FIH - The Sakala
FIH ବିଶ୍ୱକପ୍ ଯୋଗ୍ୟତା ପର୍ଯ୍ୟାୟ ଫାଇନାଲରେ ଭାରତୀୟ ମହିଳା ହକି ଟିମ୍, ଶୁଭେଚ୍ଛା ଜଣାଇଲେ ନବୀନ
ଭୁବନେଶ୍ୱର: ମହିଳା ହକି ଟିମକୁ ଶୁଭେଚ୍ଛା ଜଣାଇଲେ ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଇଟାଲୀକୁ ୧-୦ ଗୋଲ୍‌ରେ ହରାଇ FIH ବିଶ୍ୱକପ୍ ଯୋଗ୍ୟତା ପର୍ଯ୍ୟାୟ ଟୁର୍ଣ୍ଣାମେଣ୍ଟର ଫାଇନାଲରେ ପ୍ରବେଶ କରିଛି ଭାରତୀୟ ମହିଳା ହକି ଟିମ୍ । ସୋସିଆଲ ମିଡ଼ିଆ ସାଇଟ ‘X’ରେ ମହିଳା ହକି ଟିମକୁ ଶୁଭେଚ୍ଛା ଜଣାଇଛନ୍ତି ନବୀନ । ଏହାସହ ଆଗାମୀ ଦିନରେ ହେବାକୁ ଥିବା ଫାଇନାଲ ମୁକାବିଲାରେ ରାଜ୍ୟ ଏବଂ ଦେଶର ନାଁକୁ ଗର୍ବାନ୍ୱିତ କରିବାକୁ ପ୍ରେରଣା ମଧ୍ୟ ଦେଇଛନ୍ତି ।
https://twitter.com/Naveen_Odisha/status/2032657885231198728
ଚଳିତ ଏଫ୍ଆଇଏଚ୍ ବିଶ୍ୱକପ୍ ଯୋଗ୍ୟତା ପର୍ଯ୍ୟାୟ ଟୁର୍ଣ୍ଣାମେଣ୍ଟରେ ଫାଇନାଲ୍ ଲାଇନ୍ ଅପ୍ ଚୂଡ଼ାନ୍ତ ହୋଇଛି । ଶନିବାର ଭାରତ ଓ ଇଂଲଣ୍ଡ ମଧ୍ୟରେ ଫାଇନାଲ ମୁକାବିଲା ହେବ। ଗତକାଲି ଖେଳାଯାଇଥିବା ସେମିଫାଇନାଲରେ ଇଟାଲୀକୁ ୧-୦ ଗୋଲରେ ପରାସ୍ତ କରି ଭାରତ ଦ୍ୱିତୀୟ ଦଳ ଭାବେ ଫାଇନାଲରେ ପ୍ରବେଶ କରିଥିଲା। ପୂର୍ବରୁ ସ୍କଟଲାଣ୍ଡକୁ ହରାଇ ଇଂଲଣ୍ଡ ପ୍ରଥମ ଦଳ ଭାବେ ଫାଇନାଲରେ ପ୍ରବେଶ କରିଥିଲା। ଭାରତ ଓ  ଇଂଲଣ୍ଡ ଫାଇନାଲ ମୁକାବିଲା ଆଜି ଅନୁଷ୍ଠିତ ହେବ। ଦ୍ୱିତୀୟ ସେମିଫାଇନାଲର ପ୍ରଥମାର୍ଦ୍ଧ ଖେଳ ଶେଷସୁଦ୍ଧା କେହି କାହାରିକୁ ଗୋଲ ଦେଇ ପାରି ନ ଥିଲେ। ତୃତୀୟ କ୍ୱାର୍ଟରରେ ମନୀଷା ଚୋହାନ ଗୋଲ ସ୍କୋର କରି ଭାରତକୁ ଅଗ୍ରଣୀ କରାଇଥିଲେ। ପୂର୍ବରୁ ଭାରତ ଓ ସ୍କଟଲାଣ୍ଡ ଗୋଟିଏ ଗ୍ରୁପ୍‌ରେ ସମାନ ୭ ପଏଣ୍ଟ ଲେଖାଏଁ ସଂଗ୍ରହ କରିଥିଲେ। ଗ୍ରୁପ୍‌ରେ ପ୍ରଥମ ସ୍ଥାନ ଅଧିକାର କରି ଭାରତ ଫାଇନାଲ ପୂର୍ବରୁ ବିଶ୍ୱକପ୍‌ ଖେଳିବାକୁ ଯୋଗ୍ୟତା ଅର୍ଜନ କରିସାରିଛି।
ବିଶ୍ୱକପ୍ ଆୟୋଜନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଭୁରି ଭୁରି ପ୍ରଶଂସା କଲେ FIH ସଭାପତି ତୟାବ ଇକ୍ରାମ
ରାଉରକେଲା: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କଲେ FIH ସଭାପତି ତୟାବ ଇକ୍ରାମ । ରାଉରକେଲାରେ ଆୟୋଜିତ ପ୍ରେସମିଟରେ ପ୍ରଶଂସା କରିଛନ୍ତି । ହକି ବିଶ୍ୱକପ୍ ଦିନକୁ ଦିନ ବ୍ୟାପକ ହେବାରେ ଲାଗିଛି । ଏଥିପାଇଁ ଭାରତ ଓ ଓଡ଼ିଶା ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଓଡ଼ିଶା ସରକାର ଓ ମୁଖ୍ୟମନ୍ତ୍ରୀଙ୍କୁ ଭୁରି ଭୁରି ପ୍ରଶଂସା କରିଛନ୍ତି ଏଫଆଇଏଚ ସଭାପତି ତୟାବ ଇକ୍ରମ। ଓଡ଼ିଶାରେ ହକିର ଦୃଢ଼ ଭିତ୍ତିଭୂମି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ହକିର ପ୍ରଚାର ପ୍ରସାର କରିବାରେ ବଡ଼ ଭୂମିକା ଗ୍ରହଣ କରିଛନ୍ତି। ବିର୍ସା ମୁଣ୍ଡା ଷ୍ଟାଡିୟମ ଭଳି ଷ୍ଟାଡିୟମ ଅନ୍ୟ କେଉଁଠି ନାହିଁ । ଷ୍ଟାଡିୟମରେ ସବୁ ପ୍ରକାର ସୁବିଧା କରାଯାଇଛି । ଏଭଳି ଷ୍ଟାଡିୟମ କରିଥିବାରୁ ଓଡ଼ିଶା ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି ତୟାବ ଇକ୍ରାମ।
ଓଡ଼ିଶାରେ ଆୟୋଜନ ହେବାକୁ ଯାଉଥିବା ହକି ବିଶ୍ୱକପ୍‌‌ରେ ଏଥର ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ୫ଟି ଅଂଶଗ୍ରହଣ କରିବେ ନାହିଁ। ୪ଥର ବିଶ୍ୱକପ୍‌‌ ଟାଇଟଲ ହାସଲ କରିଥିବା ପାକିସ୍ତାନ ସମେତ ପୋଲାଣ୍ଡ, ଆୟର୍ଲାଣ୍ଡ, ଚୀନ, କାନାଡା ବିଶ୍ୱକପ୍‌‌ର ବାଦ୍‌‌ ପଡ଼ିଛନ୍ତି। ଫଳରେ ଓଡ଼ିଆ ଦର୍ଶକ ଏହି ଦେଶର ଖେଳ ଦେଖିବାରୁ ବଞ୍ଚିତ ହେବେ। ଏହି ବିଶ୍ୱକପ୍‌‌ରେ ପ୍ରଥମେ ୨୪ଟି ଦଳ ଅଂଶଗ୍ରହଣ କରିବେ ବୋଲି ଯୋଜନା କରାଯାଉଥିଲା। କିନ୍ତୁ ଏ ନେଇ ଅନ୍ତିମ ନିଷ୍ପତ୍ତି ନିଆଯାଇପାରି ନଥିଲା। ଫଳରେ ଗତ ସଂସ୍କରଣ ଭଳି ଏଥର ୧୬ଟି ଦଳ ମୁକାବିଲାରେ ଅବତୀର୍ଣ୍ଣ ହେବେ। ବିଶ୍ୱକପ୍‌‌ରୁ ବାଦ ପଡ଼ିଥିବା ଏହି ଦେଶଗୁଡିକରେ ହକି ସଂସ୍କୃତି ବେଶ୍‌‌ ବଳିଷ୍ଠ। ପୂର୍ବରୁ ବିଭିନ୍ନ ବିଶ୍ୱସ୍ତରୀୟ ଟୁର୍ଣ୍ଣାମେଣ୍ଟରେ ଏହି ଦେଶଗୁଡିକ ନିଜର ଦକ୍ଷତା ତଥା ପ୍ରତିଭା ପ୍ରମାଣିତ କରିଛନ୍ତି। ତେବେ ଯୋଗ୍ୟତା ହାସଲ କରିପାରି ନଥିବାରୁ ଏହି ୫ଟି ଦଳ ଏଥର ବିଶ୍ୱକପ୍‌‌ ଖେଳିବାରୁ ବଞ୍ଚିତ ହୋଇଛନ୍ତି।
୫. ପୋଲାଣ୍ଡ
୯୦ ଦଶକର ଶେଷ ଆଡକୁ ଓ ୨୦୦୦ ପ୍ରାରମ୍ଭରେ ପୋଲାଣ୍ଡ ବେଶ୍‌‌ ଭଲ ପ୍ରଦର୍ଶନ କରି ବିଶ୍ୱରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲା। ପୋଲାଣ୍ଡ ୧୯୯୮ ବିଶ୍ୱକପ୍‌‌ରେ ଦ୍ୱାଦଶ ଓ ୨୦୦୨ରେ ୧୫ତମ ସ୍ଥାନରେ ରହି ଅଭିଯାନ ଶେଷ କରିଥିଲା। ଏହାପରଠାରୁ ପୋଲାଣ୍ଡର ପ୍ରଦର୍ଶନ ନିମ୍ନଗାମୀ ହୋଇଥିଲା। ସେବେଠାରୁ ପୋଲାଣ୍ଡ ବିଶ୍ୱକପ୍‌‌ ଖେଳିବାକୁ ଯୋଗ୍ୟତା ହାସଲ କରିନାହିଁ। ୟୁରୋପ୍‌‌ ସର୍କିଟ୍‌‌ରେ କିନ୍ତୁ ପୋଲାଣ୍ଡ ଭଲ ପ୍ରଦର୍ଶନ କରିଛି। ୧୯୭୫ରୁ ୧୯୮୬ ମଧ୍ୟରେ ପୋଲାଣ୍ଡର ପ୍ରଦର୍ଶନ ଦୃଷ୍ଟାନ୍ତମୁଳକ ରହିଛି। ୧୯୫୬ ଅଲିମ୍ପିକ୍ସରେ ପୋଲାଣ୍ଡ ପଞ୍ଚମ ସ୍ଥାନରେ ରହି ଅଭିଯାନ ଶେଷ କରିଥିଲା। ପୋଲାଣ୍ଡ ହକିର ହୃତଗୌରବ ଫେରାଇଆଣିବାକୁ ପ୍ରୟାସ କରୁଛି।
୪. ଆୟର୍ଲାଣ୍ଡ
ଗତ ୨୦୧୮ ବିଶ୍ୱକପ୍‌‌ରେ ଆୟର୍ଲାଣ୍ଡ ୧୪ତମ ସ୍ଥାନରେ ରହି ଅଭିଯାନ ଶେଷ କରିଥିଲା। ଏହି କ୍ରମରେ ଆୟର୍ଲାଣ୍ଡ ମାଲେସିଆ ଓ ଦକ୍ଷିଣ ଆଫ୍ରିକାକୁ ପଛରେ ପକାଇଥିଲା। ଦୀର୍ଘ ୨୭ ବର୍ଷ ପରେ ଏହି ଦେଶ ବିଶ୍ୱକପ୍‌‌କୁ ପ୍ରତ୍ୟାବର୍ତ୍ତନ କରିଥିଲା। ଏହାପୂର୍ବରୁ ଆୟର୍ଲାଣ୍ଡ ୧୯୯୦ରେ ଶେଷଥର ପାଇଁ ବିଶ୍ୱକପ୍‌‌ ଖେଳିଥିଲା। ଏଥର ଦକ୍ଷିଣ ଆଫ୍ରିକା ଓ ମାଲେସିଆ ବିଶ୍ୱକପ୍‌‌ ଖେଳିବାକୁ ଯାଉଥିବାବେଳେ ଆଶ୍ଚର୍ଯ୍ୟଜନକ ଭାବେ ଆୟର୍ଲାଣ୍ଡ ବାଦ୍‌‌ ପଡ଼ିଛି। ୨୦୧୦ରୁ ୨୦୧୭ ମଧ୍ୟରେ ଆୟର୍ଲାଣ୍ଡର ପ୍ରଦର୍ଶନ ଉଚ୍ଚକୋଟୀର ଥିଲା। ଏଥର କିନ୍ତୁ ଆୟର୍ଲାଣ୍ଡ ଯୋଗ୍ୟତା ହାସଲ କରିବାରେ ବିଫଳ ହୋଇଛି।
୩. ଚୀନ୍‌‌
ଚୀନ୍‌‌ ଗତ ୨୦୧୮ ସଂସ୍କରଣରେ ଅଂଶଗ୍ରହଣ କରିଥିଲେ ମଧ୍ୟ ଏଥର ବିଶ୍ୱକପ୍‌‌ରୁ ବାଦ୍‌‌ ପଡ଼ିଛି। ଚୀନ୍‌‌ ଗତ ବିଶ୍ୱକପ୍‌‌ରେ ଅଷ୍ଟ୍ରେଲିଆ, ଇଂଲଣ୍ଡ ଓ ଆୟର୍ଲାଣ୍ଡ ସମେତ ପୁଲ୍‌‌ ବି’ରେ ସ୍ଥାନ ପାଇଥିଲା। ଚୀନ ୨ଟି ଡ୍ର ଓ ଗୋଟିଏ ପରାଜୟ ସହ ୨ ପଏଣ୍ଟ ହାସଲ କରି ପୁଲ୍‌‌ରେ ତୃତୀୟ ସ୍ଥାନରେ ରହିଥିଲା। ତେବେ କ୍ରସ୍‌‌ ଓଭର ମ୍ୟାଚ୍‌‌ରେ ଚୀନ୍‌‌ ୦-୧ ଗୋଲରେ ଫ୍ରାନ୍ସଠାରୁ ପରାସ୍ତ ହୋଇ ବିଦାୟ ନେଇଥିଲା। ପୁଲ୍‌‌ ପର୍ଯ୍ୟାୟରେ ଚୀନ୍‌‌ ୦-୧୧ ଗୋଲରେ ଅଷ୍ଟ୍ରେଲିଆଠାରୁ ପରାସ୍ତ ହୋଇଥିଲେ ମଧ୍ୟ ଇଂଲଣ୍ଡ ଓ ଆୟର୍ଲାଣ୍ଡ ବିପକ୍ଷରେ ମ୍ୟାଚ୍‌‌ ଡ୍ର ରଖି ଦମ୍‌‌ଦାର ପ୍ରଦର୍ଶନ କରିଥିଲା। ଏଥର କିନ୍ତୁ ଚୀନ ଯୋଗ୍ୟତା ହାସଲ କରିବାରେ ବିଫଳ ହୋଇଛି।
୨. କାନାଡା
ବିଶ୍ୱକପ୍‌‌ର ଗତ ୨୦୧୮ ସଂସ୍କରଣରେ କାନାଡା ଅଙ୍ଗ୍ରହଣ କରିଥିଲା। ଭାରତ, ବେଲଜିୟମ ଓ ଦକ୍ଷିଣ ଆଫ୍ରିକା ସମେତ କାନାଡା ପୁଲ ସି’ରେ ସ୍ଥାନ ପାଇଥିଲା। ୩ଟି ମ୍ୟାଚ୍‌‌ ଖେଳି ଗୋଟିଏ ଡ୍ର ଓ ଦୁଇଟି ପରାଜୟ ସହ ୧ ପଏଣ୍ଟ ପାଇ ପୁଲର ତୃତୀୟ ସ୍ଥାନରେ ରହି କ୍ରସ ଓଭର ମ୍ୟାଚ୍‌‌ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଥିଲା। ତେବେ କ୍ରସ୍‌‌ ଓଭରରେ ମ୍ୟାଚ୍‌‌ରେ କାନାଡା ୦-୫ ଗୋଲରେ ନେଦରଲାଣ୍ଡସଠାରୁ ପରାସ୍ତ ହୋଇ ବିଦାୟ ନେଇଥିଲା। ଏହି ଦଳ ପାନ ଆମେରିକା ଗେମ୍ସରେ ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ ବିଶ୍ୱସ୍ତରରେ ସ୍ଥିର ପ୍ରଦର୍ଶନ କରିବାରେ ବିଫଳ ହୋଇଛି। ୨୦୧୦ ବିଶ୍ୱକପ୍‌‌ରେ କାନାଡ଼ା ଭାଗ ନେଇଥିଲା ଓ ପାକିସ୍ତାନ ଉପରେ ରହି ସେକେଣ୍ଡ ଲାଷ୍ଟ ଦଳ ବିବେଚିତ ହୋଇଥିଲା। ଏଥର କାନାଡା ଯୋଗ୍ୟତା ହାସଲ କରିବାରେ ବିଫଳ ହୋଇଛି।
୧. ପାକିସ୍ତାନ
ବିଶ୍ୱକପରେ ପାକସ୍ତାନ ୪ଥର ଟାଇଟଲ ହାସଲ କରି ସଫଳତ ଦଳ ବିବେଚିତ ହେଉଛି। କିନ୍ତୁ ପାକିସ୍ତାନ ଏଥର ବିଶ୍ୱକପ୍‌‌ ଖେଳିବା ପାଇଁ ଯୋଗ୍ୟତା ହାସଲ କରିପାରି ନାହିଁ। ତେବେ ପାକିସ୍ତାନ ଗତ ୨୦୧୮ ବିଶ୍ୱକପ୍‌‌ରେ ଅଂଶଗ୍ରହଣ କରି ଦ୍ୱାଦଶ ସ୍ଥାନରେ ରହି ଅଭିଯାନ ଶେଷ କରିଥିଲା। ଏହି ବିଶ୍ୱକପ୍‌‌ରେ ପାକିସ୍ତାନ ପୁଲ ଡି’ରେ ସ୍ଥାନ ପାଇଥିଲା। ଗୋଟିଏ ଡ୍ର ଓ ଦୁଇଟି ପରାଜୟ ସହ ପାକିସ୍ତାନ ୧ ପଏଣ୍ଟ ହାସଲ କରି ତୃତୀୟ ସ୍ଥାନରେ ରହିଥିଲା। କ୍ରସ ଓଭର ମ୍ୟାଚ୍‌‌ରେ ପାକସ୍ତାନ ୦-୫ରେ ବେଲଜିୟମଠାରୁ ପରାସ୍ତ ହୋଇ ବିଦାୟ ନେଇଥିଲା। ଗତ କେତେବର୍ଷ ହେବ ପାକିସ୍ତାନ ହକି ନମ୍ନଗାମୀ ହେବା ଲକ୍ଷ୍ୟ କରାଯାଇଛି।
ଏଫ୍‌‌ଆଇଏଚ୍‌‌ ପ୍ରୋ-ଲିଗ୍‌‌ ହକି: ଉଦଘାଟନୀ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ପରାସ୍ତକଲା ଭାରତ
ଭୁବନେଶ୍ବର: ବିଶ୍ୱ ହକିର ଅନ୍ୟତମ ଶ୍ରେଷ୍ଠ ପ୍ରତିଯୋଗିତା ଏଫ୍‌‌ଆଇଏଚ୍‌‌ ହକି ପ୍ରୋ-ଲିଗ୍‌‌ (ପୁରୁଷ)ର ୪ର୍ଥ ସଂସ୍କରଣ ଆଜି ଠାରୁ ଆରମ୍ଭ ହୋଇଛି। ସ୍ଥାନୀୟ ଐତିହାସିକ କଳିଙ୍ଗ ଷ୍ଟାଡିୟମରେ ଆଜି  ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଉଦଘାଟନୀ ମ୍ୟାଚରେ ଭାରତର ଦମଦାର ବିଜୟ ହୋଇଛି। ନ୍ୟୁଜିଲାଣ୍ଡକୁ ୪-୩ ଗୋଲରେ ହରାଇଛି ଭାରତ। ୩ୟ କ୍ୱାର୍ଟର ଶେଷ ସୁଦ୍ଧା ଭାରତ ୩-୨ ଗୋଲରେ ପଛୁଆ ଥିବା ଭାରତ ଶେଷ କ୍ୱାର୍ଟର ୨ଟି ଗୋଲ କରି ମ୍ୟାଚକୁ ନିଜ ସପକ୍ଷରେ ନେଇଥିଲା। ଏହି ମ୍ୟାଚକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଥିଲେ। ଆସନ୍ତା କାଲି ସ୍ପେନ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ ।
ଏଫ୍‌‌ଆଇଏଚ୍‌‌ ପୁରସ୍କାର: କ୍ରମାଗତ ଦ୍ୱିତୀୟଥର ଲାଗି ବର୍ଷର ଶ୍ରେଷ୍ଠ ଖେଳାଳି ହେଲେ ଭାରତୀୟ ଡିଫେଣ୍ଡର ହର୍‌‌ମନପ୍ରୀତ୍‌‌ ସିଂହ
ନୂଆଦିଲ୍ଲୀ: ଷ୍ଟାର୍‌‌ ଭାରତୀୟ ଡିଫେଣ୍ଡର ହର୍‌‌ମନପ୍ରୀତ୍‌‌ ସିଂହ ୨୦୨୧-୨୨ ବର୍ଷ ଲାଗି ବିଶ୍ୱ ହକିର ସର୍ବୋଚ୍ଚ ସଂସ୍ଥା ଏଫ୍‌‌ଆଇଏଚ୍‌‌ର ଶ୍ରେଷ୍ଠ ପୁରୁଷ ଖେଳାଳି ବିବେଚିତ ହୋଇଛନ୍ତି। କ୍ରମାଗତ ଦ୍ୱିତୀୟଥର ଲାଗି ହର୍‌‌ମନପ୍ରୀତ୍‌‌ ଏହି ସମ୍ମାନଜନକ ପୁରସ୍କାର ଜିତିବାର ସୌଭାଗ୍ୟ ଲାଭ କରିଛନ୍ତି। ଏଥିସହ ବିଶ୍ୱର ଚତୁର୍ଥ ହକି ଖେଳାଳି (ପୁରୁଷ ବିଭାଗ) ଭାବେ ୨୬ ବର୍ଷୀୟ ଏହି ଅମୃତସର ତାରକା କ୍ରମାଗତ ୨ୟଥର ଲାଗି ଏଫ୍‌‌ଆଇଏଚ୍‌‌ ଶ୍ରେଷ୍ଠ ପୁରୁଷ ହକି ପୁରସ୍କାର ହାସଲ କରିବେ। ହର୍‌‌ମନପ୍ରୀତ୍‌‌ଙ୍କ ପୂର୍ବରୁ ନେଦରଲାଣ୍ଡର ତେଉନ ଡେ ନୋଇଜର, ଅଷ୍ଟ୍ରେଲିଆର ଜେମି ଡୱେର ଓ ବେଲ୍‌‌ଜିୟମର ଅର୍ଥର ଭାନ ଡୋରେନ କ୍ରମାଗତ ୨ଥର ଲେଖାଏ ଏହି ପୁରସ୍କାର ଜିତିଥିଲେ। ‘ହର୍‌‌ମନପ୍ରୀତ୍‌‌ ଆଧୁନିକ ହକି ଯୁଗର ସୁପର୍‌‌ ଷ୍ଟାର୍‌‌। ସେ ଜଣେ ଚମତ୍କାର ଡିଫେଣ୍ଡର। ତାଙ୍କର ଡ୍ରିବଲିଂ ଦକ୍ଷତା ଚମତ୍କାର।ସେ ଦେଶ ପାଇଁ ବହୁ ଗୋଲ୍‌‌ସ୍କୋର କରିଛନ୍ତି’ ବୋଲି ଅନ୍ତର୍ଜାତୀୟ ହକି ମହାସଂଘ (ଏଫ୍‌‌ଆଇଏଚ୍‌‌) ପକ୍ଷରୁ ଏକ ବିବୃତିରେ କୁହାଯାଇଛି। ହର୍‌‌ମନପ୍ରୀତ୍‌‌ଙ୍କୁ ମୋଟ୍‌‌ ୨୯.୪ ପଏଣ୍ଟ ମିଳିଛି। ସେ ନେଦରଲାଣ୍ଡ୍‌‌ସର ଥିଏରୀ ବ୍ରିଙ୍କମ୍ୟାନ୍ନ (୨୩.୬ ପଏଣ୍ଟ) ଓ ବେଲ୍‌‌ଜିୟମର ଟମ୍‌‌ ବୁନ (୨୩.୪ ପଏଣ୍ଟ)ଙ୍କୁ ପଛରେ ପକାଇ ଏହି ପୁରସ୍କାର ହାତେଇ ନେଇଛନ୍ତି।
ଭାରତୀୟ ହକିର ଅନ୍ୟତମ ଶ୍ରେଷ୍ଠ ଖେଳାଳି ବିବେଚିତ ହେଉଥିବା ହର୍‌‌ମନପ୍ରୀତ୍‌‌ ଜାତୀୟ ଦଳ ପକ୍ଷରୁ ୧୫୫ ମ୍ୟାଚ୍‌‌ ପ୍ରତିନିଧିତ୍ୱ କରିସାରିଛନ୍ତି। ଯେଉଁଥିରେ ସେ ୧୧୫ ଗୋଲ୍‌‌ସ୍କୋର କରିଛନ୍ତି। ୨୦୨୧-୨୨ ସିଜନରେ ସେ ୧୬ ମ୍ୟାଚ୍‌‌ ଖେଳି ୧୮ ଗୋଲ୍‌‌ ଦେଇଛନ୍ତି। ଯେଉଁଥିରେ ୨ଟି ହ୍ୟାଟ୍ରିକ ଅନ୍ତର୍ଭୁକ୍ତ ରହିଛି। ଏହି ସମୟ ମଧ୍ୟରେ ସେ ଭାରତର ଶ୍ରେଷ୍ଠ ଗୋଲ୍‌‌ସ୍କୋରର ରହିଥିଲେ। ସେହିଭଳି ହକି ପ୍ରୋ ଲିଗ୍‌‌ର ଗୋଟିଏ ସିଜନରେ ସର୍ବାଧିକ ଗୋଲ୍‌‌ ସ୍କୋର କରିବାର ରେକର୍ଡ ମଧ୍ୟ ତାଙ୍କ ନାମରେ ରହିଛି। ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ରୌପ୍ୟ ପଦକ ବିଜୟୀ ଭାରତୀୟ ଦଳର ସେ ପ୍ରମୁଖ ଖେଳାଳି ରହିଥିଲେ। ‘ଏଫ୍‌‌ଆଇଏଚ୍‌‌ ବର୍ଷର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇ ମୁଁ ବହୁତ ଖୁସି। ଏହା ମୋ କ୍ୟାରିୟରର ଶ୍ରେଷ୍ଠ ମୁହୂର୍ତ୍ତ। ଏହା ଏକ ବ୍ୟକ୍ତିଗତ ପୁରସ୍କାର ହୋଇପାରେ। କିନ୍ତୁ ଏହି ପୁରସ୍କାର ମୋର ଏକୁଟିଆ ନୁହେଁ। ସାଥୀ ଖେଳାଳିଙ୍କ ସହଯୋଗ ଓ ସମର୍ଥନ ବିନା ଏହା ସମ୍ଭବ ହୋଇପାରି ନ ଥାନ୍ତା’ ବୋଲି ହର୍‌‌ମନପ୍ରୀତ୍‌‌ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି।
ଅପରପକ୍ଷରେ ନେଦରଲାଣ୍ଡ୍‌‌ସର ଫେଲିସେ ଆଲବର୍ସ ୨୦୨୧-୨୨ ସିଜନ ଲାଗି ଏଫ୍‌‌ଆଇଏଚ୍‌‌ର ଶ୍ରେଷ୍ଠ ମହିଳା ଖେଳାଳି ବିବେଚିତ ହୋଇଛନ୍ତି। ୨୨ ବର୍ଷୀୟା ଫେଲିସେ ସର୍ବକନିଷ୍ଠା ଖେଳାଳି (ମହିଳା ବିଭାଗରେ) ଭାବେ ଏହି ପୁରସ୍କାର ହାସଲ କରିବେ।
ଭି.କେ. ପାଣ୍ଡିଆନଙ୍କୁ ଅନ୍ତର୍ଜାତୀୟ ହକି ଫେଡେରେସନ ପକ୍ଷରୁ ସମ୍ମାନଜନକ ପ୍ରେସିଡେଣ୍ଟସ ଆୱାର୍ଡ
ଭୁବନେଶ୍ୱର: 5-T ସଚିବ ଭି.କେ ପାଣ୍ଡିଆନ୍‌ଙ୍କୁ ସମ୍ମାନଜନକ ପ୍ରେସିଡେଣ୍ଟସ ଆଓ୍ୱାର୍ଡ । ଅନ୍ତର୍ଜାତୀୟ ହକି ଫେଡରେସନ୍ (FIH) ପକ୍ଷରୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । ହକିର ପ୍ରଚାର ପ୍ରସାର ଦିଗରେ ତାଙ୍କର ଉଲ୍ଲେଖନୀୟ ଅବଦାନ ନେଇ ଏହି ସମ୍ମାନଜନକ ପୁରସ୍କାର ତାଙ୍କୁ ପ୍ରଦାନ କରାଯାଇଛି ।
Congratulations to Mr. V Karthikeyan Pandian, IAS, and Private Secretary Private Secretary to Chief Minister, Odisha, on being recognised with the FIH Presidents Award during the #47thFIHCongress today. 👏
(1/2) pic.twitter.com/JWqU1rzzZb
— Hockey India (@TheHockeyIndia) May 22, 2021
ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ FIH ର ୪୭ ତମ ସମ୍ମିଳନୀରେ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । ଏ ନେଇ ହକି ଇଣ୍ଡିଆ ପକ୍ଷରୁ ତାଙ୍କୁ ଶୁଭେଚ୍ଛା ଜଣାଯିବା ସହ, ହକିର ପ୍ରଚାର ପ୍ରସାର ଦିଗରେ ତାଙ୍କର ଉଲ୍ଲେଖନୀୟ ଅବଦାନ ଯୋଗୁଁ ସେ ଏହି ପୁରସ୍କାର ପାଇବାକୁ ହକଦାର ବୋଲି କୁହାଯାଇଛି । ଏଥିସହିତ ହକି ଇଣ୍ଡିଆ ପକ୍ଷରୁ ମଧ୍ୟ ଟ୍ୱିଟ୍ ଯୋଗେ ଶ୍ରୀ ପାଣ୍ଡିଆନ୍‌ଙ୍କୁ ଶୁଭେଚ୍ଛା ଜଣାଯାଇଛି ।