Boudh - The Sakala

ବାହାଘରର ୨ ଦିନ ନପୁରୁଣୁ ପ୍ରେମିକ ସହ ଚମ୍ପଟ ମାରିଲେ ନବବଧୂ
ବୌଦ୍ଧ: ବିବାହର ମାତ୍ର ଦୁଇ ଦିନ ପରେ ଶାଶୁଘର ଛାଡି ପ୍ରେମିକ ସହ ଫେରାର ହୋଇଯାଇଛନ୍ତି ଜଣେ ନବବଧୂ। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ଅଞ୍ଚଳରେ। ନବବଧୂ ଜଣକ ନିଜ ସ୍ୱାମୀଙ୍କୁ ଛାଡି ପୁରୁଣା ପ୍ରେମିକଙ୍କ ହାତ ଧରି ପଳାଇଥିବା ବେଳେ ପୋଲିସ ଉଭୟଙ୍କୁ ଅଟକ ରଖିଛି।

ମିଳିଥିବା ସୂଚନା ଅନୁଯାୟୀ, ଗତ ୨୨ ତାରିଖରେ ବଲାଙ୍ଗୀର ଜିଲ୍ଲା ଦେଓଗାଁ ଥାନା ଅନ୍ତର୍ଗତ ମୁର୍ସିଙ୍ଗ ଗାଁର ତିଲୁ ଭୋଇ ବୈଦିକ ରୀତିନୀତି ଅନୁଯାୟୀ ବିବାହ କରିଥିଲେ। ସେ କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ଖଲିଆପାଲିର ଜଣେ ଯୁବତୀଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ତେବେ ବିବାହର ମାତ୍ର ଦୁଇ ଦିନ ପରେ ନବବଧୂ ଜଣକ କଣ୍ଟାମାଳ ଅଞ୍ଚଳର ତାଙ୍କ ପ୍ରେମିକଙ୍କ ସହ ଫେରାର ମାରିଥିଲେ।

ପତ୍ନୀ ଫେରାର ହେବା ପରେ ସ୍ୱାମୀ ତିଲୁ ଭୋଇ ଦେଓଗାଁ ଥାନାରେ ଏନେଇ ଏକ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା। ଅଭିଯୋଗ ଆଧାରରେ କଣ୍ଟାମାଳ ପୋଲିସ ସନ୍ଧ୍ୟାରେ ପ୍ରେମୀ ଯୁଗଳଙ୍କୁ ଠାବ କରି ଥାନାକୁ ଉଠାଇ ଆଣିଥିଲା। ଥାନାରେ ପଚରାଉଚରା ପରେ ଉଭୟ ପ୍ରେମିକ ଓ ପ୍ରେମିକାଙ୍କୁ ଦେଓଗାଁ ପୋଲିସକୁ ହସ୍ତାନ୍ତର କରିଥିବା ଜଣାପଡିଛି।

ଘର ଭିତରେ ବାଣ ଭିଡ଼ିବା ବେଳେ ବିସ୍ଫୋରଣ, ସ୍ଥାନୀୟ ଲୋକେ ଭୟଭୀତ
ବୌଦ୍ଧ: ବାଣ ବିସ୍ଫୋରଣରେ ଥରିଲା ପୁରୁଣାକଟକ ଥାନା ଅନ୍ତର୍ଗତ ଏସ୍‌ବିଆଇ କଲୋନୀ । ଘର ଭିତରେ ବାଣ ଭିଡ଼ିବା ବେଳେ ହେଲା ଭୟଙ୍କର ବିସ୍ଫୋରଣ । ବାଣ ବିସ୍ଫୋରଣ ଯୋଗୁଁ ସାରା ଅଞ୍ଚଳ ଧୂଆଁମୟ ହୋଇପଡିଥିଲା । ତେବେ ବିସ୍ଫୋରଣ ବେଳେ ଘରେ କେତେ ଜଣ ଥିଲେ ଜଣାପଡ଼ିନି । ଘଟଣାସ୍ଥଳରେ ଅଗ୍ନିଶମ ଟିମ୍ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ପୂର୍ବରୁ ସେହି ବାଣ ବ୍ୟବସାୟୀଙ୍କ ଘରେ ବିସ୍ଫୋରଣ ଘଟି ଜଣଙ୍କର ମୃତ୍ୟୁ ହୋଇଥିଲା ।

ବ୍ୟାଙ୍କ କଲୋନୀରେ ବାଣ ବ୍ୟବସାୟୀ ଆଲୋକ ଦତ୍ତ କାଣ୍ଟିଙ୍କ ଘରେ ବିସ୍ଫୋରଣ ହୋଇଛି। ଘରେ ମହଜୁଦ ଥିବା ବାଣରେ ନିଆଁ ଲାଗି ବିସ୍ଫୋରଣ ହୋଇଛି। ହରଭଙ୍ଗ ଅଗ୍ନିଶମ ବାହିନୀ ପହଞ୍ଚି ପକ୍ଷରୁ ନିଆଁକୁ ଆୟତ୍ତ କରିଥିଲେ। ପୁରୁଣା କଟକ ଥାନା ଅଧିକାରୀ ଘଟଣା ସ୍ଥଳ ରେ ପହଂଭି ବାଣ ଥିବା ଘର ମାଲିକ ଆଲୋକ କାଣ୍ଟିକୁ ଉଠାଇ ନେଇଯାଇଛି। ବିସ୍ଫୋରଣ ଯୋଗୁ ସ୍ଥାନୀୟ ଲୋକ ଭୟଭୀତ ହୋଇ ପଡିଛନ୍ତି।

ସାମାନ୍ୟ ଝଗଡ଼ାକୁ କେନ୍ଦ୍ରକରି ବିଷ ପିଇଲେ ୨ ଭଉଣୀ ! ବଡ଼ଭଉଣୀ ମୃତ, ସାନ ଗୁରୁତର
ବୌଦ୍ଧ: ବିଷପିଇ ଦୁଇ ଭଉଣୀଙ୍କ ଆତ୍ମହତ୍ୟା ଉଦ୍ୟମ । ବଡ଼ଭଉଣୀ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟ । ସାନ ଭଉଣୀ ଗୁରୁତର ଅବସ୍ଥା ବୌଦ୍ଧ ମୁଖ୍ୟଚିକିତ୍ସାଳୟରେ ଚିକିତ୍ସିତ । ହରଭଙ୍ଗା ଥାନା ମହାଲିକପଡା ଗ୍ରାମର ଘଟଣା । ଘରେ କେହି ନଥିବା ବେଳେ ଝଗଡ଼ା ପରେ ୨ ଭଉଣୀ ବିଷ ପିଇ ଦେଇଥିବା ଜଣାପଡିଛି । ମୃତ ବଡ ଭଉଣୀ ହେଲେ ନଳିନୀ ସାହୁ ଏବଂ ଗୁରୁତର ସାନ ଭଉଣୀ ଜଣକ ହେଲେ ସାଳିନୀ ସାହୁ । ଖବର ପାଇ ପୋଲିସ ହସ୍ପିଟାଲରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ମହାଳିକପଡ଼ା ଗ୍ରାମର ମନୋରଞ୍ଜନ ସାହୁଙ୍କୁ ବିବାହ କରିଥିଲେ ନଳିନୀ ସାହୁ, ତାଙ୍କର ୩ ବର୍ଷର ପୁତ୍ର ସନ୍ତାନ ଅଛି । ସାଳିନୀ ଗତ ଦୁଇଦିନ ହେବ ତାଙ୍କ ନାନୀଙ୍କ ଘରକୁ ଆସିଥିଲେ ।

ବୌଦ୍ଧ ଗସ୍ତରେ ଯାଇ ମାଓ ଦମନ ଏବଂ ଆଇନ ଶୃଙ୍ଖଳା ପରିସ୍ଥିତିର ସମୀକ୍ଷା କଲେ ପୋଲିସ ଡିଜି ୱାଇ. ବି. ଖୁରାନିଆ
ବୌଦ୍ଧ : ବୌଦ୍ଧ ଜିଲ୍ଲା ଗସ୍ତରେ ପୋଲିସ ମହାନିର୍ଦ୍ଦେଶକ ୱାଇ.ବି ଖୁରାନିଆ । ଜିଲ୍ଲା ପୋଲିସ କାର୍ଯ୍ୟାଳୟରେ ମାଓ ଦମନ ଏବଂ ଆଇନ ଶୃଙ୍ଖଳା ପରିସ୍ଥିତିର ସମୀକ୍ଷା କରିଛନ୍ତି ପୋଲିସ ଡିଜି । ତାଙ୍କ ସହ ଆଇଜି ଅପରେସନ୍ ଜୟନାରାୟଣ ପଙ୍କଜ, ଦକ୍ଷିଣାଞ୍ଚଳ ଡିଆଇଜି ସାର୍ଥକ ସଡ଼ଙ୍ଗୀ, ବୌଦ୍ଧ ଏସପି ନାଗରାଜ ଦେବରକୋଣ୍ଡା ମଧ୍ୟ ଉପସ୍ଥିତ ଥିଲେ।

ମାଓ ସମୀକ୍ଷା ପାଇଁ କନ୍ଧମାଳରେ ପହଞ୍ଚିଛନ୍ତି ସିଆରପିଏଫ ଆଇଜି । ପଡୋଶୀ ଛତିଶଗଡ଼ରେ ମାଓବାଦୀଙ୍କୁ ଦମନ ପରେ ଯବାନଙ୍କ ମନୋବଳ ବଢାଇବା ଏବଂ ମାଓବାଦୀଙ୍କ ମୂଳୋତ୍ପାଟନ ପାଇଁ କନ୍ଧମାଳ ଜିଲ୍ଲାରେ ମାଓ ଗତିବିଧିର ସମୀକ୍ଷା ପାଇଁ ଯାଇଛନ୍ତି । ସିଆରପିଏଫ ଆଇଜି ଅର୍ଚ୍ଚନା ସିଭାରେ ଛତିଶଗଡରୁ ହେଲିକପ୍ଟରରେ ଆସି ବାଲିଗୁଡ଼ା ମିନି ଷ୍ଟାଡିୟମରେ ପହଞ୍ଚିଛନ୍ତି ।

ରାମଗଡ଼ ଗ୍ରାମବାସୀଙ୍କ ପ୍ରଚେଷ୍ଟା ପାଇଁ ବାଦୁଡ଼ିଙ୍କ କିଚିରିମିଚିରି ଶବ୍ଦରେ ଗୁଞ୍ଜରିତ ହେଉଛି ପୁରା ପରିବେଶ
ବୌଦ୍ଧ(ଦିବ୍ୟ ରଞ୍ଜନ ପଟ୍ଟନାୟକ): ସନ୍ଧ୍ୟାହେଲେ ଗାଁ ଗାଁ ରେ କାନରେ ଗୁଞ୍ଜରିତ ହେଉଥିଲା ବିରଳ ସ୍ତନ୍ୟପାୟୀ ପକ୍ଷୀ ବାଦୁଡ଼ିର କିଚିରିମିଚିରି ଶବ୍ଦ। ତେବେ ଏହି ଶବ୍ଦ ଆଉ ଏବେ ପ୍ରାୟ କାନକୁ ଶୁଭୁ ନାହିଁ। କିନ୍ତୁ ବୌଦ୍ଧ ଜିଲ୍ଲାରେ ଆଜିବି ଏଭଳି ସ୍ଥାନ ଅଛି ଯେଉଁଠି ଗ୍ରାମବାସୀଙ୍କ ପ୍ରଚେଷ୍ଟା ପାଇଁ ହଜାର ହଜାର ସଂଖ୍ୟାରେ ବାଦୁଡ଼ିଙ୍କ କିଚିରିମିଚିରି ଶବ୍ଦରେ ଗୁଞ୍ଜରିତ ହେଉଛି ପୁରା ପରିବେଶ।

ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଜଗନ୍ନାଥ ସଡକରେ ବୌଦ୍ଧ ଠାରୁ ୨୦ କିଲୋମିଟର ଦୂରରେ ଅବସ୍ଥିତ ରାମଗଡ଼ ଗ୍ରାମ। ଗ୍ରାମର ମହାନଦୀ କୂଳରେ ଅବସ୍ଥିତ ପ୍ରସିଦ୍ଧ କେଦାରେଶ୍ୱର ମନ୍ଦିର ପରିସରରେ ଥିବା ବୃହତ ଗଛମାନଙ୍କରେ ରହନ୍ତି ହଜାର ହଜାର ସଂଖ୍ୟାରେ ବାଦୁଡ଼ି। ଗ୍ରାମବାସୀଙ୍କ ସଂରକ୍ଷଣରେ ଅଛନ୍ତି ଏସବୁ ବାଦୁଡ଼ି। ସେହିପରି ଗାଁକୁ ଏହି ବାଦୁଡ଼ିମାନେ କୌଣସି ପ୍ରାକୃତିକ ବିପଦ ଆପଦରୁ ସୁରକ୍ଷା ଦେଉଛନ୍ତି ବୋଲି ଗ୍ରାମବାସୀଙ୍କ ବିଶ୍ୱାସ ରହିଛି। ଗ୍ରାମର ବରିଷ୍ଠଙ୍କ କହିବା ଅନୁସାରେ ଅଳ୍ପ ସଂଖ୍ୟକ ବାଦୁଡ଼ି ପ୍ରଥମେ ଗାଁର ଏକ ତେନ୍ତୁଳି ଗଛରେ ରହୁଥିଲେ। ଗାଁକୁ କିଛି ବିପଦ ଆସିବାର ଥିଲେ ଏମାନେ ସଙ୍କେତ ଦେଇଥାନ୍ତି। ସଙ୍କେତ ସ୍ୱରୂପ ଯେତେବେଳେ ବିପଦ ଆସେ ବାଦୁଡ଼ି ମାନେ ବାରମ୍ୱାର ସ୍ଥାନ ବା ନିଜ ବସା ପରିବର୍ତ୍ତନ କରିଥାନ୍ତି। ପରିଶେଷରେ ଏମାନେ ଏବେ ଆଶ୍ରୟ ନେଇଛନ୍ତି ଗାଁ ମୁଣ୍ଡରେ ଥିବା ଶୈବ ପୀଠରେ। କେଦାରେଶ୍ୱର ମନ୍ଦିର ପରିସରରେ ଭଗବାନ ଶିବଙ୍କ ଶରଣକୁ ଆସିଥିବା ବିଶ୍ୱାସ କରି ୩୦ ବର୍ଷରୁ ଅଧିକ ସମୟ ହେଲା ମନ୍ଦିର ପୂଜାରୀ ଓ ଗ୍ରାମବାସୀଙ୍କ ସୁରକ୍ଷା ଯୋଗୁଁଁ ଏବେ ବାଦୁଡ଼ିଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସାଧାରଣତଃ ଖାଦ୍ୟ ଉପଯୋଗୀ ମାଂସ ପାଇଁ, ଏହାର ମାଂସରେ ଔଷଧୀୟ ଗୁଣ ଥିବା ବିଶ୍ୱାସ କରି ବାଦୁଡ଼ିର ଶୀକାର କରାଯାଏ। ତେବେ ଏଠାରେ ବାସ କରୁଥିବା ବାଦୁଡ଼ିଙ୍କୁ ଯଦି କିଏ ଶିକାର କରିବାକୁ ଚେଷ୍ଟା କରେ ଉକ୍ତ ବ୍ୟକ୍ତି ଠାରୁ ଗ୍ରାମବାସୀ ଗ୍ରାମସଭାରେ ବଡ ଜରିମାନ ଆଦାୟ କରିଥାନ୍ତି। ତେଣୁ ଜରିମାନା ଭୟରେ ବାଦୁଡ଼ି ଶିକାର ପାଇଁ କେହି ସାହାସ କରନ୍ତି ନାହିଁ ବୋଲି ଗ୍ରାମବାସୀ କହନ୍ତି।

ସାଧାରଣତଃ ଜନଗହଳି, ଆଲୋକ, ଉଚ୍ଚ ଶବ୍ଦ ଠାରୁ ଦୂରତା ବଜାଇ ରଖୁଥିବା ବାଦୁଡ଼ିମାନଙ୍କ ପରିବେଶ ସନ୍ତୁଳନରେ ମଧ୍ୟ ଅନେକ ଭୂମିକା ରହିଛି। ଏମାନେ ଫଳର ପରାଗସଙ୍ଗମ ଏବଂ କୃଷି କ୍ଷେତ୍ରରୁ କୀଟ ପତଙ୍ଗ ହ୍ରାସ କରିବାରେ ସାହାଯ୍ୟ କରନ୍ତି। ପରିବେଶ ସଂରକ୍ଷଣ ପାଇଁ ଅନ୍ତର୍ଜାତୀୟ ସଂଘ ଆଇୟୁସିଏନର ତଥ୍ୟ ପ୍ରକାରେ ପରିସ୍ଥାନର ଅଭାବ, ଜଳବାୟୁ ପରିବର୍ତ୍ତନ, ରାସାୟନିକ କୀଟନାଶକର ବହୁଳ ବ୍ୟବହାର ଯୋଗୁଁଁ ପୃଥିବୀରେ ବାସ କରୁଥିବା ପ୍ରାୟ ୧୪୦୦ ପ୍ରଜାତିର ବାଦୁଡ଼ିଙ୍କ ମଧ୍ୟରୁ ୨୦୦ରୁ ଊର୍ଦ୍ଧ୍ବ ପ୍ରଜାତି ବିଲୁପ୍ତପ୍ରାୟ ଅବସ୍ଥାରେ ଅଛନ୍ତି। ତେବେ ଏଭଳି ଏକ ବିଚିତ୍ର ଏବଂ ବିଲୁପ୍ତପ୍ରାୟ ପ୍ରାଣୀର ସୁରକ୍ଷା ପାଇଁ ରାମଗଡ଼ ଗ୍ରାମବାସୀଙ୍କ ପ୍ରୟାସ ନିଶ୍ଚିତ ସ୍ୱାଗତ ଯୋଗ୍ୟ ପଦକ୍ଷେପ ।

ମହାନଦୀକୁ ଡେଇଁଲେ ନବମ ଶେଣୀ ଛାତ୍ରୀ
ବୌଦ୍ଧ: ମହାନଦୀକୁ ଡେଇଁଲେ ନାବାଳିକା। ମହାନଦୀ ମାର୍ଜକୁଦ ବ୍ରିଜ ଉପରୁ ଜଣେ ନବମ ଶେଣୀ ଛାତ୍ରୀ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡ଼ିଛି। ଗୁରୁତର ଅବସ୍ଥାରେ ସ୍ଥାନୀୟ ମତ୍ସ୍ୟଜୀବୀ ଉକ୍ତ ଛାତ୍ରୀଙ୍କୁ ଉଦ୍ଧାର କରି ବୌଦ୍ଧ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଛାତ୍ରୀ ଜଣଙ୍କ ହେଲେ ବୌଦ୍ଧ ସହର ସ୍ଥିତ ବାବୁ ସାହିର । ତେବେ ଆତ୍ମହତ୍ୟା ଉଦ୍ୟମର କାରଣ ଆସ୍ପଷ୍ଟ ରହିିଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିିଛି।

ଚିତ୍ରକଳାରେ ବେଶ ପ୍ରତିଭାଶାଳୀ ବୌଦ୍ଧର ଶିଖା ମିଶ୍ର, ଆଙ୍କୁଛନ୍ତି ପ୍ରଭୁ ଜଗନ୍ନାଥଙ୍କ ରଙ୍ଗ ବେରଙ୍ଗର ମନଲୋଭା ଛବି
ବୌଦ୍ଧ(ଦିବ୍ୟ ରଞ୍ଜନ ପଟ୍ଟନାୟକ): ସ୍କୁଲ୍‌‌ ପଢ଼଼ିବା ସମୟରୁ ଚିତ୍ର କଳାରେ ବେଶ ପ୍ରତିଭାଶାଳୀ ଥିଲେ ଶିଖା। ପ୍ରଥମେ ସେ ପେନ ବ୍ୟବହାର କରି ଅନେକ ସୁନ୍ଦର ଫୁଲ, ରଙ୍ଗୋଲି ଚିତ୍ର ବନେଇବା ଆରମ୍ଭ କଲେ। ପରବର୍ତ୍ତୀ ସମୟରେ ପ୍ରଭୁ ଜଗନ୍ନାଥଙ୍କ ପ୍ରତି ନିଜ ଭକ୍ତି ଭାବକୁ ପ୍ରକାଶ କରିବା ପାଇଁ ଆଙ୍କିଥିଲେ ଜଗନ୍ନାଥଙ୍କ ରଙ୍ଗ ବେରଙ୍ଗ ଛବି। ଜଗନ୍ନାଥଙ୍କ ପ୍ରତି ଭକ୍ତି ଓ ସମର୍ପଣ ଭାବ ଯୋଗୁଁ ଏହି କାର୍ଯ୍ୟ ତାଙ୍କ ମନରେ ଏକ ସ୍ୱର୍ଗୀୟ ଆନନ୍ଦ ଅନୁଭବ କରାଉଥିଲା। ସତେ ଯେପରି ଭାବର ଠାକୁର ଜଗତ ବିଶ୍ବନିଅନ୍ତା ଜଗନ୍ନାଥ ଶିଖାର ହାତ ଧରି ନିଜେ ନିଜେ ଆଙ୍କି ପକାଉଥିଲେ ସୁନ୍ଦର ମନଲୋଭା ଚିତ୍ର।

ପିଲାଟି ଦିନରୁ ଜଗନ୍ନାଥଙ୍କ ପ୍ରତି ଭକ୍ତି ଓ ମନରେ ଦୃଢ ବିଶ୍ୱାସ ଏବଂ ଜଗନ୍ନାଥଙ୍କ ପ୍ରତି ଥିବା ଦୃଢ଼ ଭଲପାଇବା ଶିଖାକୁ ଦେଇଛି ଏକ ନୂଆ ପରିଚୟ। ପ୍ଲାଏ ବୋର୍ଡରେ ନାନା ପ୍ରକାର ରଙ୍ଗକୁ ନେଇ ତିଆରି କରୁଛନ୍ତି ଜଗନ୍ନାଥ ମହାପ୍ରଭୁଙ୍କ ମନଲୋଭା ଛବି। ପିଲାବେଳୁ ମନରେ ଥିବା ଜଗନ୍ନାଥଙ୍କ ପ୍ରତି ଭକ୍ତି ଓ ହାତର ସ୍ପର୍ଶରେ ଆଙ୍କି ଦେଉଛନ୍ତି ଜଗନ୍ନାଥଙ୍କ ସୁନ୍ଦର ମନଲୋଭା ଚିତ୍ର। ବୌଦ୍ଧର ଶିଖା ମିଶ୍ର ଆଜି ଜଗନ୍ନାଥଙ୍କ ଚିତ୍ର ଆଙ୍କି ବେଶ ଚର୍ଚ୍ଚାରେ। ବୌଦ୍ଧ ସହରର ରଥସାହିରେ ବାସ କରନ୍ତି ମିଲନ ମିଶ୍ର।ପେଶାରେ ସେ ଜଣେ ଫୁଲ ବ୍ୟବସାୟୀ।ଜଗନ୍ନାଥ ମନ୍ଦିର ପାଖରେ ଥିବା ଏକ ଛୋଟ ଦୋକାନରେ ସକାଳ ହେଲେ ରଙ୍ଗ ବେରଙ୍ଗ ଫୁଲ ବିକ୍ରି କରି ପରିବାର ପ୍ରତିପୋଷଣ କରନ୍ତି ମିଲନ। ତାଙ୍କ ଝିଅ ଶିଖା ପିଲାଟି ଦିନରୁ ବାପାଙ୍କ ସହ ମିଶି ପ୍ରତ୍ୟେକ ଦିନ ପ୍ରଭୁଙ୍କ ପାଇଁ ଫୁଲମାଳ ତିଆରି କରୁଥିଲେ ଓ ସେଇ ଫୁଲ ଜଗନ୍ନାଥଙ୍କୁ ଲାଗି ହେଉଥିଲା। ଦିନ ବିତିବା ସହିତ ପ୍ରଭୁଙ୍କ ପ୍ରତି ଶିଖାଙ୍କ ଭକ୍ତି ଭାବ ଓ ଭଲ ପାଇବା ବଢ଼଼ି ବଢ଼଼ି ଚାଲିଥିଲା।

ଶିଖା ଆଙ୍କୁଥିବା କଳାକୃତିର ରହିଛି ବିଶେଷ ମହତ୍ୱ ଯାହାକୁ ଡଟେଡ ମଣ୍ଡଳ ଆର୍ଟ ବୋଲି କୁହାଯାଏ। ମଣ୍ଡଳର ଅର୍ଥ ହେଉଛି ବୃତ୍ତ। ଯେକୌଣସି ମଣ୍ଡଳ ଆର୍ଟ ବନେଇବା ପାଇଁ ପ୍ରଥମେ ଏକ ବୃତ୍ତାକାର ଆକୃତି ତିଆରି କରାଯାଏ। ସେହି ବୃତ୍ତାକାର ଆକୃତି ମଧ୍ୟରେ ବିଭିନ୍ନ ଜ୍ୟାମିତିକ ଢାଞ୍ଚା ବା ନକ୍ସା ଅଙ୍କନ କରାଯାଏ। ତାପରେ ସେହି ଢାଞ୍ଚାକୁ ବିଭିନ୍ନ ରଙ୍ଗ ଦ୍ୱାରା ଆକାଂକ୍ଷିତ ରୂପ ଦିଆଯାଏ ଯାହାକି ମନଲୋଭା ଓ ଦେଖିବାକୁ ଅତି ସୁନ୍ଦର। ଶିଖା ଘର କାମ କରିବା ସହ ଏକ ବେସରକାରୀ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ଶିକ୍ଷକତା କରି ନିଜ ଖର୍ଚ୍ଚ ନିଜେ ବହନ କରନ୍ତି। ଖାଲି ସମୟରେ ଶିଖା ଏହି ଚିତ୍ରକାରୀରେ ଲଗିପଡନ୍ତି। ବାପା ମାଆଙ୍କ ସହଯୋଗ ମିଳିବା ସହ ଅନ୍ୟ ଲୋକଙ୍କ ଠାରୁ ମଧ୍ୟ ପ୍ରଶଂସା ପାଆନ୍ତି ଶିଖା। ଖାଲି ସେତିକି ନୁହେଁ ଏହି ବିଭିନ୍ନ ରଙ୍ଗ ବେରଙ୍ଗ ଜଗନ୍ନାଥ କଳାକୃତି ତାଙ୍କୁ କିଛି ରୋଜଗାର କରିବାର ସୁଯୋଗ ମଧ୍ୟ ଦେଇଛି। ଲୋକେ ନିଜ ମନ ପସନ୍ଦ ଚିତ୍ର ତିଆରି କରେଇ କିଣି ନେଇଯାଆନ୍ତି। ତା ବ୍ୟତୀତ ଇନଷ୍ଟାଗ୍ରାମ ପରି ସୋସିଆଲ ମିଡ଼ିଆ ପ୍ଲାଟଫର୍ମରେ ଶିଖା ହାତ ତିଆରି ଚିତ୍ର ପୋଷ୍ଟ କରି ଅନଲାଇନରେ ମଧ୍ୟ ଅର୍ଡର ପାଆନ୍ତି ଯାହା ତାଙ୍କୁ ଭଲ ରୋଜଗାର ମଧ୍ୟ ଦେଇଥାଏ। ଗୋଟାଏ ଫୋଟ ଚିତ୍ର ୧ ହଜାର ଟଙ୍କାରୁ ୨ ହଜାର ଟଙ୍କା ମଧ୍ୟରେ ବିକ୍ରି ହୋଇଥାଏ। ଶିଖା ମିଶ୍ର ନିଜ ପ୍ରତିଭାକୁ ଆହୁରି ବିକଶିତ କରିବା ପାଇଁ ଆଗକୁ ଏକ ଭଲ ଆର୍ଟ କଲେଜରେ ପଢ଼ିବାକୁ ଇଚ୍ଛା ରଖିଛନ୍ତି।

ଗାଧୋଉଥିବା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ଚାଲିଗଲା ଜୀବନ
ବୌଦ୍ଧ: ଗାଧୋଉଥିବା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ଚାଲିଗଲା ଜୀବନ। ମୃତକ ହେଲେ ପୁରୁଣାକଟକ ଥାନା ଚାରିଛକ କାରଗିଲସାହିର ବାପି ବେହେରା । ନିଜ ଘର ବାରିପଟେ ପାଣି ମୋଟର ଲଗାଇ ଗାଧୋଉଥିବା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ଅଚେତ ହୋଇଥିଲେ। ପରିବାର ଲୋକେ ମେଡ଼ିକାଲରେ ଭର୍ତ୍ତି କରିଥିଲେ। ହେଲେ ସେଠାରେ ମୃତ ଘୋଷଣା କରିଥିଲେ ଡାକ୍ତର।

ତମ୍ୱା ନାଗ ତିଆରି ପାଇଁ ପ୍ରସିଦ୍ଧି ଲାଭ କରିଛି ବୌଦ୍ଧ ଜିଲ୍ଲାର ଗୁଡଭେଲିପଦର ଗାଁ
ବୌଦ୍ଧ( ଦିବ୍ୟ ରଞ୍ଜନ ପଟ୍ଟନାୟକ): ଗ୍ରାମରେ ବର୍ତ୍ତମାନ ୧୫ଟି ପରିବାର ଏହି କାରିଗରୀରେ ନିୟୋଜିତ ଅଛନ୍ତି। ଏମାନେ ସମସ୍ତେ କଂସାରୀ ବା ମହାରଣା ସମ୍ପ୍ରଦାୟର। ତମ୍ୱା ନାଗ ମୂର୍ତ୍ତି ତିଆରିକୁ କୌଳିକ ବୃତ୍ତି ଭାବରେ ଗ୍ରହଣ କରି ଏମାନେ ନିଜର ପରିବାର ପ୍ରତିପୋଷଣ କରିଥାନ୍ତି। ମନ୍ଦିର ଗୁଡ଼ିକରେ ତମ୍ୱା ନାଗର ଚାହିଦା ଥିବାରୁ ଏମାନଙ୍କର ପରିବାର ଚଳିଯାଏ। ଏକ ଶହ ବର୍ଷରୁ ଅଧିକ ପୁରୁଣା ଏହି କାରିଗରୀକୁ ପିଢ଼ି ପରେ ପିଢ଼ି ବଞ୍ଚାଇ ରଖିଛନ୍ତି ଏମାନେ।

ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଅନ୍ତର୍ଗତ ଗୁଡଭେଲିପଦର ଗାଁ ତମ୍ୱା ନାଗ ତିଆରି ପାଇଁ ପ୍ରସିଦ୍ଧି ଲାଭ କରିଥିବା ବେଳେ ଏହା ହେଉଛି ଓଡ଼ିଶାର ଏକମାତ୍ର ଗାଁ ଯେଉଁଠି ଏଭଳି ତମ୍ୱା କାରିଗରୀ ବଞ୍ଚି ରହିଛି। ପ୍ରତ୍ୟେକ ଶିବ ମନ୍ଦିରରେ ଶିବ ଲିଙ୍ଗ ନିକଟରେ ଧାତୁ ନିର୍ମିତ ନାଗ ସାପ ସ୍ଥାପିତ ହେବା ଏକ ବିଧି ବା ପରମ୍ପରାର ଅଂଶବିଶେଷ ହୋଇଥିବା ବେଳେ ଏଠାରୁ ତିଆରି ହେଉଥିବା ତମ୍ୱା ନାଗ ସାଧାରଣ ଭାବେ ବିଭିନ୍ନ ଶିବ ମନ୍ଦିରରେ ହିଁ ବ୍ୟବହୃତ ହୁଏ। ଅନେକ ସମୟରେ ଭକ୍ତମାନେ ମାନସିକ ପୂରଣ ପାଇଁ ମଧ୍ୟ ଶିବାଳୟରେ ତମ୍ୱା ନାଗ ଅର୍ପଣ କରିଥାନ୍ତି। ଶିବାଳୟମାନଙ୍କରେ ତମ୍ୱା ନାଗର ଚାହିଦା ଥିବାରୁ ଗୁଡଭେଲିପଦର ଗ୍ରାମର କିଛି ପରିବାର କୌଳିକ ବୃତ୍ତି ଭାବେ ତମ୍ୱା ନାଗ ତିଆରି କାରିଗରୀକୁ ଆପଣେଇ ନେଇଛନ୍ତି। ଗ୍ରାମରେ ବର୍ତ୍ତମାନ ୧୫ ଟି ପରିବାର ଏହି କାରିଗରୀରେ ନିୟୋଜିତ ଅଛନ୍ତି। ଏମାନେ ସମସ୍ତେ କଂସାରୀ ବା ମହାରଣା ସମ୍ପ୍ରଦାୟର। ତମ୍ୱା ନାଗ ମୂର୍ତ୍ତି ତିଆରିକୁ କୌଳିକ ବୃତ୍ତି ଭାବରେ ଗ୍ରହଣ କରି ଏମାନେ ନିଜର ପରିବାର ପ୍ରତିପୋଷଣ କରିଥାନ୍ତି। ମନ୍ଦିର ଗୁଡ଼ିକରେ ତମ୍ୱା ନାଗର ଚାହିଦା ଥିବାରୁ ଏମାନଙ୍କର ପରିବାର ଚଳିଯାଏ।

ଏକ ଶହ ବର୍ଷରୁ ଅଧିକ ପୁରୁଣା ଏହି କାରିଗରୀକୁ ପିଢ଼ି ପରେ ପିଢ଼ି ବଞ୍ଚାଇ ରଖିଛନ୍ତି ଏମାନେ ତମ୍ୱା ନାଗ ତିଆରି ପାଇଁ ଆବଶ୍ୟକୀୟ କଞ୍ଚାମାଲ ତମ୍ୱା, ସୀସା ଓ ପିତ୍ତଳ ସମ୍ୱଲପୁର ଜିଲ୍ଲାର ରେଙ୍ଗାଲିରୁ କାରିଗରମାନେ ସଂଗ୍ରହ କରନ୍ତି। ଆବଶ୍ୟକତା ଅନୁସାରେ ତମ୍ୱା ଚଦରକୁ ବିଭିନ୍ନ ଭାଗରେ କଟାଯାଏ। ତାପରେ କଟା ଯାଇଥିବା ତମ୍ୱା ଚଦରକୁ ଉତ୍ତପ୍ତ କରାଯାଏ।ଫଳରେ ତମ୍ୱା ଚଦର ନରମ ହୋଇଯାଏ ଏବଂ ତାକୁ କାରିଗରମାନେ ବାଞ୍ଛିତ ଆକାର ଓ ଆକୃତ୍ତି ପ୍ରଦାନ କରିଥାନ୍ତି। ନିର୍ଦ୍ଧିଷ୍ଟ ଆକାର ଆକୃତ୍ତି ଧାରଣ କରିବା ପରେ ବିଭିନ୍ନ ଅଂଶକୁ ଯୋଡିବା ଏବଂ ସୌନ୍ଦର୍ଯ୍ୟକରଣ ପାଇଁ ସୀସା ଏବଂ ପିତ୍ତଳ ଆବଶ୍ୟକ ହୋଇଥାଏ। ଏଠାରେ ତମ୍ୱା ନାଗ ବ୍ୟତୀତ ତ୍ରିଶୂଳ, ଡମ୍ୱରୁ ମଧ୍ୟ ତିଆରି ହୁଏ। କାରିଗରଙ୍କ ଦ୍ୱାରା ଉତ୍ପାଦିତ ଦ୍ରବ୍ୟର ଉଚିତ ବିକ୍ରିବାଟା ପାଇଁ ଗ୍ରାମରେ ଏକ ସମବାୟ ସମିତି ଥିବା ବେଳେ ଓରମାସ ସହାୟତାରେ ବିଭିନ୍ନ ମେଳା ମହୋତ୍ସବରେ ଏସବୁ ସାମଗ୍ରୀ ବିକ୍ରୟ ବ୍ୟବସ୍ଥା କରାଯାଇଥାଏ।

ସେହିପରି ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ସମେତ ଓଡ଼ିଶା ତଥା ଦିଲ୍ଲୀ, ମୁମ୍ୱାଇ, କୋଲକାତା, ମଧ୍ୟପ୍ରଦେଶ, ଛତିଶଗଡ଼, ଆନ୍ଧ୍ରପ୍ରଦେଶ ଇତ୍ୟାଦିର ଅନେକ ଶିବାଳୟରେ ଏଠାରୁ ନିର୍ମିତ ତମ୍ୱା ନାଗ ଶୋଭା ପାଉଥିବା କାରିଗରମାନେ ପ୍ରକାଶ କରିଛନ୍ତି। ତେବେ କଞ୍ଚାମାଲର ଅତ୍ୟଧିକ ମୂଲ୍ୟ ବୃଦ୍ଧି ଯୋଗୁଁ ଏହାର ଉଚିତ୍‌‌ ବଜାର ମୂଲ୍ୟ ମିଳୁ ନ ଥିବା କୁହନ୍ତି କାରିଗର। ଦରବୃଦ୍ଧି ଅନୁଯାୟୀ ବଜାରରେ ଅଧିକ ଦାମରେ ତମ୍ୱା ନାଗ ବିକ୍ରି ହେଉ ନ ଥିବାରୁ ପାରିଶ୍ରମିକ ବ୍ୟତୀତ ଲାଭ ମିଳୁ ନ ଥିବା କାରିଗର ମାନେ ପ୍ରକାଶ କରିଛନ୍ତି। ପୂର୍ବରୁ ଗ୍ରାମର ପ୍ରାୟ ୪୦ ପରିବାର ଏହି ପେସାରେ ନିୟୋଜିତ ଥିବାବେଳେ ବର୍ତ୍ତମାନ ମାତ୍ର ୧୫ ପରିବାର ଏଥିରେ ନିୟୋଜିତ ଅଛନ୍ତି। ଏ ସମସ୍ତ ପରିବାରକୁ ସରକାରଙ୍କ ପକ୍ଷରୁ କାରିଗର ପରିଚୟପତ୍ର ପ୍ରଦାନ କରାଯାଇଛି। ବିଭିନ୍ନ ସମୟରେ ପ୍ରଶାସନିକ ଅଧିକାରୀଙ୍କ ସମେତ ଅନେକ ଜିଲ୍ଲାପାଳ ମଧ୍ୟ ଏହି କାରିଗରୀ ପରିଦର୍ଶନରେ ଆସିଛନ୍ତି। ତେବେ ସମୟକ୍ରମେ ବିଲୁପ୍ତିର ଦ୍ୱାରାଦେଶରେ ଥିବା ଏହି ବିରଳ କଳା ବଞ୍ଚାଇ ରଖିବା ପାଇଁ ପ୍ରତ୍ସାହନର ଆବଶ୍ୟକତା ରହିଛି।

ନିରାଶ୍ରୟ ଗାଈଗୋରୁଙ୍କ ଆଶ୍ରୟସ୍ଥଳ ପାଲଟିଛି ‘ମାହେଶ୍ୱରୀ’ ଗୋଶାଳା ଏବଂ ଜରାଶ୍ରମ
ବୌଦ୍ଧ(ଦିବ୍ୟ ରଞ୍ଜନ ପଟ୍ଟନାୟକ): ନିରାଶ୍ରୟ ଗାଈଗୋରୁଙ୍କ ଆଶ୍ରୟସ୍ଥଳ ପାଲଟିଛି ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ମଥୁରା ପଞ୍ଚାୟତର ଦନ୍ତାପାଲି ଗ୍ରାମରେ ଥିବା ‘ମାହେଶ୍ୱରୀ’ ଗୋଶାଳା ଏବଂ ଜରାଶ୍ରମ। କୃତିବାସ ପଲିଆ ଏବଂ ନିର୍ଗୁଣ ମହାକୁଡ଼ଙ୍କ ନିଜସ୍ୱ ପ୍ରଚେଷ୍ଟା ତଥା ଉପଦେଷ୍ଟା କେଦାରନାଥ ସାହୁଙ୍କ ପ୍ରେରଣାରେ ଏକ ଟ୍ରଷ୍ଟ ଗଠନ କରି ନିରାଶ୍ରୟ ଗାଈଗୋରୁଙ୍କ ସେବା କରାଯାଉଛି।

୨୦୨୦ ମସିହା ଜାନୁଆରୀ ୧ ତାରିଖରେ ନିରାଶ୍ରୟ ଗାଈଗୋରୁଙ୍କ ଆଶ୍ରୟ ପାଇଁ ମାହେଶ୍ୱରୀ ଗୋଶାଳା ଏବଂ ଜରାଶ୍ରମ ନାମକ ଥଇଥାନ କେନ୍ଦ୍ର ଆରମ୍ଭ ହୋଇଛି। ବର୍ତ୍ତମାନ ରାସ୍ତା ଉପରେ ବୁଲା ଗାଈଗୋରୁଙ୍କ ଉପସ୍ଥିତି ଏକ ସାଧାରଣ ଦୃଶ୍ୟ ହୋଇଥିବା ବେଳେ, ଏମାନଙ୍କ ଯୋଗୁଁ ଗମନାଗମନ ବାଧାପ୍ରାପ୍ତ ହେବା ସହ ଅନେକ ସମୟରେ ସଡ଼କ ଦୁର୍ଘଟଣାମାନ ଘଟୁଛି। ବର୍ଦ୍ଧିତ ଜନସଂଖ୍ୟା ଏବଂ ଆଧୁନିକ ଚାଲିଚଳଣି ଯୋଗୁଁ ଗୁହାଳ ସଂଖ୍ୟା ଅତି ନଗଣ୍ୟ ଥିବାରୁ ନିରାଶ୍ରୟ ଗାଈଗୋରୁଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି। ତେଣୁ ଗୋସୁରକ୍ଷା ସହିତ ନିରାଶ୍ରୟ ଗୋରୁଗାଈଙ୍କ ଥଇଥାନ ଏବଂ ଗୋ ଆଧାରିତ କୁଟୀରଶିଳ୍ପ ମାଧ୍ୟମରେ ଅର୍ଥନୈତିକ ବିକାଶ ଉଦ୍ଦେଶ୍ୟ ନେଇ ଏହି ଦୁଇଜଣ ବ୍ୟକ୍ତି ଆରମ୍ଭ କରିଛନ୍ତି ଏହି ଥଇଥାନ ପ୍ରକଳ୍ପ। ଆରମ୍ଭରେ ଅଳ୍ପ କିଛି ବୁଲା ଗାଈଗୋରୁ ଏଠାରେ ଥଇଥାନ ହୋଇଥିବା ବେଳେ ପରବର୍ତ୍ତୀ ସମୟରେ ଏଠାରେ ୩୮୬ ନିରାଶ୍ରୟ ଗୋରୁଗାଈ ପ୍ରତିପାଳିତ ହେଉଥିଲେ। ଏଥିମଧ୍ୟରେ ବୌଦ୍ଧ ଏନ୍‌‌ଏସି ସହିତ ହୋଇଥିବା ଗୋଶାଳାର ବୁଝାମଣାପତ୍ର ପ୍ରକାରେ ସହରର ୧୫୦ ବୁଲା ଗାଈଗୋରୁ ଏବଂ ବିଭିନ୍ନ ସମୟରେ ବେଆଇନ ଗୋ ଚାଲାଣ ସମୟରେ ଉଦ୍ଧାର ହୋଇଥିବା କିଛି ଗାଈଗୋରୁ ରଖାଯାଇଛି। ସେଥି ମଧ୍ୟରୁ ଦୁଧିଆଳୀ ଗାଇ, ଛୁଆ, ବଛା ମିଶାଇ ୨୦୦ରୁ ଊର୍ଦ୍ଧ୍ବ ଗୋରୁଗାଇଙ୍କୁ ସ୍ଥାନୀୟ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ଚାଷୀଙ୍କୁ ସହମତି ଭିତ୍ତିରେ ପର୍ଯ୍ୟାୟକ୍ରମେ ବଣ୍ଟନ କରାଯାଇଥିବା ବେଳେ ବର୍ତ୍ତମାନ ଏଠାରେ ୧୬୨ ନିରାଶ୍ରୟ ଗାଈଗୋରୁ ପ୍ରତିପାଳିତ ହେଉଛନ୍ତି।

ସ୍ଥାନୀୟ ପୃଷ୍ଠାପୋଷକ ଭାଗ୍ୟଧର ମହାକୁଡ଼ଙ୍କ ଦ୍ୱାରା ପ୍ରଦତ୍ତ ୩.୫୫ ଏକର ଜମିରେ ପରିଚାଳିତ ଏହି କେନ୍ଦ୍ରରେ ଗାଈଗୋରୁଙ୍କ ପାଇଁ ଚାଳଛପର ଆଶ୍ରୟସ୍ଥଳ ନିର୍ମାଣ କରାଯାଇଛି ଏବଂ ୮ ଜଣ ଗୋସେବକ ସେବିକା ନିୟୋଜିତ ହୋଇଛନ୍ତି। ତେବେ ଏତେ ସଂଖ୍ୟକ ଗାଈଗୋରୁଙ୍କ ରକ୍ଷଣାବେକ୍ଷଣ, ପାରିଶ୍ରମିକ, ଗୋଖାଦ୍ୟ ଜନିତ ଆର୍ଥିକ ବୋଝ ଗୋଶାଳା ମୁଖ୍ୟଙ୍କ ପାଇଁ ମୁଣ୍ଡବ୍ୟଥା ସୃଷ୍ଟି କରୁଛି। ଟ୍ରଷ୍ଟର ଶହେରୁ ଅଧିକ ସାଧାରଣସଦସ୍ୟଙ୍କ ସଭ୍ୟ ଚାନ୍ଦା ଏବଂ ବଦାନ୍ୟ ବ୍ୟକ୍ତିଙ୍କ ସାହାଯ୍ୟରେ ଜେଣ ତେଣ ଗୋଶାଳାର ଦୈନନ୍ଦିନ ଖର୍ଚ୍ଚ ଭରଣା କରାଯାଉଛି। ଖର୍ଚ୍ଚ ତୁଳନାରେ କ୍ଷୀର, ଖତ ଇତ୍ୟାଦି ବିକ୍ରିରୁ ହେଉଥିବା ଆୟ ନଗଣ୍ୟ ବୋଲି କହନ୍ତି ଅନୁଷ୍ଠାନର ମୁଖ୍ୟ। ତେବେ ଏଠାରୁ ଗୋମୂତ୍ର ଏବଂ ଗୋବର ବିକ୍ରି ପାଇଁ ସୁନ୍ଦରଗଡ଼ର ଭୂମିଶ୍ରୀ ଫାର୍ମର୍ସ ପ୍ରଡ୍ୟୁସର କମ୍ପାନୀ ସହିତ ବୁଝାମଣାପତ୍ର ହୋଇଥିଲେ ହେଁ ଆବଶ୍ୟକ ଭିତ୍ତିଭୂମି ଅଭାବରୁ ତାହା ସମ୍ଭବପର ହୋଇପାରୁନାହିଁ। ଆଗାମୀ ଦିନରେ ଗୋବରରୁ ଜିଆ ଖତ, ଗୋମୂତ୍ର ଫିନାଇଲ, ଜୈବିକ ସାର ଭଳି ଗୋଆଧାରିତ କୁଟୀର ଶିଳ୍ପ ଜରିଆରେ ଅର୍ଥନୈତିକ ଅଭିବୃଦ୍ଧି ପାଇଁ ଅନୁଷ୍ଠାନର ଯୋଜନା ଥିବା ଜଣାପଡ଼ିଛି। ତେବେ ରାଜ୍ୟ ସରକାରଙ୍କ ପ୍ରାଣୀ ସମ୍ପଦ ବିଭାଗ ଅନୁଦାନରେ ୬୮୦୦ ବର୍ଗ ଫୁଟ ପରିମିତ ଜାଗାରେ ୧୫୦ ଗୋରୁଙ୍କ ରହିବା କ୍ଷମତା ବିଶିଷ୍ଟ ଏକ ସ୍ଥାୟୀ ଗୋରୁ ଆଶ୍ରୟସ୍ଥଳୀ ବର୍ତ୍ତମାନ ନିର୍ମାଣାଧୀନ ରହିଛି। ଯାହା ବି ହେଉ ଭାରତୀୟ ସଂସ୍କୃତିରେ ଗୋମାତାର ଆଖ୍ୟା ପାଇଥିବା ଗୋରୁଗାଈ ନିରାଶ୍ରୟ ଏବଂ ଅବହେଳିତ ଅବସ୍ଥାରେ ଥିବାବେଳେ ଗୋସୁରକ୍ଷା ପାଇଁ ମାହେଶ୍ୱରୀ ଗୋଶାଳାର ଏଭଳି ମହତ ସୂତ୍ରପାତ ନିଶ୍ଚିତ ଭାବେ ଏକ ପ୍ରଶଂସଯୋଗ୍ୟ ପଦକ୍ଷେପ।

ବିଶ୍ୱାସ ଓ ପରମ୍ପରାର ଅନନ୍ୟ ଉଦାହରଣ ଢିଙ୍କି ପୂଜା
ହରଭଙ୍ଗା(ଭାଗବତ ମେହେର): ଦିନଥିଲା ଧାନରୁ ଚାଉଳ ବାହାର କରିବା ହେଉ ଅବା ପିଠା ପାଇଁ ଚୁନାକୁଟା ହେଉ ଲୋକେ ଢିଙ୍କି ଉପରେ ନିର୍ଭର କରୁଥିଲେ। ସମୟକ୍ରମେ ଧାନକଳ, ଚୁଡ଼ାକଳ ସମେତ ଘରେ ଘରେ ଗ୍ରାଇଣ୍ଡର୍‌ର ବହୁଳ ବ୍ୟବହାର ଯୋଗୁଁ ଢିଙ୍କିର ଗୁରୁତ୍ୱ କମିବାରେ ଲାଗିଛି। ଅନେକ ଗାଁରୁ ଢିଙ୍କି ପ୍ରାୟ ଲୋପପାଇବାରୁ ବସିଲାଣି। ଏପରିସ୍ଥଳେ ବୌଦ୍ଧ ଜିଲ୍ଲାର ଅନେକ ଅଞ୍ଚଳରେ ଲୋକଙ୍କ ବିଶ୍ୱାସ ରହିଛି ଢିଙ୍କି ଥିଲେ ମା’ ଲକ୍ଷ୍ମୀ କୁଆଡେ଼ ଅବସ୍ଥାନ କରିଥା’ନ୍ତି। ସେହିକ୍ରମେ ଅନେକ ପରିବାର ଏବେ ବି ଘରେ ଢିଙ୍କି ରଖି ପୂଜା କରୁଛନ୍ତି।

ପୁରୁଣା ଲୋକଙ୍କ କହିବାନୁଯାୟୀ ପୂର୍ବରୁ କୌଣସି କଳକବଜା ନ ଥିଲା। ଫଳରେ ଘରେ ଘରେ ବିବାହ, ବନ୍ଦାପଣା, ପୂଜା, ନୁଆଁଖାଇ ଭଳି ପର୍ବପର୍ବାଣୀ ଆଦି ପଡ଼ିଲେ ଲୋକମାନେ କେବଳ ଢିଙ୍କିର ବ୍ୟବହାର କରୁଥିଲେ। ଢିଙ୍କି ଦ୍ୱାରା ଧାନରୁ ଚାଉଳ, ଚୁନା, ଚୁଡ଼ା ଏବଂ ମୁଢି ଚାଉଳ, ଗହମ ଏପରିକି ଅଦା, ରସୁଣ ମଧ୍ୟ ଭୋଜି କାର୍ଯ୍ୟରେ ଛେଚି ପ୍ରସ୍ତୁତ କରିଥାନ୍ତି। ଢିଙ୍କିରୁ ପ୍ରସ୍ତୁତ ହୋଇଥିବା ଖାଦ୍ୟ ଅତି ଭିଟାମିନ ଯୁକ୍ତ, ସ୍ୱାଦିଷ୍ଟ ହୋଇଥାଏ।

କିନ୍ତୁ ଆଧୁନିକ ଯୁଗରେ ଆସର ମେଲେଇ ବସିଛି ନୂଆ ନୂଆ କଳକବ୍‌ଜା। ଅଳ୍ପ ସମୟରେ ବସ୍ତା ବସ୍ତା ଚାଉଳ, ଗହମ, ଚୁଡ଼ା ପେସା ଯାଇପାରୁଛି। କିନ୍ତୁ ଏହି ପୁରୁଣା ପରମ୍ପରା ସଂସ୍କୃତି ଲୋପ ପାଇ ବସିଥିବା ବେଳେ ପଶ୍ଚିମ ଓଡ଼ିଶାରେ ଢିଙ୍କିକୁ ମହିଳାମାନେ ଅନ୍ନପୂର୍ଣ୍ଣା ଭାବେ ପୂଜା କରିଥା’ନ୍ତି। କଥାରେ କୁହନ୍ତି ଯାହା ଘରେ ଢିଙ୍କି ରହିଥାଏ ତାହାଘରେ ମା’ଲକ୍ଷ୍ମୀଙ୍କ ଆସ୍ଥାନ ରହିଥାଏ। ସେନେଇ ଆଜିବି ବୌଦ୍ଧ ଜିଲ୍ଲାର କିଛି ଗାଁରେ କାଁ ଭାଁ ଢ଼ିଙ୍କି ରହିଛି, କେବଳ ଠାକୁରାଣୀଙ୍କ ନବାହ୍ନ ଭୋଗ ହେଉକି କି ପୂଜା କାର୍ଯ୍ୟରେ ଆବଶ୍ୟତା ହେଉଥିବା ଭୋଗ ରାଗର ପ୍ରସ୍ତୁତି ଢିଙ୍କି ଦ୍ୱାରା ହିଁ କାର୍ଯ୍ୟ ଜାରିରହିଛି।

ବର୍ତ୍ତମାନ ବି ଆଧୁନିକତା ଯୁଗରେ ଲୋପ ପାଇଯାଉଥିବା ଢିଙ୍କି ବୌଦ୍ଧ ଜିଲ୍ଲାର ବିଭିନ୍ନ ଗ୍ରାମାଞ୍ଚଳ ଗୁଡ଼ିକରେ ବ୍ୟବହାର ହେଉଥିବା ଦେଖିବାକୁ ମିଳୁଛି। ଢିଙ୍କିର ପାଇଁ ଏକ ୮/ରୁ ୧୦ ଫୁଟ ଲମ୍ୱ,୧୦ଇଞ୍ଚ ଗୋଲେଇର ଏକ ସବଳ କାଠ ଦରକାର ହୋଇଥାଏ। କାଠର ଆଗରେ ଏକ କଣା କରି ତା ମଧ୍ୟରେ ଏକ ୨ଫୁଟ ଭିତରେ ଏକ ଛୋଟ କାଠ କିଳାର ମୂଳରେ ଲୁହା ବଳା ଲଗାଇ ଖଞ୍ଜା ଯାଇଥାଏ। ପରେ ମାଟି ଉପରେ ଏକ କାଠଶାଳରେ ଗାତ କରାଯାଇଥିବା ବେଳେ ଢିଙ୍କି କୁଟିବା ସମୟରେ ଏପଟ ସେପଟ ନ ହେବା ପାଇଁ ଢିଙ୍କି ମଝିରେ ଉଭୟ ପାଶ୍ୱର୍ରେ ଗାତ ଖୋଳି ଦୁଇଟି କାଠ ପୋତିଦିଆଯାଇଥାଏ। ଯେତେବେଳେ ଧାନ ଚାଉଳ ଚୁନା ଆଦି ପ୍ରସ୍ତୁତ କରିବାକୁ ହେଲେ ଦୁଇଜଣ ମହିଳା ଆବଶ୍ୟକ ତା ରହିଥାଏ। ଜଣେ ଢିଙ୍କିର ଶେଷ ମୁଣ୍ଡରେ ଗୋଡ଼ ସାହାଯ୍ୟ ରେ ଢିଙ୍କି କୁଟୁଥିବା ବେଳେ ଅନ୍ୟଜଣେ ଆଗରେ ରହି ଧାନ, ଚାଉଳ, ଆଦି ଗାତରେ ସାଉଁଟି ନେଇଥାନ୍ତି।

ସର୍ଚ୍ଚ ଅପରେସନବେଳେ ନଳୀକୁମ୍ପା ଜଙ୍ଗଲରେ ଲାଣ୍ଡମାଇନ ବିସ୍ଫୋରଣ, ଏକାଧିକ ଏସଓଜି ଯବାନ ଆହତ
ବଲାଙ୍ଗିର: ସର୍ଚ୍ଚ ଅପରେସନ ବେଳେ ଲାଣ୍ଡମାଇନ ବିସ୍ଫୋରଣ । କନ୍ଧମାଳ – ବୌଦ୍ଧ ସୀମାନ୍ତରେ ଘଟିଛି ଏହି ଅଘଟଣ । ଘଞ୍ଚ ଜଙ୍ଗଲ ଭିତରେ ସର୍ଚ୍ଚ ଅପରେସନ ଚାଲିଥିବା ବେଳେ ଲାଣ୍ଡମାଇନ ବିସ୍ଫୋରଣ ଘଟିଛି । ବିସ୍ଫୋରଣରେ ଏକାଧିକ ଏସଓଜି ଯବାନ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି। ସିଟି ସ୍କାନ କରାଯିବା ପରେ ସ୍ଥିତି କହିହେବ ବୋଲି ମେଡିକାଲ ସୁପରିଟେଣ୍ଡେଣ୍ଟ ଡା.ମାନସୀ ପଣ୍ଡା କହିଛନ୍ତି । ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ରହିଛି । ଆହତ ଯବାନଙ୍କ ମଧ୍ୟରେ ରସରାଜ ଶିରୋମଣି ନାଏକ ଓ ଉତ୍କଳ ପଟେଲ ଥିବା ଜଣାପଡିଛି । ସମସ୍ତ ଆହତ ଯବାନଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ବଲାଙ୍ଗିର ଅଣାଯାଇଛି । ଯବାନମାନଙ୍କୁ ଏୟାର ଲିଫ୍ଟ କରାଯିବା ନେଇ ସୂଚନା ରହିଛି ।

ଆଜି ସକାଳେ ଯବାନମାନେ ନଳୀକୁମ୍ପା ଜଙ୍ଗଲରେ ସର୍ଚ୍ଚ ଅପରେସନ କରୁଥିଲେ। ନକ୍ସଲମାନେ ଯବାନଙ୍କ ଗାଡ଼ିକୁ ଓଡ଼ାଇ ଦେବାକୁ ଲ୍ୟାଣ୍ଡମାଇନ ଖଞ୍ଜି ରଖିଥିବା ସନ୍ଦେହ କରାଯାଉଛି। ଯବାନମାନେ ସେହି ରାସ୍ତାଦେଇ ଯିବା ବେଳେ ବିସ୍ଫୋରଣ ହୋଇଥିଲା।