Sora - The Sakala

ଗେମ୍‌ ଖେଳିବା ପାଇଁ ମୋବାଇଲ ନ ଦେବାରୁ ସ୍କୁଲ ଛାତ୍ରଙ୍କ ଆତ୍ମହତ୍ୟା
ବାହାନଗା : ଛୋଟପିଲାମାନଙ୍କୁ ଏବେ ମୋବାଇଲ୍‌ ରେ ଥିବା ଗେମ ନିଶା ଘାରିଛି । ମାତ୍ର ଏହି ମୋବାଇଲ୍‌ ଗେମ ଯୋଗୁ ଯେ ଜଣେ ନାବାଳକ ନିଜ ଜୀବନ ହାରିଦେବ ଏହା ବିଶ୍ୱାସ କରିହେଉନି । ବାହାନଗା ବ୍ଲକ କୁରୁଡ଼ା ପଂଚାୟତ କୁରୁଡ଼ା ଶାସନରେ ଆଜି ପୂର୍ବାହ୍ନରେ ଏହିଭଳି ଏକ ଅଭାବନୀୟ ଘଟଣା ଘଟିଛି। ଘରେ ମୋବାଇଲ ପାଇଁ ତାଗିଦ କରିବାରୁ ସ୍କୁଲ ଛାତ୍ର ରଶୀରେ ଝୁଲି ପଡି ଜୀବନ ହାରିଛନ୍ତି। ମୃତ ଛାତ୍ର ଜଣକ ହେଲେ ଶୁଶାନ୍ତ କୁମାର ହୋତାଙ୍କ ବଡ଼ ପୁଅ ଦିବ୍ୟରଞ୍ଜନ(୧୫)। ସୂଚନା ମୁତାବକ ଦଶମ ଶ୍ରେଣୀରେ ପଢିଥିବା ଦିବ୍ୟ ପୂର୍ବାହ୍ନ ୯ଟା ସମୟରେ ମୋବାଇଲରେ ଗେମ ଖେଳୁଥିଲେ। ପାଠ ନପଡ଼ି ମୋବାଇଲରେ ଗେମ ଖେଳୁଥିବାରୁ ଘରଲୋକେ ପାଠ ପଢିବାକୁ ତାଗିଦ କରିଥିଲେ। ତେବେ ଘର ଲୋକଙ୍କ ତାଗିଦ ଶୁଣି ଦିବ୍ୟ ନିଜ ଭାରସାମ୍ୟ ହରେଇ ବସିଥିଲେ। ପରେ ଦିନ ୧୧ଟା ସମୟରେ ଘରଲୋକେ କୌଣସି କାରଣରୁ ଦିବ୍ୟଙ୍କୁ ଖୋଜିବାରୁ ସେ ଘରେ ଭିତରେ ଫ୍ୟାନରେ ରଶୀରେ ଝୁଲିଥିବାର ଦେଖିବାକୁ ପାଇଥିଲେ। ଘରଲୋକେ ତାଙ୍କୁ ମୁମୂର୍ଷୁ ଅବସ୍ଥାରେ ଅନନ୍ତପୁର ହସ୍ପିଟାଲକୁ ଚିକିତ୍ସା ପାଇଁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଅନନ୍ତପୁର ଫାଣ୍ଡି ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ କରି ଘର ଲୋକଙ୍କୁ ହସ୍ତାନ୍ତର କରିବା ସହିତ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।

ରେଳ ଧାରଣାରେ ପଡ଼ିଛି ଯୁବକଙ୍କ ମୃତଦେହ, କାରଣ ଅସ୍ପଷ୍ଟ
ସୋର: ବାଲେଶ୍ୱର ଜିଲ୍ଲା ସୋର ରେଳ ଷ୍ଟେସନ ନିକଟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସୋର ଷ୍ଟେସନର ନିକଟ ଟ୍ରେନଲାଇନରେ ଜଣେ ଯୁବକଙ୍କ ମୃତଦେହ ଦେଖିବାକୁ ମିଳିଛି । ମୃତଦେହ ଟି ରେଳ ଧାରଣା ଉପରେ ପଡ଼ିଥିବା ବେଳେ ମୃତ ଯୁବକଙ୍କ ଶରୀର ଦୁଇ ଖଣ୍ଡ ହୋଇଯାଇଛି । ଟ୍ରେନ ଆଗକୁ ଡେଇଁ ଯୁବକ ଜଣଙ୍କ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି । ମୃତଦେହ ନିକଟରେ କିଛି ଖାଦ୍ୟ ପଡ଼ିଥିବା ମଧ୍ୟ ଦେଖିବାକୁ ମିଳିଛି । ଡାକ୍ତରଖାନାରୁ ଲୁଚି ପଳାଇ ଆସି ରୋଗ ଯନ୍ତ୍ରଣା ସହି ନ ପାରି ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ଜିଆରପି ଅନୁମାନ କରୁଛି । ଖବର ପାଇ ବାଲେଶ୍ୱର ଜିଆରପି ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଛି । ଏଥି ସହିତ ଏକ ଅପମୃତ୍ୟୁ ମାମଲା ମଧ୍ୟ ରୁଜୁ କରିଛି ଘଟଣାର ତଦନ୍ତ ଆରମ୍ଭ କରିଛି । ମୃତ ଯୁବକର ପରିଚୟ ମିଳିପାରିନଥିବା ବେଳେ ତଦନ୍ତ ପରେ କେଉଁ ମେଡିକାଲରେ ଥିଲା କିପରି ଏଠାକୁ ଆସିଲା ତାହା ଜଣାପଡ଼ିବ ବୋଲି ଜିଆରପି ସବ୍‌ ଇନ୍ସପେକ୍ଟର ସୁଶାନ୍ତି ସିଂ କହିଛନ୍ତି ।