର ଆନୁମାନିକ ମୂଲ୍ୟ ୪ ଲକ୍ଷ ଟଙ୍କା ହେବ ବୋଲି ସୂଚନା ମିଳିଥିଲା । ଜଣେ ବ୍ୟକ୍ତି ନିଜ ଆଟାଚ ଓ ଟ୍ରଫି ପ୍ୟାକେଟ୍‌ରେ ଏହି ମାରିଜୁଆନାକୁ ଆଣିଥିବା କଷ୍ଟମ ବିଭାଗ ପକ୍ଷରୁ ସୂଚନା ମିଳିଥିଲା ।